Message Schedule List : 12,462
S. No. Message Language Created By Date Time Status Action
931 ନମସ୍କାର କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୩୦ ଡିସେମ୍ବର ରୁ ୫ ଜାନୁଆରୀ ମଧ୍ୟରେ ଡେରାବିଶ ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ। ଏବଂ ସର୍ବାଧିକ ତାପମାତ୍ରା ୧୪°C-୨୭°C ମଧ୍ୟରେ ରହିବ। 1.ବାଇଗଣ, ଭେଣ୍ଡି, ଲାଉ, ଟମାଟୋ ଫସଲର ବୃଦ୍ଧି ପାଇଁ ଘାସବଛା ଓ ତରଳ ଜୀବମୃତ ପ୍ରଯୋଗ କରନ୍ତୁ। 2.ବାଇଗଣ ଫସଲର କାଣ୍ଡବିନ୍ଧା ଓ ଫଳବିନ୍ଧା ପୋକର ନିୟନ୍ତ୍ରଣ ପାଇଁ ଏକର ପ୍ରତି ୬-୮ଟି ଫେରୋମନୋଟ୍ରାପ ଲଗାନ୍ତୁ। 3.ସମସ୍ତ ଶାଗ ଜାତୀୟ ଫସଲକୁ ବାଇଗଣ, ଭେଣ୍ଡି, ଟମାଟୋ ଫସଲରେ ଅନ୍ତଃ ଫସଲ କରନ୍ତୁ। କମ ଦିନରେ ବାଇଗଣ ବଢିବା ସମୟକୁ ଶାଗ ଅମଳ ହେବ ଓ ଖାଇବା ସହ ବଜାରରେ ବିକ୍ରି କରିପରିବା। 4.ଟମାଟୋ ଗଛ ୨୦-୨୫ଦିନ ହୋଇଥିଲେ ମୁକୁଳ ଚିଣ୍ଡାନ୍ତୁ। 5.ପ୍ରତ୍ୟେକ ଲତାଜାତୀୟ ଫସଲର ତଳ ପତ୍ର କାଟନ୍ତୁ ଓ ଆଶ୍ରା ଦିଅନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Odia Orissa 30-12-2025 17:40:00 SCHEDULED
932 ନମସ୍କାର କଟକ ଜିଲ୍ଲା ର ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୩୦ ଡିସେମ୍ବର ରୁ ୫ ଜାନୁଆରୀ ମଧ୍ୟରେ ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ। ଏବଂ ସର୍ବତ୍ର ସର୍ବାଧିକ ତାପମାତ୍ରା ୧୪°C-୨୭°C ମଧ୍ୟରେ ରହିବ। 1.ବାଇଗଣ, ଭେଣ୍ଡି, ଲାଉ, ଟମାଟୋ ଫସଲର ବୃଦ୍ଧି ପାଇଁ ଘାସବଛା ଓ ତରଳ ଜୀବମୃତ ପ୍ରଯୋଗ କରନ୍ତୁ। 2.ବାଇଗଣ ଫସଲର କାଣ୍ଡବିନ୍ଧା ଓ ଫଳବିନ୍ଧା ପୋକର ନିୟନ୍ତ୍ରଣ ପାଇଁ ଏକର ପ୍ରତି ୬-୮ଟି ଫେରୋମନୋଟ୍ରାପ ଲଗାନ୍ତୁ। 3.ସମସ୍ତ ଶାଗ ଜାତୀୟ ଫସଲକୁ ବାଇଗଣ, ଭେଣ୍ଡି, ଟମାଟୋ ଫସଲରେ ଅନ୍ତଃ ଫସଲ କରନ୍ତୁ। କମ ଦିନରେ ବାଇଗଣ ବଢିବା ସମୟକୁ ଶାଗ ଅମଳ ହେବ ଓ ଖାଇବା ସହ ବଜାରରେ ବିକ୍ରି କରିପରିବା। 4.ଟମାଟୋ ଗଛ ୨୦-୨୫ଦିନ ହୋଇଥିଲେ ମୁକୁଳ ଚିଣ୍ଡାନ୍ତୁ। 5.ପ୍ରତ୍ୟେକ ଲତାଜାତୀୟ ଫସଲର ତଳ ପତ୍ର କାଟନ୍ତୁ ଓ ଆଶ୍ରା ଦିଅନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Odia Orissa 30-12-2025 17:35:00 SCHEDULED
