Message Schedule List : 12,462
| S. No. | Message | Language | Created By | Date | Time | Status | Action |
|---|---|---|---|---|---|---|---|
| 381 | वोडाफोन आईडिया फाउंडेशन एवं Solidaridad द्वारा क्रियान्वित स्मार्ट एग्री कार्यक्रम में आपका स्वागत है। किसानों के लिए सम-सामयिक सलाह, जिला Mandsaur ऑटोमैटिक वेदर स्टेशन के अनुसार इस सप्ताह: 21 May से 31 May के दौरान दिन में 41 और रात में 29 डिग्री सेल्सियस ताप क्रम रहने का अनुमान है। खरीफ फसलों मे खेत की तैयारी के दौरान 5 से 10 टन अच्छे से सड़ी हुई गोबर की खाद अथवा 5 टन वर्मीकम्पोस्ट खाद अथवा 2.5 टन मुर्गी की खाद प्रति हेक्टेयर खेत में फैलाकर देने से अधिक उत्पादन प्राप्त होता है I किसान साथियों आप खेत की अंतिम तैयारी के समय सड़ी हुई गोबर की खाद अथवा वर्मीकम्पोस्ट खाद मे 2.5 टन प्रति हेक्टेयर बायोचार मिलाकर उपयोग करने से यह मिट्टी की संरचना, उर्वरता, और जल धारण क्षमता को बेहतर बनाने में मदद करता है। एवं मिट्टी की दीर्घकालिक उर्वरता और कार्बन अवशोषण को सुनिश्चित करता है। किसान साथी अपने क्षेत्र के लिए उपयुक्त 2-3 किस्मों का चयन कर बीज की उपलब्धता सुनिश्चित करने का सही समय है I स्मार्ट अग्री कार्यक्रम के माध्यम से जलवायु -अनुकूल टिकाऊ खेती को अपनाना है। स्मार्ट एग्री प्रोजेक्ट के अंतर्गत खेती संबंधित समसामयिक सलाह के लिए 7065-00-5054 पर मिस कॉल करें एवं उपयोगी सलाह प्राप्त करें I अधिक जानकारी के लिए कृपया आप हमारे कृषि-विशेषज्ञ (फ़ोन: 8251071818) से दिन में सुबह 10 बजे से शाम 6 बजे के बीच बात करें.I | Hindi | MP | 21-05-2026 | 12:15:00 | SCHEDULED |
|
