Message Schedule List : 12,462
S. No. Message Language Created By Date Time Status Action
1201 शेतकरी बंधू आणि भगिनींनो नमस्कार. स्मार्ट ॲग्री कार्यक्रमांमध्ये आपले स्वागत आहे. १८ ऑक्टोबर ते २७ ऑक्टोबर या तारखेदरम्यान कराड शिराळा परिसरामध्ये दिवसाचे तापमान २९ ते ३१ अंश सेल्सिअस तर रात्रीचे तापमान २० ते २२ अंश सेल्सिअस राहील. या १० दिवसांमध्ये पश्चिम दक्षिण दिशेने जोराचे वारे ताशी २ ते १६ किलोमीटर वेगाने वाहतील, हवेतील आर्द्रता ६० ते ९२ टक्के राहील. आकाशात ढगाळ वातावरण राहील तसेच पाऊस पडण्याची शक्यता ३५ ते ८५ टक्के राहील. ठिबक सिंचनाचा उपयोग करा.शेतकरी मित्रानो ऊस पिकामध्ये लवकर येणारी खोड कीड व कानी रोग यांचा प्रादुर्भाव होण्याची शक्यता आहे. प्रादुर्भावग्रस्त ऊसाची जमीनीलगत छाटणी करावी व तो ऊस शेताच्या बाहेर जाळून टाका, खोडकिडीचा प्रादुर्भाव दिसून आल्यास क्लोरपायरीफॉस ५०% ई.सी. या कीडनाशकाची प्रति लिटर २ मिली प्रमाणे आळवणी करावी व हुंगणीचा प्रादुर्भाव दिसुन आल्यास प्रति एकर १० किलो बी व्ही एम किंवा १०० मिली डेन्टासु ४०० लिटर पाण्यामध्ये मिळसून आळवणी करावी ऊस पिकामध्ये वेळेवर तननियंत्रण करा. तसेच ट्रायकोग्रामा कार्डचा वापर करावा व प्रकाश साफळे लावा.पांढऱ्या माशीचा प्रादुर्भाव दिसून आल्यास पिवळी झालेली पाने शेताच्या बाहेर जाळून टाका.ऊसाच्या पानांवरती तांबेराचा प्रादुर्भाव दिसुन आल्यास साफ या किटकनाशकाची प्रतिलिटर २ ग्रॅम या प्रमाणात १५ दिवसांच्या अंतराने दोन वेळा फवारणी करावी ऊस लागण ५० ते ६० दिवसाची झाल्यावर बाळभरणी करावी, बालभारणी करताना एकरी ५० किलो १२:३२:१६, युरिया २५ किलो, सूक्ष्म अन्नद्रव्य १० किलो असा डोस टाकावा.