Message List: 12,419
| S.No | Message Title | Message | State | Created By | Creation Date | Status | Action |
|---|---|---|---|---|---|---|---|
| 651 | Ghanajeevamruta preparation process & its benefits | ନମସ୍କାର କଟକ, କେନ୍ଦ୍ରାପଡ଼ା ଓ ଗଜପତି ଜିଲ୍ଲାର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର ଓ ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଏକ ଏକର କ୍ଷେତ୍ର ନିମନ୍ତେ ଘନଜୀବାମୃତ ପ୍ରସ୍ତୁତି : ଆବଶ୍ୟକ ଉପକରଣ - ୧-ସଜ ଗୋବର-୧୦ କି.ଗ୍ରା. ୨-ଗାଈ ପରିସ୍ରା -୫ଲି. ୩-ଗୁଡ-୨କି.ଗ୍ରା. ୪-କଞ୍ଚା ଚୋପାଲଗା ଡାଲି ଗୁଣ୍ଡ-୨କି.ଗ୍ରା. ୫-ଉଇ ହୁଙ୍କା ମାଟି -ଆଞ୍ଜୁଳାଏ ୬-ପାଣି -୨୦ଲି. ପ୍ରସ୍ତୁତି:-ସମସ୍ତ ଆବଶ୍ୟକ ସାମଗ୍ରୀ କୁ ଏକ ବଡ଼ ମାଟି କିମ୍ବା ପ୍ଲାଷ୍ଟିକ ପାତ୍ରରେ ଭଲ ଭାବେ ମିଶ୍ରଣ କରି ଛାଇ ସ୍ଥାନ ରେ ଘୋଡାଇ ରଖନ୍ତୁ। ଦିନକୁ ୨-୩ ଥର ସକାଳେ ଏବଂ ସନ୍ଧ୍ୟାରେ ବାଡ଼ିରେ ଘାଣ୍ଟି ଦିଅନ୍ତୁ।ସାତ ଦିନ ପରେ ଏହି ମିଶ୍ରଣ କୁ ୨ କ୍ଵିଣ୍ଟାଲ ଗୋବର ଖତରେ ମିଶ୍ରଣ କରି ଘନଜୀବାମୃତ ପ୍ରସ୍ତୁତ କରନ୍ତୁ।ଖତରେ ମିଶାଇବାର ୪୮ଘ. ପରେ ଏହାକୁ ଜମିରେ ପ୍ରୟୋଗ କରିପାରିବେ ଏବଂ ଛଅ ମାସ ଯାଏ ଏହାକୁ ରଖି ବ୍ୟବହାର କରି ପାରିବେ। * ଏହାକୁ ମୂଳ ସାର ଭାବେ ଆମେ ପରିବା ଗଛରେ ପ୍ରୟୋଗ କରିପାରିବା, ଧାନ ଓ ମୁଗ ଫସଲ ଆଗରୁ ଜମିରେ ଏହାକୁ ପ୍ରୟୋଗ କଲେ ଉତ୍ପାଦନ ବୃଦ୍ଧି ସହ ଗଛର ଭଲ ଅଭିବୃଦ୍ଧି ହୋଇଥାଏ। * ଏହାର ପ୍ରୟୋଗ ଦ୍ୱାରା ମାଟିର ପି. ଏଚ ୭.୨୦, ଜୈବ ଅଙ୍ଗାର ୧୭. ୨୯ %, ଯବକ୍ଷାରଜାନ ୨%,ଫସଫରସ ୦.୪୬%, ପୋଟାସିୟମ ୦.୧୦%,ସୋଡିୟମ ୦.୧୫%,କ୍ୟାଲସିୟମ ୧୩୨ମିଲିଗ୍ରାମ/କିଲୋ,ମ୍ୟାଗ୍ନେସିୟମ ୬୧.୭୫ମିଲିଗ୍ରାମ/ଲି.,ସଲଫେଟ ୧୧୨ମିଲିଗ୍ରାମ /ଲି., କପର ୦.୧୩ ମିଲିଗ୍ରାମ /ଲି., ମାଗ୍ନେସିୟମ ୨.୦୩ମିଲିଗ୍ରାମ /ଲି., ଜିଙ୍କ ୦.୯୯ମିଲିଗ୍ରାମ /ଲି., ଆଇରନ ୩୪.୩୦ମିଲିଗ୍ରାମ /ଲି. ଆଦି ମାଟିକୁ ମିଳିଥାଏ। * ମାଟିରେ ଅଣୁଜୀବ ବୃଦ୍ଧି ହୋଇଥାନ୍ତି ଏବଂ ମାଟିର ଜଳଧାରଣ ର କ୍ଷମତା ବଢିଥାଏ। • ଏହାକୁ ବ୍ୟବହାର କଲେ ରାସାୟନିକ ସାର ଦରକାର କମିଯାଏ, ଯାହା ଖର୍ଚ୍ଚ କମାଏ ଓ ପରିବେଶକୁ ସୁରକ୍ଷିତ ରଖେ। * ଘନଜୀବାମୃତ ମାଟିକୁ ଛିଦ୍ରାଳୁ କରେ, ଯାହା ଜଳ ଓ ବାୟୁ ପ୍ରବାହକୁ ସହଜ କରେ। •ଫସଲର ଉତ୍ପାଦନ ବଢ଼େ ଓ ଗୁଣତ୍ୱ ଉନ୍ନତ ହୁଏ, ଯାହା ବଜାରରେ ଭଲ ଦର ମିଳିବାରେ ସହାୟକ। | Orissa | Orissa | 20-04-2026 | Enable |