933 ନମସ୍କାର ଗଜପତି ଜିଲ୍ଲାର ମୋହନା ଓ ଗୁମ୍ମା ବ୍ଲକର ସମସ୍ତ ଚାଷୀ ମାନଙ୍କୁ ସଲିଡାରିଡାଡ ତରଫରୁ ଭୋଡାଫୋନ ଆଇଡିଆ ସହଯୋଗ ରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୩୦ ଡିସେମ୍ବର ରୁ ୫ ଜାନୁଆରୀ ମଧ୍ୟରେ ଗଜପତିର ମୋହନା ଏବଂ ଗୁମ୍ମା ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ ଓ ସର୍ବତ୍ର ସର୍ବାଧିକ ତାପମାତ୍ରା ୧୪°c ରୁ ୨୭°c ମଧ୍ୟରେ ରହିବ। 1.ବାଇଗଣ, ଭେଣ୍ଡି, ଲାଉ, ଟମାଟୋ ଫସଲର ବୃଦ୍ଧି ପାଇଁ ଘାସବଛା ଓ ତରଳ ଜୀବମୃତ ପ୍ରଯୋଗ କରନ୍ତୁ। 2.ବାଇଗଣ ଫସଲର କାଣ୍ଡବିନ୍ଧା ଓ ଫଳବିନ୍ଧା ପୋକର ନିୟନ୍ତ୍ରଣ ପାଇଁ ଏକର ପ୍ରତି ୬-୮ଟି ଫେରୋମନୋଟ୍ରାପ ଲଗାନ୍ତୁ। 3.ସମସ୍ତ ଶାଗ ଜାତୀୟ ଫସଲକୁ ବାଇଗଣ, ଭେଣ୍ଡି, ଟମାଟୋ ଫସଲରେ ଅନ୍ତଃ ଫସଲ କରନ୍ତୁ। କମ ଦିନରେ ବାଇଗଣ ବଢିବା ସମୟକୁ ଶାଗ ଅମଳ ହେବ ଓ ଖାଇବା ସହ ବଜାରରେ ବିକ୍ରି କରିପରିବା। 4.ଟମାଟୋ ଗଛ ୨୦-୨୫ଦିନ ହୋଇଥିଲେ ମୁକୁଳ ଚିଣ୍ଡାନ୍ତୁ। 5.ପ୍ରତ୍ୟେକ ଲତାଜାତୀୟ ଫସଲର ତଳ ପତ୍ର କାଟନ୍ତୁ ଓ ଆଶ୍ରା ଦିଅନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Odia Orissa 30-12-2025 17:28:00 SCHEDULED
934 ନମସ୍କାର ଗଜପତି ଜିଲ୍ଲାର ମୋହନା ଓ ଗୁମ୍ମା ବ୍ଲକର ସମସ୍ତ ଚାଷୀ ମାନଙ୍କୁ ସଲିଡାରିଡାଡ ତରଫରୁ ଭୋଡାଫୋନ ଆଇଡିଆ ସହଯୋଗ ରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୩୦ ଡିସେମ୍ବର ରୁ ୫ ଜାନୁଆରୀ ମଧ୍ୟରେ ଗଜପତିର ମୋହନା ଏବଂ ଗୁମ୍ମା ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ ଓ ସର୍ବତ୍ର ସର୍ବାଧିକ ତାପମାତ୍ରା ୧୪°c ରୁ ୨୭°c ମଧ୍ୟରେ ରହିବ। 1.ବାଇଗଣ, ଭେଣ୍ଡି, ଲାଉ, ଟମାଟୋ ଫସଲର ବୃଦ୍ଧି ପାଇଁ ଘାସବଛା ଓ ତରଳ ଜୀବମୃତ ପ୍ରଯୋଗ କରନ୍ତୁ। 2.ବାଇଗଣ ଫସଲର କାଣ୍ଡବିନ୍ଧା ଓ ଫଳବିନ୍ଧା ପୋକର ନିୟନ୍ତ୍ରଣ ପାଇଁ ଏକର ପ୍ରତି ୬-୮ଟି ଫେରୋମନୋଟ୍ରାପ ଲଗାନ୍ତୁ। 3.ସମସ୍ତ ଶାଗ ଜାତୀୟ ଫସଲକୁ ବାଇଗଣ, ଭେଣ୍ଡି, ଟମାଟୋ ଫସଲରେ ଅନ୍ତଃ ଫସଲ କରନ୍ତୁ। କମ ଦିନରେ ବାଇଗଣ ବଢିବା ସମୟକୁ ଶାଗ ଅମଳ ହେବ ଓ ଖାଇବା ସହ ବଜାରରେ ବିକ୍ରି କରିପରିବା। 4.ଟମାଟୋ ଗଛ ୨୦-୨୫ଦିନ ହୋଇଥିଲେ ମୁକୁଳ ଚିଣ୍ଡାନ୍ତୁ। 5.ପ୍ରତ୍ୟେକ ଲତାଜାତୀୟ ଫସଲର ତଳ ପତ୍ର କାଟନ୍ତୁ ଓ ଆଶ୍ରା ଦିଅନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Odia Orissa 30-12-2025 17:17:00 CANCELLED !
