Message List: 12,189
S.No Message Title Message State Created By Creation Date Status Action
1051 सरसों मे सिचाई पर सलाह Bundi वोडाफोन आईडिया फाउंडेशन, एवं Solidaridad द्वारा क्रियान्वित स्मार्ट एग्री कार्यक्रम में आपका स्वागत है। किसानों के लिए सम-सामयिक सलाह, जिला Bundi ऑटोमैटिक वेदर स्टेशन के अनुसार इस सप्ताह: 14 November से 23 November के दौरान दिन में 25 और रात में 14 डिग्री सेल्सियस ताप क्रम रहने का अनुमान है। सरसों की फसल खेत में नमी को ध्यान रख सिंचाई करें I सरसों की फसल में फूल आने के समय (बोवनी के लगभग 30-35 दिन बाद) व दाना भरते समय (बोवनी के लगभग 60-65 दिन बाद) जल आवश्यकता के प्रति संवेदनशील होती है Iअतः पहली सिंचाई फूल आने के समय अवश्य करें I सिंचित सरसों में सिंचाई के पूर्व 50 किलो ग्राम यूरिया प्रति हेक्टेयर के हिसाब से छिड़काव कर दें I अगर खेत में खरपतवार हो तो निंदाई करें I सरसों में माहू कीट नाजुक पत्तों कलियों एवं फलियों का रस चूसते हैं कीट का प्रकोप ज्यादा होने पर इमिडाक्लोप्रिड अथवा थायमेथाक्सोम 50 से 60 ग्राम प्रति एकड़ की दर से 400 लीटर पानी में घोलकर छिड़काव करें I स्मार्ट एग्री प्रोजेक्ट के अंतर्गत खेती संबंधित समसामयिक सलाह के लिए 7065-00-5054 पर मिस कॉल करें एवं उपयोगी सलाह प्राप्त करें I अधिक जानकारी के लिए कृपया आप हमारे कृषि-विशेषज्ञ (फ़ोन: 8251071818) से दिन में सुबह 10 बजे से शाम 6 बजे के बीच बात करें.I इस सन्देश को दोबारा सुनने के लिये शून्य दबाए I Rajasthan Rajasthan User 11-11-2025 Enable
1052 सरसों मे सिचाई पर सलाह Baran वोडाफोन आईडिया फाउंडेशन, एवं Solidaridad द्वारा क्रियान्वित स्मार्ट एग्री कार्यक्रम में आपका स्वागत है। किसानों के लिए सम-सामयिक सलाह, जिला Baran ऑटोमैटिक वेदर स्टेशन के अनुसार इस सप्ताह: 14 November से 23 November के दौरान दिन में 26 और रात में 13 डिग्री