Message List: 12,188
S.No Message Title Message State Created By Creation Date Status Action
421 Weather forecast & pest managemnt of Vegetable & sunflower harvesting ନମସ୍କାର କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୨୦ ଏପ୍ରିଲ ରୁ ୨୬ ଏପ୍ରିଲ ମଧ୍ୟରେ ଡେରାବିଶ ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ ଏବଂ ସର୍ବାଧିକ ତାପମାତ୍ରା ୨୪°C-୩୫°C ମଧ୍ୟରେ ରହିବ। ୧- ବୋଇତାଳୁ, କାକୁଡି, ଜହ୍ନି ପ୍ରଭୃତିରେ ପତ୍ରପୋଡ଼ା ରୋଗ ରୋକିବା ପାଇଁ ୧ଲି. ଘୋଳ ଦହିରେ ୧୫ଲି. ପାଣି ମିଶାଇ ସିଞ୍ଚନ କରନ୍ତୁ। ୨- ଖରାଟିଆ ପରିବା ଫସଲରେ କାଣ୍ଡବିନ୍ଧା, ଶୋଷକ କୀଟ ଓ ପତ୍ର ପୋଡା ଲାଗିବାର ଅବଧି ଥିବାରୁ ଏହାକୁ ପ୍ରତି ୪ ଦିନ ଅନ୍ତରାଳରେ ଆଗ୍ନେୟସ୍ତ୍ର ସିଂଚନ କରନ୍ତୁ। ୩- ଲଙ୍କା, କଲରା ଫସଲରେ ୧ ଲିଟର ଦହିରେ ୨୦ ଲିଟର ପାଣି ମିଶାଇ ସିଞ୍ଚନ କରନ୍ତୁ। ୪- ବାଇଗଣର ମୁଖ୍ୟ କୀଟ କାଣ୍ଡବିନ୍ଧା ଓ ଫଳବିନ୍ଧା ରୋକିବା ପାଇଁ ବ୍ରହ୍ମାସ୍ତ୍ର ପ୍ରୟୋଗ କରନ୍ତୁ ଓ ତାର ୨ ଦିନ ବ୍ୟବଧାନରେ ୧ କି.ଗ୍ରା. ନିମପିଡିଆ ୨୦ ଲିଟର ପାଣିରେ ବତୁରାଇ ସକାଳୁ ସିଂଚନ କରନ୍ତୁ। ୫-ପାଚିଯାଇଥିବା ସମସ୍ତ ସୂର୍ଯ୍ୟମୁଖୀ ଫୁଲ କୁ କାଟିଦିଅନ୍ତୁ। ୬- ସୂର୍ଯ୍ୟମୁଖୀ ଅମଳ କରି 8 ପ୍ରତିଶତ ଆଦ୍ରତା ରଖି ପେଡାଇ ଦିଅନ୍ତୁ। ୭- ତେଲ ପେଡାପରେ ପିଡିଆକୁ ପାଖରେ ରଖନ୍ତୁ ଏହା ଭବିଷ୍ୟତରେ ଜୈବସାର ହିସବାରେ ବ୍ୟବହାର ହେବ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Orissa Orissa 20-04-2026 Enable
422 Weather forecast & pest managemnt of Vegetable & sunflower harvesting ନମସ୍କାର କଟକ ଜିଲ୍ଲା ର ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୨୦ ଏପ୍ରିଲ ରୁ ୨୬ ଏପ୍ରିଲ ମଧ୍ୟରେ ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ ଏବଂ ସର୍ବତ୍ର ସର୍ବାଧିକ ତାପମାତ୍ରା ୨୪°C-୩୫°C ମଧ୍ୟରେ ରହିବ। ୧- ବୋଇତାଳୁ, କାକୁଡି, ଜହ୍ନି ପ୍ରଭୃତିରେ ପତ୍ରପୋଡ଼ା ରୋଗ ରୋକିବା ପାଇଁ ୧ଲି. ଘୋଳ ଦହିରେ ୧୫ଲି. ପାଣି ମିଶାଇ ସିଞ୍ଚନ କରନ୍ତୁ। ୨- ଖରାଟିଆ ପରିବା ଫସଲରେ କାଣ୍ଡବିନ୍ଧା, ଶୋଷକ କୀଟ ଓ ପତ୍ର ପୋଡା ଲାଗିବାର ଅବଧି ଥିବାରୁ ଏହାକୁ ପ୍ରତି ୪ ଦିନ ଅନ୍ତରାଳରେ ଆଗ୍ନେୟସ୍ତ୍ର ସିଂଚନ କରନ୍ତୁ। ୩- ଲଙ୍କା, କଲରା ଫସଲରେ ୧ ଲିଟର ଦହିରେ ୨୦ ଲିଟର ପାଣି ମିଶାଇ ସିଞ୍ଚନ କରନ୍ତୁ। ୪- ବାଇଗଣର ମୁଖ୍ୟ କୀଟ କାଣ୍ଡବିନ୍ଧା ଓ ଫଳବିନ୍ଧା ରୋକିବା ପାଇଁ ବ୍ରହ୍ମାସ୍ତ୍ର ପ୍ରୟୋଗ କରନ୍ତୁ ଓ ତାର ୨ ଦିନ ବ୍ୟବଧାନରେ ୧ କି.