Message List: 12,268
S.No Message Title Message State Created By Creation Date Status Action
851 VIL-1-Nanded-Mahur-Tulshi-24.01.2026 VIL-1-Nanded-Mahur-Tulshi-24.01.2026 नमस्कार शेतकरी बंधूंनो...सॉलिडरीडॅड आणि वोडाफोन आयडिया फाऊंडेशन यांच्या स्मार्ट ऍग्री प्रोग्राममध्ये आपले स्वागत आहे. माहुर तालुक्यातील तुळशी येथील स्वयंचलीत हवामान केंद्रातर्फे दिनांक २४ जानेवारी २०२६ ते दिनांक ०३ फेब्रुवारी २०२६ दरम्यानचा हवामानाचा अंदाज असा, तापमान किमान १६ ते १९ अंश सेल्सियस तर कमाल २८ ते ३० अंश सेल्सियस एवढे राहील. वातावरणीय बदलास अनुसरून शेती (Climate Resilient Agriculture) करण्यास खालील बाबींचा विचार करावा. शेतकऱ्यांसाठी सूचना: शेतकऱ्यांसाठी सूचना:- शेतकर्‍यांनी कपाशी पिकाचे फरदड घेतल्यास शेंदरी बोडअळी सोबत इतर अळ्यांना खादय मिळाल्या मुळे त्याचा प्रादुर्भाव जास्त राहतो व त्याचा परिणाम पुढील हंगामातील पिकावर लवकर होता, यामळे फरदड घेवू नये. कापूस संकलन व साठवनूक ठिकाणी शेंदरी बोडअळी व्यवस्थापनासाठी कामगंध सापळ्याची मदत घ्यावी व त्यामध्ये सापडलेल्या प्रौढ अवस्थेतील बोडअळीची नियमत वेचणी करावी, त्यामुळे पुढील वर्षी त्याचा प्रदुर्भाव कमी होईल. तूर पीक काढणीला आले असल्यास पिकाची काढणी करून व तयार झालेल्या सुकलेल्या मालाची सुरक्षित ठिकाणी साठवणूक करावी. हरभरा पिकास फुलवाढीसाठी पिकावर नायट्रोबेंझीन १० मी.लि.व फुलगळ थांबविण्यासाठी एन. ए. ए. नेपथेलीन ऍसिटिक ऍसिड २ मी. ली. प्रति १० लिटर पाण्यात मिसळून फवारणी करावी. घाटेअळीच्या सर्वेक्षण व नियंत्रणासाठी ५ कामगंध सापळे प्रति एकरी उभारावे व त्यासोबत २० पक्षीथांबे प्रति हेक्टरी याप्रमाणे उभारावेत. घाटे अळीने आर्थिक नुकसानाची पातळी (१-२ अळ्या प्रति ओळ किंवा ५ टक्के कीडग्रस्त घाटे) पार केल्यास त्यांच्या नियंत्रणासाठी पहिली फवारणी ५ टक्के निंबोळी अर्क किंवा ३०० पीपीएम अझाडिरेक्टीन ५० मी.ली. प्रति १० लिटर पाण्यात मिसळून फवारणी करावी तसेच दुसरी फवारणी इमामेक्टीन बॉंझोएट ५ टक्के एस जी ३ ग्रॅम किंवा किंवा फ्लूबेंडामाइड २० टक्के डब्ल्यू जी ५ मिली प्रति १० लिटर पाण्यात मिसळून फवारणी करावी. बागायती गव्हास पेरणीनंतर १८ ते २०, ३० ते ३५, ४५ ते ५० व ६५ ते ७० दिवसांनी अनुक्रमे मुकुटमुळे अवस्था, जास्तीत जास्त फुटवे अवस्था, कांडी अवस्था व फुलोरा अवस्थेत ओलित करावे. स्मार्ट ॲग्री ॲडव्हायझरी