Message List: 12,188
| S.No | Message Title | Message | State | Created By | Creation Date | Status | Action |
|---|---|---|---|---|---|---|---|
| 701 | गेहू मे सिचाई पर सलाह Dewas | वोडाफोन आईडिया फाउंडेशन, एरिक्सन एवं Solidaridad द्वारा क्रियान्वित स्मार्ट एग्री कार्यक्रम में आपका स्वागत है। किसानों के लिए सम-सामयिक सलाह, जिला Dewas ऑटोमैटिक वेदर स्टेशन के अनुसार इस सप्ताह: 11 February से 20 February के दौरान दिन में 29 और रात में 14 डिग्री सेल्सियस ताप क्रम रहने का अनुमान है। गेंहू की बालियों मे दुध बनने की क्रांतिक अवस्था में सिंचाई अवश्य करें I गेहूं की फसल मे यूरिया का अंतिम सिंचाई अवस्था पर टॉप-ड्रेसिंग द्वारा 20 से 25 किलो प्रति एकड़ के हिसाब से छिड़काव करें I यूरिया के स्थान पर जीवाअमृत का उपयोग करना भी लाभकारी होता है गेंहू की फसल मैं पौधों की उचित बढ़वार एवं विकास के लिए पोषक तत्वों की आवश्यकता होती है। यदि जस्ते (जिंक) की कमी के लक्षण पत्तियों पर दिखाई देते है खड़ी फसल में जस्ते(जिंक) की कमी के लक्षण दिखाई देने पर 0.5 प्रतिशत जिंक सल्फेट के घोल का छिड़काव 10 दिनों के अंतराल पर 2-3 बार करना चाहिए। स्मार्ट अग्री कार्यक्रम के माध्यम से जलवायु -अनुकूल टिकाऊ खेती को अपनाना है। स्मार्ट एग्री प्रोजेक्ट के अंतर्गत खेती संबंधित समसामयिक सलाह के लिए 7065-00-5054 पर मिस कॉल करें एवं उपयोगी सलाह प्राप्त करें I अधिक जानकारी के लिए कृपया आप हमारे कृषि-विशेषज्ञ (फ़ोन: 8251071818) से दिन में सुबह 10 बजे से शाम 6 बजे के बीच बात करें.I | Madhya Pradesh | MP | 11-02-2026 | Enable |
|
| 702 | Weather forecast and mulching process in vegetable cultivation | ନମସ୍କାର କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୧୦ଫେବୃଆରୀ ରୁ ୧୬ ଫେବୃଆରୀ ମଧ୍ୟରେ ଡେରାବିଶ ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ। ଏବଂ ସର୍ବାଧିକ ତାପମାତ୍ରା ୧୭°C-୩୨°C ମଧ୍ୟରେ ରହିବ। ୧. ଶୀତ ଓ ଗରମର ମଧ୍ୟବର୍ତ୍ତୀ ସମୟରେ ଲତାଜାତୀୟ ପନିପରିବା ପାଇଁ ଏହି ସପ୍ତାହ ଏକ ବିପଦ ଜନଙ୍କ ସମୟ। ଏଣୁ ୧୦-୧୫ ଗୋଟି ଭଣ୍ଡା ପତ୍ରକୁ ୨୦ଲି. ପାଣିରେ ରାତ୍ରରେ ଭିଜାଇ ସକାଳକୁ ଚିପୁଟିକି ଛାଣି ସେଥିରେ ୫୦ମି.