ଗ୍ରା. ନିମପିଡିଆ ୨୦ ଲିଟର ପାଣିରେ ବତୁରାଇ ସକାଳୁ ସିଂଚନ କରନ୍ତୁ। ୫-ପାଚିଯାଇଥିବା ସମସ୍ତ ସୂର୍ଯ୍ୟମୁଖୀ ଫୁଲ କୁ କାଟିଦିଅନ୍ତୁ। ୬- ସୂର୍ଯ୍ୟମୁଖୀ ଅମଳ କରି 8 ପ୍ରତିଶତ ଆଦ୍ରତା ରଖି ପେଡାଇ ଦିଅନ୍ତୁ। ୭- ତେଲ ପେଡାପରେ ପିଡିଆକୁ ପାଖରେ ରଖନ୍ତୁ ଏହା ଭବିଷ୍ୟତରେ ଜୈବସାର ହିସବାରେ ବ୍ୟବହାର ହେବ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Orissa Orissa 20-04-2026 Enable
423 Weather forecast & pest managemnt of Vegetable & sunflower harvesting ନମସ୍କାର ଗଜପତି ଜିଲ୍ଲାର ମୋହନା ଓ ଗୁମ୍ମା ବ୍ଲକର ସମସ୍ତ ଚାଷୀ ମାନଙ୍କୁ ସଲିଡାରିଡାଡ ତରଫରୁ ଭୋଡାଫୋନ ଆଇଡିଆ ସହଯୋଗ ରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୨୦ ଏପ୍ରିଲ ରୁ ୨୬ ଏପ୍ରିଲ ମଧ୍ୟରେ ଗଜପତିର ମୋହନା ଏବଂ ଗୁମ୍ମା ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ ଓ ସର୍ବତ୍ର ସର୍ବାଧିକ ତାପମାତ୍ରା ୨୧°c ରୁ ୪୦°c ମଧ୍ୟରେ ରହିବ। ୧- ବୋଇତାଳୁ, କାକୁଡି, ଜହ୍ନି ପ୍ରଭୃତିରେ ପତ୍ରପୋଡ଼ା ରୋଗ ରୋକିବା ପାଇଁ ୧ଲି. ଘୋଳ ଦହିରେ ୧୫ଲି. ପାଣି ମିଶାଇ ସିଞ୍ଚନ କରନ୍ତୁ। ୨- ଖରାଟିଆ ପରିବା ଫସଲରେ କାଣ୍ଡବିନ୍ଧା, ଶୋଷକ କୀଟ ଓ ପତ୍ର ପୋଡା ଲାଗିବାର ଅବଧି ଥିବାରୁ ଏହାକୁ ପ୍ରତି ୪ ଦିନ ଅନ୍ତରାଳରେ ଆଗ୍ନେୟସ୍ତ୍ର ସିଂଚନ କରନ୍ତୁ। ୩- ଲଙ୍କା, କଲରା ଫସଲରେ ୧ ଲିଟର ଦହିରେ ୨୦ ଲିଟର ପାଣି ମିଶାଇ ସିଞ୍ଚନ କରନ୍ତୁ। ୪- ବାଇଗଣର ମୁଖ୍ୟ କୀଟ କାଣ୍ଡବିନ୍ଧା ଓ ଫଳବିନ୍ଧା ରୋକିବା ପାଇଁ ବ୍ରହ୍ମାସ୍ତ୍ର ପ୍ରୟୋଗ କରନ୍ତୁ ଓ ତାର ୨ ଦିନ ବ୍ୟବଧାନରେ ୧ କି.ଗ୍ରା. ନିମପିଡିଆ ୨୦ ଲିଟର ପାଣିରେ ବତୁରାଇ ସକାଳୁ ସିଂଚନ କରନ୍ତୁ। ୫-ପାଚିଯାଇଥିବା ସମସ୍ତ ସୂର୍ଯ୍ୟମୁଖୀ ଫୁଲ କୁ କାଟିଦିଅନ୍ତୁ। ୬- ସୂର୍ଯ୍ୟମୁଖୀ ଅମଳ କରି 8 ପ୍ରତିଶତ ଆଦ୍ରତା ରଖି ପେଡାଇ ଦିଅନ୍ତୁ। ୭- ତେଲ ପେଡାପରେ ପିଡିଆକୁ ପାଖରେ ରଖନ୍ତୁ ଏହା ଭବିଷ୍ୟତରେ ଜୈବସାର ହିସବାରେ ବ୍ୟବହାର ହେବ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Orissa Orissa 20-04-2026 Enable