ॲप चे अपडेटेड व्हर्जन प्ले स्टोअर मध्ये उपलब्ध आहे ते मोबाईल मध्ये डाऊनलोड करणे सदर अपडेटेड व्हर्जन मध्ये हवामान केंद्राच्या माहितीचा तपशील समाविष्ट करण्यात आला आहे. सॉलिडरीडॅड स्मार्ट ऍग्री प्रोग्राममध्ये आपले शंकासमाधान करण्यास कृपया संपर्क साधावा. मोबाईल क्रमांक ९१५८२६१९२२ धन्यवाद! Maharashtra MH 23-01-2026 Enable
852 VIL-Adilabad-Jainad-24-01-2026 VIL-Adilabad-Jainad-24-01-2026 -రైతులకు నమస్కారం...సాలిడారిటీడాడ్ మరియు వొడాఫోన్ ఐడియా ఫౌండేషన్ యొక్క స్మార్ట్ అగ్రి ప్రోగ్రామ్‌కు స్వాగతం. జనవరి 24, 2026 నుండి ఫిబ్రవరి 03, 2026 వరకు ఆదిలాబాద్‌లోని బేలా స్వయంచలిత్ వాతావరణ కేంద్రం నుండి వాతావరణ సూచన ప్రకారం కనిష్ట ఉష్ణోగ్రత 17నుండి 19 డిగ్రీల సెల్సియస్ మరియు గరిష్టంగా 29 నుండి 31 డిగ్రీల సెల్సియస్ ఉంటుంది. వాతావరణాన్ని తట్టుకునే వ్యవసాయం కోసం ఈ క్రింది అంశాలను పరిగణించాలి. రైతులకు సలహా: - రైతులు పత్తి పంటలను పండిస్తే, ఎర్ర కాయ పురుగుతో పాటు ఇతర లార్వాల ఉధృతి ఎక్కువగా ఉంటుంది మరియు దాని ప్రభావం వచ్చే సీజన్ పంటపై ముందుగానే ఉంటుంది, కాబట్టి వారు కోయకూడదు.పత్తి సేకరణ మరియు నిల్వ ప్రదేశాలలో ఎర్ర కాయ పురుగుల నిర్వహణ కోసం, కామగంధ ఉచ్చులను ఉపయోగించాలి మరియు వాటిలో కనిపించే పెద్ద కాయ పురుగులను క్రమం తప్పకుండా సేకరించాలి, తద్వారా వచ్చే ఏడాది వాటి ప్రభావాన్ని తగ్గించవచ్చు.కంది పంట కోతకు సిద్ధంగా ఉంటే, పంటను కోయాలి మరియు ఎండిన ఉత్పత్తిని సురక్షితమైన ప్రదేశంలో నిల్వ చేయాలి. శనగ పంట పుష్పించడానికి పువ్వుల పెరుగుదలను ఆపడానికి, 10 లీటర్ల నీటిలో 10 మి.లీ నైట్రోబెంజీన్ మరియు 2 మి.లీ నాఫ్తలీన్ ఎసిటిక్ యాసిడ్ కలిపి పంటను పిచికారీ చేయాలి.బోరర్ సర్వే మరియు నియంత్రణ కోసం, ఎకరానికి 5 కామగంధ్ ఉచ్చులు ఏర్పాటు చేయాలి మరియు హెక్టారుకు 20 పక్షి ఉచ్చులు ఏర్పాటు చేయాలి. బోరర్ ఆర్థిక నష్టాన్ని కలిగిస్తుంది.స్థాయి (వరుసకు 1-2 లార్వాలు లేదా తెగులు సోకిన పొలంలో 5 శాతం) మించి ఉంటే, వాటి నియంత్రణకు మొదటి పిచికారీ 5 శాతం వేప సారం లేదా 300 ppm అజాడైరెక్టిన్‌ను 10 లీటర్ల నీటికి 50 ml తో కలిపి తీసుకోవాలి పిచికారీ చేయాలి మరియు రెండవ పిచికారీ 10 లీటర్ల నీటికి ఎమామెక్టిన్ బెంజోయేట్ 5% SG 3 గ్రా లేదా ఫ్లూబెండమైడ్ 20% WG 5 మి.