Message Schedule List : 12,602
S. No. Message Language Created By Date Time Status Action
1031 VIL-Adilabad-Bela-14-01-2026-రైతులకు నమస్కారం...సాలిడారిటీడాడ్ మరియు వొడాఫోన్ ఐడియా ఫౌండేషన్ యొక్క స్మార్ట్ అగ్రి ప్రోగ్రామ్‌కు స్వాగతం. జనవరి 14, 2026 నుండి జనవరి 23, 2026 వరకు ఆదిలాబాద్‌లోని బేలా స్వయంచలిత్ వాతావరణ కేంద్రం నుండి వాతావరణ సూచన ప్రకారం కనిష్ట ఉష్ణోగ్రత 15 నుండి 18 డిగ్రీల సెల్సియస్ మరియు గరిష్టంగా 29 నుండి 31 డిగ్రీల సెల్సియస్ ఉంటుంది. జనవరి 14 మరియు 15, 2026 తేదీలలో వాతావరణం పాక్షికంగా మేఘావృతమై ఉండే అవకాశం ఉంది, ఇతర రోజులలో వాతావరణం స్పష్టంగా ఉండే అవకాశం ఉంది. వాతావరణాన్ని తట్టుకునే వ్యవసాయం కోసం ఈ క్రింది అంశాలను పరిగణించాలి. రైతులకు సూచనలు: పత్తిని విక్రయించే ముందు, రైతులు ఉత్పత్తి వ్యయాన్ని సమీక్షించి, ఉత్పత్తి ఖర్చు ఆధారంగా ధరను నిర్ణయించుకోవాలి. ఆ ధరలో లాభంలో శాతాన్ని పొందడం ద్వారా పత్తిని విక్రయించాలి. రైతులు పత్తి పంట అవశేషాలను బయోచార్ తయారీకి ఉపయోగించాలి. దయచేసి వరిని బహిరంగ ప్రదేశంలో కాల్చవద్దు. ప్రస్తుతం, శనగ పంట 50 నుండి 60 రోజుల వయస్సు కలిగి ఉంది మరియు పుష్పించే దశలో ఉంది. శనగ పంట పుష్పించే దశలో ఉన్నప్పుడు, రైతులు 2% యూరియా (100 లీటర్ల నీటిలో 2 కిలోలు) లేదా 13:00:45 (100 లీటర్ల నీటిలో 1 కిలో) లేదా అమైనో ఆమ్లాన్ని పిచికారీ చేయాలి. తద్వారా ఇది పువ్వు పెరుగుదలకు సహాయపడుతుంది. అలాగే, కలుపు నిర్వహణ చేయడానికి 1-2 ధారణ చేయాలి. శనగ పంటలో అఫిడ్స్, లీఫ్‌హాపర్స్ మరియు తెల్లదోమల ముట్టడిని గమనించినట్లయితే, వాటి ప్రాథమిక నిర్వహణ కోసం ఎకరానికి 10 నుండి 15 పసుపు మరియు నీలం జిగట ఉచ్చులను చల్లాలి. అలాగే, మీలీబగ్ యొక్క ఆర్థిక నష్టం స్థాయిని తనిఖీ చేయడానికి మరియు వాటి ప్రాథమిక నిర్వహణ కోసం, పంటల మధ్య నిర్దిష్ట దూరంలో ఎకరానికి 4 నుండి 6 కామ్‌గంధ్ ఉచ్చులను ఉంచాలి. గోధుమ పంటలో తుప్పు కనిపించిన వెంటనే, రైతులు మెటార్జిజియం లేదా వెర్టిసిలియం అనే జీవ శిలీంద్ర సంహారిణిని 15 లీటర్ల నీటికి 45 మి.