424 Weather forecast & Scientific Green gram storage proces ନମସ୍କାର କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୨୦ ଏପ୍ରିଲ ରୁ ୨୬ ଏପ୍ରିଲ ମଧ୍ୟରେ ଡେରାବିଶ ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ ଏବଂ ସର୍ବାଧିକ ତାପମାତ୍ରା ୨୪°C-୩୫°C ମଧ୍ୟରେ ରହିବ। ୧. କାଳବୈଶାଖୀ ଯୋଗୁଁ ବର୍ଷା, ପବନ ବହୁତ ହେବାର ସମ୍ଭାବନା ହେତୁ ପାକଳ ହୋଇଥିବା ମୁଗ ଫସଲ କୁ ଅମଳ କରି ଦିଅନ୍ତୁ। ୨. ମୁଗ ଫସଲ ଅମଳ ଯୋଗ୍ୟ ହୋଇଥିଲେ ତାକୁ ନଉପାଡ଼ି କାଟିକି ଆଣିବାକୁ ଚେଷ୍ଟା କରନ୍ତୁ, ଏହାର ମୂଳକୁ ମାଟିରେ ଛାଡିଦିଅନ୍ତୁ। ଏହା ଦ୍ୱାରା ମାଟିକୁ ପ୍ରଚୁର ପରିମାଣରେ ଯବକ୍ଷାରଜାନ ମିଳିଥାଏ ଯାହା ୟୁରିଆ ର ଖର୍ଚ୍ଚକୁ କମ୍ କରିଥାଏ। ୩. ଆଧୁନିକ କୃଷି ପ୍ରକଳ୍ପ ଦ୍ୱାରା ଆସୁଥିବା ଆଞ୍ଚଳିକ ପାଣିପାଗ ସୂଚନା ଆଧାରରେ, କାଟିକି ଆଣିଥିବା ଫସଲକୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ। ଯଦି ଫସଲ ଉପାଡିକି ଅଣାଯାଇଥାଏ ତେବେ ଅମଳ ପରେ ମୂଳକୁ ଜମିରେ ପକାଇଦିଅନ୍ତୁ। ୪. ପ୍ରଥମ ପର୍ଯ୍ୟାୟରେ ଆସିଥିବା ମୁଗ ଗଛରେ ଛୁଇଁକୁ ତୋଳିକି ଅମଳ କରନ୍ତୁ ଏବଂ ସଠିକ ପରିମାଣର ବତର ରଖି ରଖନ୍ତୁ, ବିହନ ଗୁଡ଼ିକ ତୋଳି ଖରାରେ ଶୁଖାଇ ୧କି.ଗ୍ରା ମୁଗ ପ୍ରତି ୧୦୦ ଗ୍ରାମ ପାଉଁଶ ମିଶାଇ ବିହନକୁ ସଂଗ୍ରହ କରି ରଖନ୍ତୁ ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Orissa Orissa 20-04-2026 Enable
425 Weather forecast & Scientific Green gram storage proces ନମସ୍କାର କଟକ ଜିଲ୍ଲା ର ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୨୦ ଏପ୍ରିଲ ରୁ ୨୬ ଏପ୍ରିଲ ମଧ୍ୟରେ ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ ଏବଂ ସର୍ବତ୍ର ସର୍ବାଧିକ ତାପମାତ୍ରା ୨୪°C-୩୫°C ମଧ୍ୟରେ ରହିବ। ୧. କାଳବୈଶାଖୀ ଯୋଗୁଁ ବର୍ଷା, ପବନ ବହୁତ ହେବାର ସମ୍ଭାବନା ହେତୁ ପାକଳ ହୋଇଥିବା ମୁଗ ଫସଲ କୁ ଅମଳ କରି ଦିଅନ୍ତୁ। ୨. ମୁଗ ଫସଲ ଅମଳ ଯୋଗ୍ୟ ହୋଇଥିଲେ ତାକୁ ନଉପାଡ଼ି କାଟିକି ଆଣିବାକୁ ଚେଷ୍ଟା କରନ୍ତୁ, ଏହାର ମୂଳକୁ ମାଟିରେ ଛାଡିଦିଅନ୍ତୁ। ଏହା ଦ୍ୱାରା ମାଟିକୁ ପ୍ରଚୁର ପରିମାଣରେ ଯବକ୍ଷାରଜାନ ମିଳିଥାଏ ଯାହା ୟୁରିଆ ର ଖର୍ଚ୍ଚକୁ କମ୍ କରିଥାଏ। ୩. ଆଧୁନିକ କୃଷି ପ୍ରକଳ୍ପ ଦ୍ୱାରା ଆସୁଥିବା ଆଞ୍ଚଳିକ ପାଣିପାଗ ସୂଚନା ଆଧାରରେ, କାଟିକି ଆଣିଥିବା ଫସଲକୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ। ଯଦି ଫସଲ ଉପାଡିକି ଅଣାଯାଇଥାଏ ତେବେ ଅମଳ ପରେ ମୂଳକୁ ଜମିରେ ପକାଇଦିଅନ୍ତୁ। ୪. ପ୍ରଥମ ପର୍ଯ୍ୟାୟରେ ଆସିଥିବା ମୁଗ ଗଛରେ ଛୁଇଁକୁ ତୋଳିକି ଅମଳ କରନ୍ତୁ ଏବଂ ସଠିକ ପରିମାଣର ବତର ରଖି ରଖନ୍ତୁ, ବିହନ ଗୁଡ଼ିକ ତୋଳି ଖରାରେ ଶୁଖାଇ ୧କି.ଗ୍ରା ମୁଗ ପ୍ରତି ୧୦୦ ଗ୍ରାମ ପାଉଁଶ ମିଶାଇ ବିହନକୁ ସଂଗ୍ରହ କରି ରଖନ୍ତୁ ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Orissa Orissa 20-04-2026 Enable
426 Weather forecast & Scientific Green gram storage process ନମସ୍କାର ଗଜପତି ଜିଲ୍ଲାର ମୋହନା ଓ ଗୁମ୍ମା ବ୍ଲକର ସମସ୍ତ ଚାଷୀ ମାନଙ୍କୁ ସଲିଡାରିଡାଡ ତରଫରୁ ଭୋଡାଫୋନ ଆଇଡିଆ ସହଯୋଗ ରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୨୦ ଏପ୍ରିଲ ରୁ ୨୬ ଏପ୍ରିଲ ମଧ୍ୟରେ ଗଜପତିର ମୋହନା ଏବଂ ଗୁମ୍ମା ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ ଓ ସର୍ବତ୍ର ସର୍ବାଧିକ ତାପମାତ୍ରା ୨୧°c ରୁ ୪୦°c ମଧ୍ୟରେ ରହିବ। ୧. କାଳବୈଶାଖୀ ଯୋଗୁଁ ବର୍ଷା, ପବନ ବହୁତ ହେବାର ସମ୍ଭାବନା ହେତୁ ପାକଳ ହୋଇଥିବା ମୁଗ ଫସଲ କୁ ଅମଳ କରି ଦିଅନ୍ତୁ। ୨. ମୁଗ ଫସଲ ଅମଳ ଯୋଗ୍ୟ ହୋଇଥିଲେ ତାକୁ ନଉପାଡ଼ି କାଟିକି ଆଣିବାକୁ ଚେଷ୍ଟା କରନ୍ତୁ, ଏହାର ମୂଳକୁ ମାଟିରେ ଛାଡିଦିଅନ୍ତୁ। ଏହା ଦ୍ୱାରା ମାଟିକୁ ପ୍ରଚୁର ପରିମାଣରେ ଯବକ୍ଷାରଜାନ ମିଳିଥାଏ ଯାହା ୟୁରିଆ ର ଖର୍ଚ୍ଚକୁ କମ୍ କରିଥାଏ। ୩. ଆଧୁନିକ କୃଷି ପ୍ରକଳ୍ପ ଦ୍ୱାରା ଆସୁଥିବା ଆଞ୍ଚଳିକ ପାଣିପାଗ ସୂଚନା ଆଧାରରେ, କାଟିକି ଆଣିଥିବା ଫସଲକୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ। ଯଦି ଫସଲ ଉପାଡିକି ଅଣାଯାଇଥାଏ ତେବେ ଅମଳ ପରେ ମୂଳକୁ ଜମିରେ ପକାଇଦିଅନ୍ତୁ। ୪. ପ୍ରଥମ ପର୍ଯ୍ୟାୟରେ ଆସିଥିବା ମୁଗ ଗଛରେ ଛୁଇଁକୁ ତୋଳିକି ଅମଳ କରନ୍ତୁ ଏବଂ ସଠିକ ପରିମାଣର ବତର ରଖି ରଖନ୍ତୁ, ବିହନ ଗୁଡ଼ିକ ତୋଳି ଖରାରେ ଶୁଖାଇ ୧କି.ଗ୍ରା ମୁଗ ପ୍ରତି ୧୦୦ ଗ୍ରାମ ପାଉଁଶ ମିଶାଇ ବିହନକୁ ସଂଗ୍ରହ କରି ରଖନ୍ତୁ ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Orissa Orissa 20-04-2026 Enable