935 ନମସ୍କାର କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୩୦ ଡିସେମ୍ବର ରୁ ୫ ଜାନୁଆରୀ ମଧ୍ୟରେ ଡେରାବିଶ ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ। ଏବଂ ସର୍ବାଧିକ ତାପମାତ୍ରା ୧୪°C-୨୭°C ମଧ୍ୟରେ ରହିବ। ଜଳବାୟୁ ପରିବର୍ତନକୁ ପ୍ରତିରୋଧ କରିବା ପାଇଁ ମୁଗ ବୁଣିବା ପୂର୍ବରୁ ମାଟି, ପାଣି, ଫସଲ ପରିଚାଳନା କରିବାକୁ ପଡିବ ଯାହା ମରୁଡି, ଅତ୍ୟଧିକ ତାପ, ଅଦିନିଆ ବର୍ଷାକୁ ରୋକି ପାରିବ । ଜମି ପ୍ରସ୍ତୁତି: ଧାନ ଅମଳପରେ ଜମିରୁ ମିଳୁଥିବା ଫସଲ ଅବଶିଷ୍ଟାଂଶର ପରିଚାଳନା ପାଇଁ ଅଗ୍ନି ସଂଯୋଗ ହୋଇନଥିଲେ ତାହାକୁ ପ୍ରଦର୍ଶନୀ କ୍ଷେତ ରୂପେ ନିଆଯାଇ ପାରେ। କମ୍ପୋଷ୍ଟ ପ୍ରୟୋଗ : ମାଟିରେ ୨ କ୍ଵିଣ୍ଟାଲ ଜିଆ ଖତ କିମ୍ବା ଘନଜୀବାମୃତ ପ୍ରୟୋଗ କରନ୍ତୁ ଏ ସବୁ ନଥିଲେ ଅତିକମରେ ଏକର ପ୍ରତି ୧୦ କ୍ଵିଣ୍ଟାଲ ଗୋବର ଖତ ପ୍ରୟୋଗ କରନ୍ତୁ। ବୁଣିବାର ସମୟ: • ଅପାଣିଆ ବୁଣିବା ପାଇଁ ଧାନକାଟିବା ପରେ ଜମିରେ ଥିବା ବତରକୁ ଦେଖି ବିହନ ବୁଣାଯାଇ ପାରେ। • ପାଣି ମଡାଇ ବୁଣିବା ପାଇଁ ଧାନ କଟାଯିବା ପରେ ଯଦି ସଠିକ ପରିମାଣର ବତର ନଥାଏ, ସେଥିରେ ଜଳସେଚନ କରି ମୁଗ ବୁଣାଯାଇପାରେ କିସମ ଚୟନ: ସଅଳ ପାଚୁଥୁବା ମରୁଡି ସହଣିୟ ବିହନ ତଥା- ସମ୍ରାଟ, ବିରାଟ, ଆଇ. ପି. ଏମ୍. ୨-୧୪ ଏବଂ ଦେଶୀ ବିହନ ଫସଲ ବିବିଧତା ବା ଅନ୍ତଫସଲ ଭାବେ - ମୁଗରେ ମକା କିମ୍ୱା ସୋରିଷ ଏକ ଧାଡ଼ି ଲେଖାଏ ବୁଣି ପରିବା ଏହା ଦ୍ବାରା ରୋଗ ପୋକ ନିୟନ୍ତ୍ରଣ କରିବା ସହ ଏକା ସମୟରେ ୨ ଟି ଫସଲ କୁ ଅମଳ କରିପାରିବା। ବିହନ ପରିମାଣ – ଏକ ଏକର ପାଇଁ ୧୦ କେ.ଜି. ମୁଗ ବିହନ, ୫୦୦ ଗ୍ରା.ମ୍. ସୋରିଷ ବିହନ । ବୁଣା ପଦ୍ଧତି – ଲଙ୍ଗଳ ପଛରେ ଓ ସାଧା ବୁଣା ଧାଡିକୁ ଧାଡି ୩୦ ସେ.ମି. ବୁଣନ୍ତୁ । ବିହନ ବିଶୋଧନ: ଏହାଛଡା ବିହନକୁ ଟ୍ରାଇକୋଡର୍ମା ଭିରିଡି ୧ କେଜି ବିହନ ପ୍ରତି ୪ ଗ୍ରାମ ହିସାବରେ ଗୋଳାଇ ବିଶୋଧନ କରନ୍ତୁ । ଏହାଦ୍ଵାରା ଭବିଷ୍ୟତରେ ଫିମ୍ପିଜନିତ ରୋଗ ହେବ ନାହିଁ । ବିହନ ଉପଚାର: ଜୀବାଣୁ ସାର ଦ୍ଵାରା ବିହନ ଉପଚାର ୧ କେଜି ବିହନ ପ୍ରତି ପାଇଁ ୨୦ ଗ୍ରାମ୍ ରାଇଜୋବିୟମ, ୨୦ ଗ୍ରାମ ପି.ଏସ୍.ବି ଓ ୮୦ ମିଲି ଥଣ୍ଡା ପେଜରେ ଗୋଳାଇ ମଣ୍ଡତିଆରି କରି ଶୁଖାନ୍ତୁ ଓ ପୁରା ଶୁଖିଲା ଫସଲକୁ ବୁଣନ୍ତୁ । ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Odia Orissa 30-12-2025 17:18:00 SCHEDULED