లీ. కలిపి 15 రోజుల వ్యవధిలో రెండుసార్లు పిచికారీ చేయాలి. గోధుమలు పసుపు రంగులోకి మారిన ప్రదేశాలలో, రైతులు నీటిపారుదల సమయంలో ఎకరానికి 200 లీటర్ల జీవామృతం వేయాలి. స్మార్ట్ అగ్రి అడ్వైజరీ యాప్ యొక్క నవీకరించబడిన వెర్షన్ మీ మొబైల్‌లో డౌన్‌లోడ్ చేసుకోవడానికి ప్లే స్టోర్‌లో అందుబాటులో ఉంది. నవీకరించబడిన వెర్షన్‌లో వాతావరణ స్టేషన్ సమాచారం యొక్క వివరాలు ఉంటాయి. సాలిడారిటీ స్మార్ట్ అగ్రి ప్రోగ్రామ్‌కు సంబంధించిన మీ సందేహాలను పరిష్కరించడానికి దయచేసి మమ్మల్ని సంప్రదించండి. మొబైల్ నంబర్ 7798008855 ధన్యవాదాలు! ఈ సమాచారాన్ని మళ్ళీ వినడానికి సున్నా నొక్కండి. Telugu Telangana 14-01-2026 08:30:00 SCHEDULED
1032 VIL -Adilabad-Jainad-14-01-2026- రైతులకు నమస్కారం...సాలిడారిటీడాడ్ మరియు వొడాఫోన్ ఐడియా ఫౌండేషన్ యొక్క స్మార్ట్ అగ్రి ప్రోగ్రామ్‌కు స్వాగతం. ఆదిలాబాద్‌లోని జైనాద్ అటానమస్ వెదర్ సెంటర్ 2026 జనవరి 14 నుండి 2026 జనవరి 23 వరకు కనిష్ట ఉష్ణోగ్రత 15 నుండి 18 డిగ్రీల సెల్సియస్ మరియు గరిష్టంగా 30 నుండి 32 డిగ్రీల సెల్సియస్ ఉంటుందని వాతావరణ సూచన. 2026 జనవరి 14 మరియు 15 తేదీలలో వాతావరణం పాక్షికంగా మేఘావృతమై ఉండే అవకాశం ఉంది, ఇతర రోజులలో వాతావరణం స్పష్టంగా ఉండే అవకాశం ఉంది. వాతావరణాన్ని తట్టుకునే వ్యవసాయం కోసం ఈ క్రింది అంశాలను పరిగణించాలి. రైతులకు సూచనలు: పత్తిని విక్రయించే ముందు, రైతులు ఉత్పత్తి వ్యయాన్ని సమీక్షించి, ఉత్పత్తి ఖర్చు ఆధారంగా ధరను నిర్ణయించుకోవాలి. ఆ ధరలో లాభంలో శాతాన్ని పొందడం ద్వారా పత్తిని విక్రయించాలి. రైతులు పత్తి పంట అవశేషాలను బయోచార్ సిద్ధం చేయడానికి ఉపయోగించాలి. దయచేసి వరిని బహిరంగ ప్రదేశంలో కాల్చవద్దు. ప్రస్తుతం, శనగ పంట 50 నుండి 60 రోజుల వయస్సు మరియు పుష్పించే దశలో ఉంది. శనగ పంట పుష్పించే దశలో ఉన్నప్పుడు, రైతులు 2% యూరియా (100 లీటర్ల నీటిలో 2 కిలోలు) లేదా 13:00:45 (100 లీటర్ల నీటిలో 1 కిలో) లేదా అమైనో ఆమ్లాన్ని పిచికారీ చేయాలి. తద్వారా ఇది పువ్వు పెరుగుదలకు సహాయపడుతుంది. అలాగే, కలుపు నిర్వహణ చేయడానికి 1-2 ధారణ చేయాలి. శనగ పంటలో అఫిడ్స్, లీఫ్‌హాపర్స్ మరియు తెల్లదోమల ముట్టడిని గమనించినట్లయితే, వాటి ప్రాథమిక నిర్వహణ కోసం ఎకరానికి 10 నుండి 15 పసుపు మరియు నీలం జిగట ఉచ్చులను చల్లాలి. అలాగే, మీలీబగ్ యొక్క ఆర్థిక నష్టం స్థాయిని తనిఖీ చేయడానికి మరియు వాటి ప్రాథమిక నిర్వహణ కోసం, పంటల మధ్య నిర్దిష్ట దూరంలో ఎకరానికి 4 నుండి 6 కామ్‌గంధ్ ఉచ్చులను ఉంచాలి. గోధుమ పంటలో తుప్పు కనిపించిన వెంటనే, రైతులు మెటార్జిజియం లేదా వెర్టిసిలియం అనే జీవ శిలీంద్ర సంహారిణిని 15 లీటర్ల నీటికి 45 మి.