ऊसाचा वाळलेला पाला वेस्ट डिकंपोजरच्या साह्याने शेतातच कुजावावा असे केल्यास जमीनीस चांगले सेंद्रिय खत उपलब्ध होईल. स्मार्ट ॲग्री कार्यक्रमाच्या अधिक माहितीसाठी ९२०५०२१८१४या नंबर वर संपर्क करा तसेच हा संदेश पुन्हा ऐकण्यासाठी ७०६५००५०५४या नंबर वरती संपर्क करा धन्यवाद. Marathi MH 22-10-2025 17:00:00 SCHEDULED
1202 ନମସ୍କାର କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକର ସମସ୍ତ ଚାଷୀ ମାନଙ୍କୁ ସଲିଡାରିଡାଡ ତରଫରୁ ଭୋଡାଫୋନ ଆଇଡିଆ ସହଯୋଗ ରେ ଚାଲୁଥିବା ଆଧୁନିକ କୃଷି କାର୍ଯ୍ୟକ୍ରମ କୁ ସ୍ଵାଗତ କରାଯାଉଛି । ଆଗାମୀ ୧୯ ଅକ୍ଟୋବର ରୁ ୨୫ ଅକ୍ଟୋବର ମଧ୍ୟରେ ଡେରାବିଶ ରେ୦.୫ମି.ମି.-୪.୪ମି.ମି. ବୃଷ୍ଟିପାତର ସମ୍ଭାବନା ରହିଛି, ସର୍ବାଧିକ ତାପମାତ୍ରା ୨୫°c ରୁ ୩୩°c ମଧ୍ୟରେ ରହିବ। ୧. ଜମି ର ହୁଡ଼ା କୁ ପରିଷ୍କାର ରଖନ୍ତୁ ଏହା ଦ୍ଵାରା ଧାନ ବିଲକୁ ଅପକାରୀ କୀଟ ପତଙ୍ଗ ଠାରୁ ରକ୍ଷା କରାଯାଇ ପାରିବ। ୨. ଧାନର ଫୁଲ ଉଡେଇବା ସମୟରେ ବିଲରେ ୨୦-୩୦ ମିଲି ମିଟର ପାଣି ରଖନ୍ତୁ । ୩. ସବୁଜଗୁଣ୍ଡି ପୋକର ନିରାକରଣ ନିମନ୍ତେ ଜମି ହୁଡ଼ାରେ ସନ୍ଧ୍ୟା ସମୟରେ ଏକ ଟାୟାର ସାହାଯ୍ୟରେ ନିଆଁ ଜାଳନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Odia Orissa 21-10-2025 16:40:00 SCHEDULED
1203 ନମସ୍କାର କଟକ ଜିଲ୍ଲା ର ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକର ସମସ୍ତ ଚାଷୀ ମାନଙ୍କୁ ସଲିଡାରିଡାଡ ତରଫରୁ ଭୋଡାଫୋନ ଆଇଡିଆ ସହଯୋଗ ରେ ଚାଲୁଥିବା ଆଧୁନିକ କୃଷି କାର୍ଯ୍ୟକ୍ରମ କୁ ସ୍ଵାଗତ କରାଯାଉଛି । ଆଗାମୀ ୧୯ ଅକ୍ଟୋବର ରୁ ୨୫ ଅକ୍ଟୋବର ମଧ୍ୟରେ ମାହାଙ୍ଗାରେ ୦.୯ମି.ମି.-୪.୧ମି.ମି. ବୃଷ୍ଟିପାତର ସମ୍ଭାବନା ରହିଛି । ଟାଙ୍ଗୀରେ ୦.୩ମି.ମି.-୩.୧ମି.ମି.ବୃଷ୍ଟିପାତର ସମ୍ଭାବନା ରହିଛି। ନିଶ୍ଚିନ୍ତକୋଇଲିରେ ୦.୨ମି.ମି.-୩.୯ମି.ମି. ବୃଷ୍ଟିପାତର ସମ୍ଭାବନା ରହିଛି ଏବଂ ସର୍ବତ୍ର ସର୍ବାଧିକ ତାପମାତ୍ରା ୨୪°c ରୁ ୩୩°c ମଧ୍ୟରେ ରହିବ। ୧. ଜମି ର ହୁଡ଼ା କୁ ପରିଷ୍କାର ରଖନ୍ତୁ ଏହା ଦ୍ଵାରା ଧାନ ବିଲକୁ ଅପକାରୀ କୀଟ ପତଙ୍ଗ ଠାରୁ ରକ୍ଷା କରାଯାଇ ପାରିବ। ୨. ଧାନର ଫୁଲ ଉଡେଇବା ସମୟରେ ବିଲରେ ୨୦-୩୦ ମିଲି ମିଟର ପାଣି ରଖନ୍ତୁ । ୩. ସବୁଜଗୁଣ୍ଡି ପୋକର ନିରାକରଣ ନିମନ୍ତେ ଜମି ହୁଡ଼ାରେ ସନ୍ଧ୍ୟା ସମୟରେ ଏକ ଟାୟାର ସାହାଯ୍ୟରେ ନିଆଁ ଜାଳନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Odia Orissa 21-10-2025 16:35:00 SCHEDULED
1204 ନମସ୍କାର ଗଜପତି ଜିଲ୍ଲାର ମୋହନା ଓ ଗୁମ୍ମା ବ୍ଲକର ସମସ୍ତ ଚାଷୀ ମାନଙ୍କୁ ସଲିଡାରିଡାଡ ତରଫରୁ ଭୋଡାଫୋନ ଆଇଡିଆ ସହଯୋଗ ରେ ଚାଲୁଥିବା ଆଧୁନିକ କୃଷି କାର୍ଯ୍ୟକ୍ରମ କୁ ସ୍ଵାଗତ କରାଯାଉଛି । ଆଗାମୀ ୧୯ ଅକ୍ଟୋବର ରୁ ୨୫ ଅକ୍ଟୋବର ମଧ୍ୟରେ ଗଜପତିର ମୋହନାରେ ୦.୨ମି.ମି.-୪.୯ମି.ମି.ବୃଷ୍ଟିପାତର ସମ୍ଭାବନା ରହିଛି ଏବଂ ଗୁମ୍ମାରେ ୦.୧ମି.ମି.-୫.୬ମି.ମି.ବୃଷ୍ଟିପାତର ସମ୍ଭାବନା ରହିଛି ଓ ସର୍ବତ୍ର ସର୍ବାଧିକ ତାପମାତ୍ରା ୨୧°c ରୁ ୩୨°c ମଧ୍ୟରେ ରହିବ। ୧. ଜମି ର ହୁଡ଼ା କୁ ପରିଷ୍କାର ରଖନ୍ତୁ ଏହା ଦ୍ଵାରା ଧାନ ବିଲକୁ ଅପକାରୀ କୀଟ ପତଙ୍ଗ ଠାରୁ ରକ୍ଷା କରାଯାଇ ପାରିବ। ୨. ଧାନର ଫୁଲ ଉଡେଇବା ସମୟରେ ବିଲରେ ୨୦-୩୦ ମିଲି ମିଟର ପାଣି ରଖନ୍ତୁ । ୩. ସବୁଜଗୁଣ୍ଡି ପୋକର ନିରାକରଣ ନିମନ୍ତେ ଜମି ହୁଡ଼ାରେ ସନ୍ଧ୍ୟା ସମୟରେ ଏକ ଟାୟାର ସାହାଯ୍ୟରେ ନିଆଁ ଜାଳନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Odia Orissa 21-10-2025 16:40:00 SCHEDULED
