Message List: 11,662
S.No Message Title Message State Created By Creation Date Status Action
451 Weather forecast & leafy vagetable sowing & pest management process ନମସ୍କାର କଟକ ଜିଲ୍ଲା ର ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୩୦ ନଭେମ୍ବର ରୁ ୬ ଡ଼ିଭେମ୍ବର ମଧ୍ୟରେ ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ। ଏବଂ ସର୍ବତ୍ର ସର୍ବାଧିକ ତାପମାତ୍ରା ୧୭°C-୩୦°C ମଧ୍ୟରେ ରହିବ। ୧.ଶାଗ ଜାତୀୟ ଫସଲ ପାଇଁ ପଟାଳି ତିଆରି କରନ୍ତୁ। ପଟାଳିରେ ଏକ ଭାଗ ଖତ +ପାଞ୍ଚ ଭାଗ ମାଟି ପକାଇ ପଟାଳି ସମତୁଲ କରନ୍ତୁ।ଶାଗ ଜାତୀୟ ୧୦୦ଗ୍ରାମ ମଞ୍ଜିରେ ୨୫୦ଗ୍ରାମ ସରୁ ବାଲି ଓ ଫିମ୍ପି ମିଶାଇ ପଟାଳିରେ ସମାନ ଭାବରେ ବୁଣନ୍ତୁ। ଗୁଣ୍ଡ ଖତ ଦ୍ୱାରା ମଞ୍ଜିକୁ ଘୋଡାଇ ହାଲୁକା ପାଣି ସିଞ୍ଚନ କରନ୍ତୁ।ପଟାଳିରେ ପିମ୍ପୁଡି ନଲାଗିବା ପାଇଁ ଗୁଣ୍ଡ ହଳଦୀ ପକାନ୍ତୁ ଓ ଯଦି ସୁବିଧା ଥିବ ୨-୩ ପାଇଁ ଜରି କିମ୍ବା ଛଣ ଦ୍ୱାରା ଘୋଡାଇ ଦିଅନ୍ତୁ। ୨.ପନିପରିବା ଓ ଲତା ଜାତୀୟ ଫସଲରେ ୨ୟ ଥର ତରଳ ଜୀବାମୃତ ସିଞ୍ଚନ କରନ୍ତୁ। ୩.ଫସଲରେ ଜଉ ପୋକ ଦାଉରୁ ରକ୍ଷା ପାଇଁ ୧ଲି. ପାଣିରେ ୧ଚାମଚ ଆଲୋଭେରା ଜେଲ ମିଶାଇ ସିଞ୍ଚନ କରନ୍ତୁ। ୪.ଅନାବନା ଘାସ ବାଛି ୨ୟ ବାର ଘନଜୀବାମୃତ ରେ ୫୦ଗ୍ରାମ ନିମ ପିଡିଆ ମିଶାଇ ଗଛ ମୂଳରେ ଦିଅନ୍ତୁ। ୫.ଲତା ଫସଲର ଅଗ୍ରରୁ ୨-୩ ଇଞ୍ଚ କାଟିଦେଲେ ଗଛ ଭଲ ବଢିବା ସହ ଫଳ ଭଲ ଆସିଥାଏ। ୬.ପତ୍ରମୋଚା ରୋଗ ଦେଖା ଦେଲେ ଦହି ପାଣି +ତମ୍ବା ମିଶ୍ରଣ ସିଞ୍ଚନ କରନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Orissa Orissa 30-11-2025 Enable