936 ନମସ୍କାର କଟକ ଜିଲ୍ଲା ର ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୩୦ ଡିସେମ୍ବର ରୁ ୫ ଜାନୁଆରୀ ମଧ୍ୟରେ ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ। ଏବଂ ସର୍ବତ୍ର ସର୍ବାଧିକ ତାପମାତ୍ରା ୧୪°C-୨୭°C ମଧ୍ୟରେ ରହିବ। ଜଳବାୟୁ ପରିବର୍ତନକୁ ପ୍ରତିରୋଧ କରିବା ପାଇଁ ମୁଗ ବୁଣିବା ପୂର୍ବରୁ ମାଟି, ପାଣି, ଫସଲ ପରିଚାଳନା କରିବାକୁ ପଡିବ ଯାହା ମରୁଡି, ଅତ୍ୟଧିକ ତାପ, ଅଦିନିଆ ବର୍ଷାକୁ ରୋକି ପାରିବ । ଜମି ପ୍ରସ୍ତୁତି: ଧାନ ଅମଳପରେ ଜମିରୁ ମିଳୁଥିବା ଫସଲ ଅବଶିଷ୍ଟାଂଶର ପରିଚାଳନା ପାଇଁ ଅଗ୍ନି ସଂଯୋଗ ହୋଇନଥିଲେ ତାହାକୁ ପ୍ରଦର୍ଶନୀ କ୍ଷେତ ରୂପେ ନିଆଯାଇ ପାରେ। କମ୍ପୋଷ୍ଟ ପ୍ରୟୋଗ : ମାଟିରେ ୨ କ୍ଵିଣ୍ଟାଲ ଜିଆ ଖତ କିମ୍ବା ଘନଜୀବାମୃତ ପ୍ରୟୋଗ କରନ୍ତୁ ଏ ସବୁ ନଥିଲେ ଅତିକମରେ ଏକର ପ୍ରତି ୧୦ କ୍ଵିଣ୍ଟାଲ ଗୋବର ଖତ ପ୍ରୟୋଗ କରନ୍ତୁ। ବୁଣିବାର ସମୟ: • ଅପାଣିଆ ବୁଣିବା ପାଇଁ ଧାନକାଟିବା ପରେ ଜମିରେ ଥିବା ବତରକୁ ଦେଖି ବିହନ ବୁଣାଯାଇ ପାରେ। • ପାଣି ମଡାଇ ବୁଣିବା ପାଇଁ ଧାନ କଟାଯିବା ପରେ ଯଦି ସଠିକ ପରିମାଣର ବତର ନଥାଏ, ସେଥିରେ ଜଳସେଚନ କରି ମୁଗ ବୁଣାଯାଇପାରେ କିସମ ଚୟନ: ସଅଳ ପାଚୁଥୁବା ମରୁଡି ସହଣିୟ ବିହନ ତଥା- ସମ୍ରାଟ, ବିରାଟ, ଆଇ. ପି. ଏମ୍. ୨-୧୪ ଏବଂ ଦେଶୀ ବିହନ ଫସଲ ବିବିଧତା ବା ଅନ୍ତଫସଲ ଭାବେ - ମୁଗରେ ମକା କିମ୍ୱା ସୋରିଷ ଏକ ଧାଡ଼ି ଲେଖାଏ ବୁଣି ପରିବା ଏହା ଦ୍ବାରା ରୋଗ ପୋକ ନିୟନ୍ତ୍ରଣ କରିବା ସହ ଏକା ସମୟରେ ୨ ଟି ଫସଲ କୁ ଅମଳ କରିପାରିବା। ବିହନ ପରିମାଣ – ଏକ ଏକର ପାଇଁ ୧୦ କେ.ଜି. ମୁଗ ବିହନ, ୫୦୦ ଗ୍ରା.ମ୍. ସୋରିଷ ବିହନ । ବୁଣା ପଦ୍ଧତି – ଲଙ୍ଗଳ ପଛରେ ଓ ସାଧା ବୁଣା ଧାଡିକୁ ଧାଡି ୩୦ ସେ.