Message Schedule List : 11,634
S. No. Message Language Created By Date Time Status Action
1 ନମସ୍କାର କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୩୦ ଜାନୁଆରୀ ରୁ ୫ ଫେବୃଆରୀ ମଧ୍ୟରେ ଡେରାବିଶ ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ। ଏବଂ ସର୍ବାଧିକ ତାପମାତ୍ରା ୧୭°C-୩୨°C ମଧ୍ୟରେ ରହିବ। ୧. ଲଙ୍କା ଓ ଅନ୍ୟାନ୍ୟ ଫସଲରେ ପତ୍ରମୋଚା ରୋଗ ଓ ବାକଟେରିଆ ଜନିତ ଝାଉଁଳା ରୋଗ ର ପ୍ରତିକାର ପାଇଁ ଦହିରେ ତମ୍ବା ପାତ୍ର ପକାଇ ସେହି ମିଶ୍ରଣକୁ ୧ଲି. ପାଣିରେ ୩୦ମି.ଲି. ମିଶାଇ ପତ୍ରମୋଚା ଗଛରେ ସିଞ୍ଚନ କରନ୍ତୁ ଓ ଝାଉଁଳି ଯାଇଥିବା ଫସଲର ମୂଳରେ ଢାଳନ୍ତୁ। ୨. ଭେଣ୍ଡି ବୋଇତାଳୁ ଆଦି ଫସଲରେ ସାହେବି ବା ପତ୍ର ହଳଦିଆ ରୋଗର ପ୍ରତିକାର ନିମନ୍ତେ ୧୦ଲି. ପାଣିରେ ୧ଲି. ଦେଶୀ ଗାଈର କଞ୍ଚା କ୍ଷୀର ମିଶାଇ ସିଞ୍ଚନ କରନ୍ତୁ। ୩. ପରିବା ଗଛରେ ପତ୍ରକଟା କୀଟ ପ୍ରତିରୋଧ ନିମନ୍ତେ ୮-୧୦ଟି ଅମୃତଭଣ୍ଡା ପତ୍ରକୁ ୧୦ଲି. ପାଣିରେ ମିଶାଇ ୧୨ଘ. ପରେ ତାକୁ ଚକଟିକି ଛାଣି ସେଥିରେ ୧୦୦ମି.ଲି. ସାବୁନ ପାଣି ମିଶାଇ ଫସଲରେ ସିଞ୍ଚନ କରନ୍ତୁ। ୪. କନ୍ଦ ଫସଲ କରିଥିଲେ ମୂଳକୁ ମାଟି ଟେକନ୍ତୁ ଓ ମକ୍କା ଫସଲ କରୁଥିଲେ, ଝୁଡ଼ଙ୍ଗକୁ ଅନ୍ତ ଫସଲ ରୂପେ ସେହି ଜମିରେ କରନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Odia Orissa 30-01-2026 17:57:00 SCHEDULED
2 ନମସ୍କାର କଟକ ଜିଲ୍ଲା ର ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୩୦ ଜାନୁଆରୀ ରୁ ୫ ଫେବୃଆରୀ ମଧ୍ୟରେ ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ। ଏବଂ ସର୍ବତ୍ର ସର୍ବାଧିକ ତାପମାତ୍ରା ୧୭°C-୩୨°C ମଧ୍ୟରେ ରହିବ। ୧. ଲଙ୍କା ଓ ଅନ୍ୟାନ୍ୟ ଫସଲରେ ପତ୍ରମୋଚା ରୋଗ ଓ ବାକଟେରିଆ ଜନିତ ଝାଉଁଳା ରୋଗ ର ପ୍ରତିକାର ପାଇଁ ଦହିରେ ତମ୍ବା ପାତ୍ର ପକାଇ ସେହି ମିଶ୍ରଣକୁ ୧ଲି. ପାଣିରେ ୩୦ମି.ଲି. ମିଶାଇ ପତ୍ରମୋଚା ଗଛରେ ସିଞ୍ଚନ କରନ୍ତୁ ଓ ଝାଉଁଳି ଯାଇଥିବା ଫସଲର ମୂଳରେ ଢାଳନ୍ତୁ। ୨. ଭେଣ୍ଡି ବୋଇତାଳୁ ଆଦି ଫସଲରେ ସାହେବି ବା ପତ୍ର ହଳଦିଆ ରୋଗର ପ୍ରତିକାର ନିମନ୍ତେ ୧୦ଲି. ପାଣିରେ ୧ଲି. ଦେଶୀ ଗାଈର କଞ୍ଚା କ୍ଷୀର ମିଶାଇ ସିଞ୍ଚନ କରନ୍ତୁ। ୩. ପରିବା ଗଛରେ ପତ୍ରକଟା କୀଟ ପ୍ରତିରୋଧ ନିମନ୍ତେ ୮-୧୦ଟି ଅମୃତଭଣ୍ଡା ପତ୍ରକୁ ୧୦ଲି. ପାଣିରେ ମିଶାଇ ୧୨ଘ. ପରେ ତାକୁ ଚକଟିକି ଛାଣି ସେଥିରେ ୧୦୦ମି.ଲି. ସାବୁନ ପାଣି ମିଶାଇ ଫସଲରେ ସିଞ୍ଚନ କରନ୍ତୁ। ୪. କନ୍ଦ ଫସଲ କରିଥିଲେ ମୂଳକୁ ମାଟି ଟେକନ୍ତୁ ଓ ମକ୍କା ଫସଲ କରୁଥିଲେ, ଝୁଡ଼ଙ୍ଗକୁ ଅନ୍ତ ଫସଲ ରୂପେ ସେହି ଜମିରେ କରନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Odia Orissa 30-01-2026 17:55:00 SCHEDULED
