Message Schedule List : 11,785
S. No. Message Language Created By Date Time Status Action
191 ନମସ୍କାର କଟକ ଜିଲ୍ଲା ର ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୨୦ ଜାନୁଆରୀ ରୁ ୨୬ ଜାନୁଆରୀ ମଧ୍ୟରେ ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ। ଏବଂ ସର୍ବତ୍ର ସର୍ବାଧିକ ତାପମାତ୍ରା ୧୨°C-୨୬°C ମଧ୍ୟରେ ରହିବ। ୧.ପନିପରିବା ଫସଲ ବୃଦ୍ଧି ଓ ଅମଳ ବୃଦ୍ଧି ପାଇଁ ସପ୍ତ ଶସ୍ୟ ଦ୍ରବଣ ସିଞ୍ଚନ କରନ୍ତୁ।(ଯେକୌଣସି ତିନି ପ୍ରକାର ତୈଳଜାତୀୟ ସଶ୍ୟ ୨୦୦ଗ୍ରା.+ତିନି ପ୍ରକାର ଡାଲିଜାତୀୟ ଶସ୍ୟ ୨୦୦ଗ୍ରା.+ଗହମ ୨୦୦ଗ୍ରା.) ୨.ଏହି ସମସ୍ତ ସଶ୍ୟକୁ ପାଣିରେ ଭିଜାଇ ଗଜା କରି ତାହାକୁ ଭଲ ଭାବେ ବାଟି ସେଥିରେ ୧୦ ଲି. ଗାଈ ପରିସ୍ରା ମିଶାଇ ୫-୭ ଦିନ ରଖି ତାହାକୁ ଏକ ବ୍ୟାରେଲକୁ ୫୦୦ମି.ଲି. ମିଶାଇ ସିଞ୍ଚନ କରିପାରିବେ। ଏହା ଦ୍ୱାରା ଗଛର ଭଲ ଅଭିବୃଦ୍ଧି ସହ ଫୁଲ ଓ ଫଳ ମଧ୍ୟ ଅଧିକ ଆସିଥାଏ। ୩.ମେଘୁଆ ପାଗ ଓ କୁହୁଡି ଯୋଗୁଁ ପନିପରିବା ଫସଲରେ ପାଉଁସିଆ ରୋଗ ଦେଖାଯିବାର ସମ୍ଭାବନା ଥାଏ, ସେଥିପାଇଁ ୧ଲି. ପାଣିରେ ୧ଗ୍ରା. ଗନ୍ଧକ ମିଶାଇ ଫସଲରେ ସିଞ୍ଚନ କରନ୍ତୁ। ୪.ପାଣିର ଅବଧି ରୋକିବା ପାଇଁ ପନିପରିବା ଫସଲରେ ଜୈବଛାଦନ କରନ୍ତୁ। ୫.ମାଙ୍କଡ,ଷଣ୍ଢ,ଛେଳି ଆଦିଙ୍କ ଦାଉରୁ ଫସଲକୁ ରକ୍ଷାକରିବା ପାଇଁ ଏକ ଏକରକୁ ୫୦୦ଗ୍ରା. ନିମପତ୍ର +୨ଲି. ଗାଈ ପରିସ୍ରା କୁ ସାତ ଦିନ ପାଇଁ ରଖି ସେଥିରେ ୨୦୦ଗ୍ରା. ରସୁଣ କୁ ଛେଚି ଆଉ ଦୁଇଦିନ ପାଇଁ ରଖି ଏହି ନଅ ଦିନର ଅବଧି ପରେ ଏହାକୁ ଛାଣି ଏକ ବ୍ୟାରେଲ ରେ ୪୦-୫୦ ମି.ଲି. ମିଶାଇ ଫସଲରେ ସିଞ୍ଚନ କରନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Odia Orissa 20-01-2026 18:35:00 SCHEDULED
192 ନମସ୍କାର ଗଜପତି ଜିଲ୍ଲାର ମୋହନା ଓ ଗୁମ୍ମା ବ୍ଲକର ସମସ୍ତ ଚାଷୀ ମାନଙ୍କୁ ସଲିଡାରିଡାଡ ତରଫରୁ ଭୋଡାଫୋନ ଆଇଡିଆ ସହଯୋଗ ରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୨୦ ଜାନୁଆରୀ ରୁ ୨୬ ଜାନୁଆରୀ ମଧ୍ୟରେ ଗଜପତିର ମୋହନା ଏବଂ ଗୁମ୍ମା ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ ଓ ସର୍ବତ୍ର ସର୍ବାଧିକ ତାପମାତ୍ରା ୧୨°c ରୁ ୨୬°c ମଧ୍ୟରେ ରହିବ। ୧. ମୁଗରେ ଏକ ଧାଡି ଲେଖାଏ ସୋରିଷ ବୁଣିବା ଦ୍ୱାରା ରୋଗପୋକ ନିୟନ୍ତ୍ରଣ ହେବା ସହ ଏକା ସାଙ୍ଗରେ ଦୁଇଟି ଫସଲ ଅମଳ କରିପାରିବେ। ୨. ବିହନ ବୁଣିବା ପୂର୍ବରୁ ବିହନ ବିଶୋଧନ ଓ ଉପଚାର ନିତାନ୍ତ ଜରୁରୀ ଅଟେ। ଏଣୁ ଏକ କି.