Message List: 12,268
S.No Message Title Message State Created By Creation Date Status Action
741 Weather forecast & Nutrient management process of Sunflower ନମସ୍କାର କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୨୦ଫେବୃଆରୀ ରୁ ୨୬ ଫେବୃଆରୀ ମଧ୍ୟରେ ଡେରାବିଶ ବ୍ଲକରେ ୦.୯ମି.ମି.-୨ମି.ମି.ବୃଷ୍ଟିପାତର ସମ୍ଭାବନା ଅଛି ଏବଂ ସର୍ବାଧିକ ତାପମାତ୍ରା ୧୭°C-୩୪°C ମଧ୍ୟରେ ରହିବ। ୧. ସୂର୍ଯ୍ୟମୁଖୀ ଫୁଲର ଆକାର ବଡ଼ କରିବା ପାଇଁ ଏକ ଲିଟର ପାଣିରେ ୪୦ମି ଲି. ସପ୍ତ ଶସ୍ୟର ରସ କିମ୍ବା ୨ମି.ଲି. ସୋମ ରସ ମିଶାଇ ଫୁଲ ଆସିବା ଆଗରୁ ସିଞ୍ଚନ କରନ୍ତୁ। ୨. ତେଲ ପରିମାଣ ବଢାଇବା ପାଇଁ ଗନ୍ଧକ ଯୁକ୍ତ ଥିବା ଅଣୁସାର ୩ଗ୍ରାମ ଏକ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ୩. ଫୁଲ ଖୋଲିଆସୁଥିବା ସମୟରେ ୧ଲି. ପାଣିରେ ୨ଗ୍ରାମ ବୋରନ ମିଶାଇ ସକାଳ ୯-୧୦ ଘଟିକା ମଧ୍ୟରେ ସିଞ୍ଚନ କରନ୍ତୁ। ୪. ଗଛର ବୃଦ୍ଧି ପାଇଁ ୧୦୦ଲି. ପାଣିରେ ୫ଲି. ତରଳ ଜୀବାମୃତ ମିଶାଇ ଗଛକୁ ପୁରା ସିଞ୍ଚନ କରନ୍ତୁ। ୫. ଫସଲକୁ ଘାସ ମୁକ୍ତ କରନ୍ତୁ ଓ ମୂଳକୁ ମାଟି ଟେକି ପାଣି ମଡ଼ାନ୍ତୁ, କୌଣସି ପ୍ରକାରରେ ଫସଲକୁ ଶୁଖିବାକୁ ଦିଅନ୍ତୁ ନାହିଁ। ପାଣି ମାଡଇବା ସମୟରେ ନାଳରେ ଜୀବାମୃତ ପ୍ରୟୋଗ କରନ୍ତୁ। ୬. ମୂଳସଢା ରୋଗର ନିରାକରଣ ପାଇଁ ୧୫ଲି. ପାଣିରେ ୧ଲି. ଗୋମୂତ୍ର ମିଶାଇ ମୂଳରେ ସିଞ୍ଚନ କରନ୍ତୁ। ୭. ପତ୍ରପୋଡ଼ା ରୋଗ ପାଇଁ ୪ଗ୍ରାମ ଟ୍ରାଇକୋଡରମା +୧୦୦ଗ୍ରାମ ସୁଡୋମୋନାସ ଏକ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Orissa Orissa 20-02-2026 Enable
742 Weather forecast & Nutrient management process of Sunflower ନମସ୍କାର କଟକ ଜିଲ୍ଲା ର ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୨୦ ଫେବୃଆରୀ ରୁ ୨୬ ଫେବୃଆରୀ ମଧ୍ୟରେ ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକରେ ୦.୫ମି.ମି.-୨ମି.ମି. ବୃଷ୍ଟିପାତର ସମ୍ଭାବନା ଅଛି ଏବଂ ସର୍ବତ୍ର ସର୍ବାଧିକ ତାପମାତ୍ରା ୧୭°C-୩୫°C ମଧ୍ୟରେ ରହିବ। ୧. ସୂର୍ଯ୍ୟମୁଖୀ ଫୁଲର ଆକାର ବଡ଼ କରିବା ପାଇଁ ଏକ ଲିଟର ପାଣିରେ ୪୦ମି ଲି. ସପ୍ତ ଶସ୍ୟର ରସ କିମ୍ବା ୨ମି.