లీ కలిపి చేయాలి. ఉద్యానవన గోధుమలను విత్తిన తర్వాత 18 నుండి 20, 30 నుండి 35, 45 నుండి 50 మరియు 65 నుండి 70 రోజుల తర్వాత వరుసగా కిరీటం దశ, గరిష్ట మొలకెత్తే దశ, చెరకు దశ మరియు పుష్పించే దశలో నీటిపారుదల చేయాలి. స్మార్ట్ అగ్రి అడ్వైజరీ యాప్ యొక్క నవీకరించబడిన వెర్షన్ మీ మొబైల్‌లో డౌన్‌లోడ్ చేసుకోవడానికి ప్లే స్టోర్‌లో అందుబాటులో ఉంది. నవీకరించబడిన వెర్షన్‌లో వాతావరణ స్టేషన్ సమాచారం యొక్క వివరాలు ఉంటాయి. సాలిడారిటీ స్మార్ట్ అగ్రి ప్రోగ్రామ్‌కు సంబంధించిన మీ సందేహాలను పరిష్కరించడానికి దయచేసి మమ్మల్ని సంప్రదించండి. మొబైల్ నంబర్ 7798008855 ధన్యవాదాలు! ఈ సమాచారాన్ని మళ్ళీ వినడానికి సున్నా నొక్కండి. Telangana Telangana 23-01-2026 Enable
853 VIL-Adilabad-Bela-24-01-2026 VIL-Adilabad-Bela-24-01-2026 -రైతులకు నమస్కారం...సాలిడారిటీడాడ్ మరియు వొడాఫోన్ ఐడియా ఫౌండేషన్ యొక్క స్మార్ట్ అగ్రి ప్రోగ్రామ్‌కు స్వాగతం. జనవరి 24, 2026 నుండి ఫిబ్రవరి 03, 2026 వరకు ఆదిలాబాద్‌లోని బేలా స్వయంచలిత్ వాతావరణ కేంద్రం నుండి వాతావరణ సూచన ప్రకారం కనిష్ట ఉష్ణోగ్రత 17నుండి 19 డిగ్రీల సెల్సియస్ మరియు గరిష్టంగా 28 నుండి 31 డిగ్రీల సెల్సియస్ ఉంటుంది. వాతావరణాన్ని తట్టుకునే వ్యవసాయం కోసం ఈ క్రింది అంశాలను పరిగణించాలి. రైతులకు సలహా: - రైతులు పత్తి పంటలను పండిస్తే, ఎర్ర కాయ పురుగుతో పాటు ఇతర లార్వాల ఉధృతి ఎక్కువగా ఉంటుంది మరియు దాని ప్రభావం వచ్చే సీజన్ పంటపై ముందుగానే ఉంటుంది, కాబట్టి వారు కోయకూడదు.పత్తి సేకరణ మరియు నిల్వ ప్రదేశాలలో ఎర్ర కాయ పురుగుల నిర్వహణ కోసం, కామగంధ ఉచ్చులను ఉపయోగించాలి మరియు వాటిలో కనిపించే పెద్ద కాయ పురుగులను క్రమం తప్పకుండా సేకరించాలి, తద్వారా వచ్చే ఏడాది వాటి ప్రభావాన్ని తగ్గించవచ్చు.కంది పంట కోతకు సిద్ధంగా ఉంటే, పంటను కోయాలి మరియు ఎండిన ఉత్పత్తిని సురక్షితమైన ప్రదేశంలో నిల్వ చేయాలి. శనగ పంట పుష్పించడానికి పువ్వుల పెరుగుదలను ఆపడానికి, 10 లీటర్ల నీటిలో 10 మి.లీ నైట్రోబెంజీన్ మరియు 2 మి.లీ నాఫ్తలీన్ ఎసిటిక్ యాసిడ్ కలిపి పంటను పిచికారీ చేయాలి.బోరర్ సర్వే మరియు నియంత్రణ కోసం, ఎకరానికి 5 కామగంధ్ ఉచ్చులు ఏర్పాటు చేయాలి మరియు హెక్టారుకు 20 పక్షి ఉచ్చులు ఏర్పాటు చేయాలి. బోరర్ ఆర్థిక నష్టాన్ని కలిగిస్తుంది.స్థాయి (వరుసకు 1-2 లార్వాలు లేదా తెగులు సోకిన పొలంలో 5 శాతం) మించి ఉంటే, వాటి నియంత్రణకు మొదటి పిచికారీ 5 శాతం వేప సారం లేదా 300 ppm అజాడైరెక్టిన్‌ను 10 లీటర్ల నీటికి 50 ml తో కలిపి తీసుకోవాలి పిచికారీ చేయాలి మరియు రెండవ పిచికారీ 10 లీటర్ల నీటికి ఎమామెక్టిన్ బెంజోయేట్ 5% SG 3 గ్రా లేదా ఫ్లూబెండమైడ్ 20% WG 5 మి.