లీ. కలిపి 15 రోజుల వ్యవధిలో రెండుసార్లు పిచికారీ చేయాలి. గోధుమలు పసుపు రంగులోకి మారిన ప్రదేశాలలో, రైతులు నీటిపారుదల సమయంలో ఎకరానికి 200 లీటర్ల జీవామృతం వేయాలి. స్మార్ట్ అగ్రి అడ్వైజరీ యాప్ యొక్క నవీకరించబడిన వెర్షన్ మీ మొబైల్‌లో డౌన్‌లోడ్ చేసుకోవడానికి ప్లే స్టోర్‌లో అందుబాటులో ఉంది. నవీకరించబడిన వెర్షన్‌లో వాతావరణ స్టేషన్ సమాచారం యొక్క వివరాలు ఉంటాయి. సాలిడారిటీ స్మార్ట్ అగ్రి ప్రోగ్రామ్‌కు సంబంధించిన మీ సందేహాలను పరిష్కరించడానికి దయచేసి మమ్మల్ని సంప్రదించండి. మొబైల్ నంబర్ 7798008855 ధన్యవాదాలు! ఈ సమాచారాన్ని మళ్ళీ వినడానికి సున్నా నొక్కండి. Telugu Telangana 14-01-2026 08:30:00 SCHEDULED
1033 ନମସ୍କାର କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୧୦ ଜାନୁଆରୀ ରୁ ୧୬ ଜାନୁଆରୀ ମଧ୍ୟରେ ଡେରାବିଶ ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ। ଏବଂ ସର୍ବାଧିକ ତାପମାତ୍ରା ୧୨°C-୨୬°C ମଧ୍ୟରେ ରହିବ। ୧. ପନିପରିବା କିଆରୀରେ ଶୋଷକ କୀଟ ପାଇଁ ହଳଦିଆ ଅଠା ଜନ୍ତା ପୋତନ୍ତୁ ଓ ପ୍ରତି ଚାରିଦିନ ଅନ୍ତରରେ ୩୦୦ppm ର ନିମତେଲ ସିଞ୍ଚନ କରନ୍ତୁ। ୨. ଫଳବିନ୍ଧା କୀଟ ପାଇଁ ୧ଲି. ପାଣିରେ ୩୦ମି.ଲି. ବ୍ରହ୍ମସ୍ତ୍ର ମିଶାଇ ସିଞ୍ଚନ କରନ୍ତୁ। (୫କି.ଗ୍ରା. ନିମପତ୍ର +୨କି.ଗ୍ରା. ଅମୃତଭଣ୍ଡା ପତ୍ର +୨କି.ଗ୍ରା. ଜଡ଼ା ପତ୍ର +୨କି.ଗ୍ରା. ଆମ୍ବପତ୍ର +୧୦ଲି.ଗାଈ ପରିସ୍ରା କୁ ନେଇ ପ୍ରସ୍ତୁତ କରାଯାଇଥାଏ ) ୩. ବାଇଗଣ ଫସଲ କରିଥିଲେ ଗଛର ତଳପଟୁ ୪ଟି ଲେଖାଏ ପତ୍ର ବାହାର କରି ମୂଳରେ ସୂର୍ଯ୍ୟକିରଣର ବ୍ୟବସ୍ଥା କରନ୍ତୁ। ୪. ବାଇଗଣ, ଭେଣ୍ଡି, ଲାଉ, ଟମାଟୋ, କଲର ଫସଲର ବୃଦ୍ଧି ପାଇଁ ଘାସବଛା ଓ ଜୀବମୃତ ଢାଳନ୍ତୁ। ୫. ଫସଲରେ ଜଉ ପୋକ ଦାଉରୁ ରକ୍ଷା ପାଇଁ ୧ଲି. ପାଣିରେ ୧ଚାମଚ ଆଲୋଭେରା ଜେଲ ମିଶାଇ ସିଞ୍ଚନ କରନ୍ତୁ। ୬.ଅନାବନା ଘାସ ବାଛି ୨ୟ ବାର ଘନଜୀବାମୃତ ରେ ୫୦ଗ୍ରାମ ନିମ ପିଡିଆ ଗୋବର ଖତରେ ମିଶାଇ ଗଛ ମୂଳରେ ପ୍ରଯୋଗ କରନ୍ତୁ। ୭.ପତ୍ରମୋଚା ରୋଗ ଦେଖା ଦେଲେ ଦହି ପାଣି +ତମ୍ବା ମିଶ୍ରଣ ସିଞ୍ଚନ କରନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Odia Orissa 10-01-2026 16:34:00 SCHEDULED
1034 ନମସ୍କାର କଟକ ଜିଲ୍ଲା ର ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୧୦ ଜାନୁଆରୀ ରୁ ୧୬ ଜାନୁଆରୀ ମଧ୍ୟରେ ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ। ଏବଂ ସର୍ବତ୍ର ସର୍ବାଧିକ ତାପମାତ୍ରା ୧୨°C-୨୬°C ମଧ୍ୟରେ ରହିବ। ୧. ପନିପରିବା କିଆରୀରେ ଶୋଷକ କୀଟ ପାଇଁ ହଳଦିଆ ଅଠା ଜନ୍ତା ପୋତନ୍ତୁ ଓ ପ୍ରତି ଚାରିଦିନ ଅନ୍ତରରେ ୩୦୦ppm ର ନିମତେଲ ସିଞ୍ଚନ କରନ୍ତୁ। ୨. ଫଳବିନ୍ଧା କୀଟ ପାଇଁ ୧ଲି. ପାଣିରେ ୩୦ମି.