ଗ୍ରା. ବିହନ ପ୍ରତି ୪ଗ୍ରା. ଟ୍ରାଇକୋଡରମା ଗୋଳାଇ ବିଶୋଧନ କରନ୍ତୁ ଯାହା ଦ୍ୱାରା ଫିମ୍ପି ଜନିତ ରୋଗ ହୋଇନଥାଏ ଏବଂ ୩୦ମି. ପରେ ତାହାକୁ ଜୀବାଣୁ ସାର (୨୦ଗ୍ରାମ ପି. ଏସ. ବି.+୨୦ ରାଇଜୋବିୟମ +୮୦ମି.ଲି. ଥଣ୍ଡା ପେଜ କୁ ମଣ୍ଡ କରି )ଦ୍ୱାରା ଉପଚାର କରନ୍ତୁ ଓ ଛାଇରେ ଶୁଖାନ୍ତୁ, ପୁରା ଶୁଖିଲା ପରେ ବିହନକୁ ଜମିରେ ବୁଣନ୍ତୁ। ୩. ଲଙ୍ଗଳ ପଛରେ ଓ ସାଧା ବୁଣା ଧାଡିକୁ ଧାଡି ୩୦ସେ.ମି.ବୁଣନ୍ତୁ। ୪. ସ୍ମାର୍ଟ ଏଗ୍ରୀ କୃଷି ସୂଚନା ଆଧାରରେ ଜଳ ପରିଚାଳନା କରିବା ଉଚିତ। ୫. ମୁଗରେ ଜଳସେଚନ ନିମନ୍ତେ ସ୍ପ୍ରିଙ୍କଲର ବା ସିଞ୍ଚନ ପରି ଜଳ- ସଂଚୟକାରୀ ପ୍ରଣାଳୀ ଅବଲମ୍ବନ କରିବା ଉଚିତ।ଏହା ଜଳ ଜମା ହେବାରୁ ପ୍ରତିରୋଧ କରିଥାଏ ଏବଂ ଜଳ ବ୍ୟବହାର କ୍ଷମତା ବଢାଏ। ୬. ଫସଲ କୋଡିଏ ଦିନର ହେଲେ ଜୀବାମୃତର ଉପର ତରଳ ଘୋଳକୁ ଛାଣି ୨୦ଲି. ପାଣିରେ ୧ଲି. ମିଶାଇ ଫସଲରେ ସିଞ୍ଚନ କରନ୍ତୁ। ୭. ପାଉଁସିଆ ରୋଗ ଓ ସାହେବି ରୋଗର ପ୍ରତିରୋଧ ନିମନ୍ତେ ମୁଗ ବୁଣିବାର ୩୦-୩୫ ଦିନରେ ୧୦ଲି. ପାଣିରେ ୧ ଲି. କଞ୍ଚା କ୍ଷୀର ମିଶାଇ ସିଞ୍ଚନ କରନ୍ତୁ। ୮. ପତ୍ର କଟା କୀଟ ନିୟନ୍ତ୍ରଣ ପାଇଁ ୧ ଲିଟର ପାଣିରେ ୩୦ ମି.ଲି. ଆଗ୍ନେୟାସ୍ତ୍ର ମିଶାଇ ପ୍ରୟୋଗ କରନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Odia Orissa 20-01-2026 18:30:00 SCHEDULED
193 ନମସ୍କାର କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୨୦ ଜାନୁଆରୀ ରୁ ୨୬ ଜାନୁଆରୀ ମଧ୍ୟରେ ଡେରାବିଶ ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ। ଏବଂ ସର୍ବାଧିକ ତାପମାତ୍ରା ୧୨°C-୨୬°C ମଧ୍ୟରେ ରହିବ। ୧. ମୁଗରେ ଏକ ଧାଡି ଲେଖାଏ ସୋରିଷ ବୁଣିବା ଦ୍ୱାରା ରୋଗପୋକ ନିୟନ୍ତ୍ରଣ ହେବା ସହ ଏକା ସାଙ୍ଗରେ ଦୁଇଟି ଫସଲ ଅମଳ କରିପାରିବେ। ୨. ବିହନ ବୁଣିବା ପୂର୍ବରୁ ବିହନ ବିଶୋଧନ ଓ ଉପଚାର ନିତାନ୍ତ ଜରୁରୀ ଅଟେ। ଏଣୁ ଏକ କି.