|
| 652 | Weather forecast & pest managemnt of Vegetable & sunflower harvesting | ନମସ୍କାର କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୨୦ ଏପ୍ରିଲ ରୁ ୨୬ ଏପ୍ରିଲ ମଧ୍ୟରେ ଡେରାବିଶ ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ ଏବଂ ସର୍ବାଧିକ ତାପମାତ୍ରା ୨୪°C-୩୫°C ମଧ୍ୟରେ ରହିବ। ୧- ବୋଇତାଳୁ, କାକୁଡି, ଜହ୍ନି ପ୍ରଭୃତିରେ ପତ୍ରପୋଡ଼ା ରୋଗ ରୋକିବା ପାଇଁ ୧ଲି. ଘୋଳ ଦହିରେ ୧୫ଲି. ପାଣି ମିଶାଇ ସିଞ୍ଚନ କରନ୍ତୁ। ୨- ଖରାଟିଆ ପରିବା ଫସଲରେ କାଣ୍ଡବିନ୍ଧା, ଶୋଷକ କୀଟ ଓ ପତ୍ର ପୋଡା ଲାଗିବାର ଅବଧି ଥିବାରୁ ଏହାକୁ ପ୍ରତି ୪ ଦିନ ଅନ୍ତରାଳରେ ଆଗ୍ନେୟସ୍ତ୍ର ସିଂଚନ କରନ୍ତୁ। ୩- ଲଙ୍କା, କଲରା ଫସଲରେ ୧ ଲିଟର ଦହିରେ ୨୦ ଲିଟର ପାଣି ମିଶାଇ ସିଞ୍ଚନ କରନ୍ତୁ। ୪- ବାଇଗଣର ମୁଖ୍ୟ କୀଟ କାଣ୍ଡବିନ୍ଧା ଓ ଫଳବିନ୍ଧା ରୋକିବା ପାଇଁ ବ୍ରହ୍ମାସ୍ତ୍ର ପ୍ରୟୋଗ କରନ୍ତୁ ଓ ତାର ୨ ଦିନ ବ୍ୟବଧାନରେ ୧ କି.ଗ୍ରା. ନିମପିଡିଆ ୨୦ ଲିଟର ପାଣିରେ ବତୁରାଇ ସକାଳୁ ସିଂଚନ କରନ୍ତୁ। ୫-ପାଚିଯାଇଥିବା ସମସ୍ତ ସୂର୍ଯ୍ୟମୁଖୀ ଫୁଲ କୁ କାଟିଦିଅନ୍ତୁ। ୬- ସୂର୍ଯ୍ୟମୁଖୀ ଅମଳ କରି 8 ପ୍ରତିଶତ ଆଦ୍ରତା ରଖି ପେଡାଇ ଦିଅନ୍ତୁ। ୭- ତେଲ ପେଡାପରେ ପିଡିଆକୁ ପାଖରେ ରଖନ୍ତୁ ଏହା ଭବିଷ୍ୟତରେ ଜୈବସାର ହିସବାରେ ବ୍ୟବହାର ହେବ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। | Orissa | Orissa | 20-04-2026 | Enable |
|
| 653 | Weather forecast & pest managemnt of Vegetable & sunflower harvesting | ନମସ୍କାର କଟକ ଜିଲ୍ଲା ର ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୨୦ ଏପ୍ରିଲ ରୁ ୨୬ ଏପ୍ରିଲ ମଧ୍ୟରେ ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ ଏବଂ ସର୍ବତ୍ର ସର୍ବାଧିକ ତାପମାତ୍ରା ୨୪°C-୩୫°C ମଧ୍ୟରେ ରହିବ। ୧- ବୋଇତାଳୁ, କାକୁଡି, ଜହ୍ନି ପ୍ରଭୃତିରେ ପତ୍ରପୋଡ଼ା ରୋଗ ରୋକିବା ପାଇଁ ୧ଲି. ଘୋଳ ଦହିରେ ୧୫ଲି. ପାଣି ମିଶାଇ ସିଞ୍ଚନ କରନ୍ତୁ। ୨- ଖରାଟିଆ ପରିବା ଫସଲରେ କାଣ୍ଡବିନ୍ଧା, ଶୋଷକ କୀଟ ଓ ପତ୍ର ପୋଡା ଲାଗିବାର ଅବଧି ଥିବାରୁ ଏହାକୁ ପ୍ରତି ୪ ଦିନ ଅନ୍ତରାଳରେ ଆଗ୍ନେୟସ୍ତ୍ର ସିଂଚନ କରନ୍ତୁ। ୩- ଲଙ୍କା, କଲରା ଫସଲରେ ୧ ଲିଟର ଦହିରେ ୨୦ ଲିଟର ପାଣି ମିଶାଇ ସିଞ୍ଚନ କରନ୍ତୁ। ୪- ବାଇଗଣର ମୁଖ୍ୟ କୀଟ କାଣ୍ଡବିନ୍ଧା ଓ ଫଳବିନ୍ଧା ରୋକିବା ପାଇଁ ବ୍ରହ୍ମାସ୍ତ୍ର ପ୍ରୟୋଗ କରନ୍ତୁ ଓ ତାର ୨ ଦିନ ବ୍ୟବଧାନରେ ୧ କି.ଗ୍ରା. ନିମପିଡିଆ ୨୦ ଲିଟର ପାଣିରେ ବତୁରାଇ ସକାଳୁ ସିଂଚନ କରନ୍ତୁ। ୫-ପାଚିଯାଇଥିବା ସମସ୍ତ ସୂର୍ଯ୍ୟମୁଖୀ ଫୁଲ କୁ କାଟିଦିଅନ୍ତୁ। ୬- ସୂର୍ଯ୍ୟମୁଖୀ ଅମଳ କରି 8 ପ୍ରତିଶତ ଆଦ୍ରତା ରଖି ପେଡାଇ ଦିଅନ୍ତୁ। ୭- ତେଲ ପେଡାପରେ ପିଡିଆକୁ ପାଖରେ ରଖନ୍ତୁ ଏହା ଭବିଷ୍ୟତରେ ଜୈବସାର ହିସବାରେ ବ୍ୟବହାର ହେବ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। | Orissa | Orissa | 20-04-2026 | Enable |
|
| 654 | Weather forecast & pest managemnt of Vegetable & sunflower harvesting | ନମସ୍କାର ଗଜପତି ଜିଲ୍ଲାର ମୋହନା ଓ ଗୁମ୍ମା ବ୍ଲକର ସମସ୍ତ ଚାଷୀ ମାନଙ୍କୁ ସଲିଡାରିଡାଡ ତରଫରୁ ଭୋଡାଫୋନ ଆଇଡିଆ ସହଯୋଗ ରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୨୦ ଏପ୍ରିଲ ରୁ ୨୬ ଏପ୍ରିଲ ମଧ୍ୟରେ ଗଜପତିର ମୋହନା ଏବଂ ଗୁମ୍ମା ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ ଓ ସର୍ବତ୍ର ସର୍ବାଧିକ ତାପମାତ୍ରା ୨୧°c ରୁ ୪୦°c ମଧ୍ୟରେ ରହିବ। ୧- ବୋଇତାଳୁ, କାକୁଡି, ଜହ୍ନି ପ୍ରଭୃତିରେ ପତ୍ରପୋଡ଼ା ରୋଗ ରୋକିବା ପାଇଁ ୧ଲି. ଘୋଳ ଦହିରେ ୧୫ଲି. ପାଣି ମିଶାଇ ସିଞ୍ଚନ କରନ୍ତୁ। ୨- ଖରାଟିଆ ପରିବା ଫସଲରେ କାଣ୍ଡବିନ୍ଧା, ଶୋଷକ କୀଟ ଓ ପତ୍ର ପୋଡା ଲାଗିବାର ଅବଧି ଥିବାରୁ ଏହାକୁ ପ୍ରତି ୪ ଦିନ ଅନ୍ତରାଳରେ ଆଗ୍ନେୟସ୍ତ୍ର ସିଂଚନ କରନ୍ତୁ। ୩- ଲଙ୍କା, କଲରା ଫସଲରେ ୧ ଲିଟର ଦହିରେ ୨୦ ଲିଟର ପାଣି ମିଶାଇ ସିଞ୍ଚନ କରନ୍ତୁ। ୪- ବାଇଗଣର ମୁଖ୍ୟ କୀଟ କାଣ୍ଡବିନ୍ଧା ଓ ଫଳବିନ୍ଧା ରୋକିବା ପାଇଁ ବ୍ରହ୍ମାସ୍ତ୍ର ପ୍ରୟୋଗ କରନ୍ତୁ ଓ ତାର ୨ ଦିନ ବ୍ୟବଧାନରେ ୧ କି.