ଲି. ବ୍ରହ୍ମସ୍ତ୍ର ମିଶାଇ ସିଞ୍ଚନ କରନ୍ତୁ। (୫କି.ଗ୍ରା. ନିମପତ୍ର +୨କି.ଗ୍ରା. ଅମୃତଭଣ୍ଡା ପତ୍ର +୨କି.ଗ୍ରା. ଜଡ଼ା ପତ୍ର +୨କି.ଗ୍ରା. ଆମ୍ବପତ୍ର +୧୦ଲି.ଗାଈ ପରିସ୍ରା କୁ ନେଇ ପ୍ରସ୍ତୁତ କରାଯାଇଥାଏ ) ୩. ବାଇଗଣ ଫସଲ କରିଥିଲେ ଗଛର ତଳପଟୁ ୪ଟି ଲେଖାଏ ପତ୍ର ବାହାର କରି ମୂଳରେ ସୂର୍ଯ୍ୟକିରଣର ବ୍ୟବସ୍ଥା କରନ୍ତୁ। ୪. ବାଇଗଣ, ଭେଣ୍ଡି, ଲାଉ, ଟମାଟୋ, କଲର ଫସଲର ବୃଦ୍ଧି ପାଇଁ ଘାସବଛା ଓ ଜୀବମୃତ ଢାଳନ୍ତୁ। ୫. ଫସଲରେ ଜଉ ପୋକ ଦାଉରୁ ରକ୍ଷା ପାଇଁ ୧ଲି. ପାଣିରେ ୧ଚାମଚ ଆଲୋଭେରା ଜେଲ ମିଶାଇ ସିଞ୍ଚନ କରନ୍ତୁ। ୬.ଅନାବନା ଘାସ ବାଛି ୨ୟ ବାର ଘନଜୀବାମୃତ ରେ ୫୦ଗ୍ରାମ ନିମ ପିଡିଆ ଗୋବର ଖତରେ ମିଶାଇ ଗଛ ମୂଳରେ ପ୍ରଯୋଗ କରନ୍ତୁ। ୭.ପତ୍ରମୋଚା ରୋଗ ଦେଖା ଦେଲେ ଦହି ପାଣି +ତମ୍ବା ମିଶ୍ରଣ ସିଞ୍ଚନ କରନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Odia Orissa 10-01-2026 16:38:00 SCHEDULED
1035 ନମସ୍କାର ଗଜପତି ଜିଲ୍ଲାର ମୋହନା ଓ ଗୁମ୍ମା ବ୍ଲକର ସମସ୍ତ ଚାଷୀ ମାନଙ୍କୁ ସଲିଡାରିଡାଡ ତରଫରୁ ଭୋଡାଫୋନ ଆଇଡିଆ ସହଯୋଗ ରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୧୦ ଜାନୁଆରୀ ରୁ ୧୬ ଜାନୁଆରୀ ମଧ୍ୟରେ ଗଜପତିର ମୋହନା ଏବଂ ଗୁମ୍ମା ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ ଓ ସର୍ବତ୍ର ସର୍ବାଧିକ ତାପମାତ୍ରା ୧୨°c ରୁ ୨୬°c ମଧ୍ୟରେ ରହିବ। ୧. ପନିପରିବା କିଆରୀରେ ଶୋଷକ କୀଟ ପାଇଁ ହଳଦିଆ ଅଠା ଜନ୍ତା ପୋତନ୍ତୁ ଓ ପ୍ରତି ଚାରିଦିନ ଅନ୍ତରରେ ୩୦୦ppm ର ନିମତେଲ ସିଞ୍ଚନ କରନ୍ତୁ। ୨. ଫଳବିନ୍ଧା କୀଟ ପାଇଁ ୧ଲି. ପାଣିରେ ୩୦ମି.ଲି. ବ୍ରହ୍ମସ୍ତ୍ର ମିଶାଇ ସିଞ୍ଚନ କରନ୍ତୁ। (୫କି.ଗ୍ରା. ନିମପତ୍ର +୨କି.ଗ୍ରା. ଅମୃତଭଣ୍ଡା ପତ୍ର +୨କି.ଗ୍ରା. ଜଡ଼ା ପତ୍ର +୨କି.ଗ୍ରା. ଆମ୍ବପତ୍ର +୧୦ଲି.ଗାଈ ପରିସ୍ରା କୁ ନେଇ ପ୍ରସ୍ତୁତ କରାଯାଇଥାଏ ) ୩. ବାଇଗଣ ଫସଲ କରିଥିଲେ ଗଛର ତଳପଟୁ ୪ଟି ଲେଖାଏ ପତ୍ର ବାହାର କରି ମୂଳରେ ସୂର୍ଯ୍ୟକିରଣର ବ୍ୟବସ୍ଥା କରନ୍ତୁ। ୪. ବାଇଗଣ, ଭେଣ୍ଡି, ଲାଉ, ଟମାଟୋ, କଲର ଫସଲର ବୃଦ୍ଧି ପାଇଁ ଘାସବଛା ଓ ଜୀବମୃତ ଢାଳନ୍ତୁ। ୫. ଫସଲରେ ଜଉ ପୋକ ଦାଉରୁ ରକ୍ଷା ପାଇଁ ୧ଲି. ପାଣିରେ ୧ଚାମଚ ଆଲୋଭେରା ଜେଲ ମିଶାଇ ସିଞ୍ଚନ କରନ୍ତୁ। ୬.ଅନାବନା ଘାସ ବାଛି ୨ୟ ବାର ଘନଜୀବାମୃତ ରେ ୫୦ଗ୍ରାମ ନିମ ପିଡିଆ ଗୋବର ଖତରେ ମିଶାଇ ଗଛ ମୂଳରେ ପ୍ରଯୋଗ କରନ୍ତୁ। ୭.ପତ୍ରମୋଚା ରୋଗ ଦେଖା ଦେଲେ ଦହି ପାଣି +ତମ୍ବା ମିଶ୍ରଣ ସିଞ୍ଚନ କରନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Odia Orissa 10-01-2026 16:25:00 SCHEDULED
