Message Schedule List : 12,203
| S. No. | Message | Language | Created By | Date | Time | Status | Action |
|---|---|---|---|---|---|---|---|
| 81 | નમસ્કાર સોલીડારીડાડ, વોડાફોન આઈડિયા ફાઉન્ડેશન અને ઇન્ડસ ટાવરના વાણી સંદેશમાં આપનું હાર્દિક સ્વાગત છે. મડાણા, માંડલા અને રાજપુર વિસ્તારમાં વિસ્તારમાં ગોઠવેલ હવામાન સ્ટેશનની માહિતીના આધારે તારીખ ૦૧ જુન થી ૦૭ જુન ૨૦૨૬ સુધીમાં તાપમાન 3૮ થી ૪૧ સેલ્સિયસ ડીગ્રી રહેવાની સંભાવના છે. પવનની ગતિ ૧૦ થી ૧૫ કિલોમીટર પ્રતિ કલાકની રહેવાની સંભાવના છે. વાતાવરણ અંશતઃ વાદળછાયું રહેવાની સંભાવના છે. આ હવામાન ને ધ્યાને લઇ જે ખેડૂતોએ દિવેલા અને જુવાર પાક લેવાનું આયોજન હોય તેવા ખેડૂત ભાઈઓએ જુનના પ્રથમ અઠવાડિયામાં શણનો પાક લીલા પડવાશ તરીકે વાવવો જોઈએ. | Gujrati | Gujrat | 01-06-2026 | 17:26:00 | SCHEDULED |
|
| 82 | નમસ્કાર સોલીડારીડાડ, વોડાફોન આઈડિયા ફાઉન્ડેશન અને ઇન્ડસ ટાવરના વાણી સંદેશમાં આપનું હાર્દિક સ્વાગત છે. મડાણા, માંડલા અને રાજપુર વિસ્તારમાં ગોઠવેલ હવામાન સ્ટેશનની માહિતીના આધારે હવામાન ને ધ્યાને લઇ ચોમાસા દરમિયાન વરસાદ આવે ત્યારે ખેડૂત ભાઈઓએ જુદા જુદા વૃક્ષો નું વાવેતર કરી પર્યાવરણ ને બચાવવું જોઈએ અને પાણીનો પણ બચાવ કરવો. | Gujrati | Gujrat | 02-06-2026 | 10:00:00 | SCHEDULED |
|
| 83 | નમસ્કાર સોલીડારીડાડ, વોડાફોન આઈડિયા ફાઉન્ડેશન અને ઇન્ડસ ટાવરના વાણી સંદેશમાં આપનું હાર્દિક સ્વાગત છે. મડાણા, માંડલા અને રાજપુર વિસ્તારમાં વિસ્તારમાં ગોઠવેલ હવામાન સ્ટેશનની માહિતીના આધારે તારીખ ૨ જુન થી 0૮ જુન ૨૦૨૬ સુધીમાં તાપમાન 38 થી ૪૧ સેલ્સિયસ ડીગ્રી રહેવાની સંભાવના છે. પવનની ગતિ ૧૦ થી ૧૫ કિલોમીટર પ્રતિ કલાકની રહેવાની સંભાવના છે. વાતાવરણ અંશતઃ વાદળછાયું રહેવાની સંભાવના છે. જો મગફળી વાવવાના હોય તેવા ખેડૂત મિત્રોએ લીંબોળી ખોળ અથવા દિવેલી ખોળ લાવી મગફળી સાથે જમીનની અંદર પહેરવો જેથી કરીને ફૂગ અને ઉધઈ જેવા કીટકોથી બચી શકાય અને પાકને સુરક્ષિત રાખી શકાય. | Gujrati | Gujrat | 02-06-2026 | 09:31:00 | SCHEDULED |