3 ନମସ୍କାର ଗଜପତି ଜିଲ୍ଲାର ମୋହନା ଓ ଗୁମ୍ମା ବ୍ଲକର ସମସ୍ତ ଚାଷୀ ମାନଙ୍କୁ ସଲିଡାରିଡାଡ ତରଫରୁ ଭୋଡାଫୋନ ଆଇଡିଆ ସହଯୋଗ ରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୩୦ ଜାନୁଆରୀ ରୁ ୫ ଫେବୃଆରୀ ମଧ୍ୟରେ ଗଜପତିର ମୋହନା ଏବଂ ଗୁମ୍ମା ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ ଓ ସର୍ବତ୍ର ସର୍ବାଧିକ ତାପମାତ୍ରା ୧୭°c ରୁ ୩୨°c ମଧ୍ୟରେ ରହିବ। ୧. ଲଙ୍କା ଓ ଅନ୍ୟାନ୍ୟ ଫସଲରେ ପତ୍ରମୋଚା ରୋଗ ଓ ବାକଟେରିଆ ଜନିତ ଝାଉଁଳା ରୋଗ ର ପ୍ରତିକାର ପାଇଁ ଦହିରେ ତମ୍ବା ପାତ୍ର ପକାଇ ସେହି ମିଶ୍ରଣକୁ ୧ଲି. ପାଣିରେ ୩୦ମି.ଲି. ମିଶାଇ ପତ୍ରମୋଚା ଗଛରେ ସିଞ୍ଚନ କରନ୍ତୁ ଓ ଝାଉଁଳି ଯାଇଥିବା ଫସଲର ମୂଳରେ ଢାଳନ୍ତୁ। ୨. ଭେଣ୍ଡି ବୋଇତାଳୁ ଆଦି ଫସଲରେ ସାହେବି ବା ପତ୍ର ହଳଦିଆ ରୋଗର ପ୍ରତିକାର ନିମନ୍ତେ ୧୦ଲି. ପାଣିରେ ୧ଲି. ଦେଶୀ ଗାଈର କଞ୍ଚା କ୍ଷୀର ମିଶାଇ ସିଞ୍ଚନ କରନ୍ତୁ। ୩. ପରିବା ଗଛରେ ପତ୍ରକଟା କୀଟ ପ୍ରତିରୋଧ ନିମନ୍ତେ ୮-୧୦ଟି ଅମୃତଭଣ୍ଡା ପତ୍ରକୁ ୧୦ଲି. ପାଣିରେ ମିଶାଇ ୧୨ଘ. ପରେ ତାକୁ ଚକଟିକି ଛାଣି ସେଥିରେ ୧୦୦ମି.ଲି. ସାବୁନ ପାଣି ମିଶାଇ ଫସଲରେ ସିଞ୍ଚନ କରନ୍ତୁ। ୪. କନ୍ଦ ଫସଲ କରିଥିଲେ ମୂଳକୁ ମାଟି ଟେକନ୍ତୁ ଓ ମକ୍କା ଫସଲ କରୁଥିଲେ, ଝୁଡ଼ଙ୍ଗକୁ ଅନ୍ତ ଫସଲ ରୂପେ ସେହି ଜମିରେ କରନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Odia Orissa 30-01-2026 17:51:00 SCHEDULED
4 ନମସ୍କାର କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୩୦ ଜାନୁଆରୀ ରୁ ୫ ଫେବୃଆରୀ ମଧ୍ୟରେ ଡେରାବିଶ ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ। ଏବଂ ସର୍ବାଧିକ ତାପମାତ୍ରା ୧୭°C-୩୨°C ମଧ୍ୟରେ ରହିବ। ୧.ଜମିରେ ପାଣି ମଡ଼ାଇ, ମୁଗକୁ ବିଶୋଧନ ଓ ଉପଚାରିତ କରି ଏହି ମାସର ଶେଷ ସୁଧା ବୁଣା କାର୍ଯ୍ୟ ଶେଷ କରନ୍ତୁ। ୨.ଯେଉଁ ଜମିରେ ପନ୍ଦର ଦିନ ତଳେ ମୁଗ ବୁଣାସରିଛି, ସେଥିରେ ଜୀବାମୃତ ସିଞ୍ଚନ କରନ୍ତୁ (୫ଲି. ଜୀବାମୃତ କୁ ୧୦୦ଲି. ପାଣିରେ ମିଶାଇ ଏକ ଏକର ଜମିରେ ସିଞ୍ଚନ କରନ୍ତୁ )। ୩.ମୁଗ ଗଛ ୨-୩ ପତ୍ର ହେବା ସମୟରେ ପତ୍ରକଟା କୀଟ ନଷ୍ଟ କରିବେ ଏଣୁ ଏହି ସପ୍ତାହରେ ୮-୧୦ ଟି ଅମୃତଭଣ୍ଡା ପତ୍ରକୁ ଛେଚି ରାତ୍ରରେ ୧୦ଲି. ପାଣିରେ ବତୁରାଇ ସକାଳକୁ ଚକଟିକି ଭଲଭାବେ ଛାଣିଦିଅନ୍ତୁ। ଏଥିରେ ୧୦୦ମି.