ଗ୍ରା. ନିମପିଡିଆ ୨୦ ଲିଟର ପାଣିରେ ବତୁରାଇ ସକାଳୁ ସିଂଚନ କରନ୍ତୁ। ୫-ପାଚିଯାଇଥିବା ସମସ୍ତ ସୂର୍ଯ୍ୟମୁଖୀ ଫୁଲ କୁ କାଟିଦିଅନ୍ତୁ। ୬- ସୂର୍ଯ୍ୟମୁଖୀ ଅମଳ କରି 8 ପ୍ରତିଶତ ଆଦ୍ରତା ରଖି ପେଡାଇ ଦିଅନ୍ତୁ। ୭- ତେଲ ପେଡାପରେ ପିଡିଆକୁ ପାଖରେ ରଖନ୍ତୁ ଏହା ଭବିଷ୍ୟତରେ ଜୈବସାର ହିସବାରେ ବ୍ୟବହାର ହେବ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। | Orissa | Orissa | 20-04-2026 | Enable |
|
| 655 | Weather forecast & Scientific Green gram storage proces | ନମସ୍କାର କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୨୦ ଏପ୍ରିଲ ରୁ ୨୬ ଏପ୍ରିଲ ମଧ୍ୟରେ ଡେରାବିଶ ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ ଏବଂ ସର୍ବାଧିକ ତାପମାତ୍ରା ୨୪°C-୩୫°C ମଧ୍ୟରେ ରହିବ। ୧. କାଳବୈଶାଖୀ ଯୋଗୁଁ ବର୍ଷା, ପବନ ବହୁତ ହେବାର ସମ୍ଭାବନା ହେତୁ ପାକଳ ହୋଇଥିବା ମୁଗ ଫସଲ କୁ ଅମଳ କରି ଦିଅନ୍ତୁ। ୨. ମୁଗ ଫସଲ ଅମଳ ଯୋଗ୍ୟ ହୋଇଥିଲେ ତାକୁ ନଉପାଡ଼ି କାଟିକି ଆଣିବାକୁ ଚେଷ୍ଟା କରନ୍ତୁ, ଏହାର ମୂଳକୁ ମାଟିରେ ଛାଡିଦିଅନ୍ତୁ। ଏହା ଦ୍ୱାରା ମାଟିକୁ ପ୍ରଚୁର ପରିମାଣରେ ଯବକ୍ଷାରଜାନ ମିଳିଥାଏ ଯାହା ୟୁରିଆ ର ଖର୍ଚ୍ଚକୁ କମ୍ କରିଥାଏ। ୩. ଆଧୁନିକ କୃଷି ପ୍ରକଳ୍ପ ଦ୍ୱାରା ଆସୁଥିବା ଆଞ୍ଚଳିକ ପାଣିପାଗ ସୂଚନା ଆଧାରରେ, କାଟିକି ଆଣିଥିବା ଫସଲକୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ। ଯଦି ଫସଲ ଉପାଡିକି ଅଣାଯାଇଥାଏ ତେବେ ଅମଳ ପରେ ମୂଳକୁ ଜମିରେ ପକାଇଦିଅନ୍ତୁ। ୪. ପ୍ରଥମ ପର୍ଯ୍ୟାୟରେ ଆସିଥିବା ମୁଗ ଗଛରେ ଛୁଇଁକୁ ତୋଳିକି ଅମଳ କରନ୍ତୁ ଏବଂ ସଠିକ ପରିମାଣର ବତର ରଖି ରଖନ୍ତୁ, ବିହନ ଗୁଡ଼ିକ ତୋଳି ଖରାରେ ଶୁଖାଇ ୧କି.ଗ୍ରା ମୁଗ ପ୍ରତି ୧୦୦ ଗ୍ରାମ ପାଉଁଶ ମିଶାଇ ବିହନକୁ ସଂଗ୍ରହ କରି ରଖନ୍ତୁ ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। | Orissa | Orissa | 20-04-2026 | Enable |