ଗ୍ରା. ବିହନ ପ୍ରତି ୪ଗ୍ରା. ଟ୍ରାଇକୋଡରମା ଗୋଳାଇ ବିଶୋଧନ କରନ୍ତୁ ଯାହା ଦ୍ୱାରା ଫିମ୍ପି ଜନିତ ରୋଗ ହୋଇନଥାଏ ଏବଂ ୩୦ମି. ପରେ ତାହାକୁ ଜୀବାଣୁ ସାର (୨୦ଗ୍ରାମ ପି. ଏସ. ବି.+୨୦ ରାଇଜୋବିୟମ +୮୦ମି.ଲି. ଥଣ୍ଡା ପେଜ କୁ ମଣ୍ଡ କରି )ଦ୍ୱାରା ଉପଚାର କରନ୍ତୁ ଓ ଛାଇରେ ଶୁଖାନ୍ତୁ, ପୁରା ଶୁଖିଲା ପରେ ବିହନକୁ ଜମିରେ ବୁଣନ୍ତୁ। ୩. ଲଙ୍ଗଳ ପଛରେ ଓ ସାଧା ବୁଣା ଧାଡିକୁ ଧାଡି ୩୦ସେ.ମି.ବୁଣନ୍ତୁ। ୪. ସ୍ମାର୍ଟ ଏଗ୍ରୀ କୃଷି ସୂଚନା ଆଧାରରେ ଜଳ ପରିଚାଳନା କରିବା ଉଚିତ। ୫. ମୁଗରେ ଜଳସେଚନ ନିମନ୍ତେ ସ୍ପ୍ରିଙ୍କଲର ବା ସିଞ୍ଚନ ପରି ଜଳ- ସଂଚୟକାରୀ ପ୍ରଣାଳୀ ଅବଲମ୍ବନ କରିବା ଉଚିତ।ଏହା ଜଳ ଜମା ହେବାରୁ ପ୍ରତିରୋଧ କରିଥାଏ ଏବଂ ଜଳ ବ୍ୟବହାର କ୍ଷମତା ବଢାଏ। ୬. ଫସଲ କୋଡିଏ ଦିନର ହେଲେ ଜୀବାମୃତର ଉପର ତରଳ ଘୋଳକୁ ଛାଣି ୨୦ଲି. ପାଣିରେ ୧ଲି. ମିଶାଇ ଫସଲରେ ସିଞ୍ଚନ କରନ୍ତୁ। ୭. ପାଉଁସିଆ ରୋଗ ଓ ସାହେବି ରୋଗର ପ୍ରତିରୋଧ ନିମନ୍ତେ ମୁଗ ବୁଣିବାର ୩୦-୩୫ ଦିନରେ ୧୦ଲି. ପାଣିରେ ୧ ଲି. କଞ୍ଚା କ୍ଷୀର ମିଶାଇ ସିଞ୍ଚନ କରନ୍ତୁ। ୮. ପତ୍ର କଟା କୀଟ ନିୟନ୍ତ୍ରଣ ପାଇଁ ୧ ଲିଟର ପାଣିରେ ୩୦ ମି.ଲି. ଆଗ୍ନେୟାସ୍ତ୍ର ମିଶାଇ ପ୍ରୟୋଗ କରନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Odia Orissa 20-01-2026 18:31:00 SCHEDULED
194 ନମସ୍କାର କଟକ ଜିଲ୍ଲା ର ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୨୦ ଜାନୁଆରୀ ରୁ ୨୬ ଜାନୁଆରୀ ମଧ୍ୟରେ ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ। ଏବଂ ସର୍ବତ୍ର ସର୍ବାଧିକ ତାପମାତ୍ରା ୧୨°C-୨୬°C ମଧ୍ୟରେ ରହିବ। ୧. ମୁଗରେ ଏକ ଧାଡି ଲେଖାଏ ସୋରିଷ ବୁଣିବା ଦ୍ୱାରା ରୋଗପୋକ ନିୟନ୍ତ୍ରଣ ହେବା ସହ ଏକା ସାଙ୍ଗରେ ଦୁଇଟି ଫସଲ ଅମଳ କରିପାରିବେ। ୨. ବିହନ ବୁଣିବା ପୂର୍ବରୁ ବିହନ ବିଶୋଧନ ଓ ଉପଚାର ନିତାନ୍ତ ଜରୁରୀ ଅଟେ। ଏଣୁ ଏକ କି.ଗ୍ରା. ବିହନ ପ୍ରତି ୪ଗ୍ରା. ଟ୍ରାଇକୋଡରମା ଗୋଳାଇ ବିଶୋଧନ କରନ୍ତୁ ଯାହା ଦ୍ୱାରା ଫିମ୍ପି ଜନିତ ରୋଗ ହୋଇନଥାଏ ଏବଂ ୩୦ମି. ପରେ ତାହାକୁ ଜୀବାଣୁ ସାର (୨୦ଗ୍ରାମ ପି. ଏସ. ବି.+୨୦ ରାଇଜୋବିୟମ +୮୦ମି.ଲି. ଥଣ୍ଡା ପେଜ କୁ ମଣ୍ଡ କରି )ଦ୍ୱାରା ଉପଚାର କରନ୍ତୁ ଓ ଛାଇରେ ଶୁଖାନ୍ତୁ, ପୁରା ଶୁଖିଲା ପରେ ବିହନକୁ ଜମିରେ ବୁଣନ୍ତୁ। ୩. ଲଙ୍ଗଳ ପଛରେ ଓ ସାଧା ବୁଣା ଧାଡିକୁ ଧାଡି ୩୦ସେ.