Message Schedule List : 12,462
S. No. Message Language Created By Date Time Status Action
561 Amravati(1)-नमस्कार शेतकरी बंधूंनो...सॉलिडरीडॅड आणि वोडाफोन आयडिया फाऊंडेशन यांच्या स्मार्ट ऍग्री प्रोग्राममध्ये आपले स्वागत आहे. धामणगांव तालुक्यातील तळेगांव येथील स्वयंचलीत हवामान केंद्रातर्फे दिनांक १४ एप्रिल २०२६ ते दिनांक २३ एप्रिल २०२६ दरम्यानचा हवामानाचा अंदाज असा, तापमान किमान २५ ते २७ अंश सेल्सियस तर कमाल ४२ ते ४३ अंश सेल्सियस एवढे राहील. तसेच दिनांक १७ एप्रिल ते दिनांक २२ एप्रिल २०२६ व दिनांक २४ एप्रिल २०२६ रोजी वातावरण अंशतः ढगाळ राहण्याची शक्यता आहे. वातावरणीय बदलास अनुसरून शेती (Climate Resilient Agriculture) करण्यास खालील बाबींचा विचार करावा. शेतकऱ्यांसाठी सूचना:- शेतकऱ्यांनी उन्हाळी पिकामध्ये जमिनीतून बाष्पोत्सर्जन जास्त होत असल्यामुळे व पिकाच्या वाढीच्या अवस्थेनुसार मूग, भुईमूग सूर्यफूल व तीळ पिकास सकाळ व संध्याकाळ हलके ओलीत द्यावे, तसेच तन नियंत्रणासाठी आंतरमशागतीची कामे पूर्ण करावी. फळझाडे पिकातील काढणीला आलेला माल त्वरित तोडून मार्केटमध्ये मालाची विक्री करावी. फळझाडांना सकाळ संध्याकाळ हलके व नियमित ओलीत करावे. संत्र्याच्या झाडाच्या खोडाजवळ आळ्यात, तनीस, गवत, पालापाचोळा, गव्हाचे तुस इत्यादींचे आच्छादन करावे. मृग बाहाराच्या संत्रा व मोसंबीच्या झाडांवर ठिबक सिंचन पद्धतीने सिंचन करावे. त्यासाठी 6 वर्ष्यांच्या झाडाला 40 लिटर पाणी, 8 वर्ष्यांच्या झाडाला 65 लिटर पाणी आणि 10 वर्ष्यांच्या झाडाला 80 लिटर पाणी प्रति दिवस प्रति झाड द्यावे. भाजीपाला पिकाला सकाळ संध्याकाळ नियमित ओलीत द्यावे. काढणीला आलेला माल त्वरित तोडून मार्केटमध्ये मालाची विक्री करावी. सध्या तीळ पीक हे 60-65 दिवसाचे असून फुलोरा तर काही भागात बोण्डया धरण्याच्या अवस्थेत आहे. तीळ पिकाच्या