ମି. ବୁଣନ୍ତୁ । ବିହନ ବିଶୋଧନ: ଏହାଛଡା ବିହନକୁ ଟ୍ରାଇକୋଡର୍ମା ଭିରିଡି ୧ କେଜି ବିହନ ପ୍ରତି ୪ ଗ୍ରାମ ହିସାବରେ ଗୋଳାଇ ବିଶୋଧନ କରନ୍ତୁ । ଏହାଦ୍ଵାରା ଭବିଷ୍ୟତରେ ଫିମ୍ପିଜନିତ ରୋଗ ହେବ ନାହିଁ । ବିହନ ଉପଚାର: ଜୀବାଣୁ ସାର ଦ୍ଵାରା ବିହନ ଉପଚାର ୧ କେଜି ବିହନ ପ୍ରତି ପାଇଁ ୨୦ ଗ୍ରାମ୍ ରାଇଜୋବିୟମ, ୨୦ ଗ୍ରାମ ପି.ଏସ୍.ବି ଓ ୮୦ ମିଲି ଥଣ୍ଡା ପେଜରେ ଗୋଳାଇ ମଣ୍ଡତିଆରି କରି ଶୁଖାନ୍ତୁ ଓ ପୁରା ଶୁଖିଲା ଫସଲକୁ ବୁଣନ୍ତୁ । ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Odia Orissa 30-12-2025 17:15:00 SCHEDULED
937 ନମସ୍କାର ଗଜପତି ଜିଲ୍ଲାର ମୋହନା ଓ ଗୁମ୍ମା ବ୍ଲକର ସମସ୍ତ ଚାଷୀ ମାନଙ୍କୁ ସଲିଡାରିଡାଡ ତରଫରୁ ଭୋଡାଫୋନ ଆଇଡିଆ ସହଯୋଗ ରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୩୦ ଡିସେମ୍ବର ରୁ ୫ ଜାନୁଆରୀ ମଧ୍ୟରେ ଗଜପତିର ମୋହନା ଏବଂ ଗୁମ୍ମା ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ ଓ ସର୍ବତ୍ର ସର୍ବାଧିକ ତାପମାତ୍ରା ୧୪°c ରୁ ୨୭°c ମଧ୍ୟରେ ରହିବ। ଜଳବାୟୁ ପରିବର୍ତନକୁ ପ୍ରତିରୋଧ କରିବା ପାଇଁ ମୁଗ ବୁଣିବା ପୂର୍ବରୁ ମାଟି, ପାଣି, ଫସଲ ପରିଚାଳନା କରିବାକୁ ପଡିବ ଯାହା ମରୁଡି, ଅତ୍ୟଧିକ ତାପ, ଅଦିନିଆ ବର୍ଷାକୁ ରୋକି ପାରିବ । ଜମି ପ୍ରସ୍ତୁତି: ଧାନ ଅମଳପରେ ଜମିରୁ ମିଳୁଥିବା ଫସଲ ଅବଶିଷ୍ଟାଂଶର ପରିଚାଳନା ପାଇଁ ଅଗ୍ନି ସଂଯୋଗ ହୋଇନଥିଲେ ତାହାକୁ ପ୍ରଦର୍ଶନୀ କ୍ଷେତ ରୂପେ ନିଆଯାଇ ପାରେ। କମ୍ପୋଷ୍ଟ ପ୍ରୟୋଗ : ମାଟିରେ ୨ କ୍ଵିଣ୍ଟାଲ ଜିଆ ଖତ କିମ୍ବା ଘନଜୀବାମୃତ ପ୍ରୟୋଗ କରନ୍ତୁ ଏ ସବୁ ନଥିଲେ ଅତିକମରେ ଏକର ପ୍ରତି ୧୦ କ୍ଵିଣ୍ଟାଲ ଗୋବର ଖତ ପ୍ରୟୋଗ କରନ୍ତୁ। ବୁଣିବାର ସମୟ: • ଅପାଣିଆ ବୁଣିବା ପାଇଁ ଧାନକାଟିବା ପରେ ଜମିରେ ଥିବା ବତରକୁ ଦେଖି ବିହନ ବୁଣାଯାଇ ପାରେ। • ପାଣି ମଡାଇ ବୁଣିବା ପାଇଁ ଧାନ କଟାଯିବା ପରେ ଯଦି ସଠିକ ପରିମାଣର ବତର ନଥାଏ, ସେଥିରେ ଜଳସେଚନ କରି ମୁଗ ବୁଣାଯାଇପାରେ କିସମ ଚୟନ: ସଅଳ ପାଚୁଥୁବା ମରୁଡି ସହଣିୟ ବିହନ ତଥା- ସମ୍ରାଟ, ବିରାଟ, ଆଇ. ପି. ଏମ୍. ୨-୧୪ ଏବଂ ଦେଶୀ ବିହନ ଫସଲ ବିବିଧତା ବା ଅନ୍ତଫସଲ ଭାବେ - ମୁଗରେ ମକା କିମ୍ୱା ସୋରିଷ ଏକ ଧାଡ଼ି ଲେଖାଏ ବୁଣି ପରିବା ଏହା ଦ୍ବାରା ରୋଗ ପୋକ ନିୟନ୍ତ୍ରଣ କରିବା ସହ ଏକା ସମୟରେ ୨ ଟି ଫସଲ କୁ ଅମଳ କରିପାରିବା। ବିହନ ପରିମାଣ – ଏକ ଏକର ପାଇଁ ୧୦ କେ.