ଲି. ସାବୁନ ପାଣି ମିଶାଇ ଫସଲରେ ସିଞ୍ଚନ କରନ୍ତୁ। ୪. ସାହେବି ବା ପତ୍ର ହଳଦିଆ ରୋଗର ପ୍ରତିକାର ନିମନ୍ତେ ୧୦ଲି. ପାଣିରେ ୧ଲି. ଦେଶୀ ଗାଈର କଞ୍ଚା କ୍ଷୀର ମିଶାଇ ସିଞ୍ଚନ କରନ୍ତୁ। ୫.ଡାଲି ଜାତୀୟ ଫସଲରେ ଘାସ ବଛା କାର୍ଯ୍ୟ ଶୀଘ୍ର ସାରନ୍ତୁ ଓ ପାଣି ମଡାଇବାର ସୁବିଧା ଥିଲେ, ସିଞ୍ଚନ ପଦ୍ଧତିରେ କିମ୍ବା କମ ପାଣି ଦିଅନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Odia Orissa 30-01-2026 17:45:00 SCHEDULED
5 ନମସ୍କାର କଟକ ଜିଲ୍ଲା ର ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୩୦ ଜାନୁଆରୀ ରୁ ୫ ଫେବୃଆରୀ ମଧ୍ୟରେ ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ। ଏବଂ ସର୍ବତ୍ର ସର୍ବାଧିକ ତାପମାତ୍ରା ୧୭°C-୩୨°C ମଧ୍ୟରେ ରହିବ। ୧.ଜମିରେ ପାଣି ମଡ଼ାଇ, ମୁଗକୁ ବିଶୋଧନ ଓ ଉପଚାରିତ କରି ଏହି ମାସର ଶେଷ ସୁଧା ବୁଣା କାର୍ଯ୍ୟ ଶେଷ କରନ୍ତୁ। ୨.ଯେଉଁ ଜମିରେ ପନ୍ଦର ଦିନ ତଳେ ମୁଗ ବୁଣାସରିଛି, ସେଥିରେ ଜୀବାମୃତ ସିଞ୍ଚନ କରନ୍ତୁ (୫ଲି. ଜୀବାମୃତ କୁ ୧୦୦ଲି. ପାଣିରେ ମିଶାଇ ଏକ ଏକର ଜମିରେ ସିଞ୍ଚନ କରନ୍ତୁ )। ୩.ମୁଗ ଗଛ ୨-୩ ପତ୍ର ହେବା ସମୟରେ ପତ୍ରକଟା କୀଟ ନଷ୍ଟ କରିବେ ଏଣୁ ଏହି ସପ୍ତାହରେ ୮-୧୦ ଟି ଅମୃତଭଣ୍ଡା ପତ୍ରକୁ ଛେଚି ରାତ୍ରରେ ୧୦ଲି. ପାଣିରେ ବତୁରାଇ ସକାଳକୁ ଚକଟିକି ଭଲଭାବେ ଛାଣିଦିଅନ୍ତୁ। ଏଥିରେ ୧୦୦ମି.ଲି. ସାବୁନ ପାଣି ମିଶାଇ ଫସଲରେ ସିଞ୍ଚନ କରନ୍ତୁ। ୪. ସାହେବି ବା ପତ୍ର ହଳଦିଆ ରୋଗର ପ୍ରତିକାର ନିମନ୍ତେ ୧୦ଲି. ପାଣିରେ ୧ଲି. ଦେଶୀ ଗାଈର କଞ୍ଚା କ୍ଷୀର ମିଶାଇ ସିଞ୍ଚନ କରନ୍ତୁ। ୫.ଡାଲି ଜାତୀୟ ଫସଲରେ ଘାସ ବଛା କାର୍ଯ୍ୟ ଶୀଘ୍ର ସାରନ୍ତୁ ଓ ପାଣି ମଡାଇବାର ସୁବିଧା ଥିଲେ, ସିଞ୍ଚନ ପଦ୍ଧତିରେ କିମ୍ବା କମ ପାଣି ଦିଅନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Odia Orissa 30-01-2026 17:35:00 SCHEDULED
6 ନମସ୍କାର ଗଜପତି ଜିଲ୍ଲାର ମୋହନା ଓ ଗୁମ୍ମା ବ୍ଲକର ସମସ୍ତ ଚାଷୀ ମାନଙ୍କୁ ସଲିଡାରିଡାଡ ତରଫରୁ ଭୋଡାଫୋନ ଆଇଡିଆ ସହଯୋଗ ରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୩୦ ଜାନୁଆରୀ ରୁ ୫ ଫେବୃଆରୀ ମଧ୍ୟରେ ଗଜପତିର ମୋହନା ଏବଂ ଗୁମ୍ମା ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ ଓ ସର୍ବତ୍ର ସର୍ବାଧିକ ତାପମାତ୍ରା ୧୭°c ରୁ ୩୨°c ମଧ୍ୟରେ ରହିବ। ୧.ଜମିରେ ପାଣି ମଡ଼ାଇ, ମୁଗକୁ ବିଶୋଧନ ଓ ଉପଚାରିତ କରି ଏହି ମାସର ଶେଷ ସୁଧା ବୁଣା କାର୍ଯ୍ୟ ଶେଷ କରନ୍ତୁ। ୨.