Message List: 11,927
S.No Message Title Message State Created By Creation Date Status Action
551 Weather forecast & Pest Management process of Vegetable ନମସ୍କାର କଟକ ଜିଲ୍ଲା ର ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୧୦ ଜାନୁଆରୀ ରୁ ୧୬ ଜାନୁଆରୀ ମଧ୍ୟରେ ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ। ଏବଂ ସର୍ବତ୍ର ସର୍ବାଧିକ ତାପମାତ୍ରା ୧୨°C-୨୬°C ମଧ୍ୟରେ ରହିବ। ୧. ପନିପରିବା କିଆରୀରେ ଶୋଷକ କୀଟ ପାଇଁ ହଳଦିଆ ଅଠା ଜନ୍ତା ପୋତନ୍ତୁ ଓ ପ୍ରତି ଚାରିଦିନ ଅନ୍ତରରେ ୩୦୦ppm ର ନିମତେଲ ସିଞ୍ଚନ କରନ୍ତୁ। ୨. ଫଳବିନ୍ଧା କୀଟ ପାଇଁ ୧ଲି. ପାଣିରେ ୩୦ମି.ଲି. ବ୍ରହ୍ମସ୍ତ୍ର ମିଶାଇ ସିଞ୍ଚନ କରନ୍ତୁ। (୫କି.ଗ୍ରା. ନିମପତ୍ର +୨କି.ଗ୍ରା. ଅମୃତଭଣ୍ଡା ପତ୍ର +୨କି.ଗ୍ରା. ଜଡ଼ା ପତ୍ର +୨କି.ଗ୍ରା. ଆମ୍ବପତ୍ର +୧୦ଲି.ଗାଈ ପରିସ୍ରା କୁ ନେଇ ପ୍ରସ୍ତୁତ କରାଯାଇଥାଏ ) ୩. ବାଇଗଣ ଫସଲ କରିଥିଲେ ଗଛର ତଳପଟୁ ୪ଟି ଲେଖାଏ ପତ୍ର ବାହାର କରି ମୂଳରେ ସୂର୍ଯ୍ୟକିରଣର ବ୍ୟବସ୍ଥା କରନ୍ତୁ। ୪. ବାଇଗଣ, ଭେଣ୍ଡି, ଲାଉ, ଟମାଟୋ, କଲର ଫସଲର ବୃଦ୍ଧି ପାଇଁ ଘାସବଛା ଓ ଜୀବମୃତ ଢାଳନ୍ତୁ। ୫. ଫସଲରେ ଜଉ ପୋକ ଦାଉରୁ ରକ୍ଷା ପାଇଁ ୧ଲି. ପାଣିରେ ୧ଚାମଚ ଆଲୋଭେରା ଜେଲ ମିଶାଇ ସିଞ୍ଚନ କରନ୍ତୁ। ୬.ଅନାବନା ଘାସ ବାଛି ୨ୟ ବାର ଘନଜୀବାମୃତ ରେ ୫୦ଗ୍ରାମ ନିମ ପିଡିଆ ଗୋବର ଖତରେ ମିଶାଇ ଗଛ ମୂଳରେ ପ୍ରଯୋଗ କରନ୍ତୁ। ୭.ପତ୍ରମୋଚା ରୋଗ ଦେଖା ଦେଲେ ଦହି ପାଣି +ତମ୍ବା ମିଶ୍ରଣ ସିଞ୍ଚନ କରନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Orissa Orissa 10-01-2026 Enable
552 Weather forecast & Pest Management process of Vegetable ନମସ୍କାର ଗଜପତି ଜିଲ୍ଲାର ମୋହନା ଓ ଗୁମ୍ମା ବ୍ଲକର ସମସ୍ତ ଚାଷୀ ମାନଙ୍କୁ ସଲିଡାରିଡାଡ ତରଫରୁ ଭୋଡାଫୋନ ଆଇଡିଆ ସହଯୋଗ ରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୧୦ ଜାନୁଆରୀ ରୁ ୧୬ ଜାନୁଆରୀ ମଧ୍ୟରେ ଗଜପତିର ମୋହନା ଏବଂ ଗୁମ୍ମା ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ ଓ ସର୍ବତ୍ର ସର୍ବାଧିକ ତାପମାତ୍ରା ୧୨°c ରୁ ୨୬°c ମଧ୍ୟରେ ରହିବ। ୧. ପନିପରିବା କିଆରୀରେ ଶୋଷକ କୀଟ ପାଇଁ ହଳଦିଆ ଅଠା ଜନ୍ତା ପୋତନ୍ତୁ ଓ ପ୍ରତି ଚାରିଦିନ ଅନ୍ତରରେ ୩୦୦ppm ର ନିମତେଲ ସିଞ୍ଚନ କରନ୍ତୁ। ୨. ଫଳବିନ୍ଧା କୀଟ ପାଇଁ ୧ଲି. ପାଣିରେ ୩୦ମି.ଲି. ବ୍ରହ୍ମସ୍ତ୍ର ମିଶାଇ ସିଞ୍ଚନ କରନ୍ତୁ। (୫କି.ଗ୍ରା. ନିମପତ୍ର +୨କି.ଗ୍ରା. ଅମୃତଭଣ୍ଡା ପତ୍ର +୨କି.ଗ୍ରା. ଜଡ଼ା ପତ୍ର +୨କି.ଗ୍ରା. ଆମ୍ବପତ୍ର +୧୦ଲି.