ମି.ବୁଣନ୍ତୁ। ୪. ସ୍ମାର୍ଟ ଏଗ୍ରୀ କୃଷି ସୂଚନା ଆଧାରରେ ଜଳ ପରିଚାଳନା କରିବା ଉଚିତ। ୫. ମୁଗରେ ଜଳସେଚନ ନିମନ୍ତେ ସ୍ପ୍ରିଙ୍କଲର ବା ସିଞ୍ଚନ ପରି ଜଳ- ସଂଚୟକାରୀ ପ୍ରଣାଳୀ ଅବଲମ୍ବନ କରିବା ଉଚିତ।ଏହା ଜଳ ଜମା ହେବାରୁ ପ୍ରତିରୋଧ କରିଥାଏ ଏବଂ ଜଳ ବ୍ୟବହାର କ୍ଷମତା ବଢାଏ। ୬. ଫସଲ କୋଡିଏ ଦିନର ହେଲେ ଜୀବାମୃତର ଉପର ତରଳ ଘୋଳକୁ ଛାଣି ୨୦ଲି. ପାଣିରେ ୧ଲି. ମିଶାଇ ଫସଲରେ ସିଞ୍ଚନ କରନ୍ତୁ। ୭. ପାଉଁସିଆ ରୋଗ ଓ ସାହେବି ରୋଗର ପ୍ରତିରୋଧ ନିମନ୍ତେ ମୁଗ ବୁଣିବାର ୩୦-୩୫ ଦିନରେ ୧୦ଲି. ପାଣିରେ ୧ ଲି. କଞ୍ଚା କ୍ଷୀର ମିଶାଇ ସିଞ୍ଚନ କରନ୍ତୁ। ୮. ପତ୍ର କଟା କୀଟ ନିୟନ୍ତ୍ରଣ ପାଇଁ ୧ ଲିଟର ପାଣିରେ ୩୦ ମି.ଲି. ଆଗ୍ନେୟାସ୍ତ୍ର ମିଶାଇ ପ୍ରୟୋଗ କରନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Odia Orissa 20-01-2026 18:25:00 SCHEDULED
195 ନମସ୍କାର ଗଜପତି ଜିଲ୍ଲାର ମୋହନା ଓ ଗୁମ୍ମା ବ୍ଲକର ସମସ୍ତ ଚାଷୀ ମାନଙ୍କୁ ସଲିଡାରିଡାଡ ତରଫରୁ ଭୋଡାଫୋନ ଆଇଡିଆ ସହଯୋଗ ରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୨୦ ଜାନୁଆରୀ ରୁ ୨୬ ଜାନୁଆରୀ ମଧ୍ୟରେ ଗଜପତିର ମୋହନା ଏବଂ ଗୁମ୍ମା ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ ଓ ସର୍ବତ୍ର ସର୍ବାଧିକ ତାପମାତ୍ରା ୧୨°c ରୁ ୨୬°c ମଧ୍ୟରେ ରହିବ। ୧. ମୁଗରେ ଏକ ଧାଡି ଲେଖାଏ ସୋରିଷ ବୁଣିବା ଦ୍ୱାରା ରୋଗପୋକ ନିୟନ୍ତ୍ରଣ ହେବା ସହ ଏକା ସାଙ୍ଗରେ ଦୁଇଟି ଫସଲ ଅମଳ କରିପାରିବେ। ୨. ବିହନ ବୁଣିବା ପୂର୍ବରୁ ବିହନ ବିଶୋଧନ ଓ ଉପଚାର ନିତାନ୍ତ ଜରୁରୀ ଅଟେ। ଏଣୁ ଏକ କି.ଗ୍ରା. ବିହନ ପ୍ରତି ୪ଗ୍ରା. ଟ୍ରାଇକୋଡରମା ଗୋଳାଇ ବିଶୋଧନ କରନ୍ତୁ ଯାହା ଦ୍ୱାରା ଫିମ୍ପି ଜନିତ ରୋଗ ହୋଇନଥାଏ ଏବଂ ୩୦ମି. ପରେ ତାହାକୁ ଜୀବାଣୁ ସାର (୨୦ଗ୍ରାମ ପି. ଏସ. ବି.+୨୦ ରାଇଜୋବିୟମ +୮୦ମି.ଲି. ଥଣ୍ଡା ପେଜ କୁ ମଣ୍ଡ କରି )ଦ୍ୱାରା ଉପଚାର କରନ୍ତୁ ଓ ଛାଇରେ ଶୁଖାନ୍ତୁ, ପୁରା ଶୁଖିଲା ପରେ ବିହନକୁ ଜମିରେ ବୁଣନ୍ତୁ। ୩. ଲଙ୍ଗଳ ପଛରେ ଓ ସାଧା ବୁଣା ଧାଡିକୁ ଧାଡି ୩୦ସେ.ମି.