ଲି. ସୋମ ରସ ମିଶାଇ ଫୁଲ ଆସିବା ଆଗରୁ ସିଞ୍ଚନ କରନ୍ତୁ। ୨. ତେଲ ପରିମାଣ ବଢାଇବା ପାଇଁ ଗନ୍ଧକ ଯୁକ୍ତ ଥିବା ଅଣୁସାର ୩ଗ୍ରାମ ଏକ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ୩. ଫୁଲ ଖୋଲିଆସୁଥିବା ସମୟରେ ୧ଲି. ପାଣିରେ ୨ଗ୍ରାମ ବୋରନ ମିଶାଇ ସକାଳ ୯-୧୦ ଘଟିକା ମଧ୍ୟରେ ସିଞ୍ଚନ କରନ୍ତୁ। ୪. ଗଛର ବୃଦ୍ଧି ପାଇଁ ୧୦୦ଲି. ପାଣିରେ ୫ଲି. ତରଳ ଜୀବାମୃତ ମିଶାଇ ଗଛକୁ ପୁରା ସିଞ୍ଚନ କରନ୍ତୁ। ୫. ଫସଲକୁ ଘାସ ମୁକ୍ତ କରନ୍ତୁ ଓ ମୂଳକୁ ମାଟି ଟେକି ପାଣି ମଡ଼ାନ୍ତୁ, କୌଣସି ପ୍ରକାରରେ ଫସଲକୁ ଶୁଖିବାକୁ ଦିଅନ୍ତୁ ନାହିଁ। ପାଣି ମାଡଇବା ସମୟରେ ନାଳରେ ଜୀବାମୃତ ପ୍ରୟୋଗ କରନ୍ତୁ। ୬. ମୂଳସଢା ରୋଗର ନିରାକରଣ ପାଇଁ ୧୫ଲି. ପାଣିରେ ୧ଲି. ଗୋମୂତ୍ର ମିଶାଇ ମୂଳରେ ସିଞ୍ଚନ କରନ୍ତୁ। ୭. ପତ୍ରପୋଡ଼ା ରୋଗ ପାଇଁ ୪ଗ୍ରାମ ଟ୍ରାଇକୋଡରମା +୧୦୦ଗ୍ରାମ ସୁଡୋମୋନାସ ଏକ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Orissa Orissa 20-02-2026 Enable
743 Weather forecast & Nutrient management process of Sunflower ନମସ୍କାର ଗଜପତି ଜିଲ୍ଲାର ମୋହନା ଓ ଗୁମ୍ମା ବ୍ଲକର ସମସ୍ତ ଚାଷୀ ମାନଙ୍କୁ ସଲିଡାରିଡାଡ ତରଫରୁ ଭୋଡାଫୋନ ଆଇଡିଆ ସହଯୋଗ ରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୨୦ଫେବୃଆରୀ ରୁ ୨୬ ଫେବୃଆରୀ ମଧ୍ୟରେ ଗଜପତିର ମୋହନା ଏବଂ ଗୁମ୍ମା ବ୍ଲକରେ ୦.୩ମି.ମି.-୧. ୧ମି.ମି.ବୃଷ୍ଟିପାତର ସମ୍ଭାବନା ଅଛି ଓ ସର୍ବତ୍ର ସର୍ବାଧିକ ତାପମାତ୍ରା ୧୬°c ରୁ ୩୨°c ମଧ୍ୟରେ ରହିବ। ୧. ସୂର୍ଯ୍ୟମୁଖୀ ଫୁଲର ଆକାର ବଡ଼ କରିବା ପାଇଁ ଏକ ଲିଟର ପାଣିରେ ୪୦ମି ଲି. ସପ୍ତ ଶସ୍ୟର ରସ କିମ୍ବା ୨ମି.ଲି. ସୋମ ରସ ମିଶାଇ ଫୁଲ ଆସିବା ଆଗରୁ ସିଞ୍ଚନ କରନ୍ତୁ। ୨. ତେଲ ପରିମାଣ ବଢାଇବା ପାଇଁ ଗନ୍ଧକ ଯୁକ୍ତ ଥିବା ଅଣୁସାର ୩ଗ୍ରାମ ଏକ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ୩. ଫୁଲ ଖୋଲିଆସୁଥିବା ସମୟରେ ୧ଲି. ପାଣିରେ ୨ଗ୍ରାମ ବୋରନ ମିଶାଇ ସକାଳ ୯-୧୦ ଘଟିକା ମଧ୍ୟରେ ସିଞ୍ଚନ କରନ୍ତୁ। ୪. ଗଛର ବୃଦ୍ଧି ପାଇଁ ୧୦୦ଲି. ପାଣିରେ ୫ଲି. ତରଳ ଜୀବାମୃତ ମିଶାଇ ଗଛକୁ ପୁରା ସିଞ୍ଚନ କରନ୍ତୁ। ୫. ଫସଲକୁ ଘାସ ମୁକ୍ତ କରନ୍ତୁ ଓ ମୂଳକୁ ମାଟି ଟେକି ପାଣି ମଡ଼ାନ୍ତୁ, କୌଣସି ପ୍ରକାରରେ ଫସଲକୁ ଶୁଖିବାକୁ ଦିଅନ୍ତୁ ନାହିଁ। ପାଣି ମାଡଇବା ସମୟରେ ନାଳରେ ଜୀବାମୃତ ପ୍ରୟୋଗ କରନ୍ତୁ। ୬. ମୂଳସଢା ରୋଗର ନିରାକରଣ ପାଇଁ ୧୫ଲି. ପାଣିରେ ୧ଲି. ଗୋମୂତ୍ର ମିଶାଇ ମୂଳରେ ସିଞ୍ଚନ କରନ୍ତୁ। ୭. ପତ୍ରପୋଡ଼ା ରୋଗ ପାଇଁ ୪ଗ୍ରାମ ଟ୍ରାଇକୋଡରମା +୧୦୦ଗ୍ରାମ ସୁଡୋମୋନାସ ଏକ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Orissa Orissa 20-02-2026 Enable