1205 ନମସ୍କାର କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକର ସମସ୍ତ ଚାଷୀ ମାନଙ୍କୁ ସଲିଡାରିଡାଡ ତରଫରୁ ଭୋଡାଫୋନ ଆଇଡିଆ ସହଯୋଗ ରେ ଚାଲୁଥିବା ଆଧୁନିକ କୃଷି କାର୍ଯ୍ୟକ୍ରମ କୁ ସ୍ଵାଗତ କରାଯାଉଛି । ଆଗାମୀ ୧୯ ଅକ୍ଟୋବର ରୁ ୨୫ ଅକ୍ଟୋବର ମଧ୍ୟରେ ଡେରାବିଶ ରେ୦.୫ମି.ମି.-୪.୪ମି.ମି. ବୃଷ୍ଟିପାତର ସମ୍ଭାବନା ରହିଛି, ସର୍ବାଧିକ ତାପମାତ୍ରା ୨୫°c ରୁ ୩୩°c ମଧ୍ୟରେ ରହିବ। * ଶୀତ ଦିନିଆ ପରିବା ଚାଷ ପାଇଁ ଏକ ପ୍ରକାର ଫସଲ ନକରି ଗୋଟିଏ କ୍ଷେତ ମିଶ୍ରିତ ଚାଷ ପାଇଁ ବିହନ ଯୋଗାଡ଼ କରନ୍ତୁ। ଉଦାହରଣ -କୋବି, ବାଇଗଣ, ଟମାଟୋ ଫସଲ ହୁଡାରେ ଧନିଆ, ପାଳଙ୍ଗ ଆଦି ଲଗାନ୍ତୁ। ଏହା ଦ୍ୱାରା କୀଟ ଓ ରୋଗ ଦୂର ହେବ। ମୁଖ୍ୟ କିଆରୀରେ ଏକର ପ୍ରତି ୨ଟନ ଗୁଣ୍ଡ ଖତ ମିଶାଇ ଚାଷ କରନ୍ତୁ ଓ ୨କି.ଗ୍ରା. ଆଜୋଟୋବାକ୍ଟର ଖତରେ ମିଶାଇ ଜମି ପ୍ରସ୍ତୁତ କରନ୍ତୁ। * ତଳି ପଟାଳି ଗୁଡିକ ୩'×୮'×୬ଉଚ୍ଚତା ରେ ପ୍ରସ୍ତୁତ କରନ୍ତୁ ଓ ପ୍ରତି ପଟାଳି ମଧ୍ୟରେ ୧ଫୁଟ ବ୍ୟବଧାନ ରଖନ୍ତୁ। ପ୍ରତି ପଟାଳିରେ ୧୦କି.ଗ୍ରା.ଗୁଣ୍ଡଖତ +୨୦୦ଗ୍ରା. ନିମ ପିଡିଆ +୨୦ଗ୍ରା. ଆଜୋଟୋବାକ୍ଟର ମିଶାଇ ୪ଦିନ ପରଖିଲା ପରେ ପ୍ରୟୋଗ କରନ୍ତୁ। * ପରିବା ବିହନ ଗୁଡିକ ବୀଜାମୃତ ରେ ୧୫ମିନିଟ ବୁଡାଇବା ପରେ ଛାଇରେ ଶୁଖାଇ ପଟାଳିରେ ଧାଡିରେ ବୁଣନ୍ତୁ(୪ଲି. ପାଣି+୧କି.ଗ୍ରା.ଦେଶୀ ଗାଈ ଗୋବର+୧ଲି. ଦେଶୀ ଗୋମୂତ୍ର+୧୦ଗ୍ରା. ଚୂନ +ମୁଠାଏ ହୁଙ୍କାମାଟି)। ପ୍ରତି ଧାଡି ମଧ୍ୟରେ ୨ଇଞ୍ଚ ବ୍ୟବଧାନ ରଖନ୍ତୁ। ବିହନ ବୁଣିବା ପରେ ଗୁଣ୍ଡ ଖତ କିମ୍ବା ଜିଆ ଖତରେ ପତଳା କରି ଘୋଡାଇ ହାଲୁକା ଛାଦନ କରନ୍ତୁ। ମଞ୍ଜି ଗଜାହେବା ପୂର୍ବରୁ ପ୍ରତିଦିନ ଛାଦନ ଉପରେ ହାଲୁକା ପାଣି ସିଞ୍ଚନ କରନ୍ତୁ। ମଞ୍ଜି ଗଜା ହେବାପରେ ଛାଦନ ବାହାର କରି ୪ଫୁଟ ନାଳରେ ପକାଇଦିଅନ୍ତୁ। * ଛୋଟ ଅବସ୍ଥାରୁ ପଟାଳିରୁ ଘାସ ସଫା କରନ୍ତୁ। ଲତା ଜାତୀୟ ଫସଲ କଲରା, ଝୁଡ଼ଙ୍ଗ ପ୍ରଭୃତିକୁ ୧ଫୁଟ ×୧ଫୁଟ ×୧ଫୁଟ ଗଭୀର କରି, ୨କି.ଗ୍ରା.ଗୁଣ୍ଡ ଖତ +୧୦୦ଗ୍ରା.ନିମ ପିଡିଆ ମିଶାଇ ଉପଚାରିତ ବିହନ ୨ଟି ଲଗାନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Odia Orissa 21-10-2025 13:50:00 SCHEDULED