| 382 | वोडाफोन आईडिया फाउंडेशन, एरिक्सन एवं Solidaridad द्वारा क्रियान्वित स्मार्ट एग्री कार्यक्रम में आपका स्वागत है। किसानों के लिए सम-सामयिक सलाह, जिला Dewas ऑटोमैटिक वेदर स्टेशन के अनुसार इस सप्ताह: 21 May से 31 May के दौरान दिन में 40 और रात में 28 डिग्री सेल्सियस ताप क्रम रहने का अनुमान है। खरीफ फसलों मे खेत की तैयारी के दौरान 5 से 10 टन अच्छे से सड़ी हुई गोबर की खाद अथवा 5 टन वर्मीकम्पोस्ट खाद अथवा 2.5 टन मुर्गी की खाद प्रति हेक्टेयर खेत में फैलाकर देने से अधिक उत्पादन प्राप्त होता है I किसान साथियों आप खेत की अंतिम तैयारी के समय सड़ी हुई गोबर की खाद अथवा वर्मीकम्पोस्ट खाद मे 2.5 टन प्रति हेक्टेयर बायोचार मिलाकर उपयोग करने से यह मिट्टी की संरचना, उर्वरता, और जल धारण क्षमता को बेहतर बनाने में मदद करता है। एवं मिट्टी की दीर्घकालिक उर्वरता और कार्बन अवशोषण को सुनिश्चित करता है। किसान साथी अपने क्षेत्र के लिए उपयुक्त 2-3 किस्मों का चयन कर बीज की उपलब्धता सुनिश्चित करने का सही समय है I स्मार्ट अग्री कार्यक्रम के माध्यम से जलवायु -अनुकूल टिकाऊ खेती को अपनाना है। स्मार्ट एग्री प्रोजेक्ट के अंतर्गत खेती संबंधित समसामयिक सलाह के लिए 7065-00-5054 पर मिस कॉल करें एवं उपयोगी सलाह प्राप्त करें I अधिक जानकारी के लिए कृपया आप हमारे कृषि-विशेषज्ञ (फ़ोन: 8251071818) से दिन में सुबह 10 बजे से शाम 6 बजे के बीच बात करें.I | Hindi | MP | 21-05-2026 | 12:10:00 | SCHEDULED |
|
| 383 | ନମସ୍କାର କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୨୦ ମଇ ରୁ ୨୬ ମଇ ମଧ୍ୟରେ ଡେରାବିଶ ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ ଏବଂ ସର୍ବାଧିକ ତାପମାତ୍ରା ୨୯°C-୪୦°C ମଧ୍ୟରେ ରହିବ। ୧. କନ୍ଦମୂଳ ଅମଳ ପରେ ଚାରା ପ୍ରସ୍ତୁତ କରି ଲଗାନ୍ତୁ ୨. ଖରିପ ପନିପରିବା ଲଗାଇବା ପୂର୍ବରୁ ଜନଜୀବାମୃତକୁ ପ୍ରୟୋଗ କରି ଲଗାନ୍ତୁ। ୩. ଶୋଷକ କୀଟ ଓ ରୋଗ ପୋକ ପରିଚାଳନା ନିମନ୍ତେ ୮ ଦିନ ବ୍ୟବଧାନରେ ଏକ ଲିଟର ପାଣିରେ ୩୦ ମି. ଲି ଆଗ୍ନେୟସ୍ତ୍ର ମିଶାଇ ସିଂଚନ କରନ୍ତୁ। ୪. ପରିବା ଗଛରେ ପ୍ରଥମ ପର୍ଯାୟରେ ପୋଷକ ପରିଚାଳନା ନିମନ୍ତେ ୧ ଲିଟର ଜୀବାମୃତରେ ୧୦ ଲିଟର ପାଣି ମିଶାଇ ପ୍ରୟୋଗ କରନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। | Odia | Orissa | 20-05-2026 | 18:35:00 | SCHEDULED |