744 Weather forecast and Green gram pest management process ନମସ୍କାର କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୨୦ଫେବୃଆରୀ ରୁ ୨୬ ଫେବୃଆରୀ ମଧ୍ୟରେ ଡେରାବିଶ ବ୍ଲକରେ ୦.୯ମି.ମି.-୨ମି.ମି.ବୃଷ୍ଟିପାତର ସମ୍ଭାବନା ଅଛି ଏବଂ ସର୍ବାଧିକ ତାପମାତ୍ରା ୧୭°C-୩୪°C ମଧ୍ୟରେ ରହିବ। ୧. ସ୍ମାର୍ଟ ଏଗ୍ରି କୃଷି ସୂଚନା ଆଧାରରେ ଜଳ ପରିଚାଳନା କରିବା ଉଚିତ। ୨. ମୁଗରେ ଜଳସେଚନ ନିମନ୍ତେ ସ୍ପ୍ରିଙ୍କଲର ବା ସିଞ୍ଚନ ପରି ଜଳ - ସଂଚୟକାରୀ ପ୍ରଣାଳୀ ଅବଲମ୍ବନ କରିବା ଜରୁରୀ। ଏହା ଜଳ ଜମା ହେବାରୁ ପ୍ରତିରୋଧ କରିଥାଏ ଏବଂ ଜଳ ବ୍ୟବହାର କ୍ଷମତା ବଢିଥାଏ। ୩. ଫସଲ କୋଡିଏ ଦିନର ହେଲେ ଜୀବାମୃତର ଉପର ତରଳ ଘୋଳକୁ ଛାଣି ୧ଲି. ରେ ୨୦ଲି. ଜଳ ମିଶାଇ ସିଞ୍ଚନ କରନ୍ତୁ। ଏବଂ ଗଛ ୩୫ଦିନର ହେଇଗଲେ ୨ୟ ପର୍ଯ୍ୟାୟରେ ପୁନଶ୍ଚ ଜୀବାମୃତ ସିଞ୍ଚନ କରନ୍ତୁ। ୪. ମୁଗରେ ପତ୍ରକଣା, ଛୁଇଁବିନ୍ଧା ଓ ଜଉକୀଟ ଦେଖାଯାଆନ୍ତି;ସେଥିପାଇଁ ୩୦୦PPM ର ନିମତେଲ ସିଞ୍ଚନ କରନ୍ତୁ। ୫. ପାଉଁସିଆ ଓ ସାହେବି ରୋଗର ନିୟନ୍ତ୍ରଣ ପାଇଁ ମୁଗ ବୁଣିବାର ୩୦-୩୫ ଦିନ ମଧ୍ୟରେ ୧୦ଲି. ପାଣିରେ ୧ଲି. ଦେଶୀ ଗାଈର କଞ୍ଚା କ୍ଷୀର ମିଶାଇ ସିଞ୍ଚନ କରନ୍ତୁ। ୬. ଧଳାମାଛି ନିୟନ୍ତ୍ରଣ ପାଇଁ ଏକର ପିଛା ୬-୭ ଟି ଲେଖାଏଁ ହଳଦିଆ ଜନ୍ତା ମୁଗ ବିଲରେ ଲଗାନ୍ତୁ। ୭. କୀଟ, ଗାଈ ଗୋରୁ, ମାଙ୍କଡ଼ ଛେଳି ଆଦିଙ୍କ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ଘରୋଇ ଜୈବିକ ଔଷଧ ପ୍ରସ୍ତୁତ କରନ୍ତୁ। (୨ଲି. ଦେଶୀ ଗାଈ ପରିସ୍ରା +୫୦୦ଗ୍ରାମ ନିମପତ୍ର +୨୦୦ଗ୍ରାମ ରସୁଣ )କୁ ନଅ ଦିନ ପାଇଁ ପଚାଇ ଏକ ଲିଟର ପାଣିରେ 30ମି.ଲି. ମିଶାଇ ଫସଲରେ ସିଞ୍ଚନ କରନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Orissa Orissa 20-02-2026 Enable
745 Weather forecast and Green gram pest management process ନମସ୍କାର କଟକ ଜିଲ୍ଲା ର ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୨୦ ଫେବୃଆରୀ ରୁ ୨୬ ଫେବୃଆରୀ ମଧ୍ୟରେ ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକରେ ୦.୫ମି.ମି.-୨ମି.ମି. ବୃଷ୍ଟିପାତର ସମ୍ଭାବନା ଅଛି ଏବଂ ସର୍ବତ୍ର ସର୍ବାଧିକ ତାପମାତ୍ରା ୧୭°C-୩୫°C ମଧ୍ୟରେ ରହିବ। ୧. ସ୍ମାର୍ଟ ଏଗ୍ରି କୃଷି ସୂଚନା ଆଧାରରେ ଜଳ ପରିଚାଳନା କରିବା ଉଚିତ। ୨. ମୁଗରେ ଜଳସେଚନ ନିମନ୍ତେ ସ୍ପ୍ରିଙ୍କଲର ବା ସିଞ୍ଚନ ପରି ଜଳ - ସଂଚୟକାରୀ ପ୍ରଣାଳୀ ଅବଲମ୍ବନ କରିବା ଜରୁରୀ। ଏହା ଜଳ ଜମା ହେବାରୁ ପ୍ରତିରୋଧ କରିଥାଏ ଏବଂ ଜଳ ବ୍ୟବହାର କ୍ଷମତା ବଢିଥାଏ। ୩. ଫସଲ କୋଡିଏ ଦିନର ହେଲେ ଜୀବାମୃତର ଉପର ତରଳ ଘୋଳକୁ ଛାଣି ୧ଲି. ରେ ୨୦ଲି. ଜଳ ମିଶାଇ ସିଞ୍ଚନ କରନ୍ତୁ। ଏବଂ ଗଛ ୩୫ଦିନର ହେଇଗଲେ ୨ୟ ପର୍ଯ୍ୟାୟରେ ପୁନଶ୍ଚ ଜୀବାମୃତ ସିଞ୍ଚନ କରନ୍ତୁ। ୪. ମୁଗରେ ପତ୍ରକଣା, ଛୁଇଁବିନ୍ଧା ଓ ଜଉକୀଟ ଦେଖାଯାଆନ୍ତି;ସେଥିପାଇଁ ୩୦୦PPM ର ନିମତେଲ ସିଞ୍ଚନ କରନ୍ତୁ। ୫. ପାଉଁସିଆ ଓ ସାହେବି ରୋଗର ନିୟନ୍ତ୍ରଣ ପାଇଁ ମୁଗ ବୁଣିବାର ୩୦-୩୫ ଦିନ ମଧ୍ୟରେ ୧୦ଲି. ପାଣିରେ ୧ଲି. ଦେଶୀ ଗାଈର କଞ୍ଚା କ୍ଷୀର ମିଶାଇ ସିଞ୍ଚନ କରନ୍ତୁ। ୬. ଧଳାମାଛି ନିୟନ୍ତ୍ରଣ ପାଇଁ ଏକର ପିଛା ୬-୭ ଟି ଲେଖାଏଁ ହଳଦିଆ ଜନ୍ତା ମୁଗ ବିଲରେ ଲଗାନ୍ତୁ। ୭. କୀଟ, ଗାଈ ଗୋରୁ, ମାଙ୍କଡ଼ ଛେଳି ଆଦିଙ୍କ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ଘରୋଇ ଜୈବିକ ଔଷଧ ପ୍ରସ୍ତୁତ କରନ୍ତୁ। (୨ଲି. ଦେଶୀ ଗାଈ ପରିସ୍ରା +୫୦୦ଗ୍ରାମ ନିମପତ୍ର +୨୦୦ଗ୍ରାମ ରସୁଣ )କୁ ନଅ ଦିନ ପାଇଁ ପଚାଇ ଏକ ଲିଟର ପାଣିରେ 30ମି.ଲି. ମିଶାଇ ଫସଲରେ ସିଞ୍ଚନ କରନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Orissa Orissa 20-02-2026 Enable
746 Weather forecast and Green gram pest management process ନମସ୍କାର ଗଜପତି ଜିଲ୍ଲାର ମୋହନା ଓ ଗୁମ୍ମା ବ୍ଲକର ସମସ୍ତ ଚାଷୀ ମାନଙ୍କୁ ସଲିଡାରିଡାଡ ତରଫରୁ ଭୋଡାଫୋନ ଆଇଡିଆ ସହଯୋଗ ରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୨୦ଫେବୃଆରୀ ରୁ ୨୬ ଫେବୃଆରୀ ମଧ୍ୟରେ ଗଜପତିର ମୋହନା ଏବଂ ଗୁମ୍ମା ବ୍ଲକରେ ୦.୩ମି.ମି.-୧. ୧ମି.ମି.ବୃଷ୍ଟିପାତର ସମ୍ଭାବନା ଅଛି ଓ ସର୍ବତ୍ର ସର୍ବାଧିକ ତାପମାତ୍ରା ୧୬°c ରୁ ୩୨°c ମଧ୍ୟରେ ରହିବ। ୧. ସ୍ମାର୍ଟ ଏଗ୍ରି କୃଷି ସୂଚନା ଆଧାରରେ ଜଳ ପରିଚାଳନା କରିବା ଉଚିତ। ୨. ମୁଗରେ ଜଳସେଚନ ନିମନ୍ତେ ସ୍ପ୍ରିଙ୍କଲର ବା ସିଞ୍ଚନ ପରି ଜଳ - ସଂଚୟକାରୀ ପ୍ରଣାଳୀ ଅବଲମ୍ବନ କରିବା ଜରୁରୀ। ଏହା ଜଳ ଜମା ହେବାରୁ ପ୍ରତିରୋଧ କରିଥାଏ ଏବଂ ଜଳ ବ୍ୟବହାର କ୍ଷମତା ବଢିଥାଏ। ୩. ଫସଲ କୋଡିଏ ଦିନର ହେଲେ ଜୀବାମୃତର ଉପର ତରଳ ଘୋଳକୁ ଛାଣି ୧ଲି. ରେ ୨୦ଲି. ଜଳ ମିଶାଇ ସିଞ୍ଚନ କରନ୍ତୁ। ଏବଂ ଗଛ ୩୫ଦିନର ହେଇଗଲେ ୨ୟ ପର୍ଯ୍ୟାୟରେ ପୁନଶ୍ଚ ଜୀବାମୃତ ସିଞ୍ଚନ କରନ୍ତୁ। ୪. ମୁଗରେ ପତ୍ରକଣା, ଛୁଇଁବିନ୍ଧା ଓ ଜଉକୀଟ ଦେଖାଯାଆନ୍ତି;ସେଥିପାଇଁ ୩୦୦PPM ର ନିମତେଲ ସିଞ୍ଚନ କରନ୍ତୁ। ୫. ପାଉଁସିଆ ଓ ସାହେବି ରୋଗର ନିୟନ୍ତ୍ରଣ ପାଇଁ ମୁଗ ବୁଣିବାର ୩୦-୩୫ ଦିନ ମଧ୍ୟରେ ୧୦ଲି. ପାଣିରେ ୧ଲି. ଦେଶୀ ଗାଈର କଞ୍ଚା କ୍ଷୀର ମିଶାଇ ସିଞ୍ଚନ କରନ୍ତୁ। ୬. ଧଳାମାଛି ନିୟନ୍ତ୍ରଣ ପାଇଁ ଏକର ପିଛା ୬-୭ ଟି ଲେଖାଏଁ ହଳଦିଆ ଜନ୍ତା ମୁଗ ବିଲରେ ଲଗାନ୍ତୁ। ୭. କୀଟ, ଗାଈ ଗୋରୁ, ମାଙ୍କଡ଼ ଛେଳି ଆଦିଙ୍କ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ଘରୋଇ ଜୈବିକ ଔଷଧ ପ୍ରସ୍ତୁତ କରନ୍ତୁ। (୨ଲି. ଦେଶୀ ଗାଈ ପରିସ୍ରା +୫୦୦ଗ୍ରାମ ନିମପତ୍ର +୨୦୦ଗ୍ରାମ ରସୁଣ )କୁ ନଅ ଦିନ ପାଇଁ ପଚାଇ ଏକ ଲିଟର ପାଣିରେ 30ମି.ଲି. ମିଶାଇ ଫସଲରେ ସିଞ୍ଚନ କରନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Orissa Orissa 20-02-2026 Enable
