Message List: 11,284
S.No Message Title Message State Created By Creation Date Status Action
231 Weather forecast & Pest and water management process ନମସ୍କାର କଟକ ଜିଲ୍ଲା ର ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକର ସମସ୍ତ ଚାଷୀ ମାନଙ୍କୁ ସଲିଡାରିଡାଡ ତରଫରୁ ଭୋଡାଫୋନ ଆଇଡିଆ ସହଯୋଗ ରେ ଚାଲୁଥିବା ଆଧୁନିକ କୃଷି କାର୍ଯ୍ୟକ୍ରମ କୁ ସ୍ଵାଗତ କରାଯାଉଛି । ଆଗାମୀ ୧୯ ଅକ୍ଟୋବର ରୁ ୨୫ ଅକ୍ଟୋବର ମଧ୍ୟରେ ମାହାଙ୍ଗାରେ ୦.୯ମି.ମି.-୪.୧ମି.ମି. ବୃଷ୍ଟିପାତର ସମ୍ଭାବନା ରହିଛି । ଟାଙ୍ଗୀରେ ୦.୩ମି.ମି.-୩.୧ମି.ମି.ବୃଷ୍ଟିପାତର ସମ୍ଭାବନା ରହିଛି। ନିଶ୍ଚିନ୍ତକୋଇଲିରେ ୦.୨ମି.ମି.-୩.୯ମି.ମି. ବୃଷ୍ଟିପାତର ସମ୍ଭାବନା ରହିଛି ଏବଂ ସର୍ବତ୍ର ସର୍ବାଧିକ ତାପମାତ୍ରା ୨୪°c ରୁ ୩୩°c ମଧ୍ୟରେ ରହିବ। ୧. ଜମି ର ହୁଡ଼ା କୁ ପରିଷ୍କାର ରଖନ୍ତୁ ଏହା ଦ୍ଵାରା ଧାନ ବିଲକୁ ଅପକାରୀ କୀଟ ପତଙ୍ଗ ଠାରୁ ରକ୍ଷା କରାଯାଇ ପାରିବ। ୨. ଧାନର ଫୁଲ ଉଡେଇବା ସମୟରେ ବିଲରେ ୨୦-୩୦ ମିଲି ମିଟର ପାଣି ରଖନ୍ତୁ । ୩. ସବୁଜଗୁଣ୍ଡି ପୋକର ନିରାକରଣ ନିମନ୍ତେ ଜମି ହୁଡ଼ାରେ ସନ୍ଧ୍ୟା ସମୟରେ ଏକ ଟାୟାର ସାହାଯ୍ୟରେ ନିଆଁ ଜାଳନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Orissa Orissa 21-10-2025 Enable
232 Weather forecast & Pest and water management process ନମସ୍କାର ଗଜପତି ଜିଲ୍ଲାର ମୋହନା ଓ ଗୁମ୍ମା ବ୍ଲକର ସମସ୍ତ ଚାଷୀ ମାନଙ୍କୁ ସଲିଡାରିଡାଡ ତରଫରୁ ଭୋଡାଫୋନ ଆଇଡିଆ ସହଯୋଗ ରେ ଚାଲୁଥିବା ଆଧୁନିକ କୃଷି କାର୍ଯ୍ୟକ୍ରମ କୁ ସ୍ଵାଗତ କରାଯାଉଛି । ଆଗାମୀ ୧୯ ଅକ୍ଟୋବର ରୁ ୨୫ ଅକ୍ଟୋବର ମଧ୍ୟରେ ଗଜପତିର ମୋହନାରେ ୦.୨ମି.ମି.-୪.୯ମି.ମି.ବୃଷ୍ଟିପାତର ସମ୍ଭାବନା ରହିଛି ଏବଂ ଗୁମ୍ମାରେ ୦.୧ମି.ମି.-୫.୬ମି.ମି.ବୃଷ୍ଟିପାତର ସମ୍ଭାବନା ରହିଛି ଓ ସର୍ବତ୍ର ସର୍ବାଧିକ ତାପମାତ୍ରା ୨୧°c ରୁ ୩୨°c ମଧ୍ୟରେ ରହିବ। ୧. ଜମି ର ହୁଡ଼ା କୁ ପରିଷ୍କାର ରଖନ୍ତୁ ଏହା ଦ୍ଵାରା ଧାନ ବିଲକୁ ଅପକାରୀ କୀଟ ପତଙ୍ଗ ଠାରୁ ରକ୍ଷା କରାଯାଇ ପାରିବ। ୨. ଧାନର ଫୁଲ ଉଡେଇବା ସମୟରେ ବିଲରେ ୨୦-୩୦ ମିଲି ମିଟର ପାଣି ରଖନ୍ତୁ । ୩. ସବୁଜଗୁଣ୍ଡି ପୋକର ନିରାକରଣ ନିମନ୍ତେ ଜମି ହୁଡ଼ାରେ ସନ୍ଧ୍ୟା ସମୟରେ ଏକ ଟାୟାର ସାହାଯ୍ୟରେ ନିଆଁ ଜାଳନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Orissa Orissa 21-10-2025 Enable