|
| 384 | ନମସ୍କାର କଟକ ଜିଲ୍ଲା ର ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୨୦ ମଇ ରୁ ୨୬ ମଇ ମଧ୍ୟରେ ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ ଏବଂ ସର୍ବତ୍ର ସର୍ବାଧିକ ତାପମାତ୍ରା ୨୯°C-୪୧°C ମଧ୍ୟରେ ରହିବ। ୧. କନ୍ଦମୂଳ ଅମଳ ପରେ ଚାରା ପ୍ରସ୍ତୁତ କରି ଲଗାନ୍ତୁ ୨. ଖରିପ ପନିପରିବା ଲଗାଇବା ପୂର୍ବରୁ ଜନଜୀବାମୃତକୁ ପ୍ରୟୋଗ କରି ଲଗାନ୍ତୁ। ୩. ଶୋଷକ କୀଟ ଓ ରୋଗ ପୋକ ପରିଚାଳନା ନିମନ୍ତେ ୮ ଦିନ ବ୍ୟବଧାନରେ ଏକ ଲିଟର ପାଣିରେ ୩୦ ମି. ଲି ଆଗ୍ନେୟସ୍ତ୍ର ମିଶାଇ ସିଂଚନ କରନ୍ତୁ। ୪. ପରିବା ଗଛରେ ପ୍ରଥମ ପର୍ଯାୟରେ ପୋଷକ ପରିଚାଳନା ନିମନ୍ତେ ୧ ଲିଟର ଜୀବାମୃତରେ ୧୦ ଲିଟର ପାଣି ମିଶାଇ ପ୍ରୟୋଗ କରନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। | Odia | Orissa | 20-05-2026 | 18:40:00 | SCHEDULED |
|
| 385 | ନମସ୍କାର ଗଜପତି ଜିଲ୍ଲାର ମୋହନା ଓ ଗୁମ୍ମା ବ୍ଲକର ସମସ୍ତ ଚାଷୀ ମାନଙ୍କୁ ସଲିଡାରିଡାଡ ତରଫରୁ ଭୋଡାଫୋନ ଆଇଡିଆ ସହଯୋଗ ରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୨୦ ମଇ ରୁ ୨୬ ମଇ ମଧ୍ୟରେ ଗଜପତିର ମୋହନା ଏବଂ ଗୁମ୍ମା ବ୍ଲକରେ ୦.୧-୨.୬ମି.ମି.ବୃଷ୍ଟିପାତର ସମ୍ଭାବନା ରହିଛି ଓ ସର୍ବତ୍ର ସର୍ବାଧିକ ତାପମାତ୍ରା ୨୫°c ରୁ ୪୦°c ମଧ୍ୟରେ ରହିବ। ୧. କନ୍ଦମୂଳ ଅମଳ ପରେ ଚାରା ପ୍ରସ୍ତୁତ କରି ଲଗାନ୍ତୁ ୨. ଖରିପ ପନିପରିବା ଲଗାଇବା ପୂର୍ବରୁ ଜନଜୀବାମୃତକୁ ପ୍ରୟୋଗ କରି ଲଗାନ୍ତୁ। ୩. ଶୋଷକ କୀଟ ଓ ରୋଗ ପୋକ ପରିଚାଳନା ନିମନ୍ତେ ୮ ଦିନ ବ୍ୟବଧାନରେ ଏକ ଲିଟର ପାଣିରେ ୩୦ ମି. ଲି ଆଗ୍ନେୟସ୍ତ୍ର ମିଶାଇ ସିଂଚନ କରନ୍ତୁ। ୪. ପରିବା ଗଛରେ ପ୍ରଥମ ପର୍ଯାୟରେ ପୋଷକ ପରିଚାଳନା ନିମନ୍ତେ ୧ ଲିଟର ଜୀବାମୃତରେ ୧୦ ଲିଟର ପାଣି ମିଶାଇ ପ୍ରୟୋଗ କରନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। | Odia | Orissa | 20-05-2026 | 18:53:00 | SCHEDULED |
|