427 मिट्टी परीक्षण पर सलाह Jhabua वोडाफोन आईडिया फाउंडेशन एवं Solidaridad द्वारा क्रियान्वित स्मार्ट एग्री कार्यक्रम में आपका स्वागत है। किसानों के लिए सम-सामयिक सलाह, जिला Jhabua ऑटोमैटिक वेदर स्टेशन के अनुसार इस सप्ताह: 18 April से 27 April के दौरान दिन में 39 और रात में 25 डिग्री सेल्सियस ताप क्रम रहने का अनुमान है। किसान भाई अपने खेत का मिट्टी परीक्षण अवश्य कराये I मिट्टी परीक्षण के लिए सैंपल बुवाई के कम से कम 1 महीने पहले लेना आवश्यक होता है I फसल की कटाई के बाद सैंपल वाली जगह को साफ करें मिट्टी में 15 सेंटीमीटर गहराई तक V आकार में खुदाई करें एवं खेत के सभी हिस्सों से और खेत के बीच से नमूना ले और इसे अच्छी तरह से मिलाएं I इसके बाद मिश्रण से 500 ग्राम मिट्टी का नमूना लें और खेत सम्बन्धी जानकारी पर्ची में लिखकर मृदा परीक्षण प्रयोगशाला में इसकी जांच करवाएं I जिससे सही मात्रा में उर्बरको का उपयोग कर अधिक उत्पादन प्राप्त किया जा सके I स्मार्ट अग्री कार्यक्रम के माध्यम से जलवायु -अनुकूल टिकाऊ खेती को अपनाना है। स्मार्ट एग्री प्रोजेक्ट के अंतर्गत खेती संबंधित समसामयिक सलाह के लिए 7065-00-5054 पर मिस कॉल करें एवं उपयोगी सलाह प्राप्त करें I अधिक जानकारी के लिए कृपया आप हमारे कृषि-विशेषज्ञ (फ़ोन: 8251071818) से दिन में सुबह 10 बजे से शाम 6 बजे के बीच बात करें.I Madhya Pradesh MP 20-04-2026 Enable
428 मिट्टी परीक्षण पर सलाह Dhar वोडाफोन आईडिया फाउंडेशन एवं Solidaridad द्वारा क्रियान्वित स्मार्ट एग्री कार्यक्रम में आपका स्वागत है। किसानों के लिए सम-सामयिक सलाह, जिला Dhar ऑटोमैटिक वेदर स्टेशन के अनुसार इस सप्ताह: 18 April से 27 April के दौरान दिन में 38 और रात में 24 डिग्री सेल्सियस ताप क्रम रहने का अनुमान है। किसान भाई अपने खेत का मिट्टी परीक्षण अवश्य कराये I मिट्टी परीक्षण के लिए