|
| 84 | નમસ્કાર સોલીડારીડાડ, વોડાફોન આઈડિયા ફાઉન્ડેશન અને ઇન્ડસ ટાવરના વાણી સંદેશમાં આપનું હાર્દિક સ્વાગત છે. મડાણા, માંડલા અને રાજપુર વિસ્તારમાં ગોઠવેલ હવામાન સ્ટેશનની માહિતીના આધારે તારીખ ૧ જુન થી ૦૭ જુન ૨૦૨૬ સુધીમાં તાપમાન ૩૮ થી ૪૧ સેલ્સિયસ ડીગ્રી રહેવાની સંભાવના છે. પવનની ગતિ ૧૦ થી ૧૫ કિલોમીટર પ્રતિ કલાકની રહેવાની સંભાવના છે. વાતાવરણ અંશતઃ વાદળછાયું રહેવાની સંભાવના છે. આ હવામાન ને ધ્યાને લઇ ચોમાસું મગફળી પાકની જમીનની તૈયારી માટે જમીનને ઊંડી ખેડ કરી આગલા પાકના જડિયા, મૂળિયા વગેરે વીણી લઇ સારૂ કોહવાયેલું છાણીયું ખાતર હેક્ટર દીઠ આઠ થી દસ ટન નાખી બે થી ત્રણ વખત કરબની ખેડ કરી અને સમાર મારી જમીન પોચી અને ભરભરી બનાવવી. | Gujrati | Gujrat | 01-06-2026 | 16:44:00 | SCHEDULED |
|
| 85 | ନମସ୍କାର କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୩୦ ମଇ ରୁ ୫ ଜୁନ ମଧ୍ୟରେ ଡେରାବିଶ ବ୍ଲକରେ ୦.୧-୪.୨ମି.ମି.ବୃଷ୍ଟିପାତର ସମ୍ଭାବନା ରହିଛି ଏବଂ ସର୍ବାଧିକ ତାପମାତ୍ରା ୨୭°C-୩୯°C ମଧ୍ୟରେ ରହିବ। ୧. ଲତା ଜାତୀୟ ପନିପରିବା ରେ ପତ୍ର ମୋଡା ହେଲେ ୧ଲିଟର ଖଟା ଦହି ରେ ୨୦ ଲିଟର ପାଣି ମିଶାଇ ସିଞ୍ଚନ କରନ୍ତୁ । ୨. ନିଜ ଘର ଖର୍ଚ୍ଚ ପାଇଁ ବାଡି ରେ ପଟାଳି କରି ଖଣ୍ଡ ପ୍ରତି ୨୫ଗ୍ରାମ ଶାଗମଞ୍ଜିବୁଣନ୍ତୁ। ୩. ବର୍ଷା ଦିନିଆ ଶାଗ ପଟାଳି ଘର ଖର୍ଚ୍ଚ ପାଇଁ ଲେଉଟିଆ, ପୋଇ , ମୂଳା ଲଗାନ୍ତୁ ପ୍ରତ୍ୟେକ ଫସଲ ର ବିହନ କୁ ଉପଚାର କରି ବୁଣନ୍ତୁ । ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। | Odia | Orissa | 30-05-2026 | 15:33:00 | SCHEDULED |
|