లీ కలిపి చేయాలి. ఉద్యానవన గోధుమలను విత్తిన తర్వాత 18 నుండి 20, 30 నుండి 35, 45 నుండి 50 మరియు 65 నుండి 70 రోజుల తర్వాత వరుసగా కిరీటం దశ, గరిష్ట మొలకెత్తే దశ, చెరకు దశ మరియు పుష్పించే దశలో నీటిపారుదల చేయాలి. స్మార్ట్ అగ్రి అడ్వైజరీ యాప్ యొక్క నవీకరించబడిన వెర్షన్ మీ మొబైల్‌లో డౌన్‌లోడ్ చేసుకోవడానికి ప్లే స్టోర్‌లో అందుబాటులో ఉంది. నవీకరించబడిన వెర్షన్‌లో వాతావరణ స్టేషన్ సమాచారం యొక్క వివరాలు ఉంటాయి. సాలిడారిటీ స్మార్ట్ అగ్రి ప్రోగ్రామ్‌కు సంబంధించిన మీ సందేహాలను పరిష్కరించడానికి దయచేసి మమ్మల్ని సంప్రదించండి. మొబైల్ నంబర్ 7798008855 ధన్యవాదాలు! ఈ సమాచారాన్ని మళ్ళీ వినడానికి సున్నా నొక్కండి. Telangana Telangana 23-01-2026 Enable
854 Weather forecast & 1st phase nutrient manegement process of Greengram ନମସ୍କାର କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୨୦ ଜାନୁଆରୀ ରୁ ୨୬ ଜାନୁଆରୀ ମଧ୍ୟରେ ଡେରାବିଶ ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ। ଏବଂ ସର୍ବାଧିକ ତାପମାତ୍ରା ୧୨°C-୨୬°C ମଧ୍ୟରେ ରହିବ। ୧. ମୁଗରେ ଏକ ଧାଡି ଲେଖାଏ ସୋରିଷ ବୁଣିବା ଦ୍ୱାରା ରୋଗପୋକ ନିୟନ୍ତ୍ରଣ ହେବା ସହ ଏକା ସାଙ୍ଗରେ ଦୁଇଟି ଫସଲ ଅମଳ କରିପାରିବେ। ୨. ବିହନ ବୁଣିବା ପୂର୍ବରୁ ବିହନ ବିଶୋଧନ ଓ ଉପଚାର ନିତାନ୍ତ ଜରୁରୀ ଅଟେ। ଏଣୁ ଏକ କି.ଗ୍ରା. ବିହନ ପ୍ରତି ୪ଗ୍ରା. ଟ୍ରାଇକୋଡରମା ଗୋଳାଇ ବିଶୋଧନ କରନ୍ତୁ ଯାହା ଦ୍ୱାରା ଫିମ୍ପି ଜନିତ ରୋଗ ହୋଇନଥାଏ ଏବଂ ୩୦ମି. ପରେ ତାହାକୁ ଜୀବାଣୁ ସାର (୨୦ଗ୍ରାମ ପି. ଏସ. ବି.+୨୦ ରାଇଜୋବିୟମ +୮୦ମି.ଲି. ଥଣ୍ଡା ପେଜ କୁ ମଣ୍ଡ କରି )ଦ୍ୱାରା ଉପଚାର କରନ୍ତୁ ଓ ଛାଇରେ ଶୁଖାନ୍ତୁ, ପୁରା ଶୁଖିଲା ପରେ ବିହନକୁ ଜମିରେ ବୁଣନ୍ତୁ। ୩. ଲଙ୍ଗଳ ପଛରେ ଓ ସାଧା ବୁଣା ଧାଡିକୁ ଧାଡି ୩୦ସେ.ମି.ବୁଣନ୍ତୁ। ୪. ସ୍ମାର୍ଟ ଏଗ୍ରୀ କୃଷି ସୂଚନା ଆଧାରରେ ଜଳ ପରିଚାଳନା କରିବା ଉଚିତ। ୫. ମୁଗରେ ଜଳସେଚନ ନିମନ୍ତେ ସ୍ପ୍ରିଙ୍କଲର ବା ସିଞ୍ଚନ ପରି ଜଳ- ସଂଚୟକାରୀ ପ୍ରଣାଳୀ ଅବଲମ୍ବନ କରିବା ଉଚିତ।ଏହା ଜଳ ଜମା ହେବାରୁ ପ୍ରତିରୋଧ କରିଥାଏ ଏବଂ ଜଳ ବ୍ୟବହାର କ୍ଷମତା ବଢାଏ। ୬. ଫସଲ କୋଡିଏ ଦିନର ହେଲେ ଜୀବାମୃତର ଉପର ତରଳ ଘୋଳକୁ ଛାଣି ୨୦ଲି. ପାଣିରେ ୧ଲି. ମିଶାଇ ଫସଲରେ ସିଞ୍ଚନ କରନ୍ତୁ। ୭. ପାଉଁସିଆ ରୋଗ ଓ ସାହେବି ରୋଗର ପ୍ରତିରୋଧ ନିମନ୍ତେ ମୁଗ ବୁଣିବାର ୩୦-୩୫ ଦିନରେ ୧୦ଲି. ପାଣିରେ ୧ ଲି. କଞ୍ଚା କ୍ଷୀର ମିଶାଇ ସିଞ୍ଚନ କରନ୍ତୁ। ୮. ପତ୍ର କଟା କୀଟ ନିୟନ୍ତ୍ରଣ ପାଇଁ ୧ ଲିଟର ପାଣିରେ ୩୦ ମି.ଲି. ଆଗ୍ନେୟାସ୍ତ୍ର ମିଶାଇ ପ୍ରୟୋଗ କରନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Orissa Orissa 20-01-2026 Enable