ଗାଈ ପରିସ୍ରା କୁ ନେଇ ପ୍ରସ୍ତୁତ କରାଯାଇଥାଏ ) ୩. ବାଇଗଣ ଫସଲ କରିଥିଲେ ଗଛର ତଳପଟୁ ୪ଟି ଲେଖାଏ ପତ୍ର ବାହାର କରି ମୂଳରେ ସୂର୍ଯ୍ୟକିରଣର ବ୍ୟବସ୍ଥା କରନ୍ତୁ। ୪. ବାଇଗଣ, ଭେଣ୍ଡି, ଲାଉ, ଟମାଟୋ, କଲର ଫସଲର ବୃଦ୍ଧି ପାଇଁ ଘାସବଛା ଓ ଜୀବମୃତ ଢାଳନ୍ତୁ। ୫. ଫସଲରେ ଜଉ ପୋକ ଦାଉରୁ ରକ୍ଷା ପାଇଁ ୧ଲି. ପାଣିରେ ୧ଚାମଚ ଆଲୋଭେରା ଜେଲ ମିଶାଇ ସିଞ୍ଚନ କରନ୍ତୁ। ୬.ଅନାବନା ଘାସ ବାଛି ୨ୟ ବାର ଘନଜୀବାମୃତ ରେ ୫୦ଗ୍ରାମ ନିମ ପିଡିଆ ଗୋବର ଖତରେ ମିଶାଇ ଗଛ ମୂଳରେ ପ୍ରଯୋଗ କରନ୍ତୁ। ୭.ପତ୍ରମୋଚା ରୋଗ ଦେଖା ଦେଲେ ଦହି ପାଣି +ତମ୍ବା ମିଶ୍ରଣ ସିଞ୍ଚନ କରନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Orissa Orissa 10-01-2026 Enable
553 Weather forecast and Seed treatment & inoculation process of Green Gram ନମସ୍କାର ଗଜପତି ଜିଲ୍ଲାର ମୋହନା ଓ ଗୁମ୍ମା ବ୍ଲକର ସମସ୍ତ ଚାଷୀ ମାନଙ୍କୁ ସଲିଡାରିଡାଡ ତରଫରୁ ଭୋଡାଫୋନ ଆଇଡିଆ ସହଯୋଗ ରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୧୦ ଜାନୁଆରୀ ରୁ ୧୬ ଜାନୁଆରୀ ମଧ୍ୟରେ ଗଜପତିର ମୋହନା ଏବଂ ଗୁମ୍ମା ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ ଓ ସର୍ବତ୍ର ସର୍ବାଧିକ ତାପମାତ୍ରା ୧୨°c ରୁ ୨୬°c ମଧ୍ୟରେ ରହିବ। ଜଳବାୟୁ ପରିବର୍ତ୍ତନକୁ ପ୍ରତିରୋଧ କରିବା ପାଇଁ ମୁଗ ବୁଣିବା ପୂର୍ବରୁ ମାଟି, ପାଣି, ଫସଲ ପରିଚାଳନା କରିବାକୁ ପଡିବ ଯାହା ମରୁଡି, ଅତ୍ୟଧିକ ତାପ, ଅଦିନିଆ ବର୍ଷାକୁ ରୋକି ପାରିବ । ଜମି ପ୍ରସ୍ତୁତି: ଧାନ ଅମଳପରେ ଜମିରୁ ମିଳୁଥିବା ଫସଲ ଅବଶିଷ୍ଟାଂଶର ପରିଚାଳନା ପାଇଁ ଅଗ୍ନି ସଂଯୋଗ ହୋଇନଥିଲେ ତାହାକୁ ପ୍ରଦର୍ଶନୀ କ୍ଷେତ ରୂପେ ନିଆଯାଇ ପାରେ। କମ୍ପୋଷ୍ଟ ପ୍ରୟୋଗ : ମାଟିରେ ୨ କ୍ଵିଣ୍ଟାଲ ଜିଆ ଖତ କିମ୍ବା ଘନଜୀବାମୃତ ପ୍ରୟୋଗ କରନ୍ତୁ ଏ ସବୁ ନଥିଲେ ଅତିକମରେ ଏକର ପ୍ରତି ୧୦ କ୍ଵିଣ୍ଟାଲ ଗୋବର ଖତ ପ୍ରୟୋଗ କରନ୍ତୁ। ବୁଣିବାର ସମୟ: • ଅପାଣିଆ ବୁଣିବା ପାଇଁ ଧାନକାଟିବା ପରେ ଜମିରେ ଥିବା ବତରକୁ ଦେଖି ବିହନ ବୁଣାଯାଇ ପାରେ। • ପାଣି ମଡାଇ ବୁଣିବା ପାଇଁ ଧାନ କଟାଯିବା ପରେ ଯଦି ସଠିକ ପରିମାଣର ବତର ନଥାଏ, ସେଥିରେ ଜଳସେଚନ କରି ମୁଗ ବୁଣାଯାଇପାରେ। କିସମ ଚୟନ : ସଅଳ ପାଚୁଥୁବା ମରୁଡି ସହଣିୟ ବିହନ ତଥା- ସମ୍ରାଟ, ବିରାଟ, ଆଇ. ପି. ଏମ୍. ୨-୧୪ ଏବଂ ଦେଶୀ ବିହନ। ଫସଲ ବିବିଧତା ବା ଅନ୍ତଫସଲ ଭାବେ - ମୁଗରେ ମକା କିମ୍ୱା ସୋରିଷ ଏକ ଧାଡ଼ି ଲେଖାଏ ବୁଣି ପରିବା ଏହା ଦ୍ବାରା ରୋଗ ପୋକ ନିୟନ୍ତ୍ରଣ କରିବା ସହ ଏକା ସମୟରେ ୨ ଟି ଫସଲ କୁ ଅମଳ କରିପାରିବା। ବିହନ ପରିମାଣ – ଏକ ଏକର ପାଇଁ ୧୦ କେ.