452 Weather forecast & leafy vagetable sowing & pest management process ନମସ୍କାର ଗଜପତି ଜିଲ୍ଲାର ମୋହନା ଓ ଗୁମ୍ମା ବ୍ଲକର ସମସ୍ତ ଚାଷୀ ମାନଙ୍କୁ ସଲିଡାରିଡାଡ ତରଫରୁ ଭୋଡାଫୋନ ଆଇଡିଆ ସହଯୋଗ ରେ ଚାଲୁଥିବା ଆଧୁନିକ କୃଷି କାର୍ଯ୍ୟକ୍ରମ କୁ ସ୍ଵାଗତ କରାଯାଉଛି । ଆଗାମୀ ୩୦ ନଭେମ୍ବର ରୁ ୬ ଡିସେମ୍ବର ମଧ୍ୟରେ ଗଜପତିର ମୋହନା ଏବଂ ଗୁମ୍ମା ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ ଓ ସର୍ବତ୍ର ସର୍ବାଧିକ ତାପମାତ୍ରା ୧୭°c ରୁ ୩୦°c ମଧ୍ୟରେ ରହିବ। ୧.ଶାଗ ଜାତୀୟ ଫସଲ ପାଇଁ ପଟାଳି ତିଆରି କରନ୍ତୁ। ପଟାଳିରେ ଏକ ଭାଗ ଖତ +ପାଞ୍ଚ ଭାଗ ମାଟି ପକାଇ ପଟାଳି ସମତୁଲ କରନ୍ତୁ।ଶାଗ ଜାତୀୟ ୧୦୦ଗ୍ରାମ ମଞ୍ଜିରେ ୨୫୦ଗ୍ରାମ ସରୁ ବାଲି ଓ ଫିମ୍ପି ମିଶାଇ ପଟାଳିରେ ସମାନ ଭାବରେ ବୁଣନ୍ତୁ। ଗୁଣ୍ଡ ଖତ ଦ୍ୱାରା ମଞ୍ଜିକୁ ଘୋଡାଇ ହାଲୁକା ପାଣି ସିଞ୍ଚନ କରନ୍ତୁ।ପଟାଳିରେ ପିମ୍ପୁଡି ନଲାଗିବା ପାଇଁ ଗୁଣ୍ଡ ହଳଦୀ ପକାନ୍ତୁ ଓ ଯଦି ସୁବିଧା ଥିବ ୨-୩ ପାଇଁ ଜରି କିମ୍ବା ଛଣ ଦ୍ୱାରା ଘୋଡାଇ ଦିଅନ୍ତୁ। ୨.ପନିପରିବା ଓ ଲତା ଜାତୀୟ ଫସଲରେ ୨ୟ ଥର ତରଳ ଜୀବାମୃତ ସିଞ୍ଚନ କରନ୍ତୁ। ୩.ଫସଲରେ ଜଉ ପୋକ ଦାଉରୁ ରକ୍ଷା ପାଇଁ ୧ଲି. ପାଣିରେ ୧ଚାମଚ ଆଲୋଭେରା ଜେଲ ମିଶାଇ ସିଞ୍ଚନ କରନ୍ତୁ। ୪.ଅନାବନା ଘାସ ବାଛି ୨ୟ ବାର ଘନଜୀବାମୃତ ରେ ୫୦ଗ୍ରାମ ନିମ ପିଡିଆ ମିଶାଇ ଗଛ ମୂଳରେ ଦିଅନ୍ତୁ। ୫.ଲତା ଫସଲର ଅଗ୍ରରୁ ୨-୩ ଇଞ୍ଚ କାଟିଦେଲେ ଗଛ ଭଲ ବଢିବା ସହ ଫଳ ଭଲ ଆସିଥାଏ। ୬.ପତ୍ରମୋଚା ରୋଗ ଦେଖା ଦେଲେ ଦହି ପାଣି +ତମ୍ବା ମିଶ୍ରଣ ସିଞ୍ଚନ କରନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Orissa Orissa 30-11-2025 Enable