855 Weather forecast & 1st phase nutrient manegement process of Greengram ନମସ୍କାର କଟକ ଜିଲ୍ଲା ର ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୨୦ ଜାନୁଆରୀ ରୁ ୨୬ ଜାନୁଆରୀ ମଧ୍ୟରେ ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ। ଏବଂ ସର୍ବତ୍ର ସର୍ବାଧିକ ତାପମାତ୍ରା ୧୨°C-୨୬°C ମଧ୍ୟରେ ରହିବ। ୧. ମୁଗରେ ଏକ ଧାଡି ଲେଖାଏ ସୋରିଷ ବୁଣିବା ଦ୍ୱାରା ରୋଗପୋକ ନିୟନ୍ତ୍ରଣ ହେବା ସହ ଏକା ସାଙ୍ଗରେ ଦୁଇଟି ଫସଲ ଅମଳ କରିପାରିବେ। ୨. ବିହନ ବୁଣିବା ପୂର୍ବରୁ ବିହନ ବିଶୋଧନ ଓ ଉପଚାର ନିତାନ୍ତ ଜରୁରୀ ଅଟେ। ଏଣୁ ଏକ କି.ଗ୍ରା. ବିହନ ପ୍ରତି ୪ଗ୍ରା. ଟ୍ରାଇକୋଡରମା ଗୋଳାଇ ବିଶୋଧନ କରନ୍ତୁ ଯାହା ଦ୍ୱାରା ଫିମ୍ପି ଜନିତ ରୋଗ ହୋଇନଥାଏ ଏବଂ ୩୦ମି. ପରେ ତାହାକୁ ଜୀବାଣୁ ସାର (୨୦ଗ୍ରାମ ପି. ଏସ. ବି.+୨୦ ରାଇଜୋବିୟମ +୮୦ମି.ଲି. ଥଣ୍ଡା ପେଜ କୁ ମଣ୍ଡ କରି )ଦ୍ୱାରା ଉପଚାର କରନ୍ତୁ ଓ ଛାଇରେ ଶୁଖାନ୍ତୁ, ପୁରା ଶୁଖିଲା ପରେ ବିହନକୁ ଜମିରେ ବୁଣନ୍ତୁ। ୩. ଲଙ୍ଗଳ ପଛରେ ଓ ସାଧା ବୁଣା ଧାଡିକୁ ଧାଡି ୩୦ସେ.ମି.ବୁଣନ୍ତୁ। ୪. ସ୍ମାର୍ଟ ଏଗ୍ରୀ କୃଷି ସୂଚନା ଆଧାରରେ ଜଳ ପରିଚାଳନା କରିବା ଉଚିତ। ୫. ମୁଗରେ ଜଳସେଚନ ନିମନ୍ତେ ସ୍ପ୍ରିଙ୍କଲର ବା ସିଞ୍ଚନ ପରି ଜଳ- ସଂଚୟକାରୀ ପ୍ରଣାଳୀ ଅବଲମ୍ବନ କରିବା ଉଚିତ।ଏହା ଜଳ ଜମା ହେବାରୁ ପ୍ରତିରୋଧ କରିଥାଏ ଏବଂ ଜଳ ବ୍ୟବହାର କ୍ଷମତା ବଢାଏ। ୬. ଫସଲ କୋଡିଏ ଦିନର ହେଲେ ଜୀବାମୃତର ଉପର ତରଳ ଘୋଳକୁ ଛାଣି ୨୦ଲି. ପାଣିରେ ୧ଲି. ମିଶାଇ ଫସଲରେ ସିଞ୍ଚନ କରନ୍ତୁ। ୭. ପାଉଁସିଆ ରୋଗ ଓ ସାହେବି ରୋଗର ପ୍ରତିରୋଧ ନିମନ୍ତେ ମୁଗ ବୁଣିବାର ୩୦-୩୫ ଦିନରେ ୧୦ଲି. ପାଣିରେ ୧ ଲି. କଞ୍ଚା କ୍ଷୀର ମିଶାଇ ସିଞ୍ଚନ କରନ୍ତୁ। ୮. ପତ୍ର କଟା କୀଟ ନିୟନ୍ତ୍ରଣ ପାଇଁ ୧ ଲିଟର ପାଣିରେ ୩୦ ମି.ଲି. ଆଗ୍ନେୟାସ୍ତ୍ର ମିଶାଇ ପ୍ରୟୋଗ କରନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Orissa Orissa 20-01-2026 Enable
856 Weather forecast & 1st phase nutrient manegement process of Greengram ନମସ୍କାର ଗଜପତି ଜିଲ୍ଲାର ମୋହନା ଓ ଗୁମ୍ମା ବ୍ଲକର ସମସ୍ତ ଚାଷୀ ମାନଙ୍କୁ ସଲିଡାରିଡାଡ ତରଫରୁ ଭୋଡାଫୋନ ଆଇଡିଆ ସହଯୋଗ ରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୨୦ ଜାନୁଆରୀ ରୁ ୨୬ ଜାନୁଆରୀ ମଧ୍ୟରେ ଗଜପତିର ମୋହନା ଏବଂ ଗୁମ୍ମା ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ ଓ ସର୍ବତ୍ର ସର୍ବାଧିକ ତାପମାତ୍ରା ୧୨°c ରୁ ୨୬°c ମଧ୍ୟରେ ରହିବ। ୧. ମୁଗରେ ଏକ ଧାଡି ଲେଖାଏ ସୋରିଷ ବୁଣିବା ଦ୍ୱାରା ରୋଗପୋକ ନିୟନ୍ତ୍ରଣ ହେବା ସହ ଏକା ସାଙ୍ଗରେ ଦୁଇଟି ଫସଲ ଅମଳ କରିପାରିବେ। ୨. ବିହନ ବୁଣିବା ପୂର୍ବରୁ ବିହନ ବିଶୋଧନ ଓ ଉପଚାର ନିତାନ୍ତ ଜରୁରୀ ଅଟେ। ଏଣୁ ଏକ କି.