747 Sugarcane Advisory Karad -17 Feb शेतकरी बंधू आणि भगिनींनो नमस्कार. स्मार्ट ॲग्री कार्यक्रमांमध्ये आपले स्वागत आहे. १८ ते २७ फेब्रुवारी या तारखेदरम्यान कराड शिराळा परिसरामध्ये दिवसाचे तापमान २९ ते ३३ अंश सेल्सिअस तर रात्रीचे तापमान १५ ते २० अंश सेल्सिअस राहील. या १० दिवसांमध्ये पश्चिम दक्षिण दिशेने जोराचे वारे ताशी २ ते १६ किलोमीटर वेगाने वाहतील,त्यामुळे काही प्रमाणात ढगाळ वातावरण राहील परंतु पाऊस पडण्याची शक्यता नाही .हवेतील आर्द्रता १८ ते ५० टक्के राहील. शेतकरी मित्रांनो ऊसशेती मध्ये सर्वांत जास्त फायदा खोडवा व्यवस्थापनामध्ये होतो खोडवा उत्पन्न वाढीसाठी पुढील कार्य करावे ऊसाची जमिनीलगत छाटणी करावी ऊसाचा वाळलेला पाला वेस्ट डिकंपोजरच्या साह्याने शेतातच कुजावावा असे केल्यास जमीनीस चांगले सेंद्रिय खत उपलब्ध होईल. नांग्या व तुटाळ भरणी करण्यासाठी उपलब्ध असेल तर खोडव्याचे बेट किंवा ऊसाची रोपे लावा . ऊसतोडणी नंतर एक महिन्याच्या आत आणि ९० दिवसानंतर एकरी ५० किलो युरिया ,२५० किलो सिंगल सुपर फॉस्फटे, ८५ किलो पोटॅश, २५ किलो सूक्ष्म अन्नद्रव्य व १०० किलो पेंडीयुक्त खते याचा मिश्र डोस टाकावा .तसेच पूर्वहंगामामध्ये ज्या शेतकऱ्यांनी लागण केलेली आहे ज्यांचा ऊसाचे वय ४५ ते ६० दिवस आहे त्या ऊसाची बाळभरणी करून घ्यावी बाळभरणी करत असताना एकरी ४५ किलो यूरिया,१० किलो सूक्ष्म अन्नद्रव्य,व ४० किलो पेंडीयुक्त खते याचा मिश्र डोस टाकावा .कोणत्याही प्रकारची रोगाचा किंवा किडीचा प्रादुर्भाव दिसुन आल्यास कारखान्यांच्या कर्मचाऱ्यांना संपर्क करा.स्मार्ट ॲग्री कार्यक्रमाच्या अधिक माहितीसाठी ९२०५०२१८१४या नंबर वर संपर्क करा तसेच हा संदेश पुन्हा ऐकण्यासाठी ७०६५००५०५४ या नंबर वरती संपर्क करा धन्यवाद. Maharashtra MH 17-02-2026 Enable