सेल्सियस ताप क्रम रहने का अनुमान है। सरसों की फसल खेत में नमी को ध्यान रख सिंचाई करें I सरसों की फसल में फूल आने के समय (बोवनी के लगभग 30-35 दिन बाद) व दाना भरते समय (बोवनी के लगभग 60-65 दिन बाद) जल आवश्यकता के प्रति संवेदनशील होती है Iअतः पहली सिंचाई फूल आने के समय अवश्य करें I सिंचित सरसों में सिंचाई के पूर्व 50 किलो ग्राम यूरिया प्रति हेक्टेयर के हिसाब से छिड़काव कर दें I अगर खेत में खरपतवार हो तो निंदाई करें I सरसों में माहू कीट नाजुक पत्तों कलियों एवं फलियों का रस चूसते हैं कीट का प्रकोप ज्यादा होने पर इमिडाक्लोप्रिड अथवा थायमेथाक्सोम 50 से 60 ग्राम प्रति एकड़ की दर से 400 लीटर पानी में घोलकर छिड़काव करें I स्मार्ट एग्री प्रोजेक्ट के अंतर्गत खेती संबंधित समसामयिक सलाह के लिए 7065-00-5054 पर मिस कॉल करें एवं उपयोगी सलाह प्राप्त करें I अधिक जानकारी के लिए कृपया आप हमारे कृषि-विशेषज्ञ (फ़ोन: 8251071818) से दिन में सुबह 10 बजे से शाम 6 बजे के बीच बात करें.I इस सन्देश को दोबारा सुनने के लिये शून्य दबाए I Rajasthan Rajasthan User 11-11-2025 Enable
1053 सरसों मे सिचाई पर सलाह Kota वोडाफोन आईडिया फाउंडेशन, एवं Solidaridad द्वारा क्रियान्वित स्मार्ट एग्री कार्यक्रम में आपका स्वागत है। किसानों के लिए सम-सामयिक सलाह, जिला Kota ऑटोमैटिक वेदर स्टेशन के अनुसार इस सप्ताह: 14 November से 23 November के दौरान दिन में 25 और रात में 13 डिग्री सेल्सियस ताप क्रम रहने का अनुमान है। सरसों की फसल खेत में नमी को ध्यान रख सिंचाई करें I सरसों की फसल में फूल आने के समय (बोवनी के लगभग 30-35 दिन बाद) व दाना भरते समय (बोवनी के लगभग 60-65 दिन बाद) जल आवश्यकता के प्रति संवेदनशील होती है Iअतः पहली सिंचाई फूल आने के समय अवश्य करें I सिंचित सरसों में सिंचाई के पूर्व 50 किलो ग्राम यूरिया प्रति हेक्टेयर के हिसाब से छिड़काव कर दें I अगर खेत