ଯେଉଁ ଜମିରେ ପନ୍ଦର ଦିନ ତଳେ ମୁଗ ବୁଣାସରିଛି, ସେଥିରେ ଜୀବାମୃତ ସିଞ୍ଚନ କରନ୍ତୁ (୫ଲି. ଜୀବାମୃତ କୁ ୧୦୦ଲି. ପାଣିରେ ମିଶାଇ ଏକ ଏକର ଜମିରେ ସିଞ୍ଚନ କରନ୍ତୁ )। ୩.ମୁଗ ଗଛ ୨-୩ ପତ୍ର ହେବା ସମୟରେ ପତ୍ରକଟା କୀଟ ନଷ୍ଟ କରିବେ ଏଣୁ ଏହି ସପ୍ତାହରେ ୮-୧୦ ଟି ଅମୃତଭଣ୍ଡା ପତ୍ରକୁ ଛେଚି ରାତ୍ରରେ ୧୦ଲି. ପାଣିରେ ବତୁରାଇ ସକାଳକୁ ଚକଟିକି ଭଲଭାବେ ଛାଣିଦିଅନ୍ତୁ। ଏଥିରେ ୧୦୦ମି.ଲି. ସାବୁନ ପାଣି ମିଶାଇ ଫସଲରେ ସିଞ୍ଚନ କରନ୍ତୁ। ୪. ସାହେବି ବା ପତ୍ର ହଳଦିଆ ରୋଗର ପ୍ରତିକାର ନିମନ୍ତେ ୧୦ଲି. ପାଣିରେ ୧ଲି. ଦେଶୀ ଗାଈର କଞ୍ଚା କ୍ଷୀର ମିଶାଇ ସିଞ୍ଚନ କରନ୍ତୁ। ୫.ଡାଲି ଜାତୀୟ ଫସଲରେ ଘାସ ବଛା କାର୍ଯ୍ୟ ଶୀଘ୍ର ସାରନ୍ତୁ ଓ ପାଣି ମଡାଇବାର ସୁବିଧା ଥିଲେ, ସିଞ୍ଚନ ପଦ୍ଧତିରେ କିମ୍ବା କମ ପାଣି ଦିଅନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Odia Orissa 30-01-2026 17:35:00 SCHEDULED
7 वोडाफोन आईडिया फाउंडेशन एवं Solidaridad द्वारा क्रियान्वित स्मार्ट एग्री कार्यक्रम में आपका स्वागत है। किसानों के लिए सम-सामयिक सलाह, जिला Jhabua ऑटोमैटिक वेदर स्टेशन के अनुसार इस सप्ताह: 29 January से 08 February के दौरान दिन में 26 और रात में 16 डिग्री सेल्सियस ताप क्रम रहने का अनुमान है। पिछले सप्ताह में आपके क्षेत्र मे बारिश दर्ज हुई है I बदलते मौसम के कारण फसलों में रोग एवं कीट का प्रकोप बड़ने की सभांवना है चने की इल्ली के पतंगे दिखने लगे हों वहां क्लोरएन्ट्रानिलीप्रोल 100 से 150 मि.ली. प्रति हेक्टे. की दर से स्प्रे करेI खेत में T आकर की खूटियां लगाए जिस पर पक्षी बैठकर इल्लियों को खा सके एवं फेरोमेन ट्रैप 6 प्रति एकड़ उपयोग करे I गेहूँ में अगर गाँठ पड़ने या फूल आने की अवस्था हो तो यदि पर्याप्त बारिश हुई हो तो पानी ना दे अन्यथा पानी की कमी न होने दे व सिंचाई जी व्यवस्था करें I स्मार्ट अग्री कार्यक्रम के माध्यम से जलवायु -अनुकूल टिकाऊ खेती को अपनाना है। स्मार्ट एग्री प्रोजेक्ट के अंतर्गत खेती संबंधित समसामयिक सलाह के लिए 7065-00-5054 पर मिस कॉल करें एवं उपयोगी सलाह प्राप्त करें I अधिक जानकारी के लिए कृपया आप हमारे कृषि-विशेषज्ञ (फ़ोन: 8251071818) से दिन में सुबह 10 बजे से शाम 6 बजे के बीच बात करें.I Hindi MP 28-01-2026 11:15:00 SCHEDULED