ଲି. ସାବୁନ ପାଣି ମିଶାଇ ଫସଲରେ ସିଞ୍ଚନ କରନ୍ତୁ। ଏହାଦ୍ୱାରା ପାଉଁସିଆ ରୋଗ ଓ ପତ୍ରକଟା କୀଟ ଙ୍କ ଦମନ ହୋଇଥାଏ। ୨. ପ୍ରତ୍ୟେକ ପରିବା କ୍ଷେତ ଓ ମନ୍ଦାରେ ଜୈବିକ ଛାଦନ କରନ୍ତୁ। ୩. ଫସଲ ବୃଦ୍ଧି ପାଇଁ ସପ୍ତଶସ୍ୟ ର ସରକୁ ୪୦ମି.ଲି. ୧ଲି. ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ୪. ପରିବା ଓ ଅନ୍ୟାନ୍ୟ ଗଛରେ ଫୁଲ ଆଣିବା ପାଇଁ ୧୦୦ମି.ଲି.ନଡ଼ିଆ ରସ +ଦହି ୨୫୦ମି.ଲି.+୧୫୦ମି.ଲି.ପାଣି ମିଶାଇ ତାର ମୁହଁକୁ ଏକ କପଡ଼ାରେ ବାନ୍ଧି ୧୦ଦିନ ପାଇଁ ରଖିଦିଅନ୍ତୁ, ପରେ ସେଥିରେ ଦଶ ଗୁଣ ପାଣି ମିଶାଇ ଫସଲରେ ସିଞ୍ଚନ କରନ୍ତୁ। ୫. ଯେକୌଣସି ଫସଲ କରିବା ସମୟରେ ଗୋଟିଏ ପ୍ରକାର ଫସଲ ନକରି ଅତି କମରେ ୩ପ୍ରକାର ଫସଲ ମିଶାଇ କରିବା ଉଚିତ। ୬. ପ୍ରତି ସପ୍ତାହରେ ଜୀବାମୃତ ସିଞ୍ଚନ କରନ୍ତୁ ଓ କିଆରୀରେ ହଳଦିଆ ଅଠା ଜନ୍ତା ପୋତନ୍ତୁ। ୭. କୀଟ, ଗାଈ ଗୋରୁ, ମାଙ୍କଡ଼ ଛେଳି ଆଦିଙ୍କ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ଘରୋଇ ଜୈବିକ ଔଷଧ ପ୍ରସ୍ତୁତ କରନ୍ତୁ। (୨ଲି. ଦେଶୀ ଗାଈ ପରିସ୍ରା +୫୦୦ଗ୍ରାମ ନିମପତ୍ର +୨୦୦ଗ୍ରାମ ରସୁଣ )କୁ ନଅ ଦିନ ପାଇଁ ପଚାଇ ଏକ ଲିଟର ପାଣିରେ 30ମି.ଲି. ମିଶାଇ ଫସଲରେ ସିଞ୍ଚନ କରନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। | Orissa | Orissa | 10-02-2026 | Enable |
|
| 703 | Weather forecast and mulching process in vegetable cultivation | ନମସ୍କାର କଟକ ଜିଲ୍ଲା ର ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୧୦ ଫେବୃଆରୀ ରୁ ୧୬ ଫେବୃଆରୀ ମଧ୍ୟରେ ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ। ଏବଂ ସର୍ବତ୍ର ସର୍ବାଧିକ ତାପମାତ୍ରା ୧୭°C-୩୨°C ମଧ୍ୟରେ ରହିବ। ୧. ଶୀତ ଓ ଗରମର ମଧ୍ୟବର୍ତ୍ତୀ ସମୟରେ ଲତାଜାତୀୟ ପନିପରିବା ପାଇଁ ଏହି ସପ୍ତାହ ଏକ ବିପଦ ଜନଙ୍କ ସମୟ। ଏଣୁ ୧୦-୧୫ ଗୋଟି ଭଣ୍ଡା ପତ୍ରକୁ ୨୦ଲି. ପାଣିରେ ରାତ୍ରରେ ଭିଜାଇ ସକାଳକୁ ଚିପୁଟିକି ଛାଣି ସେଥିରେ ୫୦ମି.ଲି. ସାବୁନ ପାଣି ମିଶାଇ ଫସଲରେ ସିଞ୍ଚନ କରନ୍ତୁ। ଏହାଦ୍ୱାରା ପାଉଁସିଆ ରୋଗ ଓ ପତ୍ରକଟା କୀଟ ଙ୍କ ଦମନ ହୋଇଥାଏ। ୨. ପ୍ରତ୍ୟେକ ପରିବା କ୍ଷେତ ଓ ମନ୍ଦାରେ ଜୈବିକ ଛାଦନ କରନ୍ତୁ। ୩. ଫସଲ ବୃଦ୍ଧି ପାଇଁ ସପ୍ତଶସ୍ୟ ର ସରକୁ ୪୦ମି.ଲି. ୧ଲି. ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ୪. ପରିବା ଓ ଅନ୍ୟାନ୍ୟ ଗଛରେ ଫୁଲ ଆଣିବା ପାଇଁ ୧୦୦ମି.ଲି.ନଡ଼ିଆ ରସ +ଦହି ୨୫୦ମି.ଲି.+୧୫୦ମି.ଲି.