| 386 | ନମସ୍କାର କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୨୦ ମଇ ରୁ ୨୬ ମଇ ମଧ୍ୟରେ ଡେରାବିଶ ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ ଏବଂ ସର୍ବାଧିକ ତାପମାତ୍ରା ୨୯°C-୪୦°C ମଧ୍ୟରେ ରହିବ। ୧. ମୁଗ ଅମଳ ପରେ ଏହାର ପତ୍ର, ଡାଳ, ଚେର ଛାଇରେ ଗଦା କରି ରଖନ୍ତୁ ଏହା ଭବିଷ୍ୟତରେ ଧାନ ସମୟରେ ଜମିପ୍ରସ୍ତୁତି ନିମନ୍ତେ ପ୍ରୟୋଗ କରିପାରିବେ ଏବଂ ପନିପରିବା ଚାଷରେ ଆଚ୍ଛାଦନ ପାଇଁ ବ୍ୟବହାର କରିପାରିବ। ୨. ମୁଗରୁ ବାହାରିଥିବା ନିକୃଷ୍ଟ ଦାନାରୁ ସଂଗ୍ରହ କରି ରଖନ୍ତୁ, ଏହାକୁ ଧାନ ଚାଷରେ ଜୀବାମୃତ ପ୍ରସ୍ତୁତି ନିମନ୍ତେ ବ୍ୟବହାର କରାଯାଇପାରିବ। ୩. ବର୍ଷା ପାଖେଇ ଆସୁଥିବାରୁ ଧନିଚାମଞ୍ଜି ସଂଗ୍ରହ କରି ରଖନ୍ତୁ, ଧାନ ଚାଷ ପୁର୍ବରୁ ସବୁଜ ସାର ରୁପେ ପ୍ରୟୋଗ କରନ୍ତୁ। ୪. ଧନିଚା ବୁଣିବା ପୂର୍ବରୁ ରାଇଜୋବିୟମ୍ ଓ PSB ଦ୍ବାରା ୧ କି. ଗ୍ରା. ବିହନରେ ୨୦ ଗ୍ରା.ମ. ମିଶାଇ ଉପଚାର କରି ପ୍ରୟୋଗ କରନ୍ତୁ। ୫. ପ୍ରତ୍ୟେକ ଚାଷୀଙ୍କୁ ବିହନ ଅମଳ ପରେ ସଂଗ୍ରହ କରିବା ପାଇଁ ବିହନରେ ଶୁଖିଲା ଲଙ୍କା, ବେଗୁନିଆ, ନିମ ପତ୍ର ଶୁଖାଇ ମିଶାଇ ସଂଗ୍ରହ କରନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। | Odia | Orissa | 20-05-2026 | 18:30:00 | SCHEDULED |
|
| 387 | ନମସ୍କାର କଟକ ଜିଲ୍ଲା ର ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୨୦ ମଇ ରୁ ୨୬ ମଇ ମଧ୍ୟରେ ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ ଏବଂ ସର୍ବତ୍ର ସର୍ବାଧିକ ତାପମାତ୍ରା ୨୯°C-୪୧°C ମଧ୍ୟରେ ରହିବ। ୧. ମୁଗ ଅମଳ ପରେ ଏହାର ପତ୍ର, ଡାଳ, ଚେର ଛାଇରେ ଗଦା କରି ରଖନ୍ତୁ ଏହା ଭବିଷ୍ୟତରେ ଧାନ ସମୟରେ ଜମିପ୍ରସ୍ତୁତି ନିମନ୍ତେ ପ୍ରୟୋଗ କରିପାରିବେ ଏବଂ ପନିପରିବା ଚାଷରେ ଆଚ୍ଛାଦନ ପାଇଁ ବ୍ୟବହାର କରିପାରିବ। ୨. ମୁଗରୁ ବାହାରିଥିବା ନିକୃଷ୍ଟ ଦାନାରୁ ସଂଗ୍ରହ କରି ରଖନ୍ତୁ, ଏହାକୁ ଧାନ ଚାଷରେ ଜୀବାମୃତ ପ୍ରସ୍ତୁତି ନିମନ୍ତେ ବ୍ୟବହାର କରାଯାଇପାରିବ। ୩. ବର୍ଷା ପାଖେଇ ଆସୁଥିବାରୁ ଧନିଚାମଞ୍ଜି ସଂଗ୍ରହ କରି ରଖନ୍ତୁ, ଧାନ ଚାଷ ପୁର୍ବରୁ ସବୁଜ ସାର ରୁପେ ପ୍ରୟୋଗ କରନ୍ତୁ। ୪. ଧନିଚା ବୁଣିବା ପୂର୍ବରୁ ରାଇଜୋବିୟମ୍ ଓ PSB ଦ୍ବାରା ୧ କି. ଗ୍ରା. ବିହନରେ ୨୦ ଗ୍ରା.ମ. ମିଶାଇ ଉପଚାର କରି ପ୍ରୟୋଗ କରନ୍ତୁ। ୫. ପ୍ରତ୍ୟେକ ଚାଷୀଙ୍କୁ ବିହନ ଅମଳ ପରେ ସଂଗ୍ରହ କରିବା ପାଇଁ ବିହନରେ ଶୁଖିଲା ଲଙ୍କା, ବେଗୁନିଆ, ନିମ ପତ୍ର ଶୁଖାଇ ମିଶାଇ ସଂଗ୍ରହ କରନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। | Odia | Orissa | 20-05-2026 | 18:20:00 | SCHEDULED |