ବୁଣନ୍ତୁ। ୪. ସ୍ମାର୍ଟ ଏଗ୍ରୀ କୃଷି ସୂଚନା ଆଧାରରେ ଜଳ ପରିଚାଳନା କରିବା ଉଚିତ। ୫. ମୁଗରେ ଜଳସେଚନ ନିମନ୍ତେ ସ୍ପ୍ରିଙ୍କଲର ବା ସିଞ୍ଚନ ପରି ଜଳ- ସଂଚୟକାରୀ ପ୍ରଣାଳୀ ଅବଲମ୍ବନ କରିବା ଉଚିତ।ଏହା ଜଳ ଜମା ହେବାରୁ ପ୍ରତିରୋଧ କରିଥାଏ ଏବଂ ଜଳ ବ୍ୟବହାର କ୍ଷମତା ବଢାଏ। ୬. ଫସଲ କୋଡିଏ ଦିନର ହେଲେ ଜୀବାମୃତର ଉପର ତରଳ ଘୋଳକୁ ଛାଣି ୨୦ଲି. ପାଣିରେ ୧ଲି. ମିଶାଇ ଫସଲରେ ସିଞ୍ଚନ କରନ୍ତୁ। ୭. ପାଉଁସିଆ ରୋଗ ଓ ସାହେବି ରୋଗର ପ୍ରତିରୋଧ ନିମନ୍ତେ ମୁଗ ବୁଣିବାର ୩୦-୩୫ ଦିନରେ ୧୦ଲି. ପାଣିରେ ୧ ଲି. କଞ୍ଚା କ୍ଷୀର ମିଶାଇ ସିଞ୍ଚନ କରନ୍ତୁ। ୮. ପତ୍ର କଟା କୀଟ ନିୟନ୍ତ୍ରଣ ପାଇଁ ୧ ଲିଟର ପାଣିରେ ୩୦ ମି.ଲି. ଆଗ୍ନେୟାସ୍ତ୍ର ମିଶାଇ ପ୍ରୟୋଗ କରନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Odia Orissa 20-01-2026 18:19:00 SCHEDULED
196 वोडाफोन आईडिया फाउंडेशन एवं Solidaridad द्वारा क्रियान्वित स्मार्ट एग्री कार्यक्रम में आपका स्वागत है। किसानों के लिए सम-सामयिक सलाह, जिला Dewas ऑटोमैटिक वेदर स्टेशन के अनुसार इस सप्ताह: 19 January से 28 January के दौरान दिन में 25 और रात में 13 डिग्री सेल्सियस ताप क्रम रहने का अनुमान है। किसान साथियों खेत में नमी का अनुमान लगा कर सिचाई करे I गेहूँ में अगर गाँठ पड़ने या फूल आने की अवस्था हो तो पानी की कमी न होने दे व सिंचाई की व्यवस्था करें I गेहु की फसल के फूल अवस्था में होने पर मिट्टी में पर्याप्त नमी होनी चाहिए I बदलते मौसम के कारण फसलों में रोग एवं कीट का प्रकोप बड़ने की सभांवना है गेहूँ की बालियों में दाने यदि काले पड़ रहे हों, उनमें दुर्गन्ध आ रही हो, तो इसका तात्पर्य है कि फ़सल में करनाल बंट या लूज़ स्मट का प्रकोप हो रहा है. रोग के किसी भी लक्षण के लिए नियमित रूप से फसल की निगरानी करना और इसके प्रसार को रोकने के लिए उचित उपाय करना महत्वपूर्ण है इस रोग के नियंत्रण के लिए यथसंभव शीघ्र ग्रसित पौधों को नष्ट कर के फ़सल पर प्रोपिकोनाजोल फफूंदनाशक के 0.1 % घोल का छिड़काव करें. इस