ପାଣି ମିଶାଇ ତାର ମୁହଁକୁ ଏକ କପଡ଼ାରେ ବାନ୍ଧି ୧୦ଦିନ ପାଇଁ ରଖିଦିଅନ୍ତୁ, ପରେ ସେଥିରେ ଦଶ ଗୁଣ ପାଣି ମିଶାଇ ଫସଲରେ ସିଞ୍ଚନ କରନ୍ତୁ। ୫. ଯେକୌଣସି ଫସଲ କରିବା ସମୟରେ ଗୋଟିଏ ପ୍ରକାର ଫସଲ ନକରି ଅତି କମରେ ୩ପ୍ରକାର ଫସଲ ମିଶାଇ କରିବା ଉଚିତ। ୬. ପ୍ରତି ସପ୍ତାହରେ ଜୀବାମୃତ ସିଞ୍ଚନ କରନ୍ତୁ ଓ କିଆରୀରେ ହଳଦିଆ ଅଠା ଜନ୍ତା ପୋତନ୍ତୁ। ୭. କୀଟ, ଗାଈ ଗୋରୁ, ମାଙ୍କଡ଼ ଛେଳି ଆଦିଙ୍କ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ଘରୋଇ ଜୈବିକ ଔଷଧ ପ୍ରସ୍ତୁତ କରନ୍ତୁ। (୨ଲି. ଦେଶୀ ଗାଈ ପରିସ୍ରା +୫୦୦ଗ୍ରାମ ନିମପତ୍ର +୨୦୦ଗ୍ରାମ ରସୁଣ )କୁ ନଅ ଦିନ ପାଇଁ ପଚାଇ ଏକ ଲିଟର ପାଣିରେ 30ମି.ଲି. ମିଶାଇ ଫସଲରେ ସିଞ୍ଚନ କରନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। | Orissa | Orissa | 10-02-2026 | Enable |
|
| 704 | Weather forecast and mulching process in vegetable cultivation | ନମସ୍କାର ଗଜପତି ଜିଲ୍ଲାର ମୋହନା ଓ ଗୁମ୍ମା ବ୍ଲକର ସମସ୍ତ ଚାଷୀ ମାନଙ୍କୁ ସଲିଡାରିଡାଡ ତରଫରୁ ଭୋଡାଫୋନ ଆଇଡିଆ ସହଯୋଗ ରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୧୦ଫେବୃଆରୀ ରୁ ୧୬ ଫେବୃଆରୀ ମଧ୍ୟରେ ଗଜପତିର ମୋହନା ଏବଂ ଗୁମ୍ମା ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ ଓ ସର୍ବତ୍ର ସର୍ବାଧିକ ତାପମାତ୍ରା ୧୭°c ରୁ ୩୨°c ମଧ୍ୟରେ ରହିବ। ୧. ଶୀତ ଓ ଗରମର ମଧ୍ୟବର୍ତ୍ତୀ ସମୟରେ ଲତାଜାତୀୟ ପନିପରିବା ପାଇଁ ଏହି ସପ୍ତାହ ଏକ ବିପଦ ଜନଙ୍କ ସମୟ। ଏଣୁ ୧୦-୧୫ ଗୋଟି ଭଣ୍ଡା ପତ୍ରକୁ ୨୦ଲି. ପାଣିରେ ରାତ୍ରରେ ଭିଜାଇ ସକାଳକୁ ଚିପୁଟିକି ଛାଣି ସେଥିରେ ୫୦ମି.ଲି. ସାବୁନ ପାଣି ମିଶାଇ ଫସଲରେ ସିଞ୍ଚନ କରନ୍ତୁ। ଏହାଦ୍ୱାରା ପାଉଁସିଆ ରୋଗ ଓ ପତ୍ରକଟା କୀଟ ଙ୍କ ଦମନ ହୋଇଥାଏ। ୨. ପ୍ରତ୍ୟେକ ପରିବା କ୍ଷେତ ଓ ମନ୍ଦାରେ ଜୈବିକ ଛାଦନ କରନ୍ତୁ। ୩. ଫସଲ ବୃଦ୍ଧି ପାଇଁ ସପ୍ତଶସ୍ୟ ର ସରକୁ ୪୦ମି.ଲି. ୧ଲି. ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ୪. ପରିବା ଓ ଅନ୍ୟାନ୍ୟ ଗଛରେ ଫୁଲ ଆଣିବା ପାଇଁ ୧୦୦ମି.ଲି.ନଡ଼ିଆ ରସ +ଦହି ୨୫୦ମି.ଲି.+୧୫୦ମି.ଲି.ପାଣି ମିଶାଇ ତାର ମୁହଁକୁ ଏକ କପଡ଼ାରେ ବାନ୍ଧି ୧୦ଦିନ ପାଇଁ ରଖିଦିଅନ୍ତୁ, ପରେ ସେଥିରେ ଦଶ ଗୁଣ ପାଣି ମିଶାଇ ଫସଲରେ ସିଞ୍ଚନ କରନ୍ତୁ। ୫. ଯେକୌଣସି ଫସଲ କରିବା ସମୟରେ ଗୋଟିଏ ପ୍ରକାର ଫସଲ ନକରି ଅତି କମରେ ୩ପ୍ରକାର ଫସଲ ମିଶାଇ କରିବା ଉଚିତ। ୬. ପ୍ରତି ସପ୍ତାହରେ ଜୀବାମୃତ ସିଞ୍ଚନ କରନ୍ତୁ ଓ କିଆରୀରେ ହଳଦିଆ ଅଠା ଜନ୍ତା ପୋତନ୍ତୁ। ୭. କୀଟ, ଗାଈ ଗୋରୁ, ମାଙ୍କଡ଼ ଛେଳି ଆଦିଙ୍କ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ଘରୋଇ ଜୈବିକ ଔଷଧ ପ୍ରସ୍ତୁତ କରନ୍ତୁ। (୨ଲି. ଦେଶୀ ଗାଈ ପରିସ୍ରା +୫୦୦ଗ୍ରାମ ନିମପତ୍ର +୨୦୦ଗ୍ରାମ ରସୁଣ )କୁ ନଅ ଦିନ ପାଇଁ ପଚାଇ ଏକ ଲିଟର ପାଣିରେ 30ମି.ଲି. ମିଶାଇ ଫସଲରେ ସିଞ୍ଚନ କରନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। | Orissa | Orissa | 10-02-2026 | Enable |