में खरपतवार हो तो निंदाई करें I सरसों में माहू कीट नाजुक पत्तों कलियों एवं फलियों का रस चूसते हैं कीट का प्रकोप ज्यादा होने पर इमिडाक्लोप्रिड अथवा थायमेथाक्सोम 50 से 60 ग्राम प्रति एकड़ की दर से 400 लीटर पानी में घोलकर छिड़काव करें I स्मार्ट एग्री प्रोजेक्ट के अंतर्गत खेती संबंधित समसामयिक सलाह के लिए 7065-00-5054 पर मिस कॉल करें एवं उपयोगी सलाह प्राप्त करें I अधिक जानकारी के लिए कृपया आप हमारे कृषि-विशेषज्ञ (फ़ोन: 8251071818) से दिन में सुबह 10 बजे से शाम 6 बजे के बीच बात करें.I इस सन्देश को दोबारा सुनने के लिये शून्य दबाए I Rajasthan Rajasthan User 11-11-2025 Enable
1054 सरसों मे सिचाई पर सलाह Tonk वोडाफोन आईडिया फाउंडेशन, एवं Solidaridad द्वारा क्रियान्वित स्मार्ट एग्री कार्यक्रम में आपका स्वागत है। किसानों के लिए सम-सामयिक सलाह, जिला Tonk ऑटोमैटिक वेदर स्टेशन के अनुसार इस सप्ताह: 14 November से 23 November के दौरान दिन में 25 और रात में 13 डिग्री सेल्सियस ताप क्रम रहने का अनुमान है। सरसों की फसल खेत में नमी को ध्यान रख सिंचाई करें I सरसों की फसल में फूल आने के समय (बोवनी के लगभग 30-35 दिन बाद) व दाना भरते समय (बोवनी के लगभग 60-65 दिन बाद) जल आवश्यकता के प्रति संवेदनशील होती है Iअतः पहली सिंचाई फूल आने के समय अवश्य करें I सिंचित सरसों में सिंचाई के पूर्व 50 किलो ग्राम यूरिया प्रति हेक्टेयर के हिसाब से छिड़काव कर दें I अगर खेत में खरपतवार हो तो निंदाई करें I सरसों में माहू कीट नाजुक पत्तों कलियों एवं फलियों का रस चूसते हैं कीट का प्रकोप ज्यादा होने पर इमिडाक्लोप्रिड अथवा थायमेथाक्सोम 50 से 60 ग्राम प्रति एकड़ की दर से 400 लीटर पानी में घोलकर छिड़काव करें I स्मार्ट एग्री प्रोजेक्ट के अंतर्गत खेती संबंधित समसामयिक सलाह के लिए 7065-00-5054 पर मिस कॉल करें एवं उपयोगी सलाह प्राप्त करें I अधिक जानकारी के लिए कृपया आप हमारे कृषि-विशेषज्ञ (फ़ोन: 8251071818) से दिन में सुबह 10 बजे से शाम 6 बजे के बीच बात करें.I इस सन्देश को दोबारा सुनने के लिये शून्य दबाए I Rajasthan Rajasthan User 11-11-2025 Enable