453 Weather forecast and Paddy harvesting & seed selection ନମସ୍କାର କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୩୦ ନଭେମ୍ବର ରୁ ୬ ଡିଭେମ୍ବର ମଧ୍ୟରେ ଡେରାବିଶ ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ। ଏବଂ ସର୍ବାଧିକ ତାପମାତ୍ରା ୧୭°C-୩୦°C ମଧ୍ୟରେ ରହିବ। ୧. ଧାନ ବିଲରେ ମିଶା ଧାନ ଥିଲେ ବାହାର କରିଦିଅନ୍ତୁ। ବିହନ ଧାନ ପାଇଁ ୪୦୦ଟି ଗଛ ଅର୍ଥାତ ୫ମି.×୫ମି. ଏରିଆ ନେଇ ଲମ୍ବା କାଠି ପୋତି ଫିତା ବା ଦଉଡି ବାନ୍ଧି ଜମି ଚିହ୍ନଟ କରନ୍ତୁ। ଏହି ଧାନକୁ କାଟି ବାଡେଇ ଭଲ ଭାବେ ପରିଷ୍କାର କରନ୍ତୁ ଏବଂ ଉକ୍ତ ଧାନକୁ ବିହନ ପାଇଁ ସଂଗ୍ରହ କରନ୍ତୁ ୨. ଧାନ ୮୦-୯୦ପ୍ରତିଶତ ପାଚିଗଲେ ଅପେକ୍ଷା ନକରି କଟା ପଦ୍ଧତି ଆରମ୍ଭ କରିଦିଅନ୍ତୁ। ଏବଂ ଯଥାଶୀଘ୍ର ସୁରକ୍ଷିତ ସ୍ଥାନକୁ ନେଇ ଆସନ୍ତୁ। ୩ .ପ୍ରତ୍ୟେକ ଚାଷୀଙ୍କ ପିଲ ସଂଖ୍ୟା,୧୦ଟି କେଣ୍ଡାର ହାରାହାରି ଧାନ ସଂଖ୍ୟା କୁ ୧୦ ରେ ଭାଗ କରି ଜାଣିପାରିବେ।୧୦୦୦ ଧାନର ଓଜନ ରେକର୍ଡ କରନ୍ତୁ। ୪. ବୁଦା ଥିବା ପିଲ ସଂଖ୍ୟା ରୁ କେତୋଟି ପିଲରେ କେଣ୍ଡା ଅଛି, ଦଶଟି ପିଲ ନେଇ ହାରାହାରି କେଣ୍ଡା ଧାରଣ ପିଲ ସଂଖ୍ୟା ରେକର୍ଡ କରନ୍ତୁ। ୫. ବିହନ ପାଇଁ ରଖୁଥିବା ଧାନକୁ ଖରାରେ ଶୁଖାଇ ୧୨% ଜଳୀୟଭାଗ ରଖି ସଂଗ୍ରହ କରନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Orissa Orissa 30-11-2025 Enable
454 Weather forecast and Paddy harvesting & seed selection ନମସ୍କାର କଟକ ଜିଲ୍ଲା ର ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକର ସମସ୍ତ ଚାଷୀଭାଇ ମାନଙ୍କୁ ଭୋଡାଫୋନ ଆଇଡିଆ ସହଯୋଗରେ ସଲିଡାରିଡାଡ ଏବଂ ଶରତ କର & ଅନିମା କର ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଚାଲୁଥିବା ଅଭିନବ କୃଷି ପ୍ରକଳ୍ପକୁ ସ୍ଵାଗତ କରାଯାଉଛି । ଆଗାମୀ ୩୦ ନଭେମ୍ବର ରୁ ୬ ଡ଼ିଭେମ୍ବର ମଧ୍ୟରେ ମାହାଙ୍ଗା, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ। ଏବଂ ସର୍ବତ୍ର ସର୍ବାଧିକ ତାପମାତ୍ରା ୧୭°C-୩୦°C ମଧ୍ୟରେ ରହିବ। ୧. ଧାନ ବିଲରେ ମିଶା ଧାନ ଥିଲେ ବାହାର କରିଦିଅନ୍ତୁ। ବିହନ ଧାନ ପାଇଁ ୪୦୦ଟି ଗଛ ଅର୍ଥାତ ୫ମି.