सैंपल बुवाई के कम से कम 1 महीने पहले लेना आवश्यक होता है I फसल की कटाई के बाद सैंपल वाली जगह को साफ करें मिट्टी में 15 सेंटीमीटर गहराई तक V आकार में खुदाई करें एवं खेत के सभी हिस्सों से और खेत के बीच से नमूना ले और इसे अच्छी तरह से मिलाएं I इसके बाद मिश्रण से 500 ग्राम मिट्टी का नमूना लें और खेत सम्बन्धी जानकारी पर्ची में लिखकर मृदा परीक्षण प्रयोगशाला में इसकी जांच करवाएं I जिससे सही मात्रा में उर्बरको का उपयोग कर अधिक उत्पादन प्राप्त किया जा सके I स्मार्ट अग्री कार्यक्रम के माध्यम से जलवायु -अनुकूल टिकाऊ खेती को अपनाना है। स्मार्ट एग्री प्रोजेक्ट के अंतर्गत खेती संबंधित समसामयिक सलाह के लिए 7065-00-5054 पर मिस कॉल करें एवं उपयोगी सलाह प्राप्त करें I अधिक जानकारी के लिए कृपया आप हमारे कृषि-विशेषज्ञ (फ़ोन: 8251071818) से दिन में सुबह 10 बजे से शाम 6 बजे के बीच बात करें.I Madhya Pradesh MP 20-04-2026 Enable
429 मिट्टी परीक्षण पर सलाह Vidisha वोडाफोन आईडिया फाउंडेशन एवं Solidaridad द्वारा क्रियान्वित स्मार्ट एग्री कार्यक्रम में आपका स्वागत है। किसानों के लिए सम-सामयिक सलाह, जिला Vidisha ऑटोमैटिक वेदर स्टेशन के अनुसार इस सप्ताह: 18 April से 27 April के दौरान दिन में 41 और रात में 26 डिग्री सेल्सियस ताप क्रम रहने का अनुमान है। किसान भाई अपने खेत का मिट्टी परीक्षण अवश्य कराये I मिट्टी परीक्षण के लिए सैंपल बुवाई के कम से कम 1 महीने पहले लेना आवश्यक होता है I फसल की कटाई के बाद सैंपल वाली जगह को साफ करें मिट्टी में 15 सेंटीमीटर गहराई तक V आकार में खुदाई करें एवं खेत के सभी हिस्सों से और खेत के बीच से नमूना ले और इसे अच्छी तरह से मिलाएं I इसके बाद मिश्रण से 500 ग्राम मिट्टी का नमूना लें और खेत सम्बन्धी जानकारी पर्ची में लिखकर मृदा परीक्षण प्रयोगशाला में इसकी जांच करवाएं I जिससे सही मात्रा में उर्बरको का