|
| 388 | ନମସ୍କାର ଗଜପତି ଜିଲ୍ଲାର ମୋହନା ଓ ଗୁମ୍ମା ବ୍ଲକର ସମସ୍ତ ଚାଷୀ ମାନଙ୍କୁ ସଲିଡାରିଡାଡ ତରଫରୁ ଭୋଡାଫୋନ ଆଇଡିଆ ସହଯୋଗ ରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୨୦ ମଇ ରୁ ୨୬ ମଇ ମଧ୍ୟରେ ଗଜପତିର ମୋହନା ଏବଂ ଗୁମ୍ମା ବ୍ଲକରେ ୦.୧-୨.୬ମି.ମି.ବୃଷ୍ଟିପାତର ସମ୍ଭାବନା ରହିଛି ଓ ସର୍ବତ୍ର ସର୍ବାଧିକ ତାପମାତ୍ରା ୨୫°c ରୁ ୪୦°c ମଧ୍ୟରେ ରହିବ। ୧. ମୁଗ ଅମଳ ପରେ ଏହାର ପତ୍ର, ଡାଳ, ଚେର ଛାଇରେ ଗଦା କରି ରଖନ୍ତୁ ଏହା ଭବିଷ୍ୟତରେ ଧାନ ସମୟରେ ଜମିପ୍ରସ୍ତୁତି ନିମନ୍ତେ ପ୍ରୟୋଗ କରିପାରିବେ ଏବଂ ପନିପରିବା ଚାଷରେ ଆଚ୍ଛାଦନ ପାଇଁ ବ୍ୟବହାର କରିପାରିବ। ୨. ମୁଗରୁ ବାହାରିଥିବା ନିକୃଷ୍ଟ ଦାନାରୁ ସଂଗ୍ରହ କରି ରଖନ୍ତୁ, ଏହାକୁ ଧାନ ଚାଷରେ ଜୀବାମୃତ ପ୍ରସ୍ତୁତି ନିମନ୍ତେ ବ୍ୟବହାର କରାଯାଇପାରିବ। ୩. ବର୍ଷା ପାଖେଇ ଆସୁଥିବାରୁ ଧନିଚାମଞ୍ଜି ସଂଗ୍ରହ କରି ରଖନ୍ତୁ, ଧାନ ଚାଷ ପୁର୍ବରୁ ସବୁଜ ସାର ରୁପେ ପ୍ରୟୋଗ କରନ୍ତୁ। ୪. ଧନିଚା ବୁଣିବା ପୂର୍ବରୁ ରାଇଜୋବିୟମ୍ ଓ PSB ଦ୍ବାରା ୧ କି. ଗ୍ରା. ବିହନରେ ୨୦ ଗ୍ରା.ମ. ମିଶାଇ ଉପଚାର କରି ପ୍ରୟୋଗ କରନ୍ତୁ। ୫. ପ୍ରତ୍ୟେକ ଚାଷୀଙ୍କୁ ବିହନ ଅମଳ ପରେ ସଂଗ୍ରହ କରିବା ପାଇଁ ବିହନରେ ଶୁଖିଲା ଲଙ୍କା, ବେଗୁନିଆ, ନିମ ପତ୍ର ଶୁଖାଇ ମିଶାଇ ସଂଗ୍ରହ କରନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। | Odia | Orissa | 20-05-2026 | 18:41:00 | SCHEDULED |
|
| 389 | ନମସ୍କାର କଟକ, କେନ୍ଦ୍ରାପଡ଼ା ଓ ଗଜପତି ଜିଲ୍ଲାର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର ଓ ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଏକ ଏକର କ୍ଷେତ୍ର ନିମନ୍ତେ ଘନଜୀବାମୃତ ପ୍ରସ୍ତୁତି : ଆବଶ୍ୟକ ଉପକରଣ - ୧-ସଜ ଗୋବର-୧୦ କି.ଗ୍ରା. ୨-ଗାଈ ପରିସ୍ରା -୫ଲି. ୩-ଗୁଡ-୨କି.ଗ୍ରା. ୪-କଞ୍ଚା ଚୋପାଲଗା ଡାଲି ଗୁଣ୍ଡ-୨କି.ଗ୍ରା. ୫-ଉଇ ହୁଙ୍କା ମାଟି -ଆଞ୍ଜୁଳାଏ ୬-ପାଣି -୨୦ଲି. ପ୍ରସ୍ତୁତି:-ସମସ୍ତ ଆବଶ୍ୟକ ସାମଗ୍ରୀ କୁ ଏକ ବଡ଼ ମାଟି କିମ୍ବା ପ୍ଲାଷ୍ଟିକ ପାତ୍ରରେ ଭଲ ଭାବେ ମିଶ୍ରଣ କରି ଛାଇ ସ୍ଥାନ ରେ ଘୋଡାଇ ରଖନ୍ତୁ। ଦିନକୁ ୨-୩ ଥର ସକାଳେ ଏବଂ ସନ୍ଧ୍ୟାରେ ବାଡ଼ିରେ ଘାଣ୍ଟି ଦିଅନ୍ତୁ।