|
| 656 | Weather forecast & Scientific Green gram storage proces | ନମସ୍କାର କଟକ ଜିଲ୍ଲା ର ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୨୦ ଏପ୍ରିଲ ରୁ ୨୬ ଏପ୍ରିଲ ମଧ୍ୟରେ ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ ଏବଂ ସର୍ବତ୍ର ସର୍ବାଧିକ ତାପମାତ୍ରା ୨୪°C-୩୫°C ମଧ୍ୟରେ ରହିବ। ୧. କାଳବୈଶାଖୀ ଯୋଗୁଁ ବର୍ଷା, ପବନ ବହୁତ ହେବାର ସମ୍ଭାବନା ହେତୁ ପାକଳ ହୋଇଥିବା ମୁଗ ଫସଲ କୁ ଅମଳ କରି ଦିଅନ୍ତୁ। ୨. ମୁଗ ଫସଲ ଅମଳ ଯୋଗ୍ୟ ହୋଇଥିଲେ ତାକୁ ନଉପାଡ଼ି କାଟିକି ଆଣିବାକୁ ଚେଷ୍ଟା କରନ୍ତୁ, ଏହାର ମୂଳକୁ ମାଟିରେ ଛାଡିଦିଅନ୍ତୁ। ଏହା ଦ୍ୱାରା ମାଟିକୁ ପ୍ରଚୁର ପରିମାଣରେ ଯବକ୍ଷାରଜାନ ମିଳିଥାଏ ଯାହା ୟୁରିଆ ର ଖର୍ଚ୍ଚକୁ କମ୍ କରିଥାଏ। ୩. ଆଧୁନିକ କୃଷି ପ୍ରକଳ୍ପ ଦ୍ୱାରା ଆସୁଥିବା ଆଞ୍ଚଳିକ ପାଣିପାଗ ସୂଚନା ଆଧାରରେ, କାଟିକି ଆଣିଥିବା ଫସଲକୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ। ଯଦି ଫସଲ ଉପାଡିକି ଅଣାଯାଇଥାଏ ତେବେ ଅମଳ ପରେ ମୂଳକୁ ଜମିରେ ପକାଇଦିଅନ୍ତୁ। ୪. ପ୍ରଥମ ପର୍ଯ୍ୟାୟରେ ଆସିଥିବା ମୁଗ ଗଛରେ ଛୁଇଁକୁ ତୋଳିକି ଅମଳ କରନ୍ତୁ ଏବଂ ସଠିକ ପରିମାଣର ବତର ରଖି ରଖନ୍ତୁ, ବିହନ ଗୁଡ଼ିକ ତୋଳି ଖରାରେ ଶୁଖାଇ ୧କି.ଗ୍ରା ମୁଗ ପ୍ରତି ୧୦୦ ଗ୍ରାମ ପାଉଁଶ ମିଶାଇ ବିହନକୁ ସଂଗ୍ରହ କରି ରଖନ୍ତୁ ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। | Orissa | Orissa | 20-04-2026 | Enable |
|
| 657 | Weather forecast & Scientific Green gram storage process | ନମସ୍କାର ଗଜପତି ଜିଲ୍ଲାର ମୋହନା ଓ ଗୁମ୍ମା ବ୍ଲକର ସମସ୍ତ ଚାଷୀ ମାନଙ୍କୁ ସଲିଡାରିଡାଡ ତରଫରୁ ଭୋଡାଫୋନ ଆଇଡିଆ ସହଯୋଗ ରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୨୦ ଏପ୍ରିଲ ରୁ ୨୬ ଏପ୍ରିଲ ମଧ୍ୟରେ ଗଜପତିର ମୋହନା ଏବଂ ଗୁମ୍ମା ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ ଓ ସର୍ବତ୍ର ସର୍ବାଧିକ ତାପମାତ୍ରା ୨୧°c ରୁ ୪୦°c ମଧ୍ୟରେ ରହିବ। ୧. କାଳବୈଶାଖୀ ଯୋଗୁଁ ବର୍ଷା, ପବନ ବହୁତ ହେବାର ସମ୍ଭାବନା ହେତୁ ପାକଳ ହୋଇଥିବା ମୁଗ ଫସଲ କୁ ଅମଳ କରି ଦିଅନ୍ତୁ। ୨. ମୁଗ ଫସଲ ଅମଳ ଯୋଗ୍ୟ ହୋଇଥିଲେ ତାକୁ ନଉପାଡ଼ି କାଟିକି ଆଣିବାକୁ ଚେଷ୍ଟା କରନ୍ତୁ, ଏହାର ମୂଳକୁ ମାଟିରେ ଛାଡିଦିଅନ୍ତୁ। ଏହା ଦ୍ୱାରା ମାଟିକୁ ପ୍ରଚୁର ପରିମାଣରେ ଯବକ୍ଷାରଜାନ ମିଳିଥାଏ ଯାହା ୟୁରିଆ ର ଖର୍ଚ୍ଚକୁ କମ୍ କରିଥାଏ। ୩. ଆଧୁନିକ କୃଷି ପ୍ରକଳ୍ପ ଦ୍ୱାରା ଆସୁଥିବା ଆଞ୍ଚଳିକ ପାଣିପାଗ ସୂଚନା ଆଧାରରେ, କାଟିକି ଆଣିଥିବା ଫସଲକୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ। ଯଦି ଫସଲ ଉପାଡିକି ଅଣାଯାଇଥାଏ ତେବେ ଅମଳ ପରେ ମୂଳକୁ ଜମିରେ ପକାଇଦିଅନ୍ତୁ। ୪. ପ୍ରଥମ ପର୍ଯ୍ୟାୟରେ ଆସିଥିବା ମୁଗ ଗଛରେ ଛୁଇଁକୁ ତୋଳିକି ଅମଳ କରନ୍ତୁ ଏବଂ ସଠିକ ପରିମାଣର ବତର ରଖି ରଖନ୍ତୁ, ବିହନ ଗୁଡ଼ିକ ତୋଳି ଖରାରେ ଶୁଖାଇ ୧କି.ଗ୍ରା ମୁଗ ପ୍ରତି ୧୦୦ ଗ୍ରାମ ପାଉଁଶ ମିଶାଇ ବିହନକୁ ସଂଗ୍ରହ କରି ରଖନ୍ତୁ ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। | Orissa | Orissa | 20-04-2026 | Enable |
|
| 658 | मिट्टी परीक्षण पर सलाह Jhabua | वोडाफोन आईडिया फाउंडेशन एवं Solidaridad द्वारा क्रियान्वित स्मार्ट एग्री कार्यक्रम में आपका स्वागत है। किसानों के लिए सम-सामयिक सलाह, जिला Jhabua ऑटोमैटिक वेदर स्टेशन के अनुसार इस सप्ताह: 18 April से 27 April के दौरान दिन में 39 और रात में 25 डिग्री सेल्सियस ताप क्रम रहने का अनुमान है। किसान भाई अपने खेत का मिट्टी परीक्षण अवश्य कराये I मिट्टी परीक्षण के लिए सैंपल बुवाई के कम से कम 1 महीने पहले लेना आवश्यक होता है I फसल की कटाई के बाद सैंपल वाली जगह को साफ करें मिट्टी में 15 सेंटीमीटर गहराई तक V आकार में खुदाई करें एवं खेत के सभी हिस्सों से और खेत के बीच से नमूना ले और इसे अच्छी तरह से मिलाएं I इसके बाद मिश्रण से 500 ग्राम मिट्टी का नमूना लें और खेत सम्बन्धी