233 Weather forecast and land preparation process of vegetable ନମସ୍କାର କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକର ସମସ୍ତ ଚାଷୀ ମାନଙ୍କୁ ସଲିଡାରିଡାଡ ତରଫରୁ ଭୋଡାଫୋନ ଆଇଡିଆ ସହଯୋଗ ରେ ଚାଲୁଥିବା ଆଧୁନିକ କୃଷି କାର୍ଯ୍ୟକ୍ରମ କୁ ସ୍ଵାଗତ କରାଯାଉଛି । ଆଗାମୀ ୧୯ ଅକ୍ଟୋବର ରୁ ୨୫ ଅକ୍ଟୋବର ମଧ୍ୟରେ ଡେରାବିଶ ରେ୦.୫ମି.ମି.-୪.୪ମି.ମି. ବୃଷ୍ଟିପାତର ସମ୍ଭାବନା ରହିଛି, ସର୍ବାଧିକ ତାପମାତ୍ରା ୨୫°c ରୁ ୩୩°c ମଧ୍ୟରେ ରହିବ। * ଶୀତ ଦିନିଆ ପରିବା ଚାଷ ପାଇଁ ଏକ ପ୍ରକାର ଫସଲ ନକରି ଗୋଟିଏ କ୍ଷେତ ମିଶ୍ରିତ ଚାଷ ପାଇଁ ବିହନ ଯୋଗାଡ଼ କରନ୍ତୁ। ଉଦାହରଣ -କୋବି, ବାଇଗଣ, ଟମାଟୋ ଫସଲ ହୁଡାରେ ଧନିଆ, ପାଳଙ୍ଗ ଆଦି ଲଗାନ୍ତୁ। ଏହା ଦ୍ୱାରା କୀଟ ଓ ରୋଗ ଦୂର ହେବ। ମୁଖ୍ୟ କିଆରୀରେ ଏକର ପ୍ରତି ୨ଟନ ଗୁଣ୍ଡ ଖତ ମିଶାଇ ଚାଷ କରନ୍ତୁ ଓ ୨କି.ଗ୍ରା. ଆଜୋଟୋବାକ୍ଟର ଖତରେ ମିଶାଇ ଜମି ପ୍ରସ୍ତୁତ କରନ୍ତୁ। * ତଳି ପଟାଳି ଗୁଡିକ ୩'×୮'×୬ଉଚ୍ଚତା ରେ ପ୍ରସ୍ତୁତ କରନ୍ତୁ ଓ ପ୍ରତି ପଟାଳି ମଧ୍ୟରେ ୧ଫୁଟ ବ୍ୟବଧାନ ରଖନ୍ତୁ। ପ୍ରତି ପଟାଳିରେ ୧୦କି.ଗ୍ରା.ଗୁଣ୍ଡଖତ +୨୦୦ଗ୍ରା. ନିମ ପିଡିଆ +୨୦ଗ୍ରା. ଆଜୋଟୋବାକ୍ଟର ମିଶାଇ ୪ଦିନ ପରଖିଲା ପରେ ପ୍ରୟୋଗ କରନ୍ତୁ। * ପରିବା ବିହନ ଗୁଡିକ ବୀଜାମୃତ ରେ ୧୫ମିନିଟ ବୁଡାଇବା ପରେ ଛାଇରେ ଶୁଖାଇ ପଟାଳିରେ ଧାଡିରେ ବୁଣନ୍ତୁ(୪ଲି. ପାଣି+୧କି.ଗ୍ରା.ଦେଶୀ ଗାଈ ଗୋବର+୧ଲି. ଦେଶୀ ଗୋମୂତ୍ର+୧୦ଗ୍ରା. ଚୂନ +ମୁଠାଏ ହୁଙ୍କାମାଟି)। ପ୍ରତି ଧାଡି ମଧ୍ୟରେ ୨ଇଞ୍ଚ ବ୍ୟବଧାନ ରଖନ୍ତୁ। ବିହନ ବୁଣିବା ପରେ ଗୁଣ୍ଡ ଖତ କିମ୍ବା ଜିଆ ଖତରେ ପତଳା କରି ଘୋଡାଇ ହାଲୁକା ଛାଦନ କରନ୍ତୁ। ମଞ୍ଜି ଗଜାହେବା ପୂର୍ବରୁ ପ୍ରତିଦିନ ଛାଦନ ଉପରେ ହାଲୁକା ପାଣି ସିଞ୍ଚନ କରନ୍ତୁ। ମଞ୍ଜି ଗଜା ହେବାପରେ ଛାଦନ ବାହାର କରି ୪ଫୁଟ ନାଳରେ ପକାଇଦିଅନ୍ତୁ। * ଛୋଟ ଅବସ୍ଥାରୁ ପଟାଳିରୁ ଘାସ ସଫା କରନ୍ତୁ। ଲତା ଜାତୀୟ ଫସଲ କଲରା, ଝୁଡ଼ଙ୍ଗ ପ୍ରଭୃତିକୁ ୧ଫୁଟ ×୧ଫୁଟ ×୧ଫୁଟ ଗଭୀର କରି, ୨କି.ଗ୍ରା.ଗୁଣ୍ଡ ଖତ +୧୦୦ଗ୍ରା.ନିମ ପିଡିଆ ମିଶାଇ ଉପଚାରିତ ବିହନ ୨ଟି ଲଗାନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Orissa Orissa 21-10-2025 Enable