1055 Weather forecast & disease and pest management of Vegetable ନମସ୍କାର କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୧୦ ନଭେମ୍ବର ରୁ ୧୬ ନଭେମ୍ବର ମଧ୍ୟରେ ଡେରାବିଶ ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ। ଏବଂ ସର୍ବାଧିକ ତାପମାତ୍ରା ୧୬°C-୨୯°C ମଧ୍ୟରେ ରହିବ। ୧.ମୁଖ୍ୟ କିଆରୀରେ ଏକର ପ୍ରତି ୨ଟନ ଗୁଣ୍ଡ ଖତରେ ୨କି.ଗ୍ରା. ଆଜୋଟୋବାକ୍ଟର ମିଶାଇ ଜମି ପ୍ରସ୍ତୁତ କରନ୍ତୁ। ୨. ତଳି ପଟାଳି ଗୁଡିକ ୩'×୮'×୬ଉଚ୍ଚତା ରେ ପ୍ରସ୍ତୁତ କରନ୍ତୁ ଓ ପ୍ରତି ପଟାଳି ମଧ୍ୟରେ ୧ଫୁଟ ବ୍ୟବଧାନ ରଖନ୍ତୁ। ପ୍ରତି ପଟାଳିରେ ୧୦କି.ଗ୍ରା.ଗୁଣ୍ଡଖତ +୨୦୦ଗ୍ରା. ନିମ ପିଡିଆ +୨୦ଗ୍ରା. ଆଜୋଟୋବାକ୍ଟର ମିଶାଇ ୪ଦିନ ପରଖିଲା ପରେ ପ୍ରୟୋଗ କରନ୍ତୁ। ୩.ପରିବା ବିହନ ଗୁଡିକ ବୀଜାମୃତ ରେ ୧୫ମିନିଟ୍ ବୁଡାଇବା ପରେ ଛାଇରେ ଶୁଖାଇ ପଟାଳିରେ ଧାଡିରେ ବୁଣନ୍ତୁ। ୪ . ପନିପରିବା ଚାରା ଗୁଡିକର ମୂଳସଢା ରୋଗ ବର୍ଷା ଯୋଗୁଁ ଦେଖାଦେଇ ପାରେ ଏଣୁ ଏକ ଲିଟର ପାଣିରେ ୪ଗ୍ରା. ଟ୍ରାଇକୋଡରମା ମିଶାଇ ପଟାଳିରେ ସିଞ୍ଚନ କରନ୍ତୁ। ୫.ମନ୍ଦା ଫସଲ ଲଗାଇଲେ ଗଛ ବୃଦ୍ଧିପାଇଁ ମୂଳରେ ଜୈବ ଛାଦନ କରି ୫୦ମି.ଲି. ଜୀବାମୃତ ରେ ପାଣି ମିଶାଇ ମନ୍ଦାରେ ପ୍ରୟୋଗ କରନ୍ତୁ। ୬. ଯଦି ଛୁଇଁ ଜାତୀୟ ଲତା ପରିବା ତଥା ଝୁଡ଼ଙ୍ଗ, ବିନ ଆଦି ଲଗାଇଥିବେ ଜଉପୋକ ଦମନ ପାଇଁ ୧୫୦୦ପାୱାର ର ନିମ୍ବତେଲ ଡ୍ରମ ପିଛା ୫୦ମି.ଲି. ମିଶାଇ ସିଞ୍ଚନ କରନ୍ତୁ। ୭. ନୂଆଲଙ୍କା ଫସଲ କରିଥିଲେ ଏହାର ପତ୍ରମୋଡା ରୋଗ ପାଇଁ ୧୦ଲି. ପାଣି +୧ଲି. ଘୋଳ ଦହି +ଯେକୌଣସି ଏକ ତମ୍ବା ଜିନିଷ ପକାଇ ପାଞ୍ଚଦିନ ପରେ ସିଞ୍ଚନ କରନ୍ତୁ। ୮. ଧାନ ଗଛର ଅଧାରୁ କାଟନ୍ତୁ, ନଡା ଛତୁ ଚାଷ ଓ ଛାଦନ ରେ ବ୍ୟବହାର କରନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Orissa Orissa 10-11-2025 Enable
1056 Weather forecast & disease and pest management of Vegetable ନମସ୍କାର କଟକ ଜିଲ୍ଲା ର ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୧୦ ନଭେମ୍ବର ରୁ ୧୬ ନଭେମ୍ବର ମଧ୍ୟରେ ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ। ଏବଂ ସର୍ବତ୍ର ସର୍ବାଧିକ ତାପମାତ୍ରା ୧୬°C-୨୯°C ମଧ୍ୟରେ ରହିବ। ୧.ମୁଖ୍ୟ କିଆରୀରେ ଏକର ପ୍ରତି ୨ଟନ ଗୁଣ୍ଡ ଖତରେ ୨କି.ଗ୍ରା. ଆଜୋଟୋବାକ୍ଟର ମିଶାଇ ଜମି ପ୍ରସ୍ତୁତ କରନ୍ତୁ। ୨. ତଳି ପଟାଳି ଗୁଡିକ ୩'×୮'×୬ଉଚ୍ଚତା ରେ ପ୍ରସ୍ତୁତ କରନ୍ତୁ ଓ ପ୍ରତି ପଟାଳି ମଧ୍ୟରେ ୧ଫୁଟ ବ୍ୟବଧାନ ରଖନ୍ତୁ। ପ୍ରତି ପଟାଳିରେ ୧୦କି.ଗ୍ରା.ଗୁଣ୍ଡଖତ +୨୦୦ଗ୍ରା. ନିମ ପିଡିଆ +୨୦ଗ୍ରା. ଆଜୋଟୋବାକ୍ଟର ମିଶାଇ ୪ଦିନ ପରଖିଲା ପରେ ପ୍ରୟୋଗ କରନ୍ତୁ। ୩.ପରିବା ବିହନ ଗୁଡିକ ବୀଜାମୃତ ରେ ୧୫ମିନିଟ୍ ବୁଡାଇବା ପରେ ଛାଇରେ ଶୁଖାଇ ପଟାଳିରେ ଧାଡିରେ ବୁଣନ୍ତୁ। ୪ . ପନିପରିବା ଚାରା ଗୁଡିକର ମୂଳସଢା ରୋଗ ବର୍ଷା ଯୋଗୁଁ ଦେଖାଦେଇ ପାରେ ଏଣୁ ଏକ ଲିଟର ପାଣିରେ ୪ଗ୍ରା. ଟ୍ରାଇକୋଡରମା ମିଶାଇ ପଟାଳିରେ ସିଞ୍ଚନ କରନ୍ତୁ। ୫.ମନ୍ଦା ଫସଲ ଲଗାଇଲେ ଗଛ ବୃଦ୍ଧିପାଇଁ ମୂଳରେ ଜୈବ ଛାଦନ କରି ୫୦ମି.ଲି. ଜୀବାମୃତ ରେ ପାଣି ମିଶାଇ ମନ୍ଦାରେ ପ୍ରୟୋଗ କରନ୍ତୁ। ୬. ଯଦି ଛୁଇଁ ଜାତୀୟ ଲତା ପରିବା ତଥା ଝୁଡ଼ଙ୍ଗ, ବିନ ଆଦି ଲଗାଇଥିବେ ଜଉପୋକ ଦମନ ପାଇଁ ୧୫୦୦ପାୱାର ର ନିମ୍ବତେଲ ଡ୍ରମ ପିଛା ୫୦ମି.ଲି. ମିଶାଇ ସିଞ୍ଚନ କରନ୍ତୁ। ୭. ନୂଆଲଙ୍କା ଫସଲ କରିଥିଲେ ଏହାର ପତ୍ରମୋଡା ରୋଗ ପାଇଁ ୧୦ଲି. ପାଣି +୧ଲି. ଘୋଳ ଦହି +ଯେକୌଣସି ଏକ ତମ୍ବା ଜିନିଷ ପକାଇ ପାଞ୍ଚଦିନ ପରେ ସିଞ୍ଚନ କରନ୍ତୁ। ୮. ଧାନ ଗଛର ଅଧାରୁ କାଟନ୍ତୁ, ନଡା ଛତୁ ଚାଷ ଓ ଛାଦନ ରେ ବ୍ୟବହାର କରନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Orissa Orissa 10-11-2025 Enable
1057 Weather forecast & disease and pest management of Vegetable ନମସ୍କାର ଗଜପତି ଜିଲ୍ଲାର ମୋହନା ଓ ଗୁମ୍ମା ବ୍ଲକର ସମସ୍ତ ଚାଷୀ ମାନଙ୍କୁ ସଲିଡାରିଡାଡ ତରଫରୁ ଭୋଡାଫୋନ ଆଇଡିଆ ସହଯୋଗ ରେ ଚାଲୁଥିବା ଆଧୁନିକ କୃଷି କାର୍ଯ୍ୟକ୍ରମ କୁ ସ୍ଵାଗତ କରାଯାଉଛି । ଆଗାମୀ ୧୦ ନଭେମ୍ବର ରୁ ୧୬ ନଭେମ୍ବର ମଧ୍ୟରେ ଗଜପତିର ମୋହନା ଏବଂ ଗୁମ୍ମା ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ ଓ ସର୍ବତ୍ର ସର୍ବାଧିକ ତାପମାତ୍ରା ୧୬°c ରୁ ୨୯°c ମଧ୍ୟରେ ରହିବ। ୧.ମୁଖ୍ୟ କିଆରୀରେ ଏକର ପ୍ରତି ୨ଟନ ଗୁଣ୍ଡ ଖତରେ ୨କି.