ଜି. ମୁଗ ବିହନ, ୫୦୦ ଗ୍ରା.ମ୍. ସୋରିଷ ବିହନ । ବୁଣା ପଦ୍ଧତି – ଲଙ୍ଗଳ ପଛରେ ଓ ସାଧା ବୁଣା ଧାଡିକୁ ଧାଡି ୩୦ ସେ.ମି. ବୁଣନ୍ତୁ। ବିହନ ବିଶୋଧନ: ଏହାଛଡା ବିହନକୁ ଟ୍ରାଇକୋଡର୍ମା ଭିରିଡି ୧ କେଜି ବିହନ ପ୍ରତି ୪ ଗ୍ରାମ ହିସାବରେ ଗୋଳାଇ ବିଶୋଧନ କରନ୍ତୁ । ଏହାଦ୍ଵାରା ଭବିଷ୍ୟତରେ ଫିମ୍ପିଜନିତ ରୋଗ ହେବ ନାହିଁ । ବିହନ ଉପଚାର: ଜୀବାଣୁ ସାର ଦ୍ଵାରା ବିହନ ଉପଚାର ୧ କେଜି ବିହନ ପ୍ରତି ପାଇଁ ୨୦ ଗ୍ରାମ୍ ରାଇଜୋବିୟମ, ୨୦ ଗ୍ରାମ ପି.ଏସ୍.ବି ଓ ୮୦ ମିଲି ଥଣ୍ଡା ପେଜରେ ଗୋଳାଇ ମଣ୍ଡତିଆରି କରି ଶୁଖାନ୍ତୁ ଓ ପୁରା ଶୁଖିଲା ଫସଲକୁ ବୁଣନ୍ତୁ । ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Orissa Orissa 10-01-2026 Enable
554 Weather forecast and Seed treatment & inoculation process of Green Gram ନମସ୍କାର କଟକ ଜିଲ୍ଲା ର ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୧୦ ଜାନୁଆରୀ ରୁ ୧୬ ଜାନୁଆରୀ ମଧ୍ୟରେ ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ। ଏବଂ ସର୍ବତ୍ର ସର୍ବାଧିକ ତାପମାତ୍ରା ୧୨°C-୨୬°C ମଧ୍ୟରେ ରହିବ। ଜଳବାୟୁ ପରିବରର୍ତ୍ତନକୁ ପ୍ରତିରୋଧ କରିବା ପାଇଁ ମୁଗ ବୁଣିବା ପୂର୍ବରୁ ମାଟି, ପାଣି, ଫସଲ ପରିଚାଳନା କରିବାକୁ ପଡିବ ଯାହା ମରୁଡି, ଅତ୍ୟଧିକ ତାପ, ଅଦିନିଆ ବର୍ଷାକୁ ରୋକି ପାରିବ । ଜମି ପ୍ରସ୍ତୁତି: ଧାନ ଅମଳପରେ ଜମିରୁ ମିଳୁଥିବା ଫସଲ ଅବଶିଷ୍ଟାଂଶର ପରିଚାଳନା ପାଇଁ ଅଗ୍ନି ସଂଯୋଗ ହୋଇନଥିଲେ ତାହାକୁ ପ୍ରଦର୍ଶନୀ କ୍ଷେତ ରୂପେ ନିଆଯାଇ ପାରେ। କମ୍ପୋଷ୍ଟ ପ୍ରୟୋଗ : ମାଟିରେ ୨ କ୍ଵିଣ୍ଟାଲ ଜିଆ ଖତ କିମ୍ବା ଘନଜୀବାମୃତ ପ୍ରୟୋଗ କରନ୍ତୁ ଏ ସବୁ ନଥିଲେ ଅତିକମରେ ଏକର ପ୍ରତି ୧୦ କ୍ଵିଣ୍ଟାଲ ଗୋବର ଖତ ପ୍ରୟୋଗ କରନ୍ତୁ। ବୁଣିବାର ସମୟ: • ଅପାଣିଆ ବୁଣିବା ପାଇଁ ଧାନକାଟିବା ପରେ ଜମିରେ ଥିବା ବତରକୁ ଦେଖି ବିହନ ବୁଣାଯାଇ ପାରେ। • ପାଣି ମଡାଇ ବୁଣିବା ପାଇଁ ଧାନ କଟାଯିବା ପରେ ଯଦି ସଠିକ ପରିମାଣର ବତର ନଥାଏ, ସେଥିରେ ଜଳସେଚନ କରି ମୁଗ ବୁଣାଯାଇପାରେ। କିସମ ଚୟନ : ସଅଳ ପାଚୁଥୁବା ମରୁଡି ସହଣିୟ ବିହନ ତଥା- ସମ୍ରାଟ, ବିରାଟ, ଆଇ. ପି. ଏମ୍. ୨-୧୪ ଏବଂ ଦେଶୀ ବିହନ। ଫସଲ ବିବିଧତା ବା ଅନ୍ତଫସଲ ଭାବେ - ମୁଗରେ ମକା କିମ୍ୱା ସୋରିଷ ଏକ ଧାଡ଼ି ଲେଖାଏ ବୁଣି ପରିବା ଏହା ଦ୍ବାରା ରୋଗ ପୋକ ନିୟନ୍ତ୍ରଣ କରିବା ସହ ଏକା ସମୟରେ ୨ ଟି ଫସଲ କୁ ଅମଳ କରିପାରିବା। ବିହନ ପରିମାଣ – ଏକ ଏକର ପାଇଁ ୧୦ କେ.ଜି. ମୁଗ ବିହନ, ୫୦୦ ଗ୍ରା.ମ୍. ସୋରିଷ ବିହନ । ବୁଣା ପଦ୍ଧତି – ଲଙ୍ଗଳ ପଛରେ ଓ ସାଧା ବୁଣା ଧାଡିକୁ ଧାଡି ୩୦ ସେ.