234 Weather forecast and land preparation process of vegetable ନମସ୍କାର କଟକ ଜିଲ୍ଲା ର ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକର ସମସ୍ତ ଚାଷୀ ମାନଙ୍କୁ ସଲିଡାରିଡାଡ ତରଫରୁ ଭୋଡାଫୋନ ଆଇଡିଆ ସହଯୋଗ ରେ ଚାଲୁଥିବା ଆଧୁନିକ କୃଷି କାର୍ଯ୍ୟକ୍ରମ କୁ ସ୍ଵାଗତ କରାଯାଉଛି । ଆଗାମୀ ୧୯ ଅକ୍ଟୋବର ରୁ ୨୫ ଅକ୍ଟୋବର ମଧ୍ୟରେ ମାହାଙ୍ଗାରେ ୦.୯ମି.ମି.-୪.୧ମି.ମି. ବୃଷ୍ଟିପାତର ସମ୍ଭାବନା ରହିଛି । ଟାଙ୍ଗୀରେ ୦.୩ମି.ମି.-୩.୧ମି.ମି.ବୃଷ୍ଟିପାତର ସମ୍ଭାବନା ରହିଛି। ନିଶ୍ଚିନ୍ତକୋଇଲିରେ ୦.୨ମି.ମି.-୩.୯ମି.ମି. ବୃଷ୍ଟିପାତର ସମ୍ଭାବନା ରହିଛି ଏବଂ ସର୍ବତ୍ର ସର୍ବାଧିକ ତାପମାତ୍ରା ୨୪°c ରୁ ୩୩°c ମଧ୍ୟରେ ରହିବ। * ଶୀତ ଦିନିଆ ପରିବା ଚାଷ ପାଇଁ ଏକ ପ୍ରକାର ଫସଲ ନକରି ଗୋଟିଏ କ୍ଷେତ ମିଶ୍ରିତ ଚାଷ ପାଇଁ ବିହନ ଯୋଗାଡ଼ କରନ୍ତୁ। ଉଦାହରଣ -କୋବି, ବାଇଗଣ, ଟମାଟୋ ଫସଲ ହୁଡାରେ ଧନିଆ, ପାଳଙ୍ଗ ଆଦି ଲଗାନ୍ତୁ। ଏହା ଦ୍ୱାରା କୀଟ ଓ ରୋଗ ଦୂର ହେବ। ମୁଖ୍ୟ କିଆରୀରେ ଏକର ପ୍ରତି ୨ଟନ ଗୁଣ୍ଡ ଖତ ମିଶାଇ ଚାଷ କରନ୍ତୁ ଓ ୨କି.ଗ୍ରା. ଆଜୋଟୋବାକ୍ଟର ଖତରେ ମିଶାଇ ଜମି ପ୍ରସ୍ତୁତ କରନ୍ତୁ। * ତଳି ପଟାଳି ଗୁଡିକ ୩'×୮'×୬ଉଚ୍ଚତା ରେ ପ୍ରସ୍ତୁତ କରନ୍ତୁ ଓ ପ୍ରତି ପଟାଳି ମଧ୍ୟରେ ୧ଫୁଟ ବ୍ୟବଧାନ ରଖନ୍ତୁ। ପ୍ରତି ପଟାଳିରେ ୧୦କି.ଗ୍ରା.ଗୁଣ୍ଡଖତ +୨୦୦ଗ୍ରା. ନିମ ପିଡିଆ +୨୦ଗ୍ରା. ଆଜୋଟୋବାକ୍ଟର ମିଶାଇ ୪ଦିନ ପରଖିଲା ପରେ ପ୍ରୟୋଗ କରନ୍ତୁ। * ପରିବା ବିହନ ଗୁଡିକ ବୀଜାମୃତ ରେ ୧୫ମିନିଟ୍ ବୁଡାଇବା ପରେ ଛାଇରେ ଶୁଖାଇ ପଟାଳିରେ ଧାଡିରେ ବୁଣନ୍ତୁ(୪ଲି. ପାଣି+୧କି.ଗ୍ରା.ଦେଶୀ ଗାଈ ଗୋବର+୧ଲି. ଦେଶୀ ଗୋମୂତ୍ର+୧୦ଗ୍ରା. ଚୂନ +ମୁଠାଏ ହୁଙ୍କାମାଟି)। ପ୍ରତି ଧାଡି ମଧ୍ୟରେ ୨ଇଞ୍ଚ ବ୍ୟବଧାନ ରଖନ୍ତୁ। ବିହନ ବୁଣିବା ପରେ ଗୁଣ୍ଡ ଖତ କିମ୍ବା ଜିଆ ଖତରେ ପତଳା କରି ଘୋଡାଇ ହାଲୁକା ଛାଦନ କରନ୍ତୁ। ମଞ୍ଜି ଗଜାହେବା ପୂର୍ବରୁ ପ୍ରତିଦିନ ଛାଦନ ଉପରେ ହାଲୁକା ପାଣି ସିଞ୍ଚନ କରନ୍ତୁ। ମଞ୍ଜି ଗଜା ହେବାପରେ ଛାଦନ ବାହାର କରି ୪ଫୁଟ ନାଳରେ ପକାଇଦିଅନ୍ତୁ। * ଛୋଟ ଅବସ୍ଥାରୁ ପଟାଳିରୁ ଘାସ ସଫା କରନ୍ତୁ। ଲତା ଜାତୀୟ ଫସଲ କଲରା, ଝୁଡ଼ଙ୍ଗ ପ୍ରଭୃତିକୁ ୧ଫୁଟ ×୧ଫୁଟ ×୧ଫୁଟ ଗଭୀର କରି, ୨କି.ଗ୍ରା.ଗୁଣ୍ଡ ଖତ +୧୦୦ଗ୍ରା.ନିମ ପିଡିଆ ମିଶାଇ ଉପଚାରିତ ବିହନ ୨ଟି ଲଗାନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Orissa Orissa 21-10-2025 Enable
