Message Schedule List : 12,462
S. No. Message Language Created By Date Time Status Action
341 નમસ્કાર સોલીડારીડાડ, વોડાફોન આઈડિયા ફાઉન્ડેશન અને ઇન્ડસ ટાવરના વાણી સંદેશમાં આપનું હાર્દિક સ્વાગત છે. મડાણા, માંડલા અને રાજપુર વિસ્તારમાં ગોઠવેલ હવામાન સ્ટેશનની માહિતીના આધારે હવામાન ને ધ્યાને લઇ ચોમાસા દરમિયાન વરસાદ આવે ત્યારે ખેડૂત ભાઈઓએ જુદા જુદા વૃક્ષો નું વાવેતર કરી પર્યાવરણ ને બચાવવું જોઈએ અને પાણીનો પણ બચાવ કરવો. Gujrati Gujrat 02-06-2026 10:00:00 SCHEDULED
342 નમસ્કાર સોલીડારીડાડ, વોડાફોન આઈડિયા ફાઉન્ડેશન અને ઇન્ડસ ટાવરના વાણી સંદેશમાં આપનું હાર્દિક સ્વાગત છે. મડાણા, માંડલા અને રાજપુર વિસ્તારમાં વિસ્તારમાં ગોઠવેલ હવામાન સ્ટેશનની માહિતીના આધારે તારીખ ૨ જુન થી 0૮ જુન ૨૦૨૬ સુધીમાં તાપમાન 38 થી ૪૧ સેલ્સિયસ ડીગ્રી રહેવાની સંભાવના છે. પવનની ગતિ ૧૦ થી ૧૫ કિલોમીટર પ્રતિ કલાકની રહેવાની સંભાવના છે. વાતાવરણ અંશતઃ વાદળછાયું રહેવાની સંભાવના છે. જો મગફળી વાવવાના હોય તેવા ખેડૂત મિત્રોએ લીંબોળી ખોળ અથવા દિવેલી ખોળ લાવી મગફળી સાથે જમીનની અંદર પહેરવો જેથી કરીને ફૂગ અને ઉધઈ જેવા કીટકોથી બચી શકાય અને પાકને સુરક્ષિત રાખી શકાય. Gujrati Gujrat 02-06-2026 09:31:00 SCHEDULED
343 નમસ્કાર સોલીડારીડાડ, વોડાફોન આઈડિયા ફાઉન્ડેશન અને ઇન્ડસ ટાવરના વાણી સંદેશમાં આપનું હાર્દિક સ્વાગત છે. મડાણા, માંડલા અને રાજપુર વિસ્તારમાં ગોઠવેલ હવામાન સ્ટેશનની માહિતીના આધારે તારીખ ૧ જુન થી ૦૭ જુન ૨૦૨૬ સુધીમાં તાપમાન ૩૮ થી ૪૧ સેલ્સિયસ ડીગ્રી રહેવાની સંભાવના છે. પવનની ગતિ ૧૦ થી ૧૫ કિલોમીટર પ્રતિ કલાકની રહેવાની સંભાવના છે. વાતાવરણ અંશતઃ વાદળછાયું રહેવાની સંભાવના છે. આ હવામાન ને ધ્યાને લઇ ચોમાસું મગફળી પાકની જમીનની તૈયારી માટે જમીનને ઊંડી ખેડ કરી આગલા પાકના જડિયા, મૂળિયા વગેરે વીણી લઇ સારૂ કોહવાયેલું છાણીયું ખાતર હેક્ટર દીઠ આઠ થી દસ ટન નાખી બે થી ત્રણ વખત કરબની ખેડ કરી અને સમાર મારી જમીન પોચી અને ભરભરી બનાવવી. Gujrati Gujrat 01-06-2026 16:44:00 SCHEDULED