|
| 705 | Weather forecast & Irrigation process of Greengram | ନମସ୍କାର କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୧୦ଫେବୃଆରୀ ରୁ ୧୬ ଫେବୃଆରୀ ମଧ୍ୟରେ ଡେରାବିଶ ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ। ଏବଂ ସର୍ବାଧିକ ତାପମାତ୍ରା ୧୭°C-୩୨°C ମଧ୍ୟରେ ରହିବ। ଜଳ ପରିଚାଳନା (ସଙ୍କଟ କାଳୀନ ଜଳ ପରିଚାଳନା ):- ୧. ସ୍ମାର୍ଟ ଏଗ୍ରି କୃଷି ସୂଚନା ଆଧାରରେ ଜଳ ପରିଚାଳନା କରିବା ଉଚିତ। ୨. ମୁଗରେ ଜଳସେଚନ ନିମନ୍ତେ ସ୍ପ୍ରିଙ୍କଲର ବା ସିଞ୍ଚନ ପରି ଜଳ - ସଂଚୟକାରୀ ପ୍ରଣାଳୀ ଅବଲମ୍ବନ କରିବା ଜରୁରୀ। ଏହା ଜଳ ଜମା ହେବାରୁ ପ୍ରତିରୋଧ କରିଥାଏ ଏବଂ ଜଳ ବ୍ୟବହାର କ୍ଷମତା ବଢିଥାଏ। ୩. ଫସଲ କୋଡିଏ ଦିନର ହେଲେ ଜୀବାମୃତର ଉପର ତରଳ ଘୋଳକୁ ଛାଣି ୧ଲି. ରେ ୨୦ଲି. ଜଳ ମିଶାଇ ସିଞ୍ଚନ କରନ୍ତୁ। ଏବଂ ଗଛ ୩୫ଦିନର ହେଇଗଲେ ୨ୟ ପର୍ଯ୍ୟାୟରେ ପୁନଶ୍ଚ ଜୀବାମୃତ ସିଞ୍ଚନ କରନ୍ତୁ। ୪. ମୁଗରେ ପତ୍ରକଣା, ଛୁଇଁବିନ୍ଧା ଓ ଜଉକୀଟ ଦେଖାଯାଆନ୍ତି;ସେଥିପାଇଁ ୩୦୦PPM ର ନିମତେଲ ସିଞ୍ଚନ କରନ୍ତୁ। ୫. ପାଉଁସିଆ ଓ ସାହେବି ରୋଗର ନିୟନ୍ତ୍ରଣ ପାଇଁ ମୁଗ ବୁଣିବାର ୩୦-୩୫ ଦିନ ମଧ୍ୟରେ ୧୦ଲି. ପାଣିରେ ୧ଲି. ଦେଶୀ ଗାଈର କଞ୍ଚା କ୍ଷୀର ମିଶାଇ ସିଞ୍ଚନ କରନ୍ତୁ। ୬. ଧଳାମାଛି ନିୟନ୍ତ୍ରଣ ପାଇଁ ଏକର ପିଛା ୬-୭ ଟି ଲେଖାଏଁ ହଳଦିଆ ଜନ୍ତା ମୁଗ ବିଲରେ ଲଗାନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। | Orissa | Orissa | 10-02-2026 | Enable |
|
| 706 | Weather forecast & Irrigation process of Greengram | ନମସ୍କାର କଟକ ଜିଲ୍ଲା ର ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୧୦ ଫେବୃଆରୀ ରୁ ୧୬ ଫେବୃଆରୀ ମଧ୍ୟରେ ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ। ଏବଂ ସର୍ବତ୍ର ସର୍ବାଧିକ ତାପମାତ୍ରା ୧୭°C-୩୨°C ମଧ୍ୟରେ ରହିବ। ଜଳ ପରିଚାଳନା (ସଙ୍କଟ କାଳୀନ ଜଳ ପରିଚାଳନା ):- ୧. ସ୍ମାର୍ଟ ଏଗ୍ରି କୃଷି ସୂଚନା ଆଧାରରେ ଜଳ ପରିଚାଳନା କରିବା ଉଚିତ। ୨. ମୁଗରେ ଜଳସେଚନ ନିମନ୍ତେ ସ୍ପ୍ରିଙ୍କଲର ବା ସିଞ୍ଚନ ପରି ଜଳ - ସଂଚୟକାରୀ ପ୍ରଣାଳୀ ଅବଲମ୍ବନ କରିବା ଜରୁରୀ। ଏହା ଜଳ ଜମା ହେବାରୁ ପ୍ରତିରୋଧ କରିଥାଏ ଏବଂ ଜଳ ବ୍ୟବହାର