1206 ନମସ୍କାର କଟକ ଜିଲ୍ଲା ର ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକର ସମସ୍ତ ଚାଷୀ ମାନଙ୍କୁ ସଲିଡାରିଡାଡ ତରଫରୁ ଭୋଡାଫୋନ ଆଇଡିଆ ସହଯୋଗ ରେ ଚାଲୁଥିବା ଆଧୁନିକ କୃଷି କାର୍ଯ୍ୟକ୍ରମ କୁ ସ୍ଵାଗତ କରାଯାଉଛି । ଆଗାମୀ ୧୯ ଅକ୍ଟୋବର ରୁ ୨୫ ଅକ୍ଟୋବର ମଧ୍ୟରେ ମାହାଙ୍ଗାରେ ୦.୯ମି.ମି.-୪.୧ମି.ମି. ବୃଷ୍ଟିପାତର ସମ୍ଭାବନା ରହିଛି । ଟାଙ୍ଗୀରେ ୦.୩ମି.ମି.-୩.୧ମି.ମି.ବୃଷ୍ଟିପାତର ସମ୍ଭାବନା ରହିଛି। ନିଶ୍ଚିନ୍ତକୋଇଲିରେ ୦.୨ମି.ମି.-୩.୯ମି.ମି. ବୃଷ୍ଟିପାତର ସମ୍ଭାବନା ରହିଛି ଏବଂ ସର୍ବତ୍ର ସର୍ବାଧିକ ତାପମାତ୍ରା ୨୪°c ରୁ ୩୩°c ମଧ୍ୟରେ ରହିବ। * ଶୀତ ଦିନିଆ ପରିବା ଚାଷ ପାଇଁ ଏକ ପ୍ରକାର ଫସଲ ନକରି ଗୋଟିଏ କ୍ଷେତ ମିଶ୍ରିତ ଚାଷ ପାଇଁ ବିହନ ଯୋଗାଡ଼ କରନ୍ତୁ। ଉଦାହରଣ -କୋବି, ବାଇଗଣ, ଟମାଟୋ ଫସଲ ହୁଡାରେ ଧନିଆ, ପାଳଙ୍ଗ ଆଦି ଲଗାନ୍ତୁ। ଏହା ଦ୍ୱାରା କୀଟ ଓ ରୋଗ ଦୂର ହେବ। ମୁଖ୍ୟ କିଆରୀରେ ଏକର ପ୍ରତି ୨ଟନ ଗୁଣ୍ଡ ଖତ ମିଶାଇ ଚାଷ କରନ୍ତୁ ଓ ୨କି.ଗ୍ରା. ଆଜୋଟୋବାକ୍ଟର ଖତରେ ମିଶାଇ ଜମି ପ୍ରସ୍ତୁତ କରନ୍ତୁ। * ତଳି ପଟାଳି ଗୁଡିକ ୩'×୮'×୬ଉଚ୍ଚତା ରେ ପ୍ରସ୍ତୁତ କରନ୍ତୁ ଓ ପ୍ରତି ପଟାଳି ମଧ୍ୟରେ ୧ଫୁଟ ବ୍ୟବଧାନ ରଖନ୍ତୁ। ପ୍ରତି ପଟାଳିରେ ୧୦କି.ଗ୍ରା.ଗୁଣ୍ଡଖତ +୨୦୦ଗ୍ରା. ନିମ ପିଡିଆ +୨୦ଗ୍ରା. ଆଜୋଟୋବାକ୍ଟର ମିଶାଇ ୪ଦିନ ପରଖିଲା ପରେ ପ୍ରୟୋଗ କରନ୍ତୁ। * ପରିବା ବିହନ ଗୁଡିକ ବୀଜାମୃତ ରେ ୧୫ମିନିଟ୍ ବୁଡାଇବା ପରେ ଛାଇରେ ଶୁଖାଇ ପଟାଳିରେ ଧାଡିରେ ବୁଣନ୍ତୁ(୪ଲି. ପାଣି+୧କି.ଗ୍ରା.ଦେଶୀ ଗାଈ ଗୋବର+୧ଲି. ଦେଶୀ ଗୋମୂତ୍ର+୧୦ଗ୍ରା. ଚୂନ +ମୁଠାଏ ହୁଙ୍କାମାଟି)। ପ୍ରତି ଧାଡି ମଧ୍ୟରେ ୨ଇଞ୍ଚ ବ୍ୟବଧାନ ରଖନ୍ତୁ। ବିହନ ବୁଣିବା ପରେ ଗୁଣ୍ଡ ଖତ କିମ୍ବା ଜିଆ ଖତରେ ପତଳା କରି ଘୋଡାଇ ହାଲୁକା ଛାଦନ କରନ୍ତୁ। ମଞ୍ଜି ଗଜାହେବା ପୂର୍ବରୁ ପ୍ରତିଦିନ ଛାଦନ ଉପରେ ହାଲୁକା ପାଣି ସିଞ୍ଚନ କରନ୍ତୁ। ମଞ୍ଜି ଗଜା ହେବାପରେ ଛାଦନ ବାହାର କରି ୪ଫୁଟ ନାଳରେ ପକାଇଦିଅନ୍ତୁ। * ଛୋଟ ଅବସ୍ଥାରୁ ପଟାଳିରୁ ଘାସ ସଫା କରନ୍ତୁ। ଲତା ଜାତୀୟ ଫସଲ କଲରା, ଝୁଡ଼ଙ୍ଗ ପ୍ରଭୃତିକୁ ୧ଫୁଟ ×୧ଫୁଟ ×୧ଫୁଟ ଗଭୀର କରି, ୨କି.