छिड़काव को करने से लीफ ब्लाइट रोग के नियंत्रण में भी सहायता मिलेगी स्मार्ट एग्री प्रोजेक्ट के अंतर्गत खेती संबंधित समसामयिक सलाह के लिए 7065-00-5054 पर मिस कॉल करें एवं उपयोगी सलाह प्राप्त करें I अधिक जानकारी के लिए कृपया आप हमारे कृषि-विशेषज्ञ (फ़ोन: 8251071818) से दिन में सुबह 10 बजे से शाम 6 बजे के बीच बात करें.I Hindi MP 19-01-2026 12:40:00 SCHEDULED
197 वोडाफोन आईडिया फाउंडेशन, एवं Solidaridad द्वारा क्रियान्वित स्मार्ट एग्री कार्यक्रम में आपका स्वागत है। किसानों के लिए सम-सामयिक सलाह, जिला Jhalawar ऑटोमैटिक वेदर स्टेशन के अनुसार इस सप्ताह: 15 January 2026 से 24 January 2026 के दौरान दिन में 23 और रात में 13 डिग्री सेल्सियस ताप क्रम रहने का अनुमान है। सरसों की फसल दाना भरते समय (बोवनी के लगभग 60-65 दिन बाद) जल आवश्यकता के प्रति संवेदनशील होती है I अतः दाना भरते समय सिंचाई अवश्य करें I सिंचाई कर देने से वातावरण में तापक्रम में अत्यधिक कमी होने से भी फसल को नुकसान नहीं होगा I कम तापमान होने पर वाइट रस्ट का प्रकोप बढ़ने की आशंका होती है. इसके लक्षण दिखने पर इप्रोडियोन 50 डब्ल्यू.पी. 3 किलो/हेक्टे. या मेटेलेक्सिल + मेन्कोजेब का 2.5 किलो/हेक्टे. का छिड़काव करें I स्मार्ट एग्री प्रोजेक्ट के अंतर्गत खेती संबंधित समसामयिक सलाह के लिए 7065-00-5054 पर मिस कॉल करें एवं उपयोगी सलाह प्राप्त करें I अधिक जानकारी के लिए कृपया आप हमारे कृषि-विशेषज्ञ (फ़ोन: 8251071818) से दिन में सुबह 10 बजे से शाम 6 बजे के बीच बात करें.I इस सन्देश को दोबारा सुनने के लिये शून्य दबाए I Hindi Rajasthan User 17-01-2026 12:04:00 SCHEDULED