748 Sugarcane Advisory Panhala -17 Feb 2026 शेतकरी बंधू आणि भगिनींनो नमस्कार. स्मार्ट ॲग्री कार्यक्रमांमध्ये आपले स्वागत आहे. १८ ते २७ फेब्रुवारी या तारखेदरम्यान पन्हाळा-शाहुवाडी दिवसाचे तापमान २९ ते ३३ अंश सेल्सिअस तर रात्रीचे तापमान १५ ते २० अंश सेल्सिअस राहील. या १० दिवसांमध्ये पश्चिम दक्षिण दिशेने जोराचे वारे ताशी २ ते १६ किलोमीटर वेगाने वाहतील,त्यामुळे काही प्रमाणात ढगाळ वातावरण राहील परंतु पाऊस पडण्याची शक्यता नाही .हवेतील आर्द्रता १८ ते ५० टक्के राहील. शेतकरी मित्रांनो ऊसशेती मध्ये सर्वांत जास्त फायदा खोडवा व्यवस्थापनामध्ये होतो खोडवा उत्पन्न वाढीसाठी पुढील कार्य करावे ऊसाची जमिनीलगत छाटणी करावी ऊसाचा वाळलेला पाला वेस्ट डिकंपोजरच्या साह्याने शेतातच कुजावावा असे केल्यास जमीनीस चांगले सेंद्रिय खत उपलब्ध होईल. नांग्या व तुटाळ भरणी करण्यासाठी उपलब्ध असेल तर खोडव्याचे बेट किंवा ऊसाची रोपे लावा . ऊसतोडणी नंतर एक महिन्याच्या आत आणि ९० दिवसानंतर एकरी ५० किलो युरिया ,२५० किलो सिंगल सुपर फॉस्फटे, ८५ किलो पोटॅश, २५ किलो सूक्ष्म अन्नद्रव्य व १०० किलो पेंडीयुक्त खते याचा मिश्र डोस टाकावा .तसेच पूर्वहंगामामध्ये ज्या शेतकऱ्यांनी लागण केलेली आहे ज्यांचा ऊसाचे वय ४५ ते ६० दिवस आहे त्या ऊसाची बाळभरणी करून घ्यावी बाळभरणी करत असताना एकरी ४५ किलो यूरिया,१० किलो सूक्ष्म अन्नद्रव्य,व ४० किलो पेंडीयुक्त खते याचा मिश्र डोस टाकावा .कोणत्याही प्रकारची रोगाचा किंवा किडीचा प्रादुर्भाव दिसुन आल्यास कारखान्यांच्या कर्मचाऱ्यांना संपर्क करा.स्मार्ट ॲग्री कार्यक्रमाच्या अधिक माहितीसाठी ९२०५०२१८१४या नंबर वर संपर्क करा तसेच हा संदेश पुन्हा ऐकण्यासाठी ७०६५००५०५४ या नंबर वरती संपर्क करा धन्यवाद. Maharashtra MH 17-02-2026 Enable
749 বতৰৰ বতৰা আৰু আমাৰ পৰামৰ্শ (TSK_Dariabheti, 16/2/26) জিলা: তিনিচুকীয়া ( ষ্টেচন: দৰিয়াভেটি_AWS ) বতৰৰ বতৰা আৰু আমাৰ পৰামৰ্শ (বৈধতাৰ সময়সীমা: ১৬ৰ পৰা ২৫ ফেব্ৰুৱাৰীলৈ, ২০২৬) চলিদাৰীডেড ৰ প্রিয় ক্ষুদ্ৰ চাহ খেতিয়ক সকল। ভি আই স্মাৰ্ট কৃষি ( VI Smart Agri) পৰামৰ্শলৈ স্বাগতম। তিনিচুকীয়া জিলাৰ দৰিয়াভেটিত অৱস্থিত স্বয়ংক্ৰিয় বতৰ বিজ্ঞান কেন্দ্ৰৰ (Automatic Weather Station) পৰা পোৱা বতৰৰ আগলি বতৰা অনুযায়ী ১৬ৰ পৰা ২৫ ফেব্ৰুৱাৰীলৈ, ২০২৬ বতৰ সামান্যভাৱে ডাৱৰীয়াৰ পৰা আংশিকভাৱে ডাৱৰীয়া হৈ থাকিব আৰু লগতে ২৫ ফেব্ৰুৱাৰীত পাতলীয়া বৰষুণৰ সম্ভাৱনা আছে। দিনৰ উষ্ণতা প্ৰায় ২৫-৩৩ ডিগ্ৰী চেলচিয়াছ আৰু নিশাৰ উষ্ণতা প্ৰায় ১২-১৬ ডিগ্ৰী চেলচিয়াছ হব বুলি অনুমান কৰা হৈছে। ৰাতিপুৱা আৰু আবেলিৰ আপেক্ষিক আৰ্দ্ৰতা ক্ৰমান্বয়ে প্ৰায় ৯০% আৰু ৩০% আশে-পাশে থাকিব। বতাহ প্ৰতি ঘন্টাত ২-১১ কিলোমিটাৰ বেগত উত্তৰ-পূব দিশৰ পৰা প্ৰবাহিত হব। চাহ খেতিৰ বাবে: • অহা দিনবোৰত দিনৰ উষ্ণতা বাঢি গলে Aphids, Green flies পোকৰ আক্ৰমন হব পাৰে । গতিতে তেনেকুৱা ক্ষেত্ৰত Search and Kill method প্ৰয়োগ কৰি অনুমোদিত কীটনাশক দৰব ব্যৱহাৰ কৰিব যাতে কুমলীয়া পাত বোৰ ভালকৈ ওলাব পাৰে । • যোৱা বছৰৰ অক্টোবৰ - নৱেম্বৰ মাহত ৰোপণ কৰা চাহৰ পুলি গছবোৰত হাতৰ বুঢ়া আঙুলিৰ সহায়ত (Thumb Breaking) মাটিৰ স্তৰৰ পৰা ২০ চে.মি. উচ্চতাত ভাঙি দিব লাগে । • যদিহে জোপোহাবোৰত জানুৱাৰী মাহৰ ভিতৰত কৰিবলগীয়া পৰিষ্কাৰকৰণৰ কাম ইতিমধ্যে সম্পূৰ্ণ হোৱা নাই, তেন্তে অতি সোনকালে কলি আৰম্ভ হোৱাৰ আগতেই সম্পূৰ্ণ কৰিবলৈ চেষ্টা কৰিব লাগিব। অন্যান্য শস্যৰ বাবে: • কৃষক সকলে জিকাৰ কিছুমান জাত যেনে- এ এ ইউ জে-১(AAUJ-1), পুছা নাছদাৰ (Pusa Nasdar), আদি বীজ সিঁচা কার্য্যৰ বাবে সংগ্ৰহ কৰিব পাৰে। বীজ সিঁচাৰ উপযুক্ত সময় জানুৱাৰী (January) মাহৰ পৰা মে (May) মাহৰ ভিতৰত। বীজবোৰ শাৰীৰ মাজত ১.৫ মি.ৰ পৰা ২.৫ মি. আৰু গছৰ মাজত ৬০ চে.মি.ৰ পৰা ১.২ মি ব্যাবধান ৰাখি সিঁচিব লাগে। • কৃষক সকলে তিতা কেৰেলাৰ বীজ সিঁচিবলৈ আৰম্ভ কৰিব পাৰে। ইয়াৰ বীজ সিঁচাৰ উপযুক্ত সময় ফেব্ৰুৱাৰী (February) মাহৰ পৰা মাৰ্চ (March) মাহৰ ভিতৰত।তিতা কেৰেলাৰ অনুমোদিত বা কিছুমান স্থানীয় জাত কৃষকসকলে বীজ সিঁচাৰ বাবে সংগ্ৰহ কৰিব পাৰে । বতৰ আৰু কৃষি সম্পৰ্কীয় তথ্যৰ বিষয়ে জানিবলৈ কৃষকসকলে ৭০৬৫-০০-৫০৫৪ নম্বৰত মিছড কল দিব পাৰে। ধন্যবাদ । Assam Assam 17-02-2026 Enable