ଜି. ମୁଗ ବିହନ, ୫୦୦ ଗ୍ରା.ମ୍. ସୋରିଷ ବିହନ । ବୁଣା ପଦ୍ଧତି – ଲଙ୍ଗଳ ପଛରେ ଓ ସାଧା ବୁଣା ଧାଡିକୁ ଧାଡି ୩୦ ସେ.ମି. ବୁଣନ୍ତୁ । ବିହନ ବିଶୋଧନ: ଏହାଛଡା ବିହନକୁ ଟ୍ରାଇକୋଡର୍ମା ଭିରିଡି ୧ କେଜି ବିହନ ପ୍ରତି ୪ ଗ୍ରାମ ହିସାବରେ ଗୋଳାଇ ବିଶୋଧନ କରନ୍ତୁ । ଏହାଦ୍ଵାରା ଭବିଷ୍ୟତରେ ଫିମ୍ପିଜନିତ ରୋଗ ହେବ ନାହିଁ । ବିହନ ଉପଚାର: ଜୀବାଣୁ ସାର ଦ୍ଵାରା ବିହନ ଉପଚାର ୧ କେଜି ବିହନ ପ୍ରତି ପାଇଁ ୨୦ ଗ୍ରାମ୍ ରାଇଜୋବିୟମ, ୨୦ ଗ୍ରାମ ପି.ଏସ୍.ବି ଓ ୮୦ ମିଲି ଥଣ୍ଡା ପେଜରେ ଗୋଳାଇ ମଣ୍ଡତିଆରି କରି ଶୁଖାନ୍ତୁ ଓ ପୁରା ଶୁଖିଲା ଫସଲକୁ ବୁଣନ୍ତୁ । ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Odia Orissa 30-12-2025 17:15:00 SCHEDULED
938 शेतकरी बंधू आणि भगिनींनो नमस्कार. स्मार्ट ॲग्री कार्यक्रमांमध्ये आपले स्वागत आहे. २८ डिसेंबर ते ७ जानेवारी या तारखेदरम्यान कराड शिराळा परिसरामध्ये दिवसाचे व रात्रीचे तापमानामध्ये घसरण झालेली दिसून येईल दिवसाचे तापमान २६ ते २८अंश सेल्सिअस तर रात्रीचे तापमान १४ ते १६ अंश सेल्सिअस राहील. या १० दिवसांमध्ये पश्चिम दक्षिण दिशेने जोराचे वारे ताशी २ ते ९ किलोमीटर वेगाने वाहतील,त्यामुळे काही प्रमाणात ढगाळ वातावरण राहील परंतु पाऊस पडण्याची शक्यता नाही . हवेतील आर्द्रता ३० ते ७० टक्के राहील. शेतकरी मित्रांनो ऊसशेती मध्ये सर्वांत जास्त फायदा खोडवा व्यवस्थापनामध्ये होतो खोडवा उत्पन्न वाढीसाठी पुढील कार्य करावे ऊसाची जमिनीलगत छाटणी करावी ऊसाचा वाळलेला पाला वेस्ट डिकंपोजरच्या साह्याने शेतातच कुजावावा असे केल्यास जमीनीस चांगले सेंद्रिय खत उपलब्ध होईल. नांग्या व तुटाळ भरणी करण्यासाठी उपलब्ध असेल तर खोडव्याचे बेट किंवा ऊसाची रोपे लावा . ऊसतोडणी