ଗ୍ରା. ଆଜୋଟୋବାକ୍ଟର ମିଶାଇ ଜମି ପ୍ରସ୍ତୁତ କରନ୍ତୁ। ୨. ତଳି ପଟାଳି ଗୁଡିକ ୩'×୮'×୬ଉଚ୍ଚତା ରେ ପ୍ରସ୍ତୁତ କରନ୍ତୁ ଓ ପ୍ରତି ପଟାଳି ମଧ୍ୟରେ ୧ଫୁଟ ବ୍ୟବଧାନ ରଖନ୍ତୁ। ପ୍ରତି ପଟାଳିରେ ୧୦କି.ଗ୍ରା.ଗୁଣ୍ଡଖତ +୨୦୦ଗ୍ରା. ନିମ ପିଡିଆ +୨୦ଗ୍ରା. ଆଜୋଟୋବାକ୍ଟର ମିଶାଇ ୪ଦିନ ପରଖିଲା ପରେ ପ୍ରୟୋଗ କରନ୍ତୁ। ୩.ପରିବା ବିହନ ଗୁଡିକ ବୀଜାମୃତ ରେ ୧୫ମିନିଟ୍ ବୁଡାଇବା ପରେ ଛାଇରେ ଶୁଖାଇ ପଟାଳିରେ ଧାଡିରେ ବୁଣନ୍ତୁ। ୪ . ପନିପରିବା ଚାରା ଗୁଡିକର ମୂଳସଢା ରୋଗ ବର୍ଷା ଯୋଗୁଁ ଦେଖାଦେଇ ପାରେ ଏଣୁ ଏକ ଲିଟର ପାଣିରେ ୪ଗ୍ରା. ଟ୍ରାଇକୋଡରମା ମିଶାଇ ପଟାଳିରେ ସିଞ୍ଚନ କରନ୍ତୁ। ୫.ମନ୍ଦା ଫସଲ ଲଗାଇଲେ ଗଛ ବୃଦ୍ଧିପାଇଁ ମୂଳରେ ଜୈବ ଛାଦନ କରି ୫୦ମି.ଲି. ଜୀବାମୃତ ରେ ପାଣି ମିଶାଇ ମନ୍ଦାରେ ପ୍ରୟୋଗ କରନ୍ତୁ। ୬. ଯଦି ଛୁଇଁ ଜାତୀୟ ଲତା ପରିବା ତଥା ଝୁଡ଼ଙ୍ଗ, ବିନ ଆଦି ଲଗାଇଥିବେ ଜଉପୋକ ଦମନ ପାଇଁ ୧୫୦୦ପାୱାର ର ନିମ୍ବତେଲ ଡ୍ରମ ପିଛା ୫୦ମି.ଲି. ମିଶାଇ ସିଞ୍ଚନ କରନ୍ତୁ। ୭. ନୂଆଲଙ୍କା ଫସଲ କରିଥିଲେ ଏହାର ପତ୍ରମୋଡା ରୋଗ ପାଇଁ ୧୦ଲି. ପାଣି +୧ଲି. ଘୋଳ ଦହି +ଯେକୌଣସି ଏକ ତମ୍ବା ଜିନିଷ ପକାଇ ପାଞ୍ଚଦିନ ପରେ ସିଞ୍ଚନ କରନ୍ତୁ। ୮. ଧାନ ଗଛର ଅଧାରୁ କାଟନ୍ତୁ, ନଡା ଛତୁ ଚାଷ ଓ ଛାଦନ ରେ ବ୍ୟବହାର କରନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Orissa Orissa 10-11-2025 Enable
1058 Weather forecast & Paddy harvesting process ନମସ୍କାର କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୧୦ ନଭେମ୍ବର ରୁ ୧୬ ନଭେମ୍ବର ମଧ୍ୟରେ ଡେରାବିଶ ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ। ଏବଂ ସର୍ବାଧିକ ତାପମାତ୍ରା ୧୬°C-୨୯°C ମଧ୍ୟରେ ରହିବ। ୧. ଧାନ ବିଲରେ ମିଶା ଧାନ ଥିଲେ ବାହାର କରିଦିଅନ୍ତୁ। ବିହନ ଧାନ ପାଇଁ ୪୦୦ଟି ଗଛ ଅର୍ଥାତ ୫ମି.×୫ମି. ଏରିଆ ନେଇ ଲମ୍ବା କାଠି ପୋତି ଫିତା ବା ଦଉଡି ବାନ୍ଧି ଜମି ଚିହ୍ନଟ କରନ୍ତୁ। ଏହି ଧାନକୁ କାଟି ବାଡେଇ ଭଲ ଭାବେ ପରିଷ୍କାର କରନ୍ତୁ ଏବଂ ଉକ୍ତ ଧାନକୁ ବିହନ ପାଇଁ ସଂଗ୍ରହ କରନ୍ତୁ।ଧାନକୁ ଶୁଖାଇ ୧୦-୧୨ପ୍ରତିଶତ ଆଦ୍ରତା ରଖି ଧାନକୁ ସଂଗ୍ରହ କରନ୍ତୁ। ୨. ଧାନ ୮୦-୯୦ପ୍ରତିଶତ ପାଚିଗଲେ ଅପେକ୍ଷା ନକରି କଟା ପଦ୍ଧତି ଆରମ୍ଭ କରିଦିଅନ୍ତୁ। ଏବଂ ଯଥାଶୀଘ୍ର ସୁରକ୍ଷିତ ସ୍ଥାନକୁ ନେଇ ଆସନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Orissa Orissa 10-11-2025 Enable