ଗ୍ରା.ଗୁଣ୍ଡ ଖତ +୧୦୦ଗ୍ରା.ନିମ ପିଡିଆ ମିଶାଇ ଉପଚାରିତ ବିହନ ୨ଟି ଲଗାନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Odia Orissa 21-10-2025 13:35:00 SCHEDULED
1207 ନମସ୍କାର ଗଜପତି ଜିଲ୍ଲାର ମୋହନା ଓ ଗୁମ୍ମା ବ୍ଲକର ସମସ୍ତ ଚାଷୀ ମାନଙ୍କୁ ସଲିଡାରିଡାଡ ତରଫରୁ ଭୋଡାଫୋନ ଆଇଡିଆ ସହଯୋଗ ରେ ଚାଲୁଥିବା ଆଧୁନିକ କୃଷି କାର୍ଯ୍ୟକ୍ରମ କୁ ସ୍ଵାଗତ କରାଯାଉଛି । ଆଗାମୀ ୧୯ ଅକ୍ଟୋବର ରୁ ୨୫ ଅକ୍ଟୋବର ମଧ୍ୟରେ ଗଜପତିର ମୋହନାରେ ୦.୨ମି.ମି.-୪.୯ମି.ମି.ବୃଷ୍ଟିପାତର ସମ୍ଭାବନା ରହିଛି ଏବଂ ଗୁମ୍ମାରେ ୦.୧ମି.ମି.-୫.୬ମି.ମି.ବୃଷ୍ଟିପାତର ସମ୍ଭାବନା ରହିଛି ଓ ସର୍ବତ୍ର ସର୍ବାଧିକ ତାପମାତ୍ରା ୨୧°c ରୁ ୩୨°c ମଧ୍ୟରେ ରହିବ। * ଶୀତ ଦିନିଆ ପରିବା ଚାଷ ପାଇଁ ଏକ ପ୍ରକାର ଫସଲ ନକରି ଗୋଟିଏ କ୍ଷେତ ମିଶ୍ରିତ ଚାଷ ପାଇଁ ବିହନ ଯୋଗାଡ଼ କରନ୍ତୁ। ଉଦାହରଣ -କୋବି, ବାଇଗଣ, ଟମାଟୋ ଫସଲ ହୁଡାରେ ଧନିଆ, ପାଳଙ୍ଗ ଆଦି ଲଗାନ୍ତୁ। ଏହା ଦ୍ୱାରା କୀଟ ଓ ରୋଗ ଦୂର ହେବ। ମୁଖ୍ୟ କିଆରୀରେ ଏକର ପ୍ରତି ୨ଟନ ଗୁଣ୍ଡ ଖତ ମିଶାଇ ଚାଷ କରନ୍ତୁ ଓ ୨କି.ଗ୍ରା. ଆଜୋଟୋବାକ୍ଟର ଖତରେ ମିଶାଇ ଜମି ପ୍ରସ୍ତୁତ କରନ୍ତୁ। * ତଳି ପଟାଳି ଗୁଡିକ ୩'×୮'×୬ଉଚ୍ଚତା ରେ ପ୍ରସ୍ତୁତ କରନ୍ତୁ ଓ ପ୍ରତି ପଟାଳି ମଧ୍ୟରେ ୧ଫୁଟ ବ୍ୟବଧାନ ରଖନ୍ତୁ। ପ୍ରତି ପଟାଳିରେ ୧୦କି.ଗ୍ରା.ଗୁଣ୍ଡଖତ +୨୦୦ଗ୍ରା. ନିମ ପିଡିଆ +୨୦ଗ୍ରା. ଆଜୋଟୋବାକ୍ଟର ମିଶାଇ ୪ଦିନ ପରଖିଲା ପରେ ପ୍ରୟୋଗ କରନ୍ତୁ। * ପରିବା ବିହନ ଗୁଡିକ ବୀଜାମୃତ ରେ ୧୫ମିନିଟ୍ ବୁଡାଇବା ପରେ ଛାଇରେ ଶୁଖାଇ ପଟାଳିରେ ଧାଡିରେ ବୁଣନ୍ତୁ(୪ଲି. ପାଣି+୧କି.ଗ୍ରା.