ମି. ବୁଣନ୍ତୁ। ବିହନ ବିଶୋଧନ: ଏହାଛଡା ବିହନକୁ ଟ୍ରାଇକୋଡର୍ମା ଭିରିଡି ୧ କେଜି ବିହନ ପ୍ରତି ୪ ଗ୍ରାମ ହିସାବରେ ଗୋଳାଇ ବିଶୋଧନ କରନ୍ତୁ । ଏହାଦ୍ଵାରା ଭବିଷ୍ୟତରେ ଫିମ୍ପିଜନିତ ରୋଗ ହେବ ନାହିଁ । ବିହନ ଉପଚାର: ଜୀବାଣୁ ସାର ଦ୍ଵାରା ବିହନ ଉପଚାର ୧ କେଜି ବିହନ ପ୍ରତି ପାଇଁ ୨୦ ଗ୍ରାମ୍ ରାଇଜୋବିୟମ, ୨୦ ଗ୍ରାମ ପି.ଏସ୍.ବି ଓ ୮୦ ମିଲି ଥଣ୍ଡା ପେଜରେ ଗୋଳାଇ ମଣ୍ଡତିଆରି କରି ଶୁଖାନ୍ତୁ ଓ ପୁରା ଶୁଖିଲା ଫସଲକୁ ବୁଣନ୍ତୁ । ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Orissa Orissa 10-01-2026 Enable
555 Weather forecast and Seed treatment & inoculation process of Green Gram ନମସ୍କାର ଗଜପତି ଜିଲ୍ଲାର ମୋହନା ଓ ଗୁମ୍ମା ବ୍ଲକର ସମସ୍ତ ଚାଷୀ ମାନଙ୍କୁ ସଲିଡାରିଡାଡ ତରଫରୁ ଭୋଡାଫୋନ ଆଇଡିଆ ସହଯୋଗ ରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୧୦ ଜାନୁଆରୀ ରୁ ୧୬ ଜାନୁଆରୀ ମଧ୍ୟରେ ଗଜପତିର ମୋହନା ଏବଂ ଗୁମ୍ମା ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ ଓ ସର୍ବତ୍ର ସର୍ବାଧିକ ତାପମାତ୍ରା ୧୨°c ରୁ ୨୬°c ମଧ୍ୟରେ ରହିବ। ଜଳବାୟୁ ପରିବର୍ତ୍ତନକୁ ପ୍ରତିରୋଧ କରିବା ପାଇଁ ମୁଗ ବୁଣିବା ପୂର୍ବରୁ ମାଟି, ପାଣି, ଫସଲ ପରିଚାଳନା କରିବାକୁ ପଡିବ ଯାହା ମରୁଡି, ଅତ୍ୟଧିକ ତାପ, ଅଦିନିଆ ବର୍ଷାକୁ ରୋକି ପାରିବ । ଜମି ପ୍ରସ୍ତୁତି: ଧାନ ଅମଳପରେ ଜମିରୁ ମିଳୁଥିବା ଫସଲ ଅବଶିଷ୍ଟାଂଶର ପରିଚାଳନା ପାଇଁ ଅଗ୍ନି ସଂଯୋଗ ହୋଇନଥିଲେ ତାହାକୁ ପ୍ରଦର୍ଶନୀ କ୍ଷେତ ରୂପେ ନିଆଯାଇ ପାରେ। କମ୍ପୋଷ୍ଟ ପ୍ରୟୋଗ : ମାଟିରେ ୨ କ୍ଵିଣ୍ଟାଲ ଜିଆ ଖତ କିମ୍ବା ଘନଜୀବାମୃତ ପ୍ରୟୋଗ କରନ୍ତୁ ଏ ସବୁ ନଥିଲେ ଅତିକମରେ ଏକର ପ୍ରତି ୧୦ କ୍ଵିଣ୍ଟାଲ ଗୋବର ଖତ ପ୍ରୟୋଗ କରନ୍ତୁ। ବୁଣିବାର ସମୟ: • ଅପାଣିଆ ବୁଣିବା ପାଇଁ ଧାନକାଟିବା ପରେ ଜମିରେ ଥିବା ବତରକୁ ଦେଖି ବିହନ ବୁଣାଯାଇ ପାରେ। • ପାଣି ମଡାଇ ବୁଣିବା ପାଇଁ ଧାନ କଟାଯିବା ପରେ ଯଦି ସଠିକ ପରିମାଣର ବତର ନଥାଏ, ସେଥିରେ ଜଳସେଚନ କରି ମୁଗ ବୁଣାଯାଇପାରେ। କିସମ ଚୟନ : ସଅଳ ପାଚୁଥୁବା ମରୁଡି ସହଣିୟ ବିହନ ତଥା- ସମ୍ରାଟ, ବିରାଟ, ଆଇ. ପି. ଏମ୍. ୨-୧୪ ଏବଂ ଦେଶୀ ବିହନ। ଫସଲ ବିବିଧତା ବା ଅନ୍ତଫସଲ ଭାବେ - ମୁଗରେ ମକା କିମ୍ୱା ସୋରିଷ ଏକ ଧାଡ଼ି ଲେଖାଏ ବୁଣି ପରିବା ଏହା ଦ୍ବାରା ରୋଗ ପୋକ ନିୟନ୍ତ୍ରଣ କରିବା ସହ ଏକା ସମୟରେ ୨ ଟି ଫସଲ କୁ ଅମଳ କରିପାରିବା। ବିହନ ପରିମାଣ – ଏକ ଏକର ପାଇଁ ୧୦ କେ.ଜି. ମୁଗ ବିହନ, ୫୦୦ ଗ୍ରା.ମ୍. ସୋରିଷ ବିହନ । ବୁଣା ପଦ୍ଧତି – ଲଙ୍ଗଳ ପଛରେ ଓ ସାଧା ବୁଣା ଧାଡିକୁ ଧାଡି ୩୦ ସେ.