ସାତ ଦିନ ପରେ ଏହି ମିଶ୍ରଣ କୁ ୨ କ୍ଵିଣ୍ଟାଲ ଗୋବର ଖତରେ ମିଶ୍ରଣ କରି ଘନଜୀବାମୃତ ପ୍ରସ୍ତୁତ କରନ୍ତୁ।ଖତରେ ମିଶାଇବାର ୪୮ଘ. ପରେ ଏହାକୁ ଜମିରେ ପ୍ରୟୋଗ କରିପାରିବେ ଏବଂ ଛଅ ମାସ ଯାଏ ଏହାକୁ ରଖି ବ୍ୟବହାର କରି ପାରିବେ। * ଏହାକୁ ମୂଳ ସାର ଭାବେ ଆମେ ପରିବା ଗଛରେ ପ୍ରୟୋଗ କରିପାରିବା, ଧାନ ଓ ମୁଗ ଫସଲ ଆଗରୁ ଜମିରେ ଏହାକୁ ପ୍ରୟୋଗ କଲେ ଉତ୍ପାଦନ ବୃଦ୍ଧି ସହ ଗଛର ଭଲ ଅଭିବୃଦ୍ଧି ହୋଇଥାଏ। * ଏହାର ପ୍ରୟୋଗ ଦ୍ୱାରା ମାଟିର ପି. ଏଚ ୭.୨୦, ଜୈବ ଅଙ୍ଗାର ୧୭. ୨୯ %, ଯବକ୍ଷାରଜାନ ୨%,ଫସଫରସ ୦.୪୬%, ପୋଟାସିୟମ ୦.୧୦%,ସୋଡିୟମ ୦.୧୫%,କ୍ୟାଲସିୟମ ୧୩୨ମିଲିଗ୍ରାମ/କିଲୋ,ମ୍ୟାଗ୍ନେସିୟମ ୬୧.୭୫ମିଲିଗ୍ରାମ/ଲି.,ସଲଫେଟ ୧୧୨ମିଲିଗ୍ରାମ /ଲି., କପର ୦.୧୩ ମିଲିଗ୍ରାମ /ଲି., ମାଗ୍ନେସିୟମ ୨.୦୩ମିଲିଗ୍ରାମ /ଲି., ଜିଙ୍କ ୦.୯୯ମିଲିଗ୍ରାମ /ଲି., ଆଇରନ ୩୪.୩୦ମିଲିଗ୍ରାମ /ଲି. ଆଦି ମାଟିକୁ ମିଳିଥାଏ। * ମାଟିରେ ଅଣୁଜୀବ ବୃଦ୍ଧି ହୋଇଥାନ୍ତି ଏବଂ ମାଟିର ଜଳଧାରଣ ର କ୍ଷମତା ବଢିଥାଏ। • ଏହାକୁ ବ୍ୟବହାର କଲେ ରାସାୟନିକ ସାର ଦରକାର କମିଯାଏ, ଯାହା ଖର୍ଚ୍ଚ କମାଏ ଓ ପରିବେଶକୁ ସୁରକ୍ଷିତ ରଖେ। * ଘନଜୀବାମୃତ ମାଟିକୁ ଛିଦ୍ରାଳୁ କରେ, ଯାହା ଜଳ ଓ ବାୟୁ ପ୍ରବାହକୁ ସହଜ କରେ। •ଫସଲର ଉତ୍ପାଦନ ବଢ଼େ ଓ ଗୁଣତ୍ୱ ଉନ୍ନତ ହୁଏ, ଯାହା ବଜାରରେ ଭଲ ଦର ମିଳିବାରେ ସହାୟକ। | Odia | Orissa | 20-05-2026 | 18:30:00 | SCHEDULED |
|
| 390 | प्रिय किसान साथियों,वोडाफोन आईडिया फाउंडेशन एवं सोलिडेरीडाड संस्था द्वारा संचालित स्मार्ट एग्री कार्यक्रम में आपका स्वागत है ।किसानों के लिए सम- समाहिक सलाह जिला अयोध्या एडवांस वेदर स्टेशन के अनुसार इस सप्ताह 21-31 मई के दौरान अयोध्या जिले के तापमान में दिन प्रतिदिन बढ़ोतरी देखने को मिलेगी ।दिन का अधिकतम तापमान 38-41 डिग्री सेल्सियस तथा रात का अधिकतम तापमान 28-30 डिग्री सेल्सियस के बीच रहने का अनुमान है। तथा इस सप्ताह वर्षा की संभावना नहीं है ।तथा इन दिनों में पश्चिम उत्तर की दिशा से 2-17 किलोमीटर प्रति घंटे की गति से हवाएं चलेंगी। जिसकी वजह से वायुमंडलीय आद्रता 32-65% के बीच रहने का अनुमान है ।धान की नर्सरी पर निम्न जानकारी बीज चयन क्षेत्र की मिट्टी और पानी की उपलब्धता के आधार पर बीज चुने ।