अधिक उत्पन्न वाढीसाठी पीक फुलावर असताना व बोण्डया धरण्याच्या वेळेस 2% DAP किंवा 13:00:45 ची फवारणी करावी. तसेच जीवामृत द्यावे त्यामुळे तीळ उत्पन्न वाढीत मदत होते. तीळ पिकांत पाने खाणारी अळी व तुडतुडे चा प्रादुर्भाव दिसून आल्यास त्यांच्या नियंत्रणासाठी थायमिथोक्झोम १५० मिली किंवा ५०% कार्बारील पावडर २ किलो प्रति ५०० लीटर पाण्यात मिसळून प्रति हेक्टरी फवारणी करावी. शेतकऱ्यांनी शेतातील काडीकचरा न जाळता त्यांचे कंपोस्ट खत तयार करावे. सॉलिडरीडॅड स्मार्ट ऍग्री प्रोग्राममध्ये आपले शंकासमाधान करण्यास कृपया संपर्क साधावा. मोबाईल क्रमांक 9158261922 धन्यवाद! Marathi MH 14-04-2026 08:30:00 SCHEDULED
562 ନମସ୍କାର କଟକ, କେନ୍ଦ୍ରାପଡ଼ା ଓ ଗଜପତି ଜିଲ୍ଲାର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର ଓ ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ତାପମାତ୍ରା ବୃଦ୍ଧି ନିମନ୍ତେ ସତର୍କତା ସୂଚନା : ୧. ଏହା ଦ୍ୱାରା ସମସ୍ତ ନାଗରିକଙ୍କୁ ସୂଚିତ କରାଯାଉଛି ଯେ ଆଗାମୀ କିଛି ଦିନ ଧରି ଅତ୍ୟଧିକ ଉଷ୍ଣତା ଓ ତାପମାତ୍ରା ପରିସ୍ଥିତି ରହିପାରେ। ବିଶେଷକରି ବୃଦ୍ଧ, ଶିଶୁ, ଗର୍ଭବତୀ ମହିଳା ଓ ଦିନକାମ କରୁଥିବା କର୍ମକର୍ତ୍ତାମାନେ ଏହାରେ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହିପରି ପରିସ୍ଥିତିରେ ସମସ୍ତଙ୍କୁ ସତର୍କ ରହିବା ସହିତ ନିମ୍ନଲିଖିତ ନିର୍ଦ୍ଦେଶାବଳୀ ମାନିବାକୁ ଅନୁରୋଧ କରାଯାଉଛି। ୨. ଦିନ ୧୧ ଟା ପରେ ଅତି ବାଇଗଣି ରଶ୍ମି ଅଧିକ ପରିଣାମ ରେ ନିର୍ଗତ ହେଉଥିବା କାରଣ ରୁ ବାହାରକୁ ବାହାରିଲେ ଅଂଶୁଘାତ ର ସମ୍ଭାବନା ବଢିଯାଏ l ୩. ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ବାହାରକୁ ବାହାରିବାକୁ ଏଡ଼ାନ୍ତୁ, କାରଣ ଏହି ସମୟରେ ତାପମାତ୍ରା ସର୍ବାଧିକ ଥାଏ। ୪. ସିଧାସଳଖ ସୂର୍ଯ୍ୟ କିରଣରେ ଅଧିକ ସମୟ ରହିଲେ ଶରୀରରେ ଜଳୀୟଅଂଶ କମ ହୋଇଯାଇଥାଏ ଓ ଅଂଶୁଘାତ ହେବାର ସମ୍ଭାବନା ବଢ଼େ।