ମି. ବୁଣନ୍ତୁ। ବିହନ ବିଶୋଧନ: ଏହାଛଡା ବିହନକୁ ଟ୍ରାଇକୋଡର୍ମା ଭିରିଡି ୧ କେଜି ବିହନ ପ୍ରତି ୪ ଗ୍ରାମ ହିସାବରେ ଗୋଳାଇ ବିଶୋଧନ କରନ୍ତୁ । ଏହାଦ୍ଵାରା ଭବିଷ୍ୟତରେ ଫିମ୍ପିଜନିତ ରୋଗ ହେବ ନାହିଁ । ବିହନ ଉପଚାର: ଜୀବାଣୁ ସାର ଦ୍ଵାରା ବିହନ ଉପଚାର ୧ କେଜି ବିହନ ପ୍ରତି ପାଇଁ ୨୦ ଗ୍ରାମ୍ ରାଇଜୋବିୟମ, ୨୦ ଗ୍ରାମ ପି.ଏସ୍.ବି ଓ ୮୦ ମିଲି ଥଣ୍ଡା ପେଜରେ ଗୋଳାଇ ମଣ୍ଡତିଆରି କରି ଶୁଖାନ୍ତୁ ଓ ପୁରା ଶୁଖିଲା ଫସଲକୁ ବୁଣନ୍ତୁ । ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Orissa Orissa 10-01-2026 Enable
556 गेहू मे सिचाई पर सलाह Jhabua वोडाफोन आईडिया फाउंडेशन एवं Solidaridad द्वारा क्रियान्वित स्मार्ट एग्री कार्यक्रम में आपका स्वागत है। किसानों के लिए सम-सामयिक सलाह, जिला Jhabua ऑटोमैटिक वेदर स्टेशन के अनुसार इस सप्ताह: 7 January से 16 January के दौरान दिन में 27 और रात में 11 डिग्री सेल्सियस ताप क्रम रहने का अनुमान है। किसान साथियों खेत में नमी का अनुमान लगा कर सिचाई करे I गेहूँ में अगर गाँठ पड़ने या फूल आने की अवस्था हो तो पानी की कमी न होने दे व सिंचाई की व्यवस्था करें I गेहु की फसल के फूल अवस्था में होने पर मिट्टी में पर्याप्त नमी होनी चाहिए I बदलते मौसम के कारण फसलों में रोग एवं कीट का प्रकोप बड़ने की सभांवना है गेहूँ की बालियों में दाने यदि काले पड़ रहे हों, उनमें दुर्गन्ध आ रही हो, तो इसका तात्पर्य है कि फ़सल में करनाल बंट या लूज़ स्मट का प्रकोप हो रहा है. रोग के किसी भी लक्षण के लिए नियमित रूप से फसल की निगरानी करना और इसके प्रसार को रोकने के लिए उचित उपाय करना महत्वपूर्ण है इस रोग के नियंत्रण के लिए यथसंभव शीघ्र ग्रसित पौधों को नष्ट कर के फ़सल पर प्रोपिकोनाजोल फफूंदनाशक के 0.1 % घोल का छिड़काव करें. इस छिड़काव को करने से लीफ ब्लाइट रोग के नियंत्रण में भी सहायता मिलेगी स्मार्ट एग्री प्रोजेक्ट के अंतर्गत खेती संबंधित समसामयिक सलाह के लिए 7065-00-5054 पर मिस कॉल करें एवं उपयोगी सलाह प्राप्त करें I अधिक जानकारी के लिए कृपया आप हमारे कृषि-विशेषज्ञ (फ़ोन: 8251071818) से दिन में सुबह 10 बजे से शाम 6 बजे के बीच बात करें.I Madhya Pradesh MP 06-01-2026 Enable