जानकारी पर्ची में लिखकर मृदा परीक्षण प्रयोगशाला में इसकी जांच करवाएं I जिससे सही मात्रा में उर्बरको का उपयोग कर अधिक उत्पादन प्राप्त किया जा सके I स्मार्ट अग्री कार्यक्रम के माध्यम से जलवायु -अनुकूल टिकाऊ खेती को अपनाना है। स्मार्ट एग्री प्रोजेक्ट के अंतर्गत खेती संबंधित समसामयिक सलाह के लिए 7065-00-5054 पर मिस कॉल करें एवं उपयोगी सलाह प्राप्त करें I अधिक जानकारी के लिए कृपया आप हमारे कृषि-विशेषज्ञ (फ़ोन: 8251071818) से दिन में सुबह 10 बजे से शाम 6 बजे के बीच बात करें.I | Madhya Pradesh | MP | 20-04-2026 | Enable |
|
| 659 | मिट्टी परीक्षण पर सलाह Dhar | वोडाफोन आईडिया फाउंडेशन एवं Solidaridad द्वारा क्रियान्वित स्मार्ट एग्री कार्यक्रम में आपका स्वागत है। किसानों के लिए सम-सामयिक सलाह, जिला Dhar ऑटोमैटिक वेदर स्टेशन के अनुसार इस सप्ताह: 18 April से 27 April के दौरान दिन में 38 और रात में 24 डिग्री सेल्सियस ताप क्रम रहने का अनुमान है। किसान भाई अपने खेत का मिट्टी परीक्षण अवश्य कराये I मिट्टी परीक्षण के लिए सैंपल बुवाई के कम से कम 1 महीने पहले लेना आवश्यक होता है I फसल की कटाई के बाद सैंपल वाली जगह को साफ करें मिट्टी में 15 सेंटीमीटर गहराई तक V आकार में खुदाई करें एवं खेत के सभी हिस्सों से और खेत के बीच से नमूना ले और इसे अच्छी तरह से मिलाएं I इसके बाद मिश्रण से 500 ग्राम मिट्टी का नमूना लें और खेत सम्बन्धी जानकारी पर्ची में लिखकर मृदा परीक्षण प्रयोगशाला में इसकी जांच करवाएं I जिससे सही मात्रा में उर्बरको का उपयोग कर अधिक उत्पादन प्राप्त किया जा सके I स्मार्ट अग्री कार्यक्रम के माध्यम से जलवायु -अनुकूल टिकाऊ खेती को अपनाना है। स्मार्ट एग्री प्रोजेक्ट के अंतर्गत खेती