କ୍ଷମତା ବଢିଥାଏ। ୩. ଫସଲ କୋଡିଏ ଦିନର ହେଲେ ଜୀବାମୃତର ଉପର ତରଳ ଘୋଳକୁ ଛାଣି ୧ଲି. ରେ ୨୦ଲି. ଜଳ ମିଶାଇ ସିଞ୍ଚନ କରନ୍ତୁ। ଏବଂ ଗଛ ୩୫ଦିନର ହେଇଗଲେ ୨ୟ ପର୍ଯ୍ୟାୟରେ ପୁନଶ୍ଚ ଜୀବାମୃତ ସିଞ୍ଚନ କରନ୍ତୁ। ୪. ମୁଗରେ ପତ୍ରକଣା, ଛୁଇଁବିନ୍ଧା ଓ ଜଉକୀଟ ଦେଖାଯାଆନ୍ତି;ସେଥିପାଇଁ ୩୦୦PPM ର ନିମତେଲ ସିଞ୍ଚନ କରନ୍ତୁ। ୫. ପାଉଁସିଆ ଓ ସାହେବି ରୋଗର ନିୟନ୍ତ୍ରଣ ପାଇଁ ମୁଗ ବୁଣିବାର ୩୦-୩୫ ଦିନ ମଧ୍ୟରେ ୧୦ଲି. ପାଣିରେ ୧ଲି. ଦେଶୀ ଗାଈର କଞ୍ଚା କ୍ଷୀର ମିଶାଇ ସିଞ୍ଚନ କରନ୍ତୁ। ୬. ଧଳାମାଛି ନିୟନ୍ତ୍ରଣ ପାଇଁ ଏକର ପିଛା ୬-୭ ଟି ଲେଖାଏଁ ହଳଦିଆ ଜନ୍ତା ମୁଗ ବିଲରେ ଲଗାନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। | Orissa | Orissa | 10-02-2026 | Enable |
|
| 707 | Weather forecast & Irrigation process of Greengram | ନମସ୍କାର ଗଜପତି ଜିଲ୍ଲାର ମୋହନା ଓ ଗୁମ୍ମା ବ୍ଲକର ସମସ୍ତ ଚାଷୀ ମାନଙ୍କୁ ସଲିଡାରିଡାଡ ତରଫରୁ ଭୋଡାଫୋନ ଆଇଡିଆ ସହଯୋଗ ରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୧୦ଫେବୃଆରୀ ରୁ ୧୬ ଫେବୃଆରୀ ମଧ୍ୟରେ ଗଜପତିର ମୋହନା ଏବଂ ଗୁମ୍ମା ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ ଓ ସର୍ବତ୍ର ସର୍ବାଧିକ ତାପମାତ୍ରା ୧୭°c ରୁ ୩୨°c ମଧ୍ୟରେ ରହିବ। ଜଳ ପରିଚାଳନା (ସଙ୍କଟ କାଳୀନ ଜଳ ପରିଚାଳନା ):- ୧. ସ୍ମାର୍ଟ ଏଗ୍ରି କୃଷି ସୂଚନା ଆଧାରରେ ଜଳ ପରିଚାଳନା କରିବା ଉଚିତ। ୨. ମୁଗରେ ଜଳସେଚନ ନିମନ୍ତେ ସ୍ପ୍ରିଙ୍କଲର ବା ସିଞ୍ଚନ ପରି ଜଳ - ସଂଚୟକାରୀ ପ୍ରଣାଳୀ ଅବଲମ୍ବନ କରିବା ଜରୁରୀ। ଏହା ଜଳ ଜମା ହେବାରୁ ପ୍ରତିରୋଧ କରିଥାଏ ଏବଂ ଜଳ ବ୍ୟବହାର କ୍ଷମତା ବଢିଥାଏ। ୩. ଫସଲ କୋଡିଏ ଦିନର ହେଲେ ଜୀବାମୃତର ଉପର ତରଳ ଘୋଳକୁ ଛାଣି ୧ଲି. ରେ ୨୦ଲି. ଜଳ ମିଶାଇ ସିଞ୍ଚନ କରନ୍ତୁ। ଏବଂ ଗଛ ୩୫ଦିନର ହେଇଗଲେ ୨ୟ ପର୍ଯ୍ୟାୟରେ ପୁନଶ୍ଚ ଜୀବାମୃତ ସିଞ୍ଚନ କରନ୍ତୁ। ୪. ମୁଗରେ ପତ୍ରକଣା, ଛୁଇଁବିନ୍ଧା ଓ ଜଉକୀଟ ଦେଖାଯାଆନ୍ତି;ସେଥିପାଇଁ ୩୦୦PPM ର ନିମତେଲ ସିଞ୍ଚନ କରନ୍ତୁ। ୫. ପାଉଁସିଆ ଓ ସାହେବି ରୋଗର ନିୟନ୍ତ୍ରଣ ପାଇଁ ମୁଗ ବୁଣିବାର ୩୦-୩୫ ଦିନ ମଧ୍ୟରେ ୧୦ଲି. ପାଣିରେ ୧ଲି. ଦେଶୀ ଗାଈର କଞ୍ଚା କ୍ଷୀର ମିଶାଇ ସିଞ୍ଚନ କରନ୍ତୁ। ୬. ଧଳାମାଛି ନିୟନ୍ତ୍ରଣ ପାଇଁ ଏକର ପିଛା ୬-୭ ଟି ଲେଖାଏଁ ହଳଦିଆ ଜନ୍ତା ମୁଗ ବିଲରେ ଲଗାନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। | Orissa | Orissa | 10-02-2026 | Enable |
|
| 708 | Sugarcane Advisory Panhala - Shahuwadi Karveer 8 Feb | शेतकरी बंधू आणि भगिनींनो नमस्कार. स्मार्ट ॲग्री कार्यक्रमांमध्ये आपले स्वागत आहे. ८ ते १७ फेब्रुवारी या तारखेदरम्यान पन्हाळा-शाहुवाडी व करवीर परिसरामध्ये दिवसाचे तापमान ३० ते ३२ अंश सेल्सिअस तर रात्रीचे तापमान १७ ते १९ अंश सेल्सिअस राहील. या १० दिवसांमध्ये पश्चिम दक्षिण दिशेने जोराचे वारे ताशी २ ते १० किलोमीटर वेगाने वाहतील,त्यामुळे काही प्रमाणात ढगाळ वातावरण राहील परंतु पाऊस पडण्याची शक्यता नाही .हवेतील आर्द्रता २५ ते ६५ टक्के राहील. शेतकरी मित्रांनो ऊसशेती मध्ये सर्वांत जास्त फायदा खोडवा व्यवस्थापनामध्ये होतो खोडवा उत्पन्न वाढीसाठी पुढील कार्य करावे ऊसाची जमिनीलगत छाटणी करावी ऊसाचा वाळलेला पाला वेस्ट डिकंपोजरच्या साह्याने शेतातच कुजावावा असे केल्यास जमीनीस चांगले सेंद्रिय खत उपलब्ध होईल. नांग्या व तुटाळ भरणी करण्यासाठी उपलब्ध असेल तर खोडव्याचे बेट किंवा ऊसाची रोपे लावा . ऊसतोडणी नंतर एक महिन्याच्या आत आणि ९० दिवसानंतर एकरी ५० किलो युरिया ,२५० किलो सिंगल सुपर फॉस्फटे, ८५ किलो पोटॅश, २५ किलो सूक्ष्म अन्नद्रव्य व १०० किलो पेंडीयुक्त खते याचा मिश्र डोस टाकावा .तसेच पूर्वहंगामामध्ये ज्या शेतकऱ्यांनी लागण केलेली आहे ज्यांचा ऊसाचे वय ४५ ते ६० दिवस आहे त्या ऊसाची बाळभरणी करून घ्यावी बाळभरणी करत असताना एकरी ४५ किलो यूरिया,१० किलो सूक्ष्म अन्नद्रव्य,व ४० किलो पेंडीयुक्त खते याचा मिश्र डोस टाकावा .कोणत्याही प्रकारची रोगाचा किंवा किडीचा प्रादुर्भाव दिसुन आल्यास कारखान्यांच्या कर्मचाऱ्यांना संपर्क करा.स्मार्ट ॲग्री कार्यक्रमाच्या अधिक माहितीसाठी ९२०५०२१८१४या नंबर वर संपर्क करा तसेच हा संदेश पुन्हा ऐकण्यासाठी ७०६५००५०५४ या नंबर वरती संपर्क करा धन्यवाद. | Maharashtra | MH | 09-02-2026 | Enable |
|
| 709 | Belagavi feb8-17 | ಅತ್ಮೀಯ ಬೆಳಗಾವಿ ಜಿಲ್ಲೇಯ ರೈತ ಮಿತ್ರರೇ, ಫೆಬ್ರುವರಿ ೮ ರಿಂದ ಫೆಬ್ರುವರಿ ೧೭ರವರೆಗೆ ತಾಪಮಾನದಲ್ಲಿ ಸ್ವಲ್ಪ ಮಟ್ಟದಲ್ಲಿ ಹೆಚ್ಚಾಗಲಿದ್ದು ಗರಿಷ್ಟ ತಾಪಮಾನವು ೩೦-೩೨ ಡಿಗ್ರಿ ಸೆಲ್ಸಿಯಸ್ ಮತ್ತು ರಾತ್ರಿಯ ತಾಪಮಾನವು ೧೭-೧೯ ಡಿಗ್ರಿ ಸೆಲ್ಸಿಯಸ್ ಇರಲಿದೆ. ಘಂಟೆಗೆ ೨-೧೦ ಕೀ.