235 Weather forecast and land preparation process of vegetable ନମସ୍କାର ଗଜପତି ଜିଲ୍ଲାର ମୋହନା ଓ ଗୁମ୍ମା ବ୍ଲକର ସମସ୍ତ ଚାଷୀ ମାନଙ୍କୁ ସଲିଡାରିଡାଡ ତରଫରୁ ଭୋଡାଫୋନ ଆଇଡିଆ ସହଯୋଗ ରେ ଚାଲୁଥିବା ଆଧୁନିକ କୃଷି କାର୍ଯ୍ୟକ୍ରମ କୁ ସ୍ଵାଗତ କରାଯାଉଛି । ଆଗାମୀ ୧୯ ଅକ୍ଟୋବର ରୁ ୨୫ ଅକ୍ଟୋବର ମଧ୍ୟରେ ଗଜପତିର ମୋହନାରେ ୦.୨ମି.ମି.-୪.୯ମି.ମି.ବୃଷ୍ଟିପାତର ସମ୍ଭାବନା ରହିଛି ଏବଂ ଗୁମ୍ମାରେ ୦.୧ମି.ମି.-୫.୬ମି.ମି.ବୃଷ୍ଟିପାତର ସମ୍ଭାବନା ରହିଛି ଓ ସର୍ବତ୍ର ସର୍ବାଧିକ ତାପମାତ୍ରା ୨୧°c ରୁ ୩୨°c ମଧ୍ୟରେ ରହିବ। * ଶୀତ ଦିନିଆ ପରିବା ଚାଷ ପାଇଁ ଏକ ପ୍ରକାର ଫସଲ ନକରି ଗୋଟିଏ କ୍ଷେତ ମିଶ୍ରିତ ଚାଷ ପାଇଁ ବିହନ ଯୋଗାଡ଼ କରନ୍ତୁ। ଉଦାହରଣ -କୋବି, ବାଇଗଣ, ଟମାଟୋ ଫସଲ ହୁଡାରେ ଧନିଆ, ପାଳଙ୍ଗ ଆଦି ଲଗାନ୍ତୁ। ଏହା ଦ୍ୱାରା କୀଟ ଓ ରୋଗ ଦୂର ହେବ। ମୁଖ୍ୟ କିଆରୀରେ ଏକର ପ୍ରତି ୨ଟନ ଗୁଣ୍ଡ ଖତ ମିଶାଇ ଚାଷ କରନ୍ତୁ ଓ ୨କି.ଗ୍ରା. ଆଜୋଟୋବାକ୍ଟର ଖତରେ ମିଶାଇ ଜମି ପ୍ରସ୍ତୁତ କରନ୍ତୁ। * ତଳି ପଟାଳି ଗୁଡିକ ୩'×୮'×୬ଉଚ୍ଚତା ରେ ପ୍ରସ୍ତୁତ କରନ୍ତୁ ଓ ପ୍ରତି ପଟାଳି ମଧ୍ୟରେ ୧ଫୁଟ ବ୍ୟବଧାନ ରଖନ୍ତୁ। ପ୍ରତି ପଟାଳିରେ ୧୦କି.ଗ୍ରା.ଗୁଣ୍ଡଖତ +୨୦୦ଗ୍ରା. ନିମ ପିଡିଆ +୨୦ଗ୍ରା. ଆଜୋଟୋବାକ୍ଟର ମିଶାଇ ୪ଦିନ ପରଖିଲା ପରେ ପ୍ରୟୋଗ କରନ୍ତୁ। * ପରିବା ବିହନ ଗୁଡିକ ବୀଜାମୃତ ରେ ୧୫ମିନିଟ୍ ବୁଡାଇବା ପରେ ଛାଇରେ ଶୁଖାଇ ପଟାଳିରେ ଧାଡିରେ ବୁଣନ୍ତୁ(୪ଲି. ପାଣି+୧କି.ଗ୍ରା.ଦେଶୀ ଗାଈ ଗୋବର+୧ଲି. ଦେଶୀ ଗୋମୂତ୍ର+୧୦ଗ୍ରା. ଚୂନ +ମୁଠାଏ ହୁଙ୍କାମାଟି)। ପ୍ରତି ଧାଡି ମଧ୍ୟରେ ୨ଇଞ୍ଚ ବ୍ୟବଧାନ ରଖନ୍ତୁ। ବିହନ ବୁଣିବା ପରେ ଗୁଣ୍ଡ ଖତ କିମ୍ବା ଜିଆ ଖତରେ ପତଳା କରି ଘୋଡାଇ ହାଲୁକା ଛାଦନ କରନ୍ତୁ। ମଞ୍ଜି ଗଜାହେବା ପୂର୍ବରୁ ପ୍ରତିଦିନ ଛାଦନ ଉପରେ ହାଲୁକା ପାଣି ସିଞ୍ଚନ କରନ୍ତୁ। ମଞ୍ଜି ଗଜା ହେବାପରେ ଛାଦନ ବାହାର କରି ୪ଫୁଟ ନାଳରେ ପକାଇଦିଅନ୍ତୁ। * ଛୋଟ ଅବସ୍ଥାରୁ ପଟାଳିରୁ ଘାସ ସଫା କରନ୍ତୁ। ଲତା ଜାତୀୟ ଫସଲ କଲରା, ଝୁଡ଼ଙ୍ଗ ପ୍ରଭୃତିକୁ ୧ଫୁଟ ×୧ଫୁଟ ×୧ଫୁଟ ଗଭୀର କରି, ୨କି.ଗ୍ରା.ଗୁଣ୍ଡ ଖତ +୧୦୦ଗ୍ରା.ନିମ ପିଡିଆ ମିଶାଇ ଉପଚାରିତ ବିହନ ୨ଟି ଲଗାନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Orissa Orissa 21-10-2025 Enable