8 वोडाफोन आईडिया फाउंडेशन एवं Solidaridad द्वारा क्रियान्वित स्मार्ट एग्री कार्यक्रम में आपका स्वागत है। किसानों के लिए सम-सामयिक सलाह, जिला Dhar ऑटोमैटिक वेदर स्टेशन के अनुसार इस सप्ताह: 29 January से 08 February के दौरान दिन में 27 और रात में 16 डिग्री सेल्सियस ताप क्रम रहने का अनुमान है। पिछले सप्ताह में आपके क्षेत्र मे बारिश दर्ज हुई है I बदलते मौसम के कारण फसलों में रोग एवं कीट का प्रकोप बड़ने की सभांवना है चने की इल्ली के पतंगे दिखने लगे हों वहां क्लोरएन्ट्रानिलीप्रोल 100 से 150 मि.ली. प्रति हेक्टे. की दर से स्प्रे करेI खेत में T आकर की खूटियां लगाए जिस पर पक्षी बैठकर इल्लियों को खा सके एवं फेरोमेन ट्रैप 6 प्रति एकड़ उपयोग करे I गेहूँ में अगर गाँठ पड़ने या फूल आने की अवस्था हो तो यदि पर्याप्त बारिश हुई हो तो पानी ना दे अन्यथा पानी की कमी न होने दे व सिंचाई जी व्यवस्था करें I स्मार्ट अग्री कार्यक्रम के माध्यम से जलवायु -अनुकूल टिकाऊ खेती को अपनाना है। स्मार्ट एग्री प्रोजेक्ट के अंतर्गत खेती संबंधित समसामयिक सलाह के लिए 7065-00-5054 पर मिस कॉल करें एवं उपयोगी सलाह प्राप्त करें I अधिक जानकारी के लिए कृपया आप हमारे कृषि-विशेषज्ञ (फ़ोन: 8251071818) से दिन में सुबह 10 बजे से शाम 6 बजे के बीच बात करें.I Hindi MP 28-01-2026 11:13:00 SCHEDULED
9 वोडाफोन आईडिया फाउंडेशन एवं Solidaridad द्वारा क्रियान्वित स्मार्ट एग्री कार्यक्रम में आपका स्वागत है। किसानों के लिए सम-सामयिक सलाह, जिला Vidisha ऑटोमैटिक वेदर स्टेशन के अनुसार इस सप्ताह: 29 January से 08 February के दौरान दिन में 24 और रात में 14 डिग्री सेल्सियस ताप क्रम रहने का अनुमान है। पिछले सप्ताह में आपके क्षेत्र मे बारिश दर्ज हुई है I बदलते मौसम के कारण फसलों में रोग एवं कीट का प्रकोप बड़ने की सभांवना है चने की इल्ली के पतंगे दिखने लगे हों वहां क्लोरएन्ट्रानिलीप्रोल 100 से 150 मि.