ଦେଶୀ ଗାଈ ଗୋବର+୧ଲି. ଦେଶୀ ଗୋମୂତ୍ର+୧୦ଗ୍ରା. ଚୂନ +ମୁଠାଏ ହୁଙ୍କାମାଟି)। ପ୍ରତି ଧାଡି ମଧ୍ୟରେ ୨ଇଞ୍ଚ ବ୍ୟବଧାନ ରଖନ୍ତୁ। ବିହନ ବୁଣିବା ପରେ ଗୁଣ୍ଡ ଖତ କିମ୍ବା ଜିଆ ଖତରେ ପତଳା କରି ଘୋଡାଇ ହାଲୁକା ଛାଦନ କରନ୍ତୁ। ମଞ୍ଜି ଗଜାହେବା ପୂର୍ବରୁ ପ୍ରତିଦିନ ଛାଦନ ଉପରେ ହାଲୁକା ପାଣି ସିଞ୍ଚନ କରନ୍ତୁ। ମଞ୍ଜି ଗଜା ହେବାପରେ ଛାଦନ ବାହାର କରି ୪ଫୁଟ ନାଳରେ ପକାଇଦିଅନ୍ତୁ। * ଛୋଟ ଅବସ୍ଥାରୁ ପଟାଳିରୁ ଘାସ ସଫା କରନ୍ତୁ। ଲତା ଜାତୀୟ ଫସଲ କଲରା, ଝୁଡ଼ଙ୍ଗ ପ୍ରଭୃତିକୁ ୧ଫୁଟ ×୧ଫୁଟ ×୧ଫୁଟ ଗଭୀର କରି, ୨କି.ଗ୍ରା.ଗୁଣ୍ଡ ଖତ +୧୦୦ଗ୍ରା.ନିମ ପିଡିଆ ମିଶାଇ ଉପଚାରିତ ବିହନ ୨ଟି ଲଗାନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Odia Orissa 21-10-2025 13:30:00 SCHEDULED
1208 મીઠોઇ, આહીર સિંહણ અને મોટા આંબલા ના વેધર સ્ટેશનની માહિતીના આધારે તમારા વિસ્તારમાં તારીખ 17-10-2025 થી 18 -10-2025 સુધી હવામાન ચોખ્ખું અને 21 થી 23 તારીખ સુધી વાદળછાયું રેહવાની સંભાવના છે.અને વરસાદની કોઈ સંભાવના નથી આ સમયગાળા દરમ્યાન દિવસનું તાપમાન 34 થી 35 ડિગ્રી સે. અને રાત્રિ નું તાપમાન 24 થી 25 ડિગ્રી સે. જેટલું જ્યારે પવનની ગતિ 15 થી 18 કિમી/કલાક રહેવાની શકયતા છે. ખેડૂતમિત્રો જીરા પાકનું વાવેતર ઠંડીની શરૂઆત થાય ત્યારે ઓકટોબર માસના ત્રીજા પખવાડિયાથી નવેમ્બર માસના પ્રથમ પખવાડિયા સુધી કરવું જે સમય વાવણી માટે ઉત્તમ ગણાય છે. જીરું પાકના વાવેતર માટે તાપમાન ૩૦ ડીગ્રી સેલ્સિયસની આસપાસ આવે ત્યારે યોગ્ય ગણાય છે. Gujrati Gujrat 17-10-2025 09:30:00 SCHEDULED
1209 નમસ્કાર સોલીડારીડાડ, વોડાફોન આઈડિયા ફાઉન્ડેશન અને ઇન્ડસ ટાવરના વાણી સંદેશમાં આપનું હાર્દિક સ્વાગત છે. આપના વિસ્તારમાં ગોઠવેલ હવામાન સ્ટેશનની માહિતીના આધારે તારીખ ૧૫-૧૦-૨૦૨૫ થી ૧૯-૧૦-૨૦૨૫ દરમિયાન આકાશ મુખ્યત્વે ચોખ્ખું રેહવાની