236 જીરું પાકનું વાવેતર મીઠોઇ, આહીર સિંહણ અને મોટા આંબલા ના વેધર સ્ટેશનની માહિતીના આધારે તમારા વિસ્તારમાં તારીખ 17-10-2025 થી 18 -10-2025 સુધી હવામાન ચોખ્ખું અને 21 થી 23 તારીખ સુધી વાદળછાયું રેહવાની સંભાવના છે.અને વરસાદની કોઈ સંભાવના નથી આ સમયગાળા દરમ્યાન દિવસનું તાપમાન 34 થી 35 ડિગ્રી સે. અને રાત્રિ નું તાપમાન 24 થી 25 ડિગ્રી સે. જેટલું જ્યારે પવનની ગતિ 15 થી 18 કિમી/કલાક રહેવાની શકયતા છે. ખેડૂતમિત્રો જીરા પાકનું વાવેતર ઠંડીની શરૂઆત થાય ત્યારે ઓકટોબર માસના ત્રીજા પખવાડિયાથી નવેમ્બર માસના પ્રથમ પખવાડિયા સુધી કરવું જે સમય વાવણી માટે ઉત્તમ ગણાય છે. જીરું પાકના વાવેતર માટે તાપમાન ૩૦ ડીગ્રી સેલ્સિયસની આસપાસ આવે ત્યારે યોગ્ય ગણાય છે. Gujarat Gujrat 16-10-2025 Enable
237 ચોમાસું પાક કાપણી નમસ્કાર સોલીડારીડાડ, વોડાફોન આઈડિયા ફાઉન્ડેશન અને ઇન્ડસ ટાવરના વાણી સંદેશમાં આપનું હાર્દિક સ્વાગત છે. આપના વિસ્તારમાં ગોઠવેલ હવામાન સ્ટેશનની માહિતીના આધારે તારીખ ૧૫-૧૦-૨૦૨૫ થી ૧૯-૧૦-૨૦૨૫ દરમિયાન આકાશ મુખ્યત્વે ચોખ્ખું રેહવાની સંભાવના છે અને આગાહીના સમયગાળા દરમિયાન, વરસાદ ની સંભાવના નહીવત છે. સુકુ હવામાન રહેવાની સંભાવના હોઇ ઉભા પાકમાં જરૂરીયાત મૂજબ પિયત આપવું તેમજ મગફળી, મકાઈ, તલ, બાજરી અને મગ પાકની કાપણી કરવી. Gujarat Gujrat 15-10-2025 Enable
238 सोयाबीन मे भंडारण पर सलाह Jhabua वोडाफोन आईडिया फाउंडेशन एवं Solidaridad द्वारा क्रियान्वित स्मार्ट एग्री कार्यक्रम में आपका स्वागत है। किसानों के लिए सम-सामयिक सलाह, जिला Jhabua ऑटोमैटिक वेदर स्टेशन के अनुसार इस सप्ताह: 14 October - 23 October के दौरान दिन में 31 और