×୫ମି. ଏରିଆ ନେଇ ଲମ୍ବା କାଠି ପୋତି ଫିତା ବା ଦଉଡି ବାନ୍ଧି ଜମି ଚିହ୍ନଟ କରନ୍ତୁ। ଏହି ଧାନକୁ କାଟି ବାଡେଇ ଭଲ ଭାବେ ପରିଷ୍କାର କରନ୍ତୁ ଏବଂ ଉକ୍ତ ଧାନକୁ ବିହନ ପାଇଁ ସଂଗ୍ରହ କରନ୍ତୁ ୨. ଧାନ ୮୦-୯୦ପ୍ରତିଶତ ପାଚିଗଲେ ଅପେକ୍ଷା ନକରି କଟା ପଦ୍ଧତି ଆରମ୍ଭ କରିଦିଅନ୍ତୁ। ଏବଂ ଯଥାଶୀଘ୍ର ସୁରକ୍ଷିତ ସ୍ଥାନକୁ ନେଇ ଆସନ୍ତୁ। ୩ .ପ୍ରତ୍ୟେକ ଚାଷୀଙ୍କ ପିଲ ସଂଖ୍ୟା,୧୦ଟି କେଣ୍ଡାର ହାରାହାରି ଧାନ ସଂଖ୍ୟା କୁ ୧୦ ରେ ଭାଗ କରି ଜାଣିପାରିବେ।୧୦୦୦ ଧାନର ଓଜନ ରେକର୍ଡ କରନ୍ତୁ। ୪. ବୁଦା ଥିବା ପିଲ ସଂଖ୍ୟା ରୁ କେତୋଟି ପିଲରେ କେଣ୍ଡା ଅଛି, ଦଶଟି ପିଲ ନେଇ ହାରାହାରି କେଣ୍ଡା ଧାରଣ ପିଲ ସଂଖ୍ୟା ରେକର୍ଡ କରନ୍ତୁ। ୫. ବିହନ ପାଇଁ ରଖୁଥିବା ଧାନକୁ ଖରାରେ ଶୁଖାଇ ୧୨% ଜଳୀୟଭାଗ ରଖି ସଂଗ୍ରହ କରନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Orissa Orissa 30-11-2025 Enable
455 Weather forecast and Paddy harvesting & seed selection ନମସ୍କାର ଗଜପତି ଜିଲ୍ଲାର ମୋହନା ଓ ଗୁମ୍ମା ବ୍ଲକର ସମସ୍ତ ଚାଷୀ ମାନଙ୍କୁ ସଲିଡାରିଡାଡ ତରଫରୁ ଭୋଡାଫୋନ ଆଇଡିଆ ସହଯୋଗ ରେ ଚାଲୁଥିବା ଆଧୁନିକ କୃଷି କାର୍ଯ୍ୟକ୍ରମ କୁ ସ୍ଵାଗତ କରାଯାଉଛି । ଆଗାମୀ ୩୦ ନଭେମ୍ବର ରୁ ୬ ଡିସେମ୍ବର ମଧ୍ୟରେ ଗଜପତିର ମୋହନା ଏବଂ ଗୁମ୍ମା ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ ଓ ସର୍ବତ୍ର ସର୍ବାଧିକ ତାପମାତ୍ରା ୧୭°c ରୁ ୩୦°c ମଧ୍ୟରେ ରହିବ। ୧. ଧାନ ବିଲରେ ମିଶା ଧାନ ଥିଲେ ବାହାର କରିଦିଅନ୍ତୁ। ବିହନ ଧାନ ପାଇଁ ୪୦୦ଟି ଗଛ ଅର୍ଥାତ ୫ମି.