प्रमाणित बीज किसान भाई विश्वसनीय कंपनियों या कृषि विभाग से प्रमाणित,टैग लगे बीज जैसे फाउंडेशन या सर्टिफाइड ही खरीदें ।ऐसे किस्में चुने जो प्रमुख कीटों और रोगों के प्रति सहनशील हो ।उन्नत किस्मों के बीज सामान्य बीजों की तुलना में 10-12 % अधिक उपज देते हैं ।बीजों का भौतिक चयन बीजों खरीदने के बाद उन्हें बोने से पहले यह जांचना आवश्यक है कि बीज स्वस्थ और अंकुरण के योग्य है या नहीं नमक के पानी द्वारा यह सबसे आम और प्रभावी तरीका है 10 लीटर पानी में लगभग 200 ग्राम नमक घोले इस घोल में धान के बीज डालें ।जो बीज भारी होकर नीचे बैठ जाएं वे स्वस्थ हैं जो बीज सतह पर तैरने लगे वे हल्के या खाली होते हैं उन्हें हटा दें ।साफ सफाई चयनित बीजों को साफ पानी में अच्छी तरह धोले ।अंकुरण क्षमता की जांच एक मुट्ठी बीज लेकर उन्हें गीले कपड़े में बांधकर 24 घंटे के लिए किसी गर्म स्थान पर रख दे ।अगले दिन जाचें की कितने प्रतिशत अंकुरित हुए हैं अच्छे बीजों में 80 -90 % से अधिक अंकुरण होना चाहिए ।बीज उपचार फफूंद जनित रोगों को रोकने के लिए बीज को कार्बेडाजिम या थीरम 2.5 ग्राम/किलो बीज में उपचारित करें ।जैविक उपचार स्यूडोमोनास फ्लोरेस 10 ग्राम/किलो का उपयोग करके भी बीजों को उपचारित किया जा सकता है ।नर्सरी की तैयारी उपजाऊ हल्की से मध्य मृदा चुने जिसमें पानी निकास की अच्छी व्यवस्था हो 8-10 मीटर लंबी और 2.5 मीटर चौड़ा बेड तैयार करें खाद प्रबंधन बुवाई से पूर्व 1000 वर्ग मीटर नर्सरी में 1-2 टन साड़ी गोबर खाद का प्रयोग करें ।बुवाई अंकुरित बीजों को तैयार किए गए खेतों में नर्सरी के लिए समान रूप से छिड़के और पक्षियों से बचाव के लिए 2-3 दिनों तक रखवाली करें। खेती बाड़ी से जुड़ी अधिक जानकारी के लिए 7065005054 पर मिस्ड कॉल करें और उपयोगी सलाह प्राप्त करें । | Hindi | Uttar Pradesh | 20-05-2026 | 13:31:00 | SCHEDULED |
|