संबंधित समसामयिक सलाह के लिए 7065-00-5054 पर मिस कॉल करें एवं उपयोगी सलाह प्राप्त करें I अधिक जानकारी के लिए कृपया आप हमारे कृषि-विशेषज्ञ (फ़ोन: 8251071818) से दिन में सुबह 10 बजे से शाम 6 बजे के बीच बात करें.I | Madhya Pradesh | MP | 20-04-2026 | Enable |
|
| 660 | मिट्टी परीक्षण पर सलाह Vidisha | वोडाफोन आईडिया फाउंडेशन एवं Solidaridad द्वारा क्रियान्वित स्मार्ट एग्री कार्यक्रम में आपका स्वागत है। किसानों के लिए सम-सामयिक सलाह, जिला Vidisha ऑटोमैटिक वेदर स्टेशन के अनुसार इस सप्ताह: 18 April से 27 April के दौरान दिन में 41 और रात में 26 डिग्री सेल्सियस ताप क्रम रहने का अनुमान है। किसान भाई अपने खेत का मिट्टी परीक्षण अवश्य कराये I मिट्टी परीक्षण के लिए सैंपल बुवाई के कम से कम 1 महीने पहले लेना आवश्यक होता है I फसल की कटाई के बाद सैंपल वाली जगह को साफ करें मिट्टी में 15 सेंटीमीटर गहराई तक V आकार में खुदाई करें एवं खेत के सभी हिस्सों से और खेत के बीच से नमूना ले और इसे अच्छी तरह से मिलाएं I इसके बाद मिश्रण से 500 ग्राम मिट्टी का नमूना लें और खेत सम्बन्धी जानकारी पर्ची में लिखकर मृदा परीक्षण प्रयोगशाला में इसकी जांच करवाएं I जिससे सही मात्रा में उर्बरको का उपयोग कर अधिक उत्पादन प्राप्त किया जा सके I स्मार्ट अग्री कार्यक्रम के माध्यम से जलवायु -अनुकूल टिकाऊ खेती को अपनाना है। स्मार्ट एग्री प्रोजेक्ट के अंतर्गत खेती संबंधित समसामयिक सलाह के लिए 7065-00-5054 पर मिस कॉल करें एवं उपयोगी सलाह प्राप्त करें I अधिक जानकारी के लिए कृपया आप हमारे कृषि-विशेषज्ञ (फ़ोन: 8251071818) से दिन में सुबह 10 बजे से शाम 6 बजे के बीच बात करें.I | Madhya Pradesh | MP | 20-04-2026 | Enable |
|