1036 ନମସ୍କାର ଗଜପତି ଜିଲ୍ଲାର ମୋହନା ଓ ଗୁମ୍ମା ବ୍ଲକର ସମସ୍ତ ଚାଷୀ ମାନଙ୍କୁ ସଲିଡାରିଡାଡ ତରଫରୁ ଭୋଡାଫୋନ ଆଇଡିଆ ସହଯୋଗ ରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୧୦ ଜାନୁଆରୀ ରୁ ୧୬ ଜାନୁଆରୀ ମଧ୍ୟରେ ଗଜପତିର ମୋହନା ଏବଂ ଗୁମ୍ମା ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ ଓ ସର୍ବତ୍ର ସର୍ବାଧିକ ତାପମାତ୍ରା ୧୨°c ରୁ ୨୬°c ମଧ୍ୟରେ ରହିବ। ଜଳବାୟୁ ପରିବର୍ତ୍ତନକୁ ପ୍ରତିରୋଧ କରିବା ପାଇଁ ମୁଗ ବୁଣିବା ପୂର୍ବରୁ ମାଟି, ପାଣି, ଫସଲ ପରିଚାଳନା କରିବାକୁ ପଡିବ ଯାହା ମରୁଡି, ଅତ୍ୟଧିକ ତାପ, ଅଦିନିଆ ବର୍ଷାକୁ ରୋକି ପାରିବ । ଜମି ପ୍ରସ୍ତୁତି: ଧାନ ଅମଳପରେ ଜମିରୁ ମିଳୁଥିବା ଫସଲ ଅବଶିଷ୍ଟାଂଶର ପରିଚାଳନା ପାଇଁ ଅଗ୍ନି ସଂଯୋଗ ହୋଇନଥିଲେ ତାହାକୁ ପ୍ରଦର୍ଶନୀ କ୍ଷେତ ରୂପେ ନିଆଯାଇ ପାରେ। କମ୍ପୋଷ୍ଟ ପ୍ରୟୋଗ : ମାଟିରେ ୨ କ୍ଵିଣ୍ଟାଲ ଜିଆ ଖତ କିମ୍ବା ଘନଜୀବାମୃତ ପ୍ରୟୋଗ କରନ୍ତୁ ଏ ସବୁ ନଥିଲେ ଅତିକମରେ ଏକର ପ୍ରତି ୧୦ କ୍ଵିଣ୍ଟାଲ ଗୋବର ଖତ ପ୍ରୟୋଗ କରନ୍ତୁ। ବୁଣିବାର ସମୟ: • ଅପାଣିଆ ବୁଣିବା ପାଇଁ ଧାନକାଟିବା ପରେ ଜମିରେ ଥିବା ବତରକୁ ଦେଖି ବିହନ ବୁଣାଯାଇ ପାରେ। • ପାଣି ମଡାଇ ବୁଣିବା ପାଇଁ ଧାନ କଟାଯିବା ପରେ ଯଦି ସଠିକ ପରିମାଣର ବତର ନଥାଏ, ସେଥିରେ ଜଳସେଚନ କରି ମୁଗ ବୁଣାଯାଇପାରେ। କିସମ ଚୟନ : ସଅଳ ପାଚୁଥୁବା ମରୁଡି ସହଣିୟ ବିହନ ତଥା- ସମ୍ରାଟ, ବିରାଟ, ଆଇ. ପି. ଏମ୍. ୨-୧୪ ଏବଂ ଦେଶୀ ବିହନ। ଫସଲ ବିବିଧତା ବା ଅନ୍ତଫସଲ ଭାବେ - ମୁଗରେ ମକା କିମ୍ୱା ସୋରିଷ ଏକ ଧାଡ଼ି ଲେଖାଏ ବୁଣି ପରିବା ଏହା ଦ୍ବାରା ରୋଗ ପୋକ ନିୟନ୍ତ୍ରଣ କରିବା ସହ ଏକା ସମୟରେ ୨ ଟି ଫସଲ କୁ ଅମଳ କରିପାରିବା। ବିହନ ପରିମାଣ – ଏକ ଏକର ପାଇଁ ୧୦ କେ.ଜି. ମୁଗ ବିହନ, ୫୦୦ ଗ୍ରା.ମ୍. ସୋରିଷ ବିହନ । ବୁଣା ପଦ୍ଧତି – ଲଙ୍ଗଳ ପଛରେ ଓ ସାଧା ବୁଣା ଧାଡିକୁ ଧାଡି ୩୦ ସେ.ମି. ବୁଣନ୍ତୁ। ବିହନ ବିଶୋଧନ: ଏହାଛଡା ବିହନକୁ ଟ୍ରାଇକୋଡର୍ମା ଭିରିଡି ୧ କେଜି ବିହନ ପ୍ରତି ୪ ଗ୍ରାମ ହିସାବରେ ଗୋଳାଇ ବିଶୋଧନ କରନ୍ତୁ । ଏହାଦ୍ଵାରା ଭବିଷ୍ୟତରେ ଫିମ୍ପିଜନିତ ରୋଗ ହେବ ନାହିଁ । ବିହନ ଉପଚାର: ଜୀବାଣୁ ସାର ଦ୍ଵାରା ବିହନ ଉପଚାର ୧ କେଜି ବିହନ ପ୍ରତି ପାଇଁ ୨୦ ଗ୍ରାମ୍ ରାଇଜୋବିୟମ, ୨୦ ଗ୍ରାମ ପି.ଏସ୍.ବି ଓ ୮୦ ମିଲି ଥଣ୍ଡା ପେଜରେ ଗୋଳାଇ ମଣ୍ଡତିଆରି କରି ଶୁଖାନ୍ତୁ ଓ ପୁରା ଶୁଖିଲା ଫସଲକୁ ବୁଣନ୍ତୁ । ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Odia Orissa 10-01-2026 16:39:00 SCHEDULED