ବାହାରେ କାମ କରୁଥିବା ବ୍ୟକ୍ତିମାନେ ସମୟ ସମୟରେ ବିଶ୍ରାମ ନେବା ଆବଶ୍ୟକ। ୫. ଦିନକୁ ବାରମ୍ବାର ପାଣି, ORS, ଲେମ୍ବୁ ପାଣି, ତୋରାଣି,ଘୋଳ ଦହିପିଇ ଶରୀରକୁ ଥଣ୍ଡା ରଖନ୍ତୁ, ଯାହା ଶରୀରର ତାପମାତ୍ରା ନିୟନ୍ତ୍ରଣ କରେ। ୬. ହାଲୁକା, ଢିଲା ଓ ସୁତା କପଡ଼ା ପିନ୍ଧିବା ଦ୍ୱାରା ଶରୀରକୁ ଥଣ୍ଡା ରଖିବାରେ ସହାୟତା ମିଳେ। ୭. ଘରୁ ବାହାରୁଥିବା ବେଳେ ମୁଣ୍ଡକୁ ଗାମୁଛା, ଟୋପି ବା ଛତା ଦ୍ୱାରା ଢାକନ୍ତୁ। ୮. ଘରକୁ ଥଣ୍ଡା ରଖିବା ପାଇଁ ପବନ ଚଳାଚଳ ଭଲ ରଖନ୍ତୁ ଓ ପରଦା ବ୍ୟବହାର କରନ୍ତୁ। ୯. ଖାଲି ପେଟରେ ବାହାରକୁ ଯିବା ଉଚିତ ନୁହେଁ, ଏହା ଶରୀରକୁ ଦୁର୍ବଳ କରେ। ୧୦. ଅଧିକ ତେଲ ଓ ମସଲା ଯୁକ୍ତ ଖାଦ୍ୟ ଖାଇବାକୁ ଏଡ଼ାନ୍ତୁ, ଯାହା ଶରୀରର ତାପ ବଢ଼ାଏ। ଏହି ସମୟରେ ସମସ୍ତେ ସଚେତନ ଓ ସତର୍କ ରହିବା ଅତ୍ୟନ୍ତ ଆବଶ୍ୟକ। ନିଜ ସହିତ ପରିବାର ଓ ପଡ଼ୋଶୀଙ୍କୁ ମଧ୍ୟ ଏହି ସୂଚନା ଜଣାଇ ସୁରକ୍ଷିତ ରଖନ୍ତୁ। Odia Orissa 11-04-2026 11:31:00 SCHEDULED
563 ନମସ୍କାର କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୧୦ ଏପ୍ରିଲ ରୁ ୧୬ ଏପ୍ରିଲ ମଧ୍ୟରେ ଡେରାବିଶ ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ ଏବଂ ସର୍ବାଧିକ ତାପମାତ୍ରା ୨୪°C-୩୫°C ମଧ୍ୟରେ ରହିବ। ୧-ପାଚିଯାଇଥିବା ସମସ୍ତ ସୂର୍ଯ୍ୟମୁଖୀ ଫୁଲ କୁ କାଟିଦିଅନ୍ତୁ। ୨- ବୋଇତାଳୁ, କାକୁଡି, ଜହ୍ନି ପ୍ରଭୃତିରେ ପତ୍ରପୋଡ଼ା ରୋଗ ରୋକିବା ପାଇଁ ୧ଲି. ଘୋଳ ଦହିରେ ୧୫ଲି. ପାଣି ମିଶାଇ ସିଞ୍ଚନ କରନ୍ତୁ। ୩- ଖାରାଟିଆ ପରିବା ଜମିପ୍ରସ୍ତୁତି ସମୟରେ ଜମିପ୍ରସ୍ତୁତି ନିମନ୍ତେ ଘନଜିବମୃତ, ଗୋବର ଖତ ବା ଜିଆଖତର ବ୍ୟବହାର କରନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Odia Orissa 10-04-2026 15:48:00 SCHEDULED
564 ନମସ୍କାର କଟକ ଜିଲ୍ଲା ର ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୧୦ ଏପ୍ରିଲ ରୁ ୧୬ ଏପ୍ରିଲ ମଧ୍ୟରେ ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ ଏବଂ ସର୍ବତ୍ର ସର୍ବାଧିକ ତାପମାତ୍ରା ୨୪°C-୩୫°C ମଧ୍ୟରେ ରହିବ। ୧-ପାଚିଯାଇଥିବା ସମସ୍ତ ସୂର୍ଯ୍ୟମୁଖୀ ଫୁଲ କୁ କାଟିଦିଅନ୍ତୁ। ୨- ବୋଇତାଳୁ, କାକୁଡି, ଜହ୍ନି ପ୍ରଭୃତିରେ ପତ୍ରପୋଡ଼ା ରୋଗ ରୋକିବା ପାଇଁ ୧ଲି. ଘୋଳ ଦହିରେ ୧୫ଲି. ପାଣି ମିଶାଇ ସିଞ୍ଚନ କରନ୍ତୁ। ୩- ଖାରାଟିଆ ପରିବା ଜମିପ୍ରସ୍ତୁତି ସମୟରେ ଜମିପ୍ରସ୍ତୁତି ନିମନ୍ତେ ଘନଜିବମୃତ, ଗୋବର ଖତ ବା ଜିଆଖତର ବ୍ୟବହାର କରନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Odia Orissa 10-04-2026 15:45:00 SCHEDULED