ಮಿ ವೇಗದಲ್ಲಿ ಗಾಳಿ ಬಿಸಲಿದ್ದು ಮೊಡ ಕವಿದ ವಾತಾವರಣವಿರಲಿದ್ದು ಮಳೆಯಾಗುವ ಸಂಭವವಿರುವುದುಲ್ಲ. ಈ ಕಾರಣದಿಂದ ವಾತಾವರಣದ ಆದ್ರತೆಯು ೨೫-೬೫% ಇರಲಿದ್ದು ಮಣ್ಣು ಮತ್ತು ಸಸ್ಯದಿಂದ ನೀರು ಆವಿಯಾಗುವಿಕೆಯ ಪ್ರಮಾಣವು ೪-೫ ಮಿ.ಮಿ ಇರಲಿದೆ. ಈ ಸಂದರ್ಭದಲ್ಲಿ ಮಣ್ಣಿನ ತೇವಾಂಶವನ್ನು ಕಾಪಾಡಿಕೊಳ್ಳಲು ತೆನೆ ಮತ್ತು ಕೂಳೆ ಕಬ್ಬಿಗೆ ಲಘು ನೀರಾವರಿಯನ್ನು ನೀಡಿ. ಕೂಳೆ ನಿರ್ವಹಣೆಯೂ ಬಹುಮುಖ್ಯವಾಗಿದ್ದು, ಯಾವಾಗಲೂ ನೆಲಕ್ಕೆ ಸಮನಾಗಿ ಕಬ್ಬು ಕಟಾವು ಮಾಡಬೇಕು. ರವದಿಯನ್ನು ಸುಡದೇ ಮದ್ಯದ ಸಾಲುಗಳಲ್ಲಿ ಹರಡಿ ವೆಸ್ಟ್ ಡಿ-ಕಂಪೋಸರ್ ಸಿಂಪಡಿಸಿ. ಅಗತ್ಯ ನೀರನ್ನು ನೀಡಿ ಮತ್ತು ಬೋದುಗಳನ್ನು ಒಡೆಯಬೇಕು. ಕಬ್ಬು ಹುಸಿ ಹೋದ ಜಾಗದಲ್ಲಿ ಮತ್ತೆ ಕಬ್ಬನ್ನು ನೆಡಿ. ಎಕರೆಗೆ ೬೫ಕೆಜಿ ಯೂರಿಯಾ,೨೫೦ ಕೆ.ಜಿ ಎಸ್ ಎಸ್ ಪಿ ೨೫ ಕೆಜಿ ಪೊಟ್ಯಾಶ್ ಜೊತೆಗೆ ೨೫ ಕೆಜಿ ಸೂಕ್ಮಪೋ಼ಷಕಾಂಶ ಮತ್ತು ೧೦೦ ಕೆಜಿ ಬೇವಿನ ಹಿಂಡಿಯನ್ನು ಕೊಳೆ ಕಬ್ಬಿನಲ್ಲಿ ಒಂದ ತಿಂಗಳಿನ ಒಳಗೆ ಕೊಡುವುದು ಉತ್ತಮ. ಪ್ರತಿ ಎಕರೆಗೆ ೬ಕೆ.ಜಿ ಟ್ರೆöÊಕೊಗ್ರಾಮಾ ಹರಡಿ. ನಿರಂತರ ಕಬ್ಬಿನ ತಾಕಿಗೆ ಬೇಟೆ ನೀಡುತ್ತಿರಿ ಮತ್ತು ಕಾಂಡ ಕೋರಕ ಕಂಡು ಬಂದಲ್ಲಿ,ಸೊAಕಿತ ಕಾಂಡವನ್ನು ಕತ್ತರಿಸಿ ತೆಗೆಯಿರಿ. ಟ್ರೆöÊಕೊಗ್ರಾಮಾ ಪರತಂತ್ರ ಜೀವಿಗಳನ್ನು ಬಿಡುಗಡೆ ಮಾಡಿ ಅಥವಾ ಅಂತಿಮವಾಗಿ ಸಂಪೂರ್ಣ ತಾಕನ್ನು ೧೫೦ಎಮ್ ಎಲ್ ಕೊರಾಜಿನ್ ಅನ್ನು ೪೦೦ ಲೀಟರ್ ನೀರಿನಲ್ಲಿ ಬೇರೆಸಿ ಡ್ರೆಂಚ್ ಮಾಡಿ. ಕಾಡಿಗೆ ರೋಗ ಕಂಡು ಬಂದಲ್ಲಿ,ರೋಗ ಪೀಡಿತ ಕಬ್ಬನ್ನು ಕಿತ್ತು,ಕಬ್ಬಿನ ಗದ್ದೆಯ ಹೊರಗಡೆ ನಾಶ ಮಾಡಬೇಕು. ಸ್ಮಾರ್ಟ್ ಅಗ್ರಿ ಕಾರ್ಯಕ್ರಮದ ಹೆಚ್ಚಿನ ಮಾಹಿತಿಗಾಗಿ ಮೊಬೈಲ್ ನಂ ೯೨೦೫೦೨೧೮೧೪ ಗೆ ಕರೆ ಮಾಡಿ ಮತ್ತು ಈ ಸಂದೇಶವನ್ನು ಮತ್ತೆ ಪುನ: ಕೇಳಲು ೭೦೬೫೦೦೫೦೫೪ ಸಂಪರ್ಕಿಸಿ. | Karnataka | Karnataka | 09-02-2026 | Enable |
|
| 710 | Mandya advisiory feb8-17 | ಅತ್ಮೀಯ ಮಂಡ್ಯ ಜಿಲ್ಲೇಯ ರೈತ ಮಿತ್ರರೇ, ಫೆಬ್ರುವರಿ ೮ ರಿಂದ ಫೆಬ್ರುವರಿ ೧೭ರವರೆಗೆ ತಾಪಮಾನದಲ್ಲಿ ಸ್ವಲ್ಪ ಮಟ್ಟದಲ್ಲಿ ಹೆಚ್ಚಾಗಲಿದ್ದು ದಿನದ ಗರಿಷ್ಟ ತಾಪಮಾನವು ೩೧-೩೨ ಡಿಗ್ರಿ ಸೆಲ್ಸಿಯಸ್ ಮತ್ತು ರಾತ್ರಿಯ ತಾಪಮಾನವು ೧೬-೧೯ ಡಿಗ್ರಿ ಸೆಲ್ಸಿಯಸ್ ಇರಲಿದೆ. ಘಂಟೆಗೆ ೪-೧೫ ಕೀ.ಮಿ ವೇಗದಲ್ಲಿ ಗಾಳಿ ಬಿಸಲಿದ್ದು ಮೊಡ ಕವಿದ ವಾತಾವರಣವಿರಲಿದ್ದು ಮಳೆಯಾಗುವ ಸಂಭವವಿರುವುದಿಲ್ಲ.ವಾತಾವರಣದ ಆದ್ರತೆಯೂ ೧೫-೫೬% ಇರಲಿದ್ದು ಮಣ್ಣು ಮತ್ತು ಸಸ್ಯದಿಂದ ನೀರು ಆವಿಯಾಗುವಿಕೆಯ ಪ್ರಮಾಣವು ೫-೬ ಮಿ.ಮಿ ಇರಲಿದೆ. ರೈತ ಮಿತ್ರರೇ, ಈ ಸಮಯವು ಕಬ್ಬು ನಾಟಿ ಮಾಡಲು ಸೂಕ್ತವಾಗಿದೆ. ಆದ್ದರಿಂದ ಉತ್ತಮ ತಾಕಿನಿಂದ ಕಬ್ಬನ್ನು ಆರಿಸಿ, ಕಬ್ಬನ್ನು ನಾಟಿ ಮಾಡಿ. ಎನ್ ಎಸ್ ಎಲ್ ಸಕ್ಕರೆ ಕಾರ್ಖಾನೆಯು ಜನವರಿಯಿಂದ ಮೇವರೆಗೆ ನಾಟಿ ಮಾಡಿ ಸರಬರಾಜಾಗುವ ಪ್ರತಿ ಟನ್ ತೆನೆ ಕಬ್ಬಿಗೆ ಹೆಚ್ಚುವರಿ ೧೫೦ ರೂಪಾಯಿಗಳ ಸಹಾಯ ಧನವನ್ನು ಘೋಷಿಸಿದೆ. ಸಂಪೂರ್ಣ ಮಾಹಿತಿಗಾಗಿ ತಮ್ಮ ಹತ್ತಿರದ ಅಧಿಕಾರಿಗಳನ್ನು ಸಂಪರ್ಕಿಸಿ, ಈ ಅವಕಾಶವನ್ನು ಬಳಸಿಕೊಳ್ಳಿ.