ଗ୍ରା. ବିହନ ପ୍ରତି ୪ଗ୍ରା. ଟ୍ରାଇକୋଡରମା ଗୋଳାଇ ବିଶୋଧନ କରନ୍ତୁ ଯାହା ଦ୍ୱାରା ଫିମ୍ପି ଜନିତ ରୋଗ ହୋଇନଥାଏ ଏବଂ ୩୦ମି. ପରେ ତାହାକୁ ଜୀବାଣୁ ସାର (୨୦ଗ୍ରାମ ପି. ଏସ. ବି.+୨୦ ରାଇଜୋବିୟମ +୮୦ମି.ଲି. ଥଣ୍ଡା ପେଜ କୁ ମଣ୍ଡ କରି )ଦ୍ୱାରା ଉପଚାର କରନ୍ତୁ ଓ ଛାଇରେ ଶୁଖାନ୍ତୁ, ପୁରା ଶୁଖିଲା ପରେ ବିହନକୁ ଜମିରେ ବୁଣନ୍ତୁ। ୩. ଲଙ୍ଗଳ ପଛରେ ଓ ସାଧା ବୁଣା ଧାଡିକୁ ଧାଡି ୩୦ସେ.ମି.ବୁଣନ୍ତୁ। ୪. ସ୍ମାର୍ଟ ଏଗ୍ରୀ କୃଷି ସୂଚନା ଆଧାରରେ ଜଳ ପରିଚାଳନା କରିବା ଉଚିତ। ୫. ମୁଗରେ ଜଳସେଚନ ନିମନ୍ତେ ସ୍ପ୍ରିଙ୍କଲର ବା ସିଞ୍ଚନ ପରି ଜଳ- ସଂଚୟକାରୀ ପ୍ରଣାଳୀ ଅବଲମ୍ବନ କରିବା ଉଚିତ।ଏହା ଜଳ ଜମା ହେବାରୁ ପ୍ରତିରୋଧ କରିଥାଏ ଏବଂ ଜଳ ବ୍ୟବହାର କ୍ଷମତା ବଢାଏ। ୬. ଫସଲ କୋଡିଏ ଦିନର ହେଲେ ଜୀବାମୃତର ଉପର ତରଳ ଘୋଳକୁ ଛାଣି ୨୦ଲି. ପାଣିରେ ୧ଲି. ମିଶାଇ ଫସଲରେ ସିଞ୍ଚନ କରନ୍ତୁ। ୭. ପାଉଁସିଆ ରୋଗ ଓ ସାହେବି ରୋଗର ପ୍ରତିରୋଧ ନିମନ୍ତେ ମୁଗ ବୁଣିବାର ୩୦-୩୫ ଦିନରେ ୧୦ଲି. ପାଣିରେ ୧ ଲି. କଞ୍ଚା କ୍ଷୀର ମିଶାଇ ସିଞ୍ଚନ କରନ୍ତୁ। ୮. ପତ୍ର କଟା କୀଟ ନିୟନ୍ତ୍ରଣ ପାଇଁ ୧ ଲିଟର ପାଣିରେ ୩୦ ମି.ଲି. ଆଗ୍ନେୟାସ୍ତ୍ର ମିଶାଇ ପ୍ରୟୋଗ କରନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Orissa Orissa 20-01-2026 Enable
857 Weather forecast & Nutrient Management process of Vegetables ନମସ୍କାର କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୨୦ ଜାନୁଆରୀ ରୁ ୨୬ ଜାନୁଆରୀ ମଧ୍ୟରେ ଡେରାବିଶ ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ। ଏବଂ ସର୍ବାଧିକ ତାପମାତ୍ରା ୧୨°C-୨୬°C ମଧ୍ୟରେ ରହିବ। ୧.ପନିପରିବା ଫସଲ ବୃଦ୍ଧି ଓ ଅମଳ ବୃଦ୍ଧି ପାଇଁ ସପ୍ତ ଶସ୍ୟ ଦ୍ରବଣ ସିଞ୍ଚନ କରନ୍ତୁ।(ଯେକୌଣସି ତିନି ପ୍ରକାର ତୈଳଜାତୀୟ ସଶ୍ୟ ୨୦୦ଗ୍ରା.+ତିନି ପ୍ରକାର ଡାଲିଜାତୀୟ ଶସ୍ୟ ୨୦୦ଗ୍ରା.+ଗହମ ୨୦୦ଗ୍ରା.) ୨.ଏହି ସମସ୍ତ ସଶ୍ୟକୁ ପାଣିରେ ଭିଜାଇ ଗଜା କରି ତାହାକୁ ଭଲ ଭାବେ ବାଟି ସେଥିରେ ୧୦ ଲି. ଗାଈ ପରିସ୍ରା ମିଶାଇ ୫-୭ ଦିନ ରଖି ତାହାକୁ ଏକ ବ୍ୟାରେଲକୁ ୫୦୦ମି.ଲି. ମିଶାଇ ସିଞ୍ଚନ କରିପାରିବେ। ଏହା ଦ୍ୱାରା ଗଛର ଭଲ ଅଭିବୃଦ୍ଧି ସହ ଫୁଲ ଓ ଫଳ ମଧ୍ୟ ଅଧିକ ଆସିଥାଏ। ୩.ମେଘୁଆ ପାଗ ଓ କୁହୁଡି ଯୋଗୁଁ ପନିପରିବା ଫସଲରେ ପାଉଁସିଆ ରୋଗ ଦେଖାଯିବାର ସମ୍ଭାବନା ଥାଏ, ସେଥିପାଇଁ ୧ଲି. ପାଣିରେ ୧ଗ୍ରା. ଗନ୍ଧକ ମିଶାଇ ଫସଲରେ ସିଞ୍ଚନ କରନ୍ତୁ। ୪.ପାଣିର ଅବଧି ରୋକିବା ପାଇଁ ପନିପରିବା ଫସଲରେ ଜୈବଛାଦନ କରନ୍ତୁ। ୫.ମାଙ୍କଡ,ଷଣ୍ଢ,ଛେଳି ଆଦିଙ୍କ ଦାଉରୁ ଫସଲକୁ ରକ୍ଷାକରିବା ପାଇଁ ଏକ ଏକରକୁ ୫୦୦ଗ୍ରା. ନିମପତ୍ର +୨ଲି. ଗାଈ ପରିସ୍ରା କୁ ସାତ ଦିନ ପାଇଁ ରଖି ସେଥିରେ ୨୦୦ଗ୍ରା. ରସୁଣ କୁ ଛେଚି ଆଉ ଦୁଇଦିନ ପାଇଁ ରଖି ଏହି ନଅ ଦିନର ଅବଧି ପରେ ଏହାକୁ ଛାଣି ଏକ ବ୍ୟାରେଲ ରେ ୪୦-୫୦ ମି.ଲି. ମିଶାଇ ଫସଲରେ ସିଞ୍ଚନ କରନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Orissa Orissa 20-01-2026 Enable