नंतर एका महिन्याच्या आत आणि ९० दिवसानंतर एकरी ५० किलो युरिया ,२५० किलो सिंगल सुपर फॉस्फटे, ८५ किलो पोटॅश, २५ किलो सूक्ष्म अन्नद्रव्य व १०० किलो पेंडीयुक्त खते याचा मिश्र डोस टाकावा . ऊसशेतीमध्ये कोणत्याही प्रकारची रोगाचा किंवा किडीचा प्रादुर्भाव दिसुन आल्यास कारखान्यांच्या कर्मचाऱ्यांना संपर्क करा.स्मार्ट ॲग्री कार्यक्रमाच्या अधिक माहितीसाठी ९२०५०२१८१४या नंबर वर संपर्क करा तसेच हा संदेश पुन्हा ऐकण्यासाठी ७०६५००५०५४ या नंबर वरती संपर्क करा धन्यवाद. Marathi MH 30-12-2025 09:05:00 SCHEDULED
939 शेतकरी बंधू आणि भगिनींनो नमस्कार. स्मार्ट ॲग्री कार्यक्रमांमध्ये आपले स्वागत आहे. २८ डिसेंबर ते ७ जानेवारी या तारखेदरम्यान पन्हाळा-शाहुवाडी परिसरामध्ये दिवसाचे व रात्रीचे तापमानामध्ये घसरण झालेली दिसून येईल दिवसाचे तापमान २६ ते २८अंश सेल्सिअस तर रात्रीचे तापमान १४ ते १६ अंश सेल्सिअस राहील. या १० दिवसांमध्ये पश्चिम दक्षिण दिशेने जोराचे वारे ताशी २ ते ९ किलोमीटर वेगाने वाहतील,त्यामुळे काही प्रमाणात ढगाळ वातावरण राहील परंतु पाऊस पडण्याची शक्यता नाही . हवेतील आर्द्रता ३० ते ७० टक्के राहील. शेतकरी मित्रांनो ऊसशेती मध्ये सर्वांत जास्त फायदा खोडवा व्यवस्थापनामध्ये होतो खोडवा उत्पन्न वाढीसाठी पुढील कार्य करावे ऊसाची जमिनीलगत छाटणी करावी ऊसाचा वाळलेला पाला वेस्ट डिकंपोजरच्या साह्याने शेतातच कुजावावा असे केल्यास जमीनीस चांगले सेंद्रिय खत उपलब्ध होईल. नांग्या व तुटाळ भरणी करण्यासाठी उपलब्ध असेल तर खोडव्याचे बेट किंवा ऊसाची रोपे लावा . ऊसतोडणी नंतर एका महिन्याच्या आत आणि ९० दिवसानंतर एकरी ५० किलो युरिया ,२५० किलो सिंगल सुपर फॉस्फटे, ८५ किलो पोटॅश, २५ किलो सूक्ष्म अन्नद्रव्य व १०० किलो पेंडीयुक्त खते याचा मिश्र डोस टाकावा . ऊसशेतीमध्ये कोणत्याही प्रकारची रोगाचा किंवा किडीचा प्रादुर्भाव दिसुन आल्यास कारखान्यांच्या कर्मचाऱ्यांना संपर्क करा.