उपयोग कर अधिक उत्पादन प्राप्त किया जा सके I स्मार्ट अग्री कार्यक्रम के माध्यम से जलवायु -अनुकूल टिकाऊ खेती को अपनाना है। स्मार्ट एग्री प्रोजेक्ट के अंतर्गत खेती संबंधित समसामयिक सलाह के लिए 7065-00-5054 पर मिस कॉल करें एवं उपयोगी सलाह प्राप्त करें I अधिक जानकारी के लिए कृपया आप हमारे कृषि-विशेषज्ञ (फ़ोन: 8251071818) से दिन में सुबह 10 बजे से शाम 6 बजे के बीच बात करें.I Madhya Pradesh MP 20-04-2026 Enable
430 मिट्टी परीक्षण पर सलाह Ratlam वोडाफोन आईडिया फाउंडेशन एवं Solidaridad द्वारा क्रियान्वित स्मार्ट एग्री कार्यक्रम में आपका स्वागत है। किसानों के लिए सम-सामयिक सलाह, जिला Ratlam ऑटोमैटिक वेदर स्टेशन के अनुसार इस सप्ताह: 18 April से 27 April के दौरान दिन में 41 और रात में 26 डिग्री सेल्सियस ताप क्रम रहने का अनुमान है। किसान भाई अपने खेत का मिट्टी परीक्षण अवश्य कराये I मिट्टी परीक्षण के लिए सैंपल बुवाई के कम से कम 1 महीने पहले लेना आवश्यक होता है I फसल की कटाई के बाद सैंपल वाली जगह को साफ करें मिट्टी में 15 सेंटीमीटर गहराई तक V आकार में खुदाई करें एवं खेत के सभी हिस्सों से और खेत के बीच से नमूना ले और इसे अच्छी तरह से मिलाएं I इसके बाद मिश्रण से 500 ग्राम मिट्टी का नमूना लें और खेत सम्बन्धी जानकारी पर्ची में लिखकर मृदा परीक्षण प्रयोगशाला में इसकी जांच करवाएं I जिससे सही मात्रा में उर्बरको का उपयोग कर अधिक उत्पादन प्राप्त किया जा सके I स्मार्ट अग्री कार्यक्रम के माध्यम से जलवायु -अनुकूल टिकाऊ खेती को अपनाना है। स्मार्ट एग्री प्रोजेक्ट के अंतर्गत खेती संबंधित समसामयिक सलाह के लिए 7065-00-5054 पर मिस कॉल करें एवं उपयोगी सलाह प्राप्त करें I अधिक जानकारी के लिए कृपया आप हमारे कृषि-विशेषज्ञ (फ़ोन: 8251071818) से दिन में सुबह 10 बजे से शाम 6 बजे के बीच बात करें.I Madhya Pradesh MP 20-04-2026 Enable