1037 ନମସ୍କାର କଟକ ଜିଲ୍ଲା ର ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୧୦ ଜାନୁଆରୀ ରୁ ୧୬ ଜାନୁଆରୀ ମଧ୍ୟରେ ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ। ଏବଂ ସର୍ବତ୍ର ସର୍ବାଧିକ ତାପମାତ୍ରା ୧୨°C-୨୬°C ମଧ୍ୟରେ ରହିବ। ଜଳବାୟୁ ପରିବରର୍ତ୍ତନକୁ ପ୍ରତିରୋଧ କରିବା ପାଇଁ ମୁଗ ବୁଣିବା ପୂର୍ବରୁ ମାଟି, ପାଣି, ଫସଲ ପରିଚାଳନା କରିବାକୁ ପଡିବ ଯାହା ମରୁଡି, ଅତ୍ୟଧିକ ତାପ, ଅଦିନିଆ ବର୍ଷାକୁ ରୋକି ପାରିବ । ଜମି ପ୍ରସ୍ତୁତି: ଧାନ ଅମଳପରେ ଜମିରୁ ମିଳୁଥିବା ଫସଲ ଅବଶିଷ୍ଟାଂଶର ପରିଚାଳନା ପାଇଁ ଅଗ୍ନି ସଂଯୋଗ ହୋଇନଥିଲେ ତାହାକୁ ପ୍ରଦର୍ଶନୀ କ୍ଷେତ ରୂପେ ନିଆଯାଇ ପାରେ। କମ୍ପୋଷ୍ଟ ପ୍ରୟୋଗ : ମାଟିରେ ୨ କ୍ଵିଣ୍ଟାଲ ଜିଆ ଖତ କିମ୍ବା ଘନଜୀବାମୃତ ପ୍ରୟୋଗ କରନ୍ତୁ ଏ ସବୁ ନଥିଲେ ଅତିକମରେ ଏକର ପ୍ରତି ୧୦ କ୍ଵିଣ୍ଟାଲ ଗୋବର ଖତ ପ୍ରୟୋଗ କରନ୍ତୁ। ବୁଣିବାର ସମୟ: • ଅପାଣିଆ ବୁଣିବା ପାଇଁ ଧାନକାଟିବା ପରେ ଜମିରେ ଥିବା ବତରକୁ ଦେଖି ବିହନ ବୁଣାଯାଇ ପାରେ। • ପାଣି ମଡାଇ ବୁଣିବା ପାଇଁ ଧାନ କଟାଯିବା ପରେ ଯଦି ସଠିକ ପରିମାଣର ବତର ନଥାଏ, ସେଥିରେ ଜଳସେଚନ କରି ମୁଗ ବୁଣାଯାଇପାରେ। କିସମ ଚୟନ : ସଅଳ ପାଚୁଥୁବା ମରୁଡି ସହଣିୟ ବିହନ ତଥା- ସମ୍ରାଟ, ବିରାଟ, ଆଇ. ପି. ଏମ୍. ୨-୧୪ ଏବଂ ଦେଶୀ ବିହନ। ଫସଲ ବିବିଧତା ବା ଅନ୍ତଫସଲ ଭାବେ - ମୁଗରେ ମକା କିମ୍ୱା ସୋରିଷ ଏକ ଧାଡ଼ି ଲେଖାଏ ବୁଣି ପରିବା ଏହା ଦ୍ବାରା ରୋଗ ପୋକ ନିୟନ୍ତ୍ରଣ କରିବା ସହ ଏକା ସମୟରେ ୨ ଟି ଫସଲ କୁ ଅମଳ କରିପାରିବା। ବିହନ ପରିମାଣ – ଏକ ଏକର ପାଇଁ ୧୦ କେ.ଜି. ମୁଗ ବିହନ, ୫୦୦ ଗ୍ରା.ମ୍. ସୋରିଷ ବିହନ । ବୁଣା ପଦ୍ଧତି – ଲଙ୍ଗଳ ପଛରେ ଓ ସାଧା ବୁଣା ଧାଡିକୁ ଧାଡି ୩୦ ସେ.ମି. ବୁଣନ୍ତୁ। ବିହନ ବିଶୋଧନ: ଏହାଛଡା ବିହନକୁ ଟ୍ରାଇକୋଡର୍ମା ଭିରିଡି ୧ କେଜି ବିହନ ପ୍ରତି ୪ ଗ୍ରାମ ହିସାବରେ ଗୋଳାଇ ବିଶୋଧନ କରନ୍ତୁ । ଏହାଦ୍ଵାରା ଭବିଷ୍ୟତରେ ଫିମ୍ପିଜନିତ ରୋଗ ହେବ ନାହିଁ । ବିହନ ଉପଚାର: ଜୀବାଣୁ ସାର ଦ୍ଵାରା ବିହନ ଉପଚାର ୧ କେଜି ବିହନ ପ୍ରତି ପାଇଁ ୨୦ ଗ୍ରାମ୍ ରାଇଜୋବିୟମ, ୨୦ ଗ୍ରାମ ପି.ଏସ୍.ବି ଓ ୮୦ ମିଲି ଥଣ୍ଡା ପେଜରେ ଗୋଳାଇ ମଣ୍ଡତିଆରି କରି ଶୁଖାନ୍ତୁ ଓ ପୁରା ଶୁଖିଲା ଫସଲକୁ ବୁଣନ୍ତୁ । ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Odia Orissa 10-01-2026 16:30:00 SCHEDULED
1038 ନମସ୍କାର ଗଜପତି ଜିଲ୍ଲାର ମୋହନା ଓ ଗୁମ୍ମା ବ୍ଲକର ସମସ୍ତ ଚାଷୀ ମାନଙ୍କୁ ସଲିଡାରିଡାଡ ତରଫରୁ ଭୋଡାଫୋନ ଆଇଡିଆ ସହଯୋଗ ରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୧୦ ଜାନୁଆରୀ ରୁ ୧୬ ଜାନୁଆରୀ ମଧ୍ୟରେ ଗଜପତିର ମୋହନା ଏବଂ ଗୁମ୍ମା ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ ଓ ସର୍ବତ୍ର ସର୍ବାଧିକ ତାପମାତ୍ରା ୧୨°c ରୁ ୨୬°c ମଧ୍ୟରେ ରହିବ। ଜଳବାୟୁ ପରିବର୍ତ୍ତନକୁ ପ୍ରତିରୋଧ କରିବା ପାଇଁ ମୁଗ ବୁଣିବା ପୂର୍ବରୁ ମାଟି, ପାଣି, ଫସଲ ପରିଚାଳନା କରିବାକୁ ପଡିବ ଯାହା ମରୁଡି, ଅତ୍ୟଧିକ ତାପ, ଅଦିନିଆ ବର୍ଷାକୁ ରୋକି ପାରିବ । ଜମି ପ୍ରସ୍ତୁତି: ଧାନ ଅମଳପରେ ଜମିରୁ ମିଳୁଥିବା ଫସଲ ଅବଶିଷ୍ଟାଂଶର ପରିଚାଳନା ପାଇଁ ଅଗ୍ନି ସଂଯୋଗ ହୋଇନଥିଲେ ତାହାକୁ ପ୍ରଦର୍ଶନୀ କ୍ଷେତ ରୂପେ ନିଆଯାଇ ପାରେ। କମ୍ପୋଷ୍ଟ ପ୍ରୟୋଗ : ମାଟିରେ ୨ କ୍ଵିଣ୍ଟାଲ ଜିଆ ଖତ କିମ୍ବା ଘନଜୀବାମୃତ ପ୍ରୟୋଗ କରନ୍ତୁ ଏ ସବୁ ନଥିଲେ ଅତିକମରେ ଏକର ପ୍ରତି ୧୦ କ୍ଵିଣ୍ଟାଲ ଗୋବର ଖତ ପ୍ରୟୋଗ କରନ୍ତୁ। ବୁଣିବାର ସମୟ: • ଅପାଣିଆ ବୁଣିବା ପାଇଁ ଧାନକାଟିବା ପରେ ଜମିରେ ଥିବା ବତରକୁ ଦେଖି ବିହନ ବୁଣାଯାଇ ପାରେ। • ପାଣି ମଡାଇ ବୁଣିବା ପାଇଁ ଧାନ କଟାଯିବା ପରେ ଯଦି ସଠିକ ପରିମାଣର ବତର ନଥାଏ, ସେଥିରେ ଜଳସେଚନ କରି ମୁଗ ବୁଣାଯାଇପାରେ। କିସମ ଚୟନ : ସଅଳ ପାଚୁଥୁବା ମରୁଡି ସହଣିୟ ବିହନ ତଥା- ସମ୍ରାଟ, ବିରାଟ, ଆଇ. ପି. ଏମ୍. ୨-୧୪ ଏବଂ ଦେଶୀ ବିହନ। ଫସଲ ବିବିଧତା ବା ଅନ୍ତଫସଲ ଭାବେ - ମୁଗରେ ମକା କିମ୍ୱା ସୋରିଷ ଏକ ଧାଡ଼ି ଲେଖାଏ ବୁଣି ପରିବା ଏହା ଦ୍ବାରା ରୋଗ ପୋକ ନିୟନ୍ତ୍ରଣ କରିବା ସହ ଏକା ସମୟରେ ୨ ଟି ଫସଲ କୁ ଅମଳ କରିପାରିବା। ବିହନ ପରିମାଣ – ଏକ ଏକର ପାଇଁ ୧୦ କେ.ଜି. ମୁଗ ବିହନ, ୫୦୦ ଗ୍ରା.ମ୍. ସୋରିଷ ବିହନ । ବୁଣା ପଦ୍ଧତି – ଲଙ୍ଗଳ ପଛରେ ଓ ସାଧା ବୁଣା ଧାଡିକୁ ଧାଡି ୩୦ ସେ.ମି. ବୁଣନ୍ତୁ। ବିହନ ବିଶୋଧନ: ଏହାଛଡା ବିହନକୁ ଟ୍ରାଇକୋଡର୍ମା ଭିରିଡି ୧ କେଜି ବିହନ ପ୍ରତି ୪ ଗ୍ରାମ ହିସାବରେ ଗୋଳାଇ ବିଶୋଧନ କରନ୍ତୁ । ଏହାଦ୍ଵାରା ଭବିଷ୍ୟତରେ ଫିମ୍ପିଜନିତ ରୋଗ ହେବ ନାହିଁ । ବିହନ ଉପଚାର: ଜୀବାଣୁ ସାର ଦ୍ଵାରା ବିହନ ଉପଚାର ୧ କେଜି ବିହନ ପ୍ରତି ପାଇଁ ୨୦ ଗ୍ରାମ୍ ରାଇଜୋବିୟମ, ୨୦ ଗ୍ରାମ ପି.ଏସ୍.ବି ଓ ୮୦ ମିଲି ଥଣ୍ଡା ପେଜରେ ଗୋଳାଇ ମଣ୍ଡତିଆରି କରି ଶୁଖାନ୍ତୁ ଓ ପୁରା ଶୁଖିଲା ଫସଲକୁ ବୁଣନ୍ତୁ । ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Odia Orissa 10-01-2026 16:25:00 SCHEDULED
1039 वोडाफोन आईडिया फाउंडेशन एवं Solidaridad द्वारा क्रियान्वित स्मार्ट एग्री कार्यक्रम में आपका स्वागत है। किसानों के लिए सम-सामयिक सलाह, जिला Jhabua ऑटोमैटिक वेदर स्टेशन के अनुसार इस सप्ताह: 7 January से 16 January के दौरान दिन में 27 और रात में 11 डिग्री सेल्सियस ताप क्रम रहने का अनुमान है। किसान साथियों खेत में नमी का अनुमान लगा कर सिचाई करे I गेहूँ में अगर गाँठ पड़ने या फूल आने की अवस्था हो तो पानी की कमी न होने दे व सिंचाई की व्यवस्था करें I गेहु की फसल के फूल अवस्था में होने पर मिट्टी में पर्याप्त नमी होनी चाहिए I बदलते मौसम के कारण फसलों में रोग एवं कीट का प्रकोप बड़ने की सभांवना है गेहूँ की बालियों में दाने यदि काले पड़ रहे हों, उनमें दुर्गन्ध आ रही हो, तो इसका तात्पर्य है कि फ़सल में करनाल बंट या लूज़ स्मट का प्रकोप हो रहा है. रोग के किसी