198 वोडाफोन आईडिया फाउंडेशन, एवं Solidaridad द्वारा क्रियान्वित स्मार्ट एग्री कार्यक्रम में आपका स्वागत है। किसानों के लिए सम-सामयिक सलाह, जिला Bundi ऑटोमैटिक वेदर स्टेशन के अनुसार इस सप्ताह: 15 January 2026 से 24 January 2026 के दौरान दिन में 24 और रात में 13 डिग्री सेल्सियस ताप क्रम रहने का अनुमान है। सरसों की फसल दाना भरते समय (बोवनी के लगभग 60-65 दिन बाद) जल आवश्यकता के प्रति संवेदनशील होती है I अतः दाना भरते समय सिंचाई अवश्य करें I सिंचाई कर देने से वातावरण में तापक्रम में अत्यधिक कमी होने से भी फसल को नुकसान नहीं होगा I कम तापमान होने पर वाइट रस्ट का प्रकोप बढ़ने की आशंका होती है. इसके लक्षण दिखने पर इप्रोडियोन 50 डब्ल्यू.पी. 3 किलो/हेक्टे. या मेटेलेक्सिल + मेन्कोजेब का 2.5 किलो/हेक्टे. का छिड़काव करें I स्मार्ट एग्री प्रोजेक्ट के अंतर्गत खेती संबंधित समसामयिक सलाह के लिए 7065-00-5054 पर मिस कॉल करें एवं उपयोगी सलाह प्राप्त करें I अधिक जानकारी के लिए कृपया आप हमारे कृषि-विशेषज्ञ (फ़ोन: 8251071818) से दिन में सुबह 10 बजे से शाम 6 बजे के बीच बात करें.I इस सन्देश को दोबारा सुनने के लिये शून्य दबाए I Hindi Rajasthan User 17-01-2026 12:02:00 SCHEDULED
199 वोडाफोन आईडिया फाउंडेशन, एवं Solidaridad द्वारा क्रियान्वित स्मार्ट एग्री कार्यक्रम में आपका स्वागत है। किसानों के लिए सम-सामयिक सलाह, जिला Baran ऑटोमैटिक वेदर स्टेशन के अनुसार इस सप्ताह: 15 January 2026 से 24 January 2026 के दौरान दिन में 23 और रात में 13 डिग्री सेल्सियस ताप क्रम रहने का अनुमान है। सरसों की फसल दाना भरते समय (बोवनी के लगभग 60-65 दिन बाद) जल आवश्यकता के प्रति संवेदनशील होती है I अतः दाना भरते समय सिंचाई अवश्य करें I सिंचाई कर देने से वातावरण में तापक्रम में अत्यधिक कमी होने से भी फसल को नुकसान नहीं होगा I कम तापमान होने पर वाइट रस्ट का प्रकोप बढ़ने की आशंका होती है. इसके लक्षण दिखने पर इप्रोडियोन 50 डब्ल्यू.