1059 Weather forecast & Paddy harvesting process ନମସ୍କାର କଟକ ଜିଲ୍ଲା ର ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୧୦ ନଭେମ୍ବର ରୁ ୧୬ ନଭେମ୍ବର ମଧ୍ୟରେ ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ। ଏବଂ ସର୍ବତ୍ର ସର୍ବାଧିକ ତାପମାତ୍ରା ୧୬°C-୨୯°C ମଧ୍ୟରେ ରହିବ। ୧. ଧାନ ବିଲରେ ମିଶା ଧାନ ଥିଲେ ବାହାର କରିଦିଅନ୍ତୁ। ବିହନ ଧାନ ପାଇଁ ୪୦୦ଟି ଗଛ ଅର୍ଥାତ ୫ମି.×୫ମି. ଏରିଆ ନେଇ ଲମ୍ବା କାଠି ପୋତି ଫିତା ବା ଦଉଡି ବାନ୍ଧି ଜମି ଚିହ୍ନଟ କରନ୍ତୁ। ଏହି ଧାନକୁ କାଟି ବାଡେଇ ଭଲ ଭାବେ ପରିଷ୍କାର କରନ୍ତୁ ଏବଂ ଉକ୍ତ ଧାନକୁ ବିହନ ପାଇଁ ସଂଗ୍ରହ କରନ୍ତୁ।ଧାନକୁ ଶୁଖାଇ ୧୦-୧୨ପ୍ରତିଶତ ଆଦ୍ରତା ରଖି ଧାନକୁ ସଂଗ୍ରହ କରନ୍ତୁ। ୨. ଧାନ ୮୦-୯୦ପ୍ରତିଶତ ପାଚିଗଲେ ଅପେକ୍ଷା ନକରି କଟା ପଦ୍ଧତି ଆରମ୍ଭ କରିଦିଅନ୍ତୁ। ଏବଂ ଯଥାଶୀଘ୍ର ସୁରକ୍ଷିତ ସ୍ଥାନକୁ ନେଇ ଆସନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Orissa Orissa 10-11-2025 Enable
1060 Weather forecast & Paddy harvesting process ନମସ୍କାର ଗଜପତି ଜିଲ୍ଲାର ମୋହନା ଓ ଗୁମ୍ମା ବ୍ଲକର ସମସ୍ତ ଚାଷୀ ମାନଙ୍କୁ ସଲିଡାରିଡାଡ ତରଫରୁ ଭୋଡାଫୋନ ଆଇଡିଆ ସହଯୋଗ ରେ ଚାଲୁଥିବା ଆଧୁନିକ କୃଷି କାର୍ଯ୍ୟକ୍ରମ କୁ ସ୍ଵାଗତ କରାଯାଉଛି । ଆଗାମୀ ୧୦ ନଭେମ୍ବର ରୁ ୧୬ ନଭେମ୍ବର ମଧ୍ୟରେ ଗଜପତିର ମୋହନା ଏବଂ ଗୁମ୍ମା ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ ଓ ସର୍ବତ୍ର ସର୍ବାଧିକ ତାପମାତ୍ରା ୧୬°c ରୁ ୨୯°c ମଧ୍ୟରେ ରହିବ। ୧. ଧାନ ବିଲରେ ମିଶା ଧାନ ଥିଲେ ବାହାର କରିଦିଅନ୍ତୁ। ବିହନ ଧାନ ପାଇଁ ୪୦୦ଟି ଗଛ ଅର୍ଥାତ ୫ମି.×୫ମି. ଏରିଆ ନେଇ ଲମ୍ବା କାଠି ପୋତି ଫିତା ବା ଦଉଡି ବାନ୍ଧି ଜମି ଚିହ୍ନଟ କରନ୍ତୁ। ଏହି ଧାନକୁ କାଟି ବାଡେଇ ଭଲ ଭାବେ ପରିଷ୍କାର କରନ୍ତୁ ଏବଂ ଉକ୍ତ ଧାନକୁ ବିହନ ପାଇଁ ସଂଗ୍ରହ କରନ୍ତୁ।ଧାନକୁ ଶୁଖାଇ ୧୦-୧୨ପ୍ରତିଶତ ଆଦ୍ରତା ରଖି ଧାନକୁ ସଂଗ୍ରହ କରନ୍ତୁ। ୨. ଧାନ ୮୦-୯୦ପ୍ରତିଶତ ପାଚିଗଲେ ଅପେକ୍ଷା ନକରି କଟା ପଦ୍ଧତି ଆରମ୍ଭ କରିଦିଅନ୍ତୁ। ଏବଂ ଯଥାଶୀଘ୍ର ସୁରକ୍ଷିତ ସ୍ଥାନକୁ ନେଇ ଆସନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Orissa Orissa 10-11-2025 Enable