858 Weather forecast & Nutrient Management process of Vegetables ନମସ୍କାର କଟକ ଜିଲ୍ଲା ର ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୨୦ ଜାନୁଆରୀ ରୁ ୨୬ ଜାନୁଆରୀ ମଧ୍ୟରେ ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ। ଏବଂ ସର୍ବତ୍ର ସର୍ବାଧିକ ତାପମାତ୍ରା ୧୨°C-୨୬°C ମଧ୍ୟରେ ରହିବ। ୧.ପନିପରିବା ଫସଲ ବୃଦ୍ଧି ଓ ଅମଳ ବୃଦ୍ଧି ପାଇଁ ସପ୍ତ ଶସ୍ୟ ଦ୍ରବଣ ସିଞ୍ଚନ କରନ୍ତୁ।(ଯେକୌଣସି ତିନି ପ୍ରକାର ତୈଳଜାତୀୟ ସଶ୍ୟ ୨୦୦ଗ୍ରା.+ତିନି ପ୍ରକାର ଡାଲିଜାତୀୟ ଶସ୍ୟ ୨୦୦ଗ୍ରା.+ଗହମ ୨୦୦ଗ୍ରା.) ୨.ଏହି ସମସ୍ତ ସଶ୍ୟକୁ ପାଣିରେ ଭିଜାଇ ଗଜା କରି ତାହାକୁ ଭଲ ଭାବେ ବାଟି ସେଥିରେ ୧୦ ଲି. ଗାଈ ପରିସ୍ରା ମିଶାଇ ୫-୭ ଦିନ ରଖି ତାହାକୁ ଏକ ବ୍ୟାରେଲକୁ ୫୦୦ମି.ଲି. ମିଶାଇ ସିଞ୍ଚନ କରିପାରିବେ। ଏହା ଦ୍ୱାରା ଗଛର ଭଲ ଅଭିବୃଦ୍ଧି ସହ ଫୁଲ ଓ ଫଳ ମଧ୍ୟ ଅଧିକ ଆସିଥାଏ। ୩.ମେଘୁଆ ପାଗ ଓ କୁହୁଡି ଯୋଗୁଁ ପନିପରିବା ଫସଲରେ ପାଉଁସିଆ ରୋଗ ଦେଖାଯିବାର ସମ୍ଭାବନା ଥାଏ, ସେଥିପାଇଁ ୧ଲି. ପାଣିରେ ୧ଗ୍ରା. ଗନ୍ଧକ ମିଶାଇ ଫସଲରେ ସିଞ୍ଚନ କରନ୍ତୁ। ୪.ପାଣିର ଅବଧି ରୋକିବା ପାଇଁ ପନିପରିବା ଫସଲରେ ଜୈବଛାଦନ କରନ୍ତୁ। ୫.ମାଙ୍କଡ,ଷଣ୍ଢ,ଛେଳି ଆଦିଙ୍କ ଦାଉରୁ ଫସଲକୁ ରକ୍ଷାକରିବା ପାଇଁ ଏକ ଏକରକୁ ୫୦୦ଗ୍ରା. ନିମପତ୍ର +୨ଲି. ଗାଈ ପରିସ୍ରା କୁ ସାତ ଦିନ ପାଇଁ ରଖି ସେଥିରେ ୨୦୦ଗ୍ରା. ରସୁଣ କୁ ଛେଚି ଆଉ ଦୁଇଦିନ ପାଇଁ ରଖି ଏହି ନଅ ଦିନର ଅବଧି ପରେ ଏହାକୁ ଛାଣି ଏକ ବ୍ୟାରେଲ ରେ ୪୦-୫୦ ମି.ଲି. ମିଶାଇ ଫସଲରେ ସିଞ୍ଚନ କରନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Orissa Orissa 20-01-2026 Enable
859 Weather forecast & Nutrient Management process of Vegetables ନମସ୍କାର ଗଜପତି ଜିଲ୍ଲାର ମୋହନା ଓ ଗୁମ୍ମା ବ୍ଲକର ସମସ୍ତ ଚାଷୀ ମାନଙ୍କୁ ସଲିଡାରିଡାଡ ତରଫରୁ ଭୋଡାଫୋନ ଆଇଡିଆ ସହଯୋଗ ରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୨୦ ଜାନୁଆରୀ ରୁ ୨୬ ଜାନୁଆରୀ ମଧ୍ୟରେ ଗଜପତିର ମୋହନା ଏବଂ ଗୁମ୍ମା ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ ଓ ସର୍ବତ୍ର ସର୍ବାଧିକ ତାପମାତ୍ରା ୧୨°c ରୁ ୨୬°c ମଧ୍ୟରେ ରହିବ। ୧. ମୁଗରେ ଏକ ଧାଡି ଲେଖାଏ ସୋରିଷ ବୁଣିବା ଦ୍ୱାରା ରୋଗପୋକ ନିୟନ୍ତ୍ରଣ ହେବା ସହ ଏକା ସାଙ୍ଗରେ ଦୁଇଟି ଫସଲ ଅମଳ କରିପାରିବେ। ୨. ବିହନ ବୁଣିବା ପୂର୍ବରୁ ବିହନ ବିଶୋଧନ ଓ ଉପଚାର ନିତାନ୍ତ ଜରୁରୀ ଅଟେ। ଏଣୁ ଏକ କି.ଗ୍ରା. ବିହନ ପ୍ରତି ୪ଗ୍ରା. ଟ୍ରାଇକୋଡରମା ଗୋଳାଇ ବିଶୋଧନ କରନ୍ତୁ ଯାହା ଦ୍ୱାରା ଫିମ୍ପି ଜନିତ ରୋଗ ହୋଇନଥାଏ ଏବଂ ୩୦ମି. ପରେ ତାହାକୁ ଜୀବାଣୁ ସାର (୨୦ଗ୍ରାମ ପି. ଏସ. ବି.+୨୦ ରାଇଜୋବିୟମ +୮୦ମି.ଲି. ଥଣ୍ଡା ପେଜ କୁ ମଣ୍ଡ କରି )ଦ୍ୱାରା ଉପଚାର କରନ୍ତୁ ଓ ଛାଇରେ ଶୁଖାନ୍ତୁ, ପୁରା ଶୁଖିଲା ପରେ ବିହନକୁ ଜମିରେ ବୁଣନ୍ତୁ। ୩. ଲଙ୍ଗଳ ପଛରେ ଓ ସାଧା ବୁଣା ଧାଡିକୁ ଧାଡି ୩୦ସେ.