रात में 20 डिग्री सेल्सियस ताप क्रम रहने का अनुमान है। सभी किसानो साथियों को दीपावली की हार्दिक शुभकामनाये I सोयाबीन की कटाई एवं गहाई कर सुरक्षित भण्डारण कर ले I गेहूँ एवं चना की उन्नत खेती हेतु खेत की तैयारी करने का उचित समय है I गेहूं की खेत की तैयारी तथा सिंचाई जल उपयोगिता बढ़ाने के लिए खरीफ की फसल काटते ही एक सप्ताह के अंदर जुताई करना लाभदायक होता है I गेंहू एवं चने की फसल के लिये आपके क्षेत्र के लिए अनुशंसित प्रजातियों का प्रमाणित या आधार बीज जो उचित स्रोत तथा गुणवत्ता वाला हो का ही चुनाव करना चाहिये। प्रजाति का चुनाव अपने संसाधनों यानि उपलब्ध सिंचाई की मात्रा तथा आवश्यकताओं के अनुरूप करें स्मार्ट एग्री प्रोजेक्ट के अंतर्गत खेती संबंधित समसामयिक सलाह के लिए 7065-00-5054 पर मिस कॉल करें एवं उपयोगी सलाह प्राप्त करें I अधिक जानकारी के लिए कृपया आप हमारे कृषि-विशेषज्ञ (फ़ोन: 8251071818) से दिन में सुबह 10 बजे से शाम 6 बजे के बीच बात करें.I Madhya Pradesh MP 14-10-2025 Enable
239 सोयाबीन मे भंडारण पर सलाह Dhar वोडाफोन आईडिया फाउंडेशन एवं Solidaridad द्वारा क्रियान्वित स्मार्ट एग्री कार्यक्रम में आपका स्वागत है। किसानों के लिए सम-सामयिक सलाह, जिला Dhar ऑटोमैटिक वेदर स्टेशन के अनुसार इस सप्ताह: 14 October - 23 October के दौरान दिन में 30 और रात में 21 डिग्री सेल्सियस ताप क्रम रहने का अनुमान है। सभी किसानो साथियों को दीपावली की हार्दिक शुभकामनाये I सोयाबीन की कटाई एवं गहाई कर सुरक्षित भण्डारण कर ले I गेहूँ एवं चना की उन्नत खेती हेतु खेत की तैयारी करने का उचित समय है I गेहूं की खेत की तैयारी तथा सिंचाई जल उपयोगिता बढ़ाने के लिए खरीफ की फसल काटते ही एक सप्ताह के अंदर जुताई करना लाभदायक होता है I गेंहू एवं चने की फसल के लिये आपके क्षेत्र के लिए अनुशंसित प्रजातियों का प्रमाणित या आधार बीज जो उचित स्रोत तथा गुणवत्ता वाला हो का ही चुनाव करना चाहिये। प्रजाति का चुनाव अपने संसाधनों यानि उपलब्ध सिंचाई की मात्रा तथा आवश्यकताओं के अनुरूप करें स्मार्ट एग्री प्रोजेक्ट के अंतर्गत खेती संबंधित समसामयिक सलाह के लिए 7065-00-5054 पर मिस कॉल करें एवं उपयोगी सलाह प्राप्त करें I अधिक जानकारी के लिए कृपया आप हमारे कृषि-विशेषज्ञ (फ़ोन: 8251071818) से दिन में सुबह 10 बजे से शाम 6 बजे के बीच बात करें.I Madhya Pradesh MP 14-10-2025 Enable
240 dfwef वोडाफोन आईडिया फाउंडेशन एवं Solidaridad द्वारा क्रियान्वित स्मार्ट एग्री कार्यक्रम में आपका स्वागत है। किसानों के लिए सम-सामयिक सलाह, जिला Dewas ऑटोमैटिक वेदर स्टेशन के अनुसार इस सप्ताह: 14 October - 23 October के दौरान दिन में 30 और रात में 21 डिग्री सेल्सियस ताप क्रम रहने का अनुमान है। सभी किसानो साथियों को दीपावली की हार्दिक शुभकामनाये I सोयाबीन की कटाई एवं गहाई कर सुरक्षित भण्डारण कर ले I गेहूँ एवं चना की उन्नत खेती हेतु खेत की तैयारी करने का उचित समय है I गेहूं की खेत की तैयारी तथा सिंचाई जल उपयोगिता बढ़ाने के लिए खरीफ की फसल काटते ही एक सप्ताह के अंदर जुताई करना लाभदायक होता है I गेंहू एवं चने की फसल के लिये आपके क्षेत्र के लिए अनुशंसित प्रजातियों का प्रमाणित या आधार बीज जो उचित स्रोत तथा गुणवत्ता वाला हो का ही चुनाव करना चाहिये। प्रजाति का चुनाव अपने संसाधनों यानि उपलब्ध सिंचाई की मात्रा तथा आवश्यकताओं के अनुरूप करें स्मार्ट एग्री प्रोजेक्ट के अंतर्गत खेती संबंधित समसामयिक सलाह के लिए 7065-00-5054 पर मिस कॉल करें एवं उपयोगी सलाह प्राप्त करें I अधिक जानकारी के लिए कृपया आप हमारे कृषि-विशेषज्ञ (फ़ोन: 8251071818) से दिन में सुबह 10 बजे से शाम 6 बजे के बीच बात करें.I Madhya Pradesh MP 14-10-2025 Disable