भी लक्षण के लिए नियमित रूप से फसल की निगरानी करना और इसके प्रसार को रोकने के लिए उचित उपाय करना महत्वपूर्ण है इस रोग के नियंत्रण के लिए यथसंभव शीघ्र ग्रसित पौधों को नष्ट कर के फ़सल पर प्रोपिकोनाजोल फफूंदनाशक के 0.1 % घोल का छिड़काव करें. इस छिड़काव को करने से लीफ ब्लाइट रोग के नियंत्रण में भी सहायता मिलेगी स्मार्ट एग्री प्रोजेक्ट के अंतर्गत खेती संबंधित समसामयिक सलाह के लिए 7065-00-5054 पर मिस कॉल करें एवं उपयोगी सलाह प्राप्त करें I अधिक जानकारी के लिए कृपया आप हमारे कृषि-विशेषज्ञ (फ़ोन: 8251071818) से दिन में सुबह 10 बजे से शाम 6 बजे के बीच बात करें.I Hindi MP 06-01-2026 21:05:00 SCHEDULED
1040 वोडाफोन आईडिया फाउंडेशन एवं Solidaridad द्वारा क्रियान्वित स्मार्ट एग्री कार्यक्रम में आपका स्वागत है। किसानों के लिए सम-सामयिक सलाह, जिला Dhar ऑटोमैटिक वेदर स्टेशन के अनुसार इस सप्ताह: 7 January से 16 January के दौरान दिन में 26 और रात में 11 डिग्री सेल्सियस ताप क्रम रहने का अनुमान है। किसान साथियों खेत में नमी का अनुमान लगा कर सिचाई करे I गेहूँ में अगर गाँठ पड़ने या फूल आने की अवस्था हो तो पानी की कमी न होने दे व सिंचाई की व्यवस्था करें I गेहु की फसल के फूल अवस्था में होने पर मिट्टी में पर्याप्त नमी होनी चाहिए I बदलते मौसम के कारण फसलों में रोग एवं कीट का प्रकोप बड़ने की सभांवना है गेहूँ की बालियों में दाने यदि काले पड़ रहे हों, उनमें दुर्गन्ध आ रही हो, तो इसका तात्पर्य है कि फ़सल में करनाल बंट या लूज़ स्मट का प्रकोप हो रहा है. रोग के किसी भी लक्षण के लिए नियमित रूप से फसल की निगरानी करना और इसके प्रसार को रोकने के लिए उचित उपाय करना महत्वपूर्ण है इस रोग के नियंत्रण के लिए यथसंभव शीघ्र ग्रसित पौधों को नष्ट कर के फ़सल पर प्रोपिकोनाजोल फफूंदनाशक के 0.1 % घोल का छिड़काव करें. इस छिड़काव को करने से लीफ ब्लाइट रोग के नियंत्रण में भी सहायता मिलेगी स्मार्ट एग्री प्रोजेक्ट के अंतर्गत खेती संबंधित समसामयिक सलाह के लिए 7065-00-5054 पर मिस कॉल करें एवं उपयोगी सलाह प्राप्त करें I अधिक जानकारी के लिए कृपया आप हमारे कृषि-विशेषज्ञ (फ़ोन: 8251071818) से दिन में सुबह 10 बजे से शाम 6 बजे के बीच बात करें.I Hindi MP 06-01-2026 21:00:00 SCHEDULED