पी. 3 किलो/हेक्टे. या मेटेलेक्सिल + मेन्कोजेब का 2.5 किलो/हेक्टे. का छिड़काव करें I स्मार्ट एग्री प्रोजेक्ट के अंतर्गत खेती संबंधित समसामयिक सलाह के लिए 7065-00-5054 पर मिस कॉल करें एवं उपयोगी सलाह प्राप्त करें I अधिक जानकारी के लिए कृपया आप हमारे कृषि-विशेषज्ञ (फ़ोन: 8251071818) से दिन में सुबह 10 बजे से शाम 6 बजे के बीच बात करें.I इस सन्देश को दोबारा सुनने के लिये शून्य दबाए I Hindi Rajasthan User 17-01-2026 12:00:00 SCHEDULED
200 वोडाफोन आईडिया फाउंडेशन, एवं Solidaridad द्वारा क्रियान्वित स्मार्ट एग्री कार्यक्रम में आपका स्वागत है। किसानों के लिए सम-सामयिक सलाह, जिला Kota ऑटोमैटिक वेदर स्टेशन के अनुसार इस सप्ताह: 15 January 2026 से 24 January 2026 के दौरान दिन में 24 और रात में 12 डिग्री सेल्सियस ताप क्रम रहने का अनुमान है। सरसों की फसल दाना भरते समय (बोवनी के लगभग 60-65 दिन बाद) जल आवश्यकता के प्रति संवेदनशील होती है I अतः दाना भरते समय सिंचाई अवश्य करें I सिंचाई कर देने से वातावरण में तापक्रम में अत्यधिक कमी होने से भी फसल को नुकसान नहीं होगा I कम तापमान होने पर वाइट रस्ट का प्रकोप बढ़ने की आशंका होती है. इसके लक्षण दिखने पर इप्रोडियोन 50 डब्ल्यू.पी. 3 किलो/हेक्टे. या मेटेलेक्सिल + मेन्कोजेब का 2.5 किलो/हेक्टे. का छिड़काव करें I स्मार्ट एग्री प्रोजेक्ट के अंतर्गत खेती संबंधित समसामयिक सलाह के लिए 7065-00-5054 पर मिस कॉल करें एवं उपयोगी सलाह प्राप्त करें I अधिक जानकारी के लिए कृपया आप हमारे कृषि-विशेषज्ञ (फ़ोन: 8251071818) से दिन में सुबह 10 बजे से शाम 6 बजे के बीच बात करें.I इस सन्देश को दोबारा सुनने के लिये शून्य दबाए I Hindi Rajasthan User 17-01-2026 11:58:00 SCHEDULED