344 ନମସ୍କାର କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୩୦ ମଇ ରୁ ୫ ଜୁନ ମଧ୍ୟରେ ଡେରାବିଶ ବ୍ଲକରେ ୦.୧-୪.୨ମି.ମି.ବୃଷ୍ଟିପାତର ସମ୍ଭାବନା ରହିଛି ଏବଂ ସର୍ବାଧିକ ତାପମାତ୍ରା ୨୭°C-୩୯°C ମଧ୍ୟରେ ରହିବ। ୧. ଲତା ଜାତୀୟ ପନିପରିବା ରେ ପତ୍ର ମୋଡା ହେଲେ ୧ଲିଟର ଖଟା ଦହି ରେ ୨୦ ଲିଟର ପାଣି ମିଶାଇ ସିଞ୍ଚନ କରନ୍ତୁ । ୨. ନିଜ ଘର ଖର୍ଚ୍ଚ ପାଇଁ ବାଡି ରେ ପଟାଳି କରି ଖଣ୍ଡ ପ୍ରତି ୨୫ଗ୍ରାମ ଶାଗମଞ୍ଜିବୁଣନ୍ତୁ। ୩. ବର୍ଷା ଦିନିଆ ଶାଗ ପଟାଳି ଘର ଖର୍ଚ୍ଚ ପାଇଁ ଲେଉଟିଆ, ପୋଇ , ମୂଳା ଲଗାନ୍ତୁ ପ୍ରତ୍ୟେକ ଫସଲ ର ବିହନ କୁ ଉପଚାର କରି ବୁଣନ୍ତୁ । ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Odia Orissa 30-05-2026 15:33:00 SCHEDULED
345 ନମସ୍କାର କଟକ ଜିଲ୍ଲା ର ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୩୦ ମଇ ରୁ ୫ ଜୁନ ମଧ୍ୟରେ ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକରେ ୦.୧-୫.୧ ମି.ମି.ବୃଷ୍ଟିପାତର ସମ୍ଭାବନା ରହିଛି ଏବଂ ସର୍ବତ୍ର ସର୍ବାଧିକ ତାପମାତ୍ରା ୨୭°C-୩୯°C ମଧ୍ୟରେ ରହିବ। ୧. ଲତା ଜାତୀୟ ପନିପରିବା ରେ ପତ୍ର ମୋଡା ହେଲେ ୧ଲିଟର ଖଟା ଦହି ରେ ୨୦ ଲିଟର ପାଣି ମିଶାଇ ସିଞ୍ଚନ କରନ୍ତୁ । ୨. ନିଜ ଘର ଖର୍ଚ୍ଚ ପାଇଁ ବାଡି ରେ ପଟାଳି କରି ଖଣ୍ଡ ପ୍ରତି ୨୫ଗ୍ରାମ ଶାଗମଞ୍ଜିବୁଣନ୍ତୁ। ୩. ବର୍ଷା ଦିନିଆ ଶାଗ ପଟାଳି ଘର ଖର୍ଚ୍ଚ ପାଇଁ ଲେଉଟିଆ, ପୋଇ , ମୂଳା ଲଗାନ୍ତୁ ପ୍ରତ୍ୟେକ ଫସଲ ର ବିହନ କୁ ଉପଚାର କରି ବୁଣନ୍ତୁ । ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Odia Orissa 30-05-2026 15:32:00 SCHEDULED
346 ନମସ୍କାର ଗଜପତି ଜିଲ୍ଲାର ମୋହନା ଓ ଗୁମ୍ମା ବ୍ଲକର ସମସ୍ତ ଚାଷୀ ମାନଙ୍କୁ ସଲିଡାରିଡାଡ ତରଫରୁ ଭୋଡାଫୋନ ଆଇଡିଆ ସହଯୋଗ ରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୩୦ ମଇ ରୁ ୫ ଜୁନ ମଧ୍ୟରେ ଗଜପତିର ମୋହନା ଏବଂ ଗୁମ୍ମା ବ୍ଲକରେ ୦.୧-୩ମି.ମି.ବୃଷ୍ଟିପାତର ସମ୍ଭାବନା ରହିଛି ଓ ସର୍ବତ୍ର ସର୍ବାଧିକ ତାପମାତ୍ରା ୨୫°c ରୁ ୩୮°c ମଧ୍ୟରେ ରହିବ। ୧. ଲତା ଜାତୀୟ ପନିପରିବା ରେ ପତ୍ର ମୋଡା ହେଲେ ୧ଲିଟର ଖଟା ଦହି ରେ ୨୦ ଲିଟର ପାଣି ମିଶାଇ ସିଞ୍ଚନ କରନ୍ତୁ । ୨. ନିଜ ଘର ଖର୍ଚ୍ଚ ପାଇଁ ବାଡି ରେ ପଟାଳି କରି ଖଣ୍ଡ ପ୍ରତି ୨୫ଗ୍ରାମ ଶାଗମଞ୍ଜିବୁଣନ୍ତୁ। ୩. ବର୍ଷା ଦିନିଆ ଶାଗ ପଟାଳି ଘର ଖର୍ଚ୍ଚ ପାଇଁ ଲେଉଟିଆ, ପୋଇ , ମୂଳା ଲଗାନ୍ତୁ ପ୍ରତ୍ୟେକ ଫସଲ ର ବିହନ କୁ ଉପଚାର କରି ବୁଣନ୍ତୁ । ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Odia Orissa 30-05-2026 15:33:00 SCHEDULED