| 86 | ନମସ୍କାର କଟକ ଜିଲ୍ଲା ର ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୩୦ ମଇ ରୁ ୫ ଜୁନ ମଧ୍ୟରେ ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକରେ ୦.୧-୫.୧ ମି.ମି.ବୃଷ୍ଟିପାତର ସମ୍ଭାବନା ରହିଛି ଏବଂ ସର୍ବତ୍ର ସର୍ବାଧିକ ତାପମାତ୍ରା ୨୭°C-୩୯°C ମଧ୍ୟରେ ରହିବ। ୧. ଲତା ଜାତୀୟ ପନିପରିବା ରେ ପତ୍ର ମୋଡା ହେଲେ ୧ଲିଟର ଖଟା ଦହି ରେ ୨୦ ଲିଟର ପାଣି ମିଶାଇ ସିଞ୍ଚନ କରନ୍ତୁ । ୨. ନିଜ ଘର ଖର୍ଚ୍ଚ ପାଇଁ ବାଡି ରେ ପଟାଳି କରି ଖଣ୍ଡ ପ୍ରତି ୨୫ଗ୍ରାମ ଶାଗମଞ୍ଜିବୁଣନ୍ତୁ। ୩. ବର୍ଷା ଦିନିଆ ଶାଗ ପଟାଳି ଘର ଖର୍ଚ୍ଚ ପାଇଁ ଲେଉଟିଆ, ପୋଇ , ମୂଳା ଲଗାନ୍ତୁ ପ୍ରତ୍ୟେକ ଫସଲ ର ବିହନ କୁ ଉପଚାର କରି ବୁଣନ୍ତୁ । ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। | Odia | Orissa | 30-05-2026 | 15:32:00 | SCHEDULED |
|
| 87 | ନମସ୍କାର ଗଜପତି ଜିଲ୍ଲାର ମୋହନା ଓ ଗୁମ୍ମା ବ୍ଲକର ସମସ୍ତ ଚାଷୀ ମାନଙ୍କୁ ସଲିଡାରିଡାଡ ତରଫରୁ ଭୋଡାଫୋନ ଆଇଡିଆ ସହଯୋଗ ରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୩୦ ମଇ ରୁ ୫ ଜୁନ ମଧ୍ୟରେ ଗଜପତିର ମୋହନା ଏବଂ ଗୁମ୍ମା ବ୍ଲକରେ ୦.୧-୩ମି.ମି.ବୃଷ୍ଟିପାତର ସମ୍ଭାବନା ରହିଛି ଓ ସର୍ବତ୍ର ସର୍ବାଧିକ ତାପମାତ୍ରା ୨୫°c ରୁ ୩୮°c ମଧ୍ୟରେ ରହିବ। ୧. ଲତା ଜାତୀୟ ପନିପରିବା ରେ ପତ୍ର ମୋଡା ହେଲେ ୧ଲିଟର ଖଟା ଦହି ରେ ୨୦ ଲିଟର ପାଣି ମିଶାଇ ସିଞ୍ଚନ କରନ୍ତୁ । ୨. ନିଜ ଘର ଖର୍ଚ୍ଚ ପାଇଁ ବାଡି ରେ ପଟାଳି କରି ଖଣ୍ଡ ପ୍ରତି ୨୫ଗ୍ରାମ ଶାଗମଞ୍ଜିବୁଣନ୍ତୁ। ୩. ବର୍ଷା ଦିନିଆ ଶାଗ ପଟାଳି ଘର ଖର୍ଚ୍ଚ ପାଇଁ ଲେଉଟିଆ, ପୋଇ , ମୂଳା ଲଗାନ୍ତୁ ପ୍ରତ୍ୟେକ ଫସଲ ର ବିହନ କୁ ଉପଚାର କରି ବୁଣନ୍ତୁ । ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। | Odia | Orissa | 30-05-2026 | 15:33:00 | SCHEDULED |
|
| 88 | ନମସ୍କାର କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୩୦ ମଇ ରୁ ୫ ଜୁନ ମଧ୍ୟରେ ଡେରାବିଶ ବ୍ଲକରେ ୦.୧-୪.୨ମି.ମି.ବୃଷ୍ଟିପାତର ସମ୍ଭାବନା ରହିଛି ଏବଂ ସର୍ବାଧିକ ତାପମାତ୍ରା ୨୭°C-୩୯°C ମଧ୍ୟରେ ରହିବ। ୧. ମୌସୁମୀ ର ଆଗମନ ଦେଖି ସବୁଜ ସାର (ଧନୀଚା )ବିହନ ବୁଣିବା ପାଇଁ ବ୍ୟବସ୍ଥା କରନ୍ତୁ।ଏକର ପ୍ରତି ୧୦କିଗ୍ରା ଧନିଚା ବିହନ ବୁଣନ୍ତୁ ବିହନ ବୁଣିବା ପୂର୍ବରୁ ୧କିଲୋ ପ୍ରତି ବିହନରେ ୨୦ଗ୍ରାମ ରାଇଜୋବିୟମ ଉପଚାର କରି ବୁଣନ୍ତୁ। ୨. ଯଦି ଘନଜୀବାମୃତ ତିଆରି କରିଛନ୍ତି , ଏହାକୁ ଘୋଡାଇ ପାଣି ସିଞ୍ଚନ କରି ରଖନ୍ତୁ, ତଳି ଘେର ପ୍ରସ୍ତୁତି ଓ ଜମି ପ୍ରସ୍ତୁତି ସମୟରେ ବ୍ୟବହାର କରନ୍ତୁ।ନିଜ ମନ ମୁତାବକ ଧାନ ବିହନ (୧୨୦-୧୩୦) ଦିନିଆ ସଂଗ୍ରହ କରନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। | Odia | Orissa | 30-05-2026 | 16:17:00 | SCHEDULED |