ಜೋತೆಗೆ ಬಡ್ಡಿ ರಹಿತ ಸಾಲದ ರೂಪದಲ್ಲಿ ಜೈವೀಕ ಗೊಬ್ಬರ,ಸೂಕ್ಮಪೋಷಕಾಂಶಗಳನ್ನು ನೀಡುತ್ತಿದ್ದು ಬಡ್ಡಿರಹಿತ ಸಾಲದ ರೂಪದಲ್ಲಿ ಕೊಡುವ ಈ ಸೌಲಭ್ಯವನ್ನು ಬಳಸಿಕೊಳ್ಳಿ. ಭೂಮಿ ಸಿದ್ದ ಮಾಡುವಾಗ ಪ್ರತಿ ಎಕರೆಗೆ ೨೫ ಟನ್ ಕೊಟ್ಟಿಗೆ ಗೊಬ್ಬರವನ್ನು ಮತ್ತು ಇದು ೧೦ ಕೆಜಿ ಟ್ರೀಕೊಗ್ರಾಮಾ ಬಳಸುವುದು ಉತ್ತಮ. ನಾಟಿ ಮಾಡುವ ಬಿತ್ತನೆ ಬೀಜ ೮-೯ ತಿಂಗಳಿನಾಗಿರುವುದನ್ನು ಖಾತ್ರಿಪಡೆಸಿಕೊಳ್ಳಿ. ಪ್ರತಿ ಎಕೆರೆಗೆ ೨೫ ಕೆಜಿ ಯೂರಿಯಾ, ೨೫೦ ಕೆಜಿ ಎಸ್ ಎಸ್ ಪಿ ೮೫ ಕೆಜಿ ಪೋಟ್ಯಾಶ್ ಜೊತೆಗೆ ಮತ್ತು ೧೦ ಕೆಜಿ ಸೂಕ್ಷ ಪೋಷಕಾಂಶಗಳನ್ನು ಕೊಡಿ. ಆದಿ ಸೂಳಿ ಕೊರಕ ಕಂಡು ಬಂದಲ್ಲಿ ಟ್ರೆöÊಕೊಗ್ರಾಮಾ ಪರತಂತ್ರ ಜೀವಿಗಳನ್ನು ಬಿಡುಗಡೆ ಮಾಡಿ. ಬೊಕೆ ಬೊಂಗೆ ಕಂಡು ಬಂದಲ್ಲಿ ೦.೨% ಕೋಪರ್ ಆಕ್ಷಿ ಕ್ಲೋರೈಡ್ ಬಳಸಿ ಮತ್ತು ಹದಿನೈದು ದಿನದ ನಂತರ ಮತ್ತೊಮ್ಮೆ ಪುನರಾವರ್ತಿಸಿ. ಲೈಟ್ ಟ್ರಾö್ಯಪ್/ಪ್ಯಾರಾಮೋನ್ ಟ್ರಾö್ಯಪ್ಗಳನ್ನೂ ಬಳಸಬಹುದು. ಕಾಡಿಗೆ ರೋಗ ಕಂಡು ಬಂದಲ್ಲಿ,ರೋಗ ಪೀಡಿತ ಕಬ್ಬನ್ನು ಕಿತ್ತು,ಕಬ್ಬಿನ ಗದ್ದೆಯ ಹೊರಗಡೆ ನಾಶ ಮಾಡಬೇಕು. ಬಿಳಿ ಉಣ್ಣೆ ಕಂಡು ಬಂದಲ್ಲಿ ಓಣಗಿದ ತರಗನ್ನು ಕಿತ್ತು ಹಾಕಿ(ಡಿ-ಟ್ರಾö್ಯಶಿಂಗ್). ೨೫ ಟನ್ ಕೊಟ್ಟಿಗೆ ಗೊಬ್ಬರ ಪ್ರತಿ ಎಕರೆಗೆ ನೀಡುವುದು ಸೂಕ್ತ. ಇಲ್ಲದಿದ್ದರೆ ಹಸಿರು ಗೊಬ್ಬರದ ಸಸ್ಯಗಳಾದ ಸೆಣಬು, ಡೈಯಾಂಚ ಮುಂತಾದವುಗಳನ್ನು ಕಬ್ಬಿನಲ್ಲಿ ಬೇಳೆದು ಮುರಿ ಮಾಡುವ ಮುನ್ನ ಮಣ್ಣಿನಲ್ಲಿ ಸೇರಿಸಿ. ಜೋತೆಗೆ ಪ್ರತಿ ಎಕರೆಗೆ ೨೫ ಕೆ.ಜಿ ಯೂರಿಯಾ, ೨೫೦ ಕೆ.ಜಿ ಎಸ್.ಎಸ್.ಪಿ ಮತ್ತು ೮೫ ಕೆ.ಜಿ ಪೋಟ್ಯಾಶ್,೧೦೦ ಕೆಜಿ ನೀಮ್ ಕೆಕ್ ಅನ್ನು ತಮ್ಮ ಹತ್ತಿರದ ಕಬ್ಬು ವಿಭಾಗೀಯ ಕಛೇರಿಯಲ್ಲಿ ಸಿಗುವ ಹತ್ತು ಕೆ.ಜಿ ಸೂಕ್ಮ ಪೋಷಕಾಂಶದೊAದಿಗೆ ಕಬ್ಬು ನೆಟ್ಟ ತಕ್ಷಣ ಕೊಡಿ. ನಂತರ ಪ್ರತಿ ತಿಂಗಳೂ ಯೂರಿಯಾದ ಪ್ರಮಾಣವನ್ನು ೨೫ ಕೆ.ಜಿ ಹೆಚ್ಚಿಸುತ್ತಾ ಮುರಿಮಾಡುವವರೆಗೂ ನೀಡಿ.(೨೫,೫೦,೭೫.೧೦೦ ಕೆ.ಜಿ ನಾಟಿ ಮಾಡಿದಾಗ ಮತ್ತು ನಂತರ ಪ್ರತಿ ಒಂದು ತಿಂಗಳಿನ ಅಂತರದಲ್ಲಿ). ನಿಯಮಿತವಾಗಿ ನೀರನ್ನು ಕೊಡಿ ಮತ್ತು ಕಳೆಯನ್ನು ನಿಯಂತ್ರಣದಲ್ಲಿಡಿ. ಕಬ್ಬಿಗೆ ಅಗತ್ಯವಾಗಿ ಬೇಕಾಗಿರುವ ಸೂಕ್ಮಪೋಷಕಾಂಶ,ಜೈವೀಕ ಪ್ರೋಡಕ್ಟ÷್ಗಳು,ಮತ್ತು ಇತರೆ ಕಬ್ಬು ಸಂಭAದಿತ ಇನ್ ಪುಟ್ಗಳು ವಿಭಾಗೀಯ ಕಛೇರಿಯಲ್ಲಿ ಲಭ್ಯವಿದ್ದೂ ರೈತರು ಉಪಯೋಗಿಸಿಕೊಳ್ಳಿ. ಸ್ಮಾರ್ಟ್ ಅಗ್ರಿ ಕಾರ್ಯಕ್ರಮದ ಹೆಚ್ಚಿನ ಮಾಹಿತಿಗಾಗಿ ಮೊಬೈಲ್ ನಂ ೯೨೦೫೦೨೧೮೧೪ ಗೆ ಕರೆ ಮಾಡಿ ಮತ್ತು ಈ ಸಂದೇಶವನ್ನು ಮತ್ತೆ ಪುನ: ಕೇಳಲು ೭೦೬೫೦೦೫೦೫೪ ಸಂಪರ್ಕಿಸಿ. | Karnataka | Karnataka | 09-02-2026 | Enable |
|