557 गेहू मे सिचाई पर सलाह Dhar वोडाफोन आईडिया फाउंडेशन एवं Solidaridad द्वारा क्रियान्वित स्मार्ट एग्री कार्यक्रम में आपका स्वागत है। किसानों के लिए सम-सामयिक सलाह, जिला Dhar ऑटोमैटिक वेदर स्टेशन के अनुसार इस सप्ताह: 7 January से 16 January के दौरान दिन में 26 और रात में 11 डिग्री सेल्सियस ताप क्रम रहने का अनुमान है। किसान साथियों खेत में नमी का अनुमान लगा कर सिचाई करे I गेहूँ में अगर गाँठ पड़ने या फूल आने की अवस्था हो तो पानी की कमी न होने दे व सिंचाई की व्यवस्था करें I गेहु की फसल के फूल अवस्था में होने पर मिट्टी में पर्याप्त नमी होनी चाहिए I बदलते मौसम के कारण फसलों में रोग एवं कीट का प्रकोप बड़ने की सभांवना है गेहूँ की बालियों में दाने यदि काले पड़ रहे हों, उनमें दुर्गन्ध आ रही हो, तो इसका तात्पर्य है कि फ़सल में करनाल बंट या लूज़ स्मट का प्रकोप हो रहा है. रोग के किसी भी लक्षण के लिए नियमित रूप से फसल की निगरानी करना और इसके प्रसार को रोकने के लिए उचित उपाय करना महत्वपूर्ण है इस रोग के नियंत्रण के लिए यथसंभव शीघ्र ग्रसित पौधों को नष्ट कर के फ़सल पर प्रोपिकोनाजोल फफूंदनाशक के 0.1 % घोल का छिड़काव करें. इस छिड़काव को करने से लीफ ब्लाइट रोग के नियंत्रण में भी सहायता मिलेगी स्मार्ट एग्री प्रोजेक्ट के अंतर्गत खेती संबंधित समसामयिक सलाह के लिए 7065-00-5054 पर मिस कॉल करें एवं उपयोगी सलाह प्राप्त करें I अधिक जानकारी के लिए कृपया आप हमारे कृषि-विशेषज्ञ (फ़ोन: 8251071818) से दिन में सुबह 10 बजे से शाम 6 बजे के बीच बात करें.I Madhya Pradesh MP 06-01-2026 Enable
558 गेहू मे सिचाई पर सलाह Vidisha वोडाफोन आईडिया फाउंडेशन एवं Solidaridad द्वारा क्रियान्वित स्मार्ट एग्री कार्यक्रम में आपका स्वागत है। किसानों के लिए सम-सामयिक सलाह, जिला Vidisha ऑटोमैटिक वेदर स्टेशन के अनुसार इस सप्ताह: 7 January से 16 January के दौरान दिन में 26 और रात में 10 डिग्री सेल्सियस ताप क्रम रहने का अनुमान है। किसान साथियों खेत में नमी का अनुमान लगा कर सिचाई करे I गेहूँ में अगर गाँठ पड़ने या फूल आने की अवस्था हो तो पानी की कमी न होने दे व सिंचाई की व्यवस्था करें I गेहु की फसल