ମି.ବୁଣନ୍ତୁ। ୪. ସ୍ମାର୍ଟ ଏଗ୍ରୀ କୃଷି ସୂଚନା ଆଧାରରେ ଜଳ ପରିଚାଳନା କରିବା ଉଚିତ। ୫. ମୁଗରେ ଜଳସେଚନ ନିମନ୍ତେ ସ୍ପ୍ରିଙ୍କଲର ବା ସିଞ୍ଚନ ପରି ଜଳ- ସଂଚୟକାରୀ ପ୍ରଣାଳୀ ଅବଲମ୍ବନ କରିବା ଉଚିତ।ଏହା ଜଳ ଜମା ହେବାରୁ ପ୍ରତିରୋଧ କରିଥାଏ ଏବଂ ଜଳ ବ୍ୟବହାର କ୍ଷମତା ବଢାଏ। ୬. ଫସଲ କୋଡିଏ ଦିନର ହେଲେ ଜୀବାମୃତର ଉପର ତରଳ ଘୋଳକୁ ଛାଣି ୨୦ଲି. ପାଣିରେ ୧ଲି. ମିଶାଇ ଫସଲରେ ସିଞ୍ଚନ କରନ୍ତୁ। ୭. ପାଉଁସିଆ ରୋଗ ଓ ସାହେବି ରୋଗର ପ୍ରତିରୋଧ ନିମନ୍ତେ ମୁଗ ବୁଣିବାର ୩୦-୩୫ ଦିନରେ ୧୦ଲି. ପାଣିରେ ୧ ଲି. କଞ୍ଚା କ୍ଷୀର ମିଶାଇ ସିଞ୍ଚନ କରନ୍ତୁ। ୮. ପତ୍ର କଟା କୀଟ ନିୟନ୍ତ୍ରଣ ପାଇଁ ୧ ଲିଟର ପାଣିରେ ୩୦ ମି.ଲି. ଆଗ୍ନେୟାସ୍ତ୍ର ମିଶାଇ ପ୍ରୟୋଗ କରନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Orissa Orissa 20-01-2026 Enable
860 खेती मे सिचाई पर सलाह Jhabua वोडाफोन आईडिया फाउंडेशन एवं Solidaridad द्वारा क्रियान्वित स्मार्ट एग्री कार्यक्रम में आपका स्वागत है। किसानों के लिए सम-सामयिक सलाह, जिला Jhabua ऑटोमैटिक वेदर स्टेशन के अनुसार इस सप्ताह: 19 January से 28 January के दौरान दिन में 25 और रात में 13 डिग्री सेल्सियस ताप क्रम रहने का अनुमान है। किसान साथियों खेत में नमी का अनुमान लगा कर सिचाई करे I गेहूँ में अगर गाँठ पड़ने या फूल आने की अवस्था हो तो पानी की कमी न होने दे व सिंचाई की व्यवस्था करें I गेहु की फसल के फूल अवस्था में होने पर मिट्टी में पर्याप्त नमी होनी चाहिए I बदलते मौसम के कारण फसलों में रोग एवं कीट का प्रकोप बड़ने की सभांवना है गेहूँ की बालियों में दाने यदि काले पड़ रहे हों, उनमें दुर्गन्ध आ रही हो, तो इसका तात्पर्य है कि फ़सल में करनाल बंट या लूज़ स्मट का प्रकोप हो रहा है. रोग के किसी भी लक्षण के लिए नियमित रूप से फसल की निगरानी करना और इसके प्रसार को रोकने के लिए उचित उपाय करना महत्वपूर्ण है इस रोग के नियंत्रण के लिए यथसंभव शीघ्र ग्रसित पौधों को नष्ट कर के फ़सल पर प्रोपिकोनाजोल फफूंदनाशक के 0.1 % घोल का छिड़काव करें. इस छिड़काव को करने से लीफ ब्लाइट रोग के नियंत्रण में भी सहायता मिलेगी स्मार्ट एग्री प्रोजेक्ट के अंतर्गत खेती संबंधित समसामयिक सलाह के लिए 7065-00-5054 पर मिस कॉल करें एवं उपयोगी सलाह प्राप्त करें I अधिक जानकारी के लिए कृपया आप हमारे कृषि-विशेषज्ञ (फ़ोन: 8251071818) से दिन में सुबह 10 बजे से शाम 6 बजे के बीच बात करें.I Madhya Pradesh MP 19-01-2026 Enable