565 ନମସ୍କାର ଗଜପତି ଜିଲ୍ଲାର ମୋହନା ଓ ଗୁମ୍ମା ବ୍ଲକର ସମସ୍ତ ଚାଷୀ ମାନଙ୍କୁ ସଲିଡାରିଡାଡ ତରଫରୁ ଭୋଡାଫୋନ ଆଇଡିଆ ସହଯୋଗ ରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୧୦ ଏପ୍ରିଲ ରୁ ୧୬ ଏପ୍ରିଲ ମଧ୍ୟରେ ଗଜପତିର ମୋହନା ଏବଂ ଗୁମ୍ମା ବ୍ଲକରେ ୦.୨-୦.୯ମି.ମି.ବୃଷ୍ଟିପାତର ସମ୍ଭାବନା ରହିଛି ଓ ସର୍ବତ୍ର ସର୍ବାଧିକ ତାପମାତ୍ରା ୨୧°c ରୁ ୪୦°c ମଧ୍ୟରେ ରହିବ। ୧-ପାଚିଯାଇଥିବା ସମସ୍ତ ସୂର୍ଯ୍ୟମୁଖୀ ଫୁଲ କୁ କାଟିଦିଅନ୍ତୁ। ୨- ବୋଇତାଳୁ, କାକୁଡି, ଜହ୍ନି ପ୍ରଭୃତିରେ ପତ୍ରପୋଡ଼ା ରୋଗ ରୋକିବା ପାଇଁ ୧ଲି. ଘୋଳ ଦହିରେ ୧୫ଲି. ପାଣି ମିଶାଇ ସିଞ୍ଚନ କରନ୍ତୁ। ୩- ଖାରାଟିଆ ପରିବା ଜମିପ୍ରସ୍ତୁତି ସମୟରେ ଜମିପ୍ରସ୍ତୁତି ନିମନ୍ତେ ଘନଜିବମୃତ, ଗୋବର ଖତ ବା ଜିଆଖତର ବ୍ୟବହାର କରନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Odia Orissa 10-04-2026 15:48:00 SCHEDULED
566 ନମସ୍କାର କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୧୦ ଏପ୍ରିଲ ରୁ ୧୬ ଏପ୍ରିଲ ମଧ୍ୟରେ ଡେରାବିଶ ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ ଏବଂ ସର୍ବାଧିକ ତାପମାତ୍ରା ୨୪°C-୩୫°C ମଧ୍ୟରେ ରହିବ। ୧-ସମସ୍ତ ଜିଆକୁଣ୍ଡ ରେ ଯେପରି କୌଣସି ପାଣି ପ୍ରବେଶ ନକରେ ତାହାର ବ୍ୟବସ୍ଥା ପଲିଥିନ ଘୋଡାଇ ଦିଅନ୍ତୁ। ୨-ଜୀବାମୃତ, ଘନଜୀବାମୃତ ଓ ସଂଗ୍ରହ କରାଯାଇଥିବା ଜିଆଖତ କୁ ବାହାରେ ରଖନ୍ତୁ ନାହିଁ। ୩-ପ୍ରାକୃତିକ କୃଷିର ନିୟମ ଅନୁସାରେ ବର୍ଷା ପରେ ପରେ ଘାସ ଉଠିବାକୁ ଦିଅନ୍ତୁ ଓ ତାପରେ ହାଲୁକା ହଳ କରି ମାଟିରେ ମିଶାନ୍ତୁ। ୪- ଖରାଟିଆ ପରିବା ଚାଷ ଏବଂ ଖରିପ ଧାନ ଚାଷ ନିମନ୍ତେ ଘନ ଜୀବାମୃତ କିମ୍ୱା ଗୋବର ଖତ ସଂଗ୍ରହ କରି ରଖନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Odia Orissa 10-04-2026 15:49:00 SCHEDULED