स्मार्ट ॲग्री कार्यक्रमाच्या अधिक माहितीसाठी ९२०५०२१८१४या नंबर वर संपर्क करा तसेच हा संदेश पुन्हा ऐकण्यासाठी ७०६५००५०५४ या नंबर वरती संपर्क करा धन्यवाद. Marathi MH 29-12-2025 09:00:00 SCHEDULED
940 वोडाफोन आईडिया फाउंडेशन एवं Solidaridad द्वारा क्रियान्वित स्मार्ट एग्री कार्यक्रम में आपका स्वागत है। किसानों के लिए सम-सामयिक सलाह, जिला Jhabua ऑटोमैटिक वेदर स्टेशन के अनुसार इस सप्ताह: 25 December से 06 January के दौरान दिन में 27 और रात में 11 डिग्री सेल्सियस ताप क्रम रहने का अनुमान है। सभी किसान साथियो को नव वर्ष 2026 की हार्दिक शुभकामनाये ! गेंहू की फसल मैं पौधों की उचित बढ़वार एवं विकास के लिए पोषक तत्वों की आवश्यकता होती है। सूक्ष्म पोषक तत्वों की कमी से पौधों की वृद्धि, जनन क्षमता एवं कार्यिकी पर विपरीत प्रभाव पड़ता है। जस्ते (जिंक) की कमी के लक्षण पत्तियों पर दिखाई देते है खड़ी फसल में जस्ते(जिंक) की कमी के लक्षण दिखाई देने पर 0.5 प्रतिशत जिंक सल्फेट के घोल का छिड़काव 10 दिनों के अंतराल पर 2-3 बार करना चाहिए। स्मार्ट अग्री कार्यक्रम के माध्यम से जलवायु -अनुकूल टिकाऊ खेती को अपनाना है। स्मार्ट एग्री प्रोजेक्ट के अंतर्गत खेती संबंधित समसामयिक सलाह के लिए 7065-00-5054 पर मिस कॉल करें एवं उपयोगी सलाह प्राप्त करें I अधिक जानकारी के लिए कृपया आप हमारे कृषि-विशेषज्ञ (फ़ोन: 8251071818) से दिन में सुबह 10 बजे से शाम 6 बजे के बीच बात करें.I Hindi MP 29-12-2025 11:30:00 SCHEDULED