સંભાવના છે અને આગાહીના સમયગાળા દરમિયાન, વરસાદ ની સંભાવના નહીવત છે. સુકુ હવામાન રહેવાની સંભાવના હોઇ ઉભા પાકમાં જરૂરીયાત મૂજબ પિયત આપવું તેમજ મગફળી, મકાઈ, તલ, બાજરી અને મગ પાકની કાપણી કરવી. Gujrati Gujrat 15-10-2025 12:15:00 SCHEDULED
1210 वोडाफोन आईडिया फाउंडेशन एवं Solidaridad द्वारा क्रियान्वित स्मार्ट एग्री कार्यक्रम में आपका स्वागत है। किसानों के लिए सम-सामयिक सलाह, जिला Jhabua ऑटोमैटिक वेदर स्टेशन के अनुसार इस सप्ताह: 14 October - 23 October के दौरान दिन में 31 और रात में 20 डिग्री सेल्सियस ताप क्रम रहने का अनुमान है। सभी किसानो साथियों को दीपावली की हार्दिक शुभकामनाये I सोयाबीन की कटाई एवं गहाई कर सुरक्षित भण्डारण कर ले I गेहूँ एवं चना की उन्नत खेती हेतु खेत की तैयारी करने का उचित समय है I गेहूं की खेत की तैयारी तथा सिंचाई जल उपयोगिता बढ़ाने के लिए खरीफ की फसल काटते ही एक सप्ताह के अंदर जुताई करना लाभदायक होता है I गेंहू एवं चने की फसल के लिये आपके क्षेत्र के लिए अनुशंसित प्रजातियों का प्रमाणित या आधार बीज जो उचित स्रोत तथा गुणवत्ता वाला हो का ही चुनाव करना चाहिये। प्रजाति का चुनाव अपने संसाधनों यानि उपलब्ध सिंचाई की मात्रा तथा आवश्यकताओं के अनुरूप करें स्मार्ट एग्री प्रोजेक्ट के अंतर्गत खेती संबंधित समसामयिक सलाह के लिए 7065-00-5054 पर मिस कॉल करें एवं उपयोगी सलाह प्राप्त करें I अधिक जानकारी के लिए कृपया आप हमारे कृषि-विशेषज्ञ (फ़ोन: 8251071818) से दिन में सुबह 10 बजे से शाम 6 बजे के बीच बात करें.I Hindi MP 15-10-2025 10:50:00 SCHEDULED