567 ନମସ୍କାର କଟକ ଜିଲ୍ଲା ର ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୧୦ ଏପ୍ରିଲ ରୁ ୧୬ ଏପ୍ରିଲ ମଧ୍ୟରେ ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ ଏବଂ ସର୍ବତ୍ର ସର୍ବାଧିକ ତାପମାତ୍ରା ୨୪°C-୩୫°C ମଧ୍ୟରେ ରହିବ। ୧-ସମସ୍ତ ଜିଆକୁଣ୍ଡ ରେ ଯେପରି କୌଣସି ପାଣି ପ୍ରବେଶ ନକରେ ତାହାର ବ୍ୟବସ୍ଥା ପଲିଥିନ ଘୋଡାଇ ଦିଅନ୍ତୁ। ୨-ଜୀବାମୃତ, ଘନଜୀବାମୃତ ଓ ସଂଗ୍ରହ କରାଯାଇଥିବା ଜିଆଖତ କୁ ବାହାରେ ରଖନ୍ତୁ ନାହିଁ। ୩-ପ୍ରାକୃତିକ କୃଷିର ନିୟମ ଅନୁସାରେ ବର୍ଷା ପରେ ପରେ ଘାସ ଉଠିବାକୁ ଦିଅନ୍ତୁ ଓ ତାପରେ ହାଲୁକା ହଳ କରି ମାଟିରେ ମିଶାନ୍ତୁ। ୪- ଖରାଟିଆ ପରିବା ଚାଷ ଏବଂ ଖରିପ ଧାନ ଚାଷ ନିମନ୍ତେ ଘନ ଜୀବାମୃତ କିମ୍ୱା ଗୋବର ଖତ ସଂଗ୍ରହ କରି ରଖନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Odia Orissa 10-04-2026 15:50:00 SCHEDULED
568 ନମସ୍କାର ଗଜପତି ଜିଲ୍ଲାର ମୋହନା ଓ ଗୁମ୍ମା ବ୍ଲକର ସମସ୍ତ ଚାଷୀ ମାନଙ୍କୁ ସଲିଡାରିଡାଡ ତରଫରୁ ଭୋଡାଫୋନ ଆଇଡିଆ ସହଯୋଗ ରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୧୦ ଏପ୍ରିଲ ରୁ ୧୬ ଏପ୍ରିଲ ମଧ୍ୟରେ ଗଜପତିର ମୋହନା ଏବଂ ଗୁମ୍ମା ବ୍ଲକରେ ୦.୨-୦.୯ମି.ମି.ବୃଷ୍ଟିପାତର ସମ୍ଭାବନା ରହିଛି ଓ ସର୍ବତ୍ର ସର୍ବାଧିକ ତାପମାତ୍ରା ୨୧°c ରୁ ୪୦°c ମଧ୍ୟରେ ରହିବ। ୧-ସମସ୍ତ ଜିଆକୁଣ୍ଡ ରେ ଯେପରି କୌଣସି ପାଣି ପ୍ରବେଶ ନକରେ ତାହାର ବ୍ୟବସ୍ଥା ପଲିଥିନ ଘୋଡାଇ ଦିଅନ୍ତୁ। ୨-ଜୀବାମୃତ, ଘନଜୀବାମୃତ ଓ ସଂଗ୍ରହ କରାଯାଇଥିବା ଜିଆଖତ କୁ ବାହାରେ ରଖନ୍ତୁ ନାହିଁ। ୩-ପ୍ରାକୃତିକ କୃଷିର ନିୟମ ଅନୁସାରେ ବର୍ଷା ପରେ ପରେ ଘାସ ଉଠିବାକୁ ଦିଅନ୍ତୁ ଓ ତାପରେ ହାଲୁକା ହଳ କରି ମାଟିରେ ମିଶାନ୍ତୁ। ୪- ଖରାଟିଆ ପରିବା ଚାଷ ଏବଂ ଖରିପ ଧାନ ଚାଷ ନିମନ୍ତେ ଘନ ଜୀବାମୃତ କିମ୍ୱା ଗୋବର ଖତ ସଂଗ୍ରହ କରି ରଖନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Odia Orissa 10-04-2026 15:53:00 SCHEDULED
569 ନମସ୍କାର କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୧୦ ଏପ୍ରିଲ ରୁ ୧୬ ଏପ୍ରିଲ ମଧ୍ୟରେ ଡେରାବିଶ ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ ଏବଂ ସର୍ବାଧିକ ତାପମାତ୍ରା ୨୪°C-୩୫°C ମଧ୍ୟରେ ରହିବ। ୧. କାଳବୈଶାଖୀ ଯୋଗୁଁ ବର୍ଷା, ପବନ ବହୁତ ହେବାର ସମ୍ଭାବନା ହେତୁ ପାକଳ ହୋଇଥିବା ମୁଗ ଫସଲ କୁ ଅମଳ କରି ଦିଅନ୍ତୁ। ୨. ମୁଗ ଫସଲ ଅମଳ ଯୋଗ୍ୟ ହୋଇଥିଲେ ତାକୁ ନଉପାଡ଼ି କାଟିକି ଆଣିବାକୁ ଚେଷ୍ଟା କରନ୍ତୁ, ଏହାର ମୂଳକୁ ମାଟିରେ ଛାଡିଦିଅନ୍ତୁ। ଏହା ଦ୍ୱାରା ମାଟିକୁ ପ୍ରଚୁର ପରିମାଣରେ ଯବକ୍ଷାରଜାନ ମିଳିଥାଏ ଯାହା ୟୁରିଆ ର ଖର୍ଚ୍ଚକୁ କମ୍ କରିଥାଏ। ୩. ଆଧୁନିକ କୃଷି ପ୍ରକଳ୍ପ ଦ୍ୱାରା ଆସୁଥିବା ଆଞ୍ଚଳିକ ପାଣିପାଗ ସୂଚନା ଆଧାରରେ, କାଟିକି ଆଣିଥିବା ଫସଲକୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ। ଯଦି ଫସଲ ଉପାଡିକି ଅଣାଯାଇଥାଏ ତେବେ ଅମଳ ପରେ ମୂଳକୁ ଜମିରେ ପକାଇଦିଅନ୍ତୁ। ୪. ପ୍ରଥମ ପର୍ଯ୍ୟାୟରେ ଆସିଥିବା ମୁଗ ଗଛରେ ଛୁଇଁକୁ ତୋଳିକି ଅମଳ କରନ୍ତୁ ଏବଂ ସଠିକ ପରିମାଣର ବତର ରଖି ସୁରକ୍ଷିତ ରଖନ୍ତୁ, ଯାହାକୁ ଆଗାମୀ ବର୍ଷର ବିହନ ଭାବେ ବ୍ୟବହାର କରାଯାଇପାରିବ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Odia Orissa 10-04-2026 15:45:00 SCHEDULED
570 ନମସ୍କାର କଟକ ଜିଲ୍ଲା ର ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୧୦ ଏପ୍ରିଲ ରୁ ୧୬ ଏପ୍ରିଲ ମଧ୍ୟରେ ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ ଏବଂ ସର୍ବତ୍ର ସର୍ବାଧିକ ତାପମାତ୍ରା ୨୪°C-୩୫°C ମଧ୍ୟରେ ରହିବ। ୧. କାଳବୈଶାଖୀ ଯୋଗୁଁ ବର୍ଷା, ପବନ ବହୁତ ହେବାର ସମ୍ଭାବନା ହେତୁ ପାକଳ ହୋଇଥିବା ମୁଗ ଫସଲ କୁ ଅମଳ କରି ଦିଅନ୍ତୁ। ୨. ମୁଗ ଫସଲ ଅମଳ ଯୋଗ୍ୟ ହୋଇଥିଲେ ତାକୁ ନଉପାଡ଼ି କାଟିକି ଆଣିବାକୁ ଚେଷ୍ଟା କରନ୍ତୁ, ଏହାର ମୂଳକୁ ମାଟିରେ ଛାଡିଦିଅନ୍ତୁ। ଏହା ଦ୍ୱାରା ମାଟିକୁ ପ୍ରଚୁର ପରିମାଣରେ ଯବକ୍ଷାରଜାନ ମିଳିଥାଏ ଯାହା ୟୁରିଆ ର ଖର୍ଚ୍ଚକୁ କମ୍ କରିଥାଏ। ୩. ଆଧୁନିକ କୃଷି ପ୍ରକଳ୍ପ ଦ୍ୱାରା ଆସୁଥିବା ଆଞ୍ଚଳିକ ପାଣିପାଗ ସୂଚନା ଆଧାରରେ, କାଟିକି ଆଣିଥିବା ଫସଲକୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ। ଯଦି ଫସଲ ଉପାଡିକି ଅଣାଯାଇଥାଏ ତେବେ ଅମଳ ପରେ ମୂଳକୁ ଜମିରେ ପକାଇଦିଅନ୍ତୁ। ୪. ପ୍ରଥମ ପର୍ଯ୍ୟାୟରେ ଆସିଥିବା ମୁଗ ଗଛରେ ଛୁଇଁକୁ ତୋଳିକି ଅମଳ କରନ୍ତୁ ଏବଂ ସଠିକ ପରିମାଣର ବତର ରଖି ସୁରକ୍ଷିତ ରଖନ୍ତୁ, ଯାହାକୁ ଆଗାମୀ ବର୍ଷର ବିହନ ଭାବେ ବ୍ୟବହାର କରାଯାଇପାରିବ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Odia Orissa 10-04-2026 15:40:00 SCHEDULED