के फूल अवस्था में होने पर मिट्टी में पर्याप्त नमी होनी चाहिए I बदलते मौसम के कारण फसलों में रोग एवं कीट का प्रकोप बड़ने की सभांवना है गेहूँ की बालियों में दाने यदि काले पड़ रहे हों, उनमें दुर्गन्ध आ रही हो, तो इसका तात्पर्य है कि फ़सल में करनाल बंट या लूज़ स्मट का प्रकोप हो रहा है. रोग के किसी भी लक्षण के लिए नियमित रूप से फसल की निगरानी करना और इसके प्रसार को रोकने के लिए उचित उपाय करना महत्वपूर्ण है इस रोग के नियंत्रण के लिए यथसंभव शीघ्र ग्रसित पौधों को नष्ट कर के फ़सल पर प्रोपिकोनाजोल फफूंदनाशक के 0.1 % घोल का छिड़काव करें. इस छिड़काव को करने से लीफ ब्लाइट रोग के नियंत्रण में भी सहायता मिलेगी स्मार्ट एग्री प्रोजेक्ट के अंतर्गत खेती संबंधित समसामयिक सलाह के लिए 7065-00-5054 पर मिस कॉल करें एवं उपयोगी सलाह प्राप्त करें I अधिक जानकारी के लिए कृपया आप हमारे कृषि-विशेषज्ञ (फ़ोन: 8251071818) से दिन में सुबह 10 बजे से शाम 6 बजे के बीच बात करें.I Madhya Pradesh MP 06-01-2026 Enable
559 गेहू मे सिचाई पर सलाह Ratlam वोडाफोन आईडिया फाउंडेशन एवं Solidaridad द्वारा क्रियान्वित स्मार्ट एग्री कार्यक्रम में आपका स्वागत है। किसानों के लिए सम-सामयिक सलाह, जिला Ratlam ऑटोमैटिक वेदर स्टेशन के अनुसार इस सप्ताह: 7 January से 16 January के दौरान दिन में 26 और रात में 11 डिग्री सेल्सियस ताप क्रम रहने का अनुमान है। किसान साथियों खेत में नमी का अनुमान लगा कर सिचाई करे I गेहूँ में अगर गाँठ पड़ने या फूल आने की अवस्था हो तो पानी की कमी न होने दे व सिंचाई की व्यवस्था करें I गेहु की फसल के फूल अवस्था में होने पर मिट्टी में पर्याप्त नमी होनी चाहिए I बदलते मौसम के कारण फसलों में रोग एवं कीट का प्रकोप बड़ने की सभांवना है गेहूँ की बालियों में दाने यदि काले पड़ रहे हों, उनमें दुर्गन्ध आ रही हो, तो इसका तात्पर्य है कि फ़सल में करनाल बंट या लूज़ स्मट का प्रकोप हो रहा है. रोग के किसी भी लक्षण के लिए नियमित रूप से फसल की निगरानी करना और इसके प्रसार को रोकने के लिए उचित उपाय करना महत्वपूर्ण है इस रोग के नियंत्रण के लिए यथसंभव शीघ्र