ली. प्रति हेक्टे. की दर से स्प्रे करेI खेत में T आकर की खूटियां लगाए जिस पर पक्षी बैठकर इल्लियों को खा सके एवं फेरोमेन ट्रैप 6 प्रति एकड़ उपयोग करे I गेहूँ में अगर गाँठ पड़ने या फूल आने की अवस्था हो तो यदि पर्याप्त बारिश हुई हो तो पानी ना दे अन्यथा पानी की कमी न होने दे व सिंचाई जी व्यवस्था करें I स्मार्ट अग्री कार्यक्रम के माध्यम से जलवायु -अनुकूल टिकाऊ खेती को अपनाना है। स्मार्ट एग्री प्रोजेक्ट के अंतर्गत खेती संबंधित समसामयिक सलाह के लिए 7065-00-5054 पर मिस कॉल करें एवं उपयोगी सलाह प्राप्त करें I अधिक जानकारी के लिए कृपया आप हमारे कृषि-विशेषज्ञ (फ़ोन: 8251071818) से दिन में सुबह 10 बजे से शाम 6 बजे के बीच बात करें.I Hindi MP 28-01-2026 11:11:00 SCHEDULED
10 वोडाफोन आईडिया फाउंडेशन एवं Solidaridad द्वारा क्रियान्वित स्मार्ट एग्री कार्यक्रम में आपका स्वागत है। किसानों के लिए सम-सामयिक सलाह, जिला Ratlam ऑटोमैटिक वेदर स्टेशन के अनुसार इस सप्ताह: 29 January से 08 February के दौरान दिन में 25 और रात में 16 डिग्री सेल्सियस ताप क्रम रहने का अनुमान है। पिछले सप्ताह में आपके क्षेत्र मे बारिश दर्ज हुई है I बदलते मौसम के कारण फसलों में रोग एवं कीट का प्रकोप बड़ने की सभांवना है चने की इल्ली के पतंगे दिखने लगे हों वहां क्लोरएन्ट्रानिलीप्रोल 100 से 150 मि.ली. प्रति हेक्टे. की दर से स्प्रे करेI खेत में T आकर की खूटियां लगाए जिस पर पक्षी बैठकर इल्लियों को खा सके एवं फेरोमेन ट्रैप 6 प्रति एकड़ उपयोग करे I गेहूँ में अगर गाँठ पड़ने या फूल आने की अवस्था हो तो यदि पर्याप्त बारिश हुई हो तो पानी ना दे अन्यथा पानी की कमी न होने दे व सिंचाई जी व्यवस्था करें I स्मार्ट अग्री कार्यक्रम के माध्यम से जलवायु -अनुकूल टिकाऊ खेती को अपनाना है। स्मार्ट एग्री प्रोजेक्ट के अंतर्गत खेती संबंधित समसामयिक सलाह के लिए 7065-00-5054 पर मिस कॉल करें एवं उपयोगी सलाह प्राप्त करें I अधिक जानकारी के लिए कृपया आप हमारे कृषि-विशेषज्ञ (फ़ोन: 8251071818) से दिन में सुबह 10 बजे से शाम 6 बजे के बीच बात करें.I Hindi MP 28-01-2026 11:05:00 SCHEDULED