750 বতৰৰ বতৰা আৰু আমাৰ পৰামৰ্শ (TSK_Rupjan, 16/2/26) জিলা: তিনিচুকীয়া ( ষ্টেচন: ৰূপজান_AWS ) বতৰৰ বতৰা আৰু আমাৰ পৰামৰ্শ (বৈধতাৰ সময়সীমা: ১৬ৰ পৰা ২৫ ফেব্ৰুৱাৰীলৈ, ২০২৬) চলিদাৰীডেড ৰ প্রিয় ক্ষুদ্ৰ চাহ খেতিয়ক সকল । ভি আই স্মাৰ্ট কৃষি ( VI Smart Agri) পৰামৰ্শলৈ স্বাগতম। তিনিচুকীয়া জিলাৰ ৰূপজানত অৱস্থিত স্বয়ংক্ৰিয় বতৰ বিজ্ঞান কেন্দ্ৰৰ (Automatic Weather Station) পৰা পোৱা বতৰৰ আগলি বতৰা অনুযায়ী ১৬ৰ পৰা ২৫ ফেব্ৰুৱাৰীলৈ, ২০২৬ বতৰ সামান্যভাৱে ডাৱৰীয়াৰ পৰা আংশিকভাৱে ডাৱৰীয়া হৈ থাকিব । দিনৰ উষ্ণতা প্ৰায় ২৩-৩৩ ডিগ্ৰী চেলচিয়াছ আৰু নিশাৰ উষ্ণতা প্ৰায় ১২-১৬ ডিগ্ৰী চেলচিয়াছ হব বুলি অনুমান কৰা হৈছে। ৰাতিপুৱা আৰু আবেলিৰ আপেক্ষিক আৰ্দ্ৰতা ক্ৰমান্বয়ে প্ৰায় ৮৫ % আৰু ৩০% আশে-পাশে থাকিব। বতাহ প্ৰতি ঘন্টাত ২-১১ কিলোমিটাৰ বেগত উত্তৰ-পূব দিশৰ পৰা প্ৰবাহিত হব। চাহ খেতিৰ বাবে: • অহা দিনবোৰত দিনৰ উষ্ণতা বাঢি গলে Aphids, Green flies পোকৰ আক্ৰমন হব পাৰে । গতিতে তেনেকুৱা ক্ষেত্ৰত Search and Kill method প্ৰয়োগ কৰি অনুমোদিত কীটনাশক দৰব ব্যৱহাৰ কৰিব যাতে কুমলীয়া পাত বোৰ ভালকৈ ওলাব পাৰে । • যোৱা বছৰৰ অক্টোবৰ - নৱেম্বৰ মাহত ৰোপণ কৰা চাহৰ পুলি গছবোৰত হাতৰ বুঢ়া আঙুলিৰ সহায়ত (Thumb Breaking) মাটিৰ স্তৰৰ পৰা ২০ চে.মি. উচ্চতাত ভাঙি দিব লাগে । • যদিহে জোপোহাবোৰত জানুৱাৰী মাহৰ ভিতৰত কৰিবলগীয়া পৰিষ্কাৰকৰণৰ কাম ইতিমধ্যে সম্পূৰ্ণ হোৱা নাই, তেন্তে অতি সোনকালে কলি আৰম্ভ হোৱাৰ আগতেই সম্পূৰ্ণ কৰিবলৈ চেষ্টা কৰিব লাগিব। অন্যান্য শস্যৰ বাবে: • কৃষক সকলে জিকাৰ কিছুমান জাত যেনে- এ এ ইউ জে-১(AAUJ-1), পুছা নাছদাৰ (Pusa Nasdar), আদি বীজ সিঁচা কার্য্যৰ বাবে সংগ্ৰহ কৰিব পাৰে। বীজ সিঁচাৰ উপযুক্ত সময় জানুৱাৰী (January) মাহৰ পৰা মে (May) মাহৰ ভিতৰত। বীজবোৰ শাৰীৰ মাজত ১.৫ মি.ৰ পৰা ২.৫ মি. আৰু গছৰ মাজত ৬০ চে.মি.ৰ পৰা ১.২ মি ব্যাবধান ৰাখি সিঁচিব লাগে। • কৃষক সকলে তিতা কেৰেলাৰ বীজ সিঁচিবলৈ আৰম্ভ কৰিব পাৰে। ইয়াৰ বীজ সিঁচাৰ উপযুক্ত সময় ফেব্ৰুৱাৰী (February) মাহৰ পৰা মাৰ্চ (March) মাহৰ ভিতৰত।তিতা কেৰেলাৰ অনুমোদিত বা কিছুমান স্থানীয় জাত কৃষকসকলে বীজ সিঁচাৰ বাবে সংগ্ৰহ কৰিব পাৰে । বতৰ আৰু কৃষি সম্পৰ্কীয় তথ্যৰ বিষয়ে জানিবলৈ কৃষকসকলে ৭০৬৫-০০-৫০৫৪ নম্বৰত মিছড কল দিব পাৰে। ধন্যবাদ । Assam Assam 17-02-2026 Enable