|
| 89 | ନମସ୍କାର କଟକ ଜିଲ୍ଲା ର ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୩୦ ମଇ ରୁ ୫ ଜୁନ ମଧ୍ୟରେ ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକରେ ୦.୧-୫.୧ ମି.ମି.ବୃଷ୍ଟିପାତର ସମ୍ଭାବନା ରହିଛି ଏବଂ ସର୍ବତ୍ର ସର୍ବାଧିକ ତାପମାତ୍ରା ୨୭°C-୩୯°C ମଧ୍ୟରେ ରହିବ। ୧. ମୌସୁମୀ ର ଆଗମନ ଦେଖି ସବୁଜ ସାର (ଧନୀଚା )ବିହନ ବୁଣିବା ପାଇଁ ବ୍ୟବସ୍ଥା କରନ୍ତୁ।ଏକର ପ୍ରତି ୧୦କିଗ୍ରା ଧନିଚା ବିହନ ବୁଣନ୍ତୁ ବିହନ ବୁଣିବା ପୂର୍ବରୁ ୧କିଲୋ ପ୍ରତି ବିହନରେ ୨୦ଗ୍ରାମ ରାଇଜୋବିୟମ ଉପଚାର କରି ବୁଣନ୍ତୁ। ୨. ଯଦି ଘନଜୀବାମୃତ ତିଆରି କରିଛନ୍ତି , ଏହାକୁ ଘୋଡାଇ ପାଣି ସିଞ୍ଚନ କରି ରଖନ୍ତୁ, ତଳି ଘେର ପ୍ରସ୍ତୁତି ଓ ଜମି ପ୍ରସ୍ତୁତି ସମୟରେ ବ୍ୟବହାର କରନ୍ତୁ।ନିଜ ମନ ମୁତାବକ ଧାନ ବିହନ (୧୨୦-୧୩୦) ଦିନିଆ ସଂଗ୍ରହ କରନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। | Odia | Orissa | 30-05-2026 | 15:31:00 | SCHEDULED |
|
| 90 | ନମସ୍କାର ଗଜପତି ଜିଲ୍ଲାର ମୋହନା ଓ ଗୁମ୍ମା ବ୍ଲକର ସମସ୍ତ ଚାଷୀ ମାନଙ୍କୁ ସଲିଡାରିଡାଡ ତରଫରୁ ଭୋଡାଫୋନ ଆଇଡିଆ ସହଯୋଗ ରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୩୦ ମଇ ରୁ ୫ ଜୁନ ମଧ୍ୟରେ ଗଜପତିର ମୋହନା ଏବଂ ଗୁମ୍ମା ବ୍ଲକରେ ୦.୧-୩ମି.ମି.ବୃଷ୍ଟିପାତର ସମ୍ଭାବନା ରହିଛି ଓ ସର୍ବତ୍ର ସର୍ବାଧିକ ତାପମାତ୍ରା ୨୫°c ରୁ ୩୮°c ମଧ୍ୟରେ ରହିବ। ୧. ମୌସୁମୀ ର ଆଗମନ ଦେଖି ସବୁଜ ସାର (ଧନୀଚା )ବିହନ ବୁଣିବା ପାଇଁ ବ୍ୟବସ୍ଥା କରନ୍ତୁ।ଏକର ପ୍ରତି ୧୦କିଗ୍ରା ଧନିଚା ବିହନ ବୁଣନ୍ତୁ ବିହନ ବୁଣିବା ପୂର୍ବରୁ ୧କିଲୋ ପ୍ରତି ବିହନରେ ୨୦ଗ୍ରାମ ରାଇଜୋବିୟମ ଉପଚାର କରି ବୁଣନ୍ତୁ। ୨. ଯଦି ଘନଜୀବାମୃତ ତିଆରି କରିଛନ୍ତି , ଏହାକୁ ଘୋଡାଇ ପାଣି ସିଞ୍ଚନ କରି ରଖନ୍ତୁ, ତଳି ଘେର ପ୍ରସ୍ତୁତି ଓ ଜମି ପ୍ରସ୍ତୁତି ସମୟରେ ବ୍ୟବହାର କରନ୍ତୁ।ନିଜ ମନ ମୁତାବକ ଧାନ ବିହନ (୧୨୦-୧୩୦) ଦିନିଆ ସଂଗ୍ରହ କରନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। | Odia | Orissa | 30-05-2026 | 15:23:00 | SCHEDULED |
|