347 ନମସ୍କାର କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୩୦ ମଇ ରୁ ୫ ଜୁନ ମଧ୍ୟରେ ଡେରାବିଶ ବ୍ଲକରେ ୦.୧-୪.୨ମି.ମି.ବୃଷ୍ଟିପାତର ସମ୍ଭାବନା ରହିଛି ଏବଂ ସର୍ବାଧିକ ତାପମାତ୍ରା ୨୭°C-୩୯°C ମଧ୍ୟରେ ରହିବ। ୧. ମୌସୁମୀ ର ଆଗମନ ଦେଖି ସବୁଜ ସାର (ଧନୀଚା )ବିହନ ବୁଣିବା ପାଇଁ ବ୍ୟବସ୍ଥା କରନ୍ତୁ।ଏକର ପ୍ରତି ୧୦କିଗ୍ରା ଧନିଚା ବିହନ ବୁଣନ୍ତୁ ବିହନ ବୁଣିବା ପୂର୍ବରୁ ୧କିଲୋ ପ୍ରତି ବିହନରେ ୨୦ଗ୍ରାମ ରାଇଜୋବିୟମ ଉପଚାର କରି ବୁଣନ୍ତୁ। ୨. ଯଦି ଘନଜୀବାମୃତ ତିଆରି କରିଛନ୍ତି , ଏହାକୁ ଘୋଡାଇ ପାଣି ସିଞ୍ଚନ କରି ରଖନ୍ତୁ, ତଳି ଘେର ପ୍ରସ୍ତୁତି ଓ ଜମି ପ୍ରସ୍ତୁତି ସମୟରେ ବ୍ୟବହାର କରନ୍ତୁ।ନିଜ ମନ ମୁତାବକ ଧାନ ବିହନ (୧୨୦-୧୩୦) ଦିନିଆ ସଂଗ୍ରହ କରନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Odia Orissa 30-05-2026 16:17:00 SCHEDULED
348 ନମସ୍କାର କଟକ ଜିଲ୍ଲା ର ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୩୦ ମଇ ରୁ ୫ ଜୁନ ମଧ୍ୟରେ ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକରେ ୦.୧-୫.୧ ମି.ମି.ବୃଷ୍ଟିପାତର ସମ୍ଭାବନା ରହିଛି ଏବଂ ସର୍ବତ୍ର ସର୍ବାଧିକ ତାପମାତ୍ରା ୨୭°C-୩୯°C ମଧ୍ୟରେ ରହିବ। ୧. ମୌସୁମୀ ର ଆଗମନ ଦେଖି ସବୁଜ ସାର (ଧନୀଚା )ବିହନ ବୁଣିବା ପାଇଁ ବ୍ୟବସ୍ଥା କରନ୍ତୁ।ଏକର ପ୍ରତି ୧୦କିଗ୍ରା ଧନିଚା ବିହନ ବୁଣନ୍ତୁ ବିହନ ବୁଣିବା ପୂର୍ବରୁ ୧କିଲୋ ପ୍ରତି ବିହନରେ ୨୦ଗ୍ରାମ ରାଇଜୋବିୟମ ଉପଚାର କରି ବୁଣନ୍ତୁ। ୨. ଯଦି ଘନଜୀବାମୃତ ତିଆରି କରିଛନ୍ତି , ଏହାକୁ ଘୋଡାଇ ପାଣି ସିଞ୍ଚନ କରି ରଖନ୍ତୁ, ତଳି ଘେର ପ୍ରସ୍ତୁତି ଓ ଜମି ପ୍ରସ୍ତୁତି ସମୟରେ ବ୍ୟବହାର କରନ୍ତୁ।ନିଜ ମନ ମୁତାବକ ଧାନ ବିହନ (୧୨୦-୧୩୦) ଦିନିଆ ସଂଗ୍ରହ କରନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Odia Orissa 30-05-2026 15:31:00 SCHEDULED
349 ନମସ୍କାର ଗଜପତି ଜିଲ୍ଲାର ମୋହନା ଓ ଗୁମ୍ମା ବ୍ଲକର ସମସ୍ତ ଚାଷୀ ମାନଙ୍କୁ ସଲିଡାରିଡାଡ ତରଫରୁ ଭୋଡାଫୋନ ଆଇଡିଆ ସହଯୋଗ ରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୩୦ ମଇ ରୁ ୫ ଜୁନ ମଧ୍ୟରେ ଗଜପତିର ମୋହନା ଏବଂ ଗୁମ୍ମା ବ୍ଲକରେ ୦.୧-୩ମି.ମି.ବୃଷ୍ଟିପାତର ସମ୍ଭାବନା ରହିଛି ଓ ସର୍ବତ୍ର ସର୍ବାଧିକ ତାପମାତ୍ରା ୨୫°c ରୁ ୩୮°c ମଧ୍ୟରେ ରହିବ। ୧. ମୌସୁମୀ ର ଆଗମନ ଦେଖି ସବୁଜ ସାର (ଧନୀଚା )ବିହନ ବୁଣିବା ପାଇଁ ବ୍ୟବସ୍ଥା କରନ୍ତୁ।ଏକର ପ୍ରତି ୧୦କିଗ୍ରା ଧନିଚା ବିହନ ବୁଣନ୍ତୁ ବିହନ ବୁଣିବା ପୂର୍ବରୁ ୧କିଲୋ ପ୍ରତି ବିହନରେ ୨୦ଗ୍ରାମ ରାଇଜୋବିୟମ ଉପଚାର କରି ବୁଣନ୍ତୁ। ୨. ଯଦି ଘନଜୀବାମୃତ ତିଆରି କରିଛନ୍ତି , ଏହାକୁ ଘୋଡାଇ ପାଣି ସିଞ୍ଚନ କରି ରଖନ୍ତୁ, ତଳି ଘେର ପ୍ରସ୍ତୁତି ଓ ଜମି ପ୍ରସ୍ତୁତି ସମୟରେ ବ୍ୟବହାର କରନ୍ତୁ।ନିଜ ମନ ମୁତାବକ ଧାନ ବିହନ (୧୨୦-୧୩୦) ଦିନିଆ ସଂଗ୍ରହ କରନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Odia Orissa 30-05-2026 15:23:00 SCHEDULED