ग्रसित पौधों को नष्ट कर के फ़सल पर प्रोपिकोनाजोल फफूंदनाशक के 0.1 % घोल का छिड़काव करें. इस छिड़काव को करने से लीफ ब्लाइट रोग के नियंत्रण में भी सहायता मिलेगी स्मार्ट एग्री प्रोजेक्ट के अंतर्गत खेती संबंधित समसामयिक सलाह के लिए 7065-00-5054 पर मिस कॉल करें एवं उपयोगी सलाह प्राप्त करें I अधिक जानकारी के लिए कृपया आप हमारे कृषि-विशेषज्ञ (फ़ोन: 8251071818) से दिन में सुबह 10 बजे से शाम 6 बजे के बीच बात करें.I Madhya Pradesh MP 06-01-2026 Enable
560 गेहू मे सिचाई पर सलाह Shajapur वोडाफोन आईडिया फाउंडेशन एवं Solidaridad द्वारा क्रियान्वित स्मार्ट एग्री कार्यक्रम में आपका स्वागत है। किसानों के लिए सम-सामयिक सलाह, जिला Shajapur ऑटोमैटिक वेदर स्टेशन के अनुसार इस सप्ताह: 7 January से 16 January के दौरान दिन में 26 और रात में 10 डिग्री सेल्सियस ताप क्रम रहने का अनुमान है। किसान साथियों खेत में नमी का अनुमान लगा कर सिचाई करे I गेहूँ में अगर गाँठ पड़ने या फूल आने की अवस्था हो तो पानी की कमी न होने दे व सिंचाई की व्यवस्था करें I गेहु की फसल के फूल अवस्था में होने पर मिट्टी में पर्याप्त नमी होनी चाहिए I बदलते मौसम के कारण फसलों में रोग एवं कीट का प्रकोप बड़ने की सभांवना है गेहूँ की बालियों में दाने यदि काले पड़ रहे हों, उनमें दुर्गन्ध आ रही हो, तो इसका तात्पर्य है कि फ़सल में करनाल बंट या लूज़ स्मट का प्रकोप हो रहा है. रोग के किसी भी लक्षण के लिए नियमित रूप से फसल की निगरानी करना और इसके प्रसार को रोकने के लिए उचित उपाय करना महत्वपूर्ण है इस रोग के नियंत्रण के लिए यथसंभव शीघ्र ग्रसित पौधों को नष्ट कर के फ़सल पर प्रोपिकोनाजोल फफूंदनाशक के 0.1 % घोल का छिड़काव करें. इस छिड़काव को करने से लीफ ब्लाइट रोग के नियंत्रण में भी सहायता मिलेगी स्मार्ट एग्री प्रोजेक्ट के अंतर्गत खेती संबंधित समसामयिक सलाह के लिए 7065-00-5054 पर मिस कॉल करें एवं उपयोगी सलाह प्राप्त करें I अधिक जानकारी के लिए कृपया आप हमारे कृषि-विशेषज्ञ (फ़ोन: 8251071818) से दिन में सुबह 10 बजे से शाम 6 बजे के बीच बात करें.I Madhya Pradesh MP 06-01-2026 Enable