350 शेतकरी बंधू आणि भगिनींनो नमस्कार. स्मार्ट ॲग्री कार्यक्रमामध्ये आपले हार्दिक स्वागत आहे.दिनांक २८ मे ते ७ जून या कालावधीत पन्हाळा शाहूवाडी परिसरामध्ये दिवसाचे तापमान ३० ते ३३ अंश सेल्सिअस तर रात्रीचे तापमान २३ ते २५ अंश सेल्सिअस राहण्याची शक्यता आहे. या १० दिवसांमध्ये पश्चिम-दक्षिण दिशेकडून ताशी ४ ते २० किलोमीटर वेगाने वारे वाहतील. आकाश ढगाळ राहील तसेच पावसाची शक्यता ४५ ते ९० टक्के राहील. हवेतील आर्द्रता ५८ ते ९४ टक्के राहील. हवेतून बाष्पीभवन होण्याचा दर प्रतिदिन ५ ते ६ मिलिमीटर राहण्याची शक्यता आहे. सिंचन व्यवस्थापन :-ऊस पिकाला गरज असेल तेव्हाच पाणी द्यावे. पाण्याची बचत करण्यासाठी तण नियंत्रण, ट्रॅश मल्चिंग आणि ठिबक सिंचनाचा वापर करावा. सतत ढगाळ वातावरण असल्यामुळे अतिरिक्त पाणी देणे टाळावे. अल-निनो परिस्थितीच्या पार्श्वभूमीवर शेतकऱ्यांनी विशेष काळजी घ्यावी :- * जमिनीतील ओलावा टिकवून ठेवण्यासाठी ट्रॅश मल्चिंग करावे. * ठिबक सिंचनाद्वारे कमी पाण्यात प्रभावी सिंचन करावे. * हवामानातील अचानक बदल लक्षात घेऊन पिकाची नियमित पाहणी करावी. * पावसाचे पाणी शेतात साठवून त्याचा पुनर्वापर करावा. * सूक्ष्म अन्नद्रव्यांचा संतुलित वापर करून पिकाची प्रतिकारशक्ती वाढवावी. * उष्णता व आर्द्रतेमुळे रोग व किडींचा प्रादुर्भाव वाढू शकतो, त्यामुळे वेळोवेळी निरीक्षण करावे. किड नियंत्रण :-सध्याचे हवामान हुमणी किडीस पोषक आहे. त्यामुळे शेताची नियमित पाहणी करावी. हुमणी नियंत्रणासाठी लाईट ट्रॅप चा वापर करावा तसेच ईपीएन व बीव्हीएमचा वापर करावातसेच कारखान्यामार्फत सिलिकॉनयुक्त खतांची ड्रोनद्वारे सवलतीच्या दरामध्ये फवारणी करून दिली जात आहे. तरी शेतकरी बांधवांनी या सुविधेचा लाभ घ्यावा. सिलिकॉनच्या वापरामुळे ऊस पिकाची ताण सहन करण्याची क्षमता वाढून वाढ चांगली राहण्यास मदत होते. अधिक माहितीसाठी आपल्या मिल कर्मचाऱ्यांशी संपर्क साधावा.स्मार्ट ॲग्री कार्यक्रमाविषयी अधिक माहितीसाठी ९२०५०२१८१४ या क्रमांकावर संपर्क साधा. तसेच हा संदेश पुन्हा ऐकण्यासाठी ७०६५००५०५४ या क्रमांकावर संपर्क करा. धन्यवाद. Marathi MH 28-05-2026 16:48:00 SCHEDULED