×୫ମି. ଏରିଆ ନେଇ ଲମ୍ବା କାଠି ପୋତି ଫିତା ବା ଦଉଡି ବାନ୍ଧି ଜମି ଚିହ୍ନଟ କରନ୍ତୁ। ଏହି ଧାନକୁ କାଟି ବାଡେଇ ଭଲ ଭାବେ ପରିଷ୍କାର କରନ୍ତୁ ଏବଂ ଉକ୍ତ ଧାନକୁ ବିହନ ପାଇଁ ସଂଗ୍ରହ କରନ୍ତୁ ୨. ଧାନ ୮୦-୯୦ପ୍ରତିଶତ ପାଚିଗଲେ ଅପେକ୍ଷା ନକରି କଟା ପଦ୍ଧତି ଆରମ୍ଭ କରିଦିଅନ୍ତୁ। ଏବଂ ଯଥାଶୀଘ୍ର ସୁରକ୍ଷିତ ସ୍ଥାନକୁ ନେଇ ଆସନ୍ତୁ। ୩ .ପ୍ରତ୍ୟେକ ଚାଷୀଙ୍କ ପିଲ ସଂଖ୍ୟା,୧୦ଟି କେଣ୍ଡାର ହାରାହାରି ଧାନ ସଂଖ୍ୟା କୁ ୧୦ ରେ ଭାଗ କରି ଜାଣିପାରିବେ।୧୦୦୦ ଧାନର ଓଜନ ରେକର୍ଡ କରନ୍ତୁ। ୪. ବୁଦା ଥିବା ପିଲ ସଂଖ୍ୟା ରୁ କେତୋଟି ପିଲରେ କେଣ୍ଡା ଅଛି, ଦଶଟି ପିଲ ନେଇ ହାରାହାରି କେଣ୍ଡା ଧାରଣ ପିଲ ସଂଖ୍ୟା ରେକର୍ଡ କରନ୍ତୁ। ୫. ବିହନ ପାଇଁ ରଖୁଥିବା ଧାନକୁ ଖରାରେ ଶୁଖାଇ ୧୨% ଜଳୀୟଭାଗ ରଖି ସଂଗ୍ରହ କରନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Orissa Orissa 30-11-2025 Enable
456 Weather forecast and Paddy harvesting & seed selection ନମସ୍କାର ଗଜପତି ଜିଲ୍ଲାର ମୋହନା ଓ ଗୁମ୍ମା ବ୍ଲକର ସମସ୍ତ ଚାଷୀ ମାନଙ୍କୁ ସଲିଡାରିଡାଡ ତରଫରୁ ଭୋଡାଫୋନ ଆଇଡିଆ ସହଯୋଗ ରେ ଚାଲୁଥିବା ଆଧୁନିକ କୃଷି କାର୍ଯ୍ୟକ୍ରମ କୁ ସ୍ଵାଗତ କରାଯାଉଛି । ଆଗାମୀ ୩୦ ନଭେମ୍ବର ରୁ ୬ ଡିସେମ୍ବର ମଧ୍ୟରେ ଗଜପତିର ମୋହନା ଏବଂ ଗୁମ୍ମା ବ୍ଲକରେ ବୃଷ୍ଟିପାତର ସମ୍ଭାବନା ନାହିଁ ଓ ସର୍ବତ୍ର ସର୍ବାଧିକ ତାପମାତ୍ରା ୧୭°c ରୁ ୩୦°c ମଧ୍ୟରେ ରହିବ। ୧.ଶାଗ ଜାତୀୟ ଫସଲ ପାଇଁ ପଟାଳି ତିଆରି କରନ୍ତୁ। ପଟାଳିରେ ଏକ ଭାଗ ଖତ +ପାଞ୍ଚ ଭାଗ ମାଟି ପକାଇ ପଟାଳି ସମତୁଲ କରନ୍ତୁ।ଶାଗ ଜାତୀୟ ୧୦୦ଗ୍ରାମ ମଞ୍ଜିରେ ୨୫୦ଗ୍ରାମ ସରୁ ବାଲି ଓ ଫିମ୍ପି ମିଶାଇ ପଟାଳିରେ ସମାନ ଭାବରେ ବୁଣନ୍ତୁ। ଗୁଣ୍ଡ ଖତ ଦ୍ୱାରା ମଞ୍ଜିକୁ ଘୋଡାଇ ହାଲୁକା ପାଣି ସିଞ୍ଚନ କରନ୍ତୁ।ପଟାଳିରେ ପିମ୍ପୁଡି ନଲାଗିବା ପାଇଁ ଗୁଣ୍ଡ ହଳଦୀ ପକାନ୍ତୁ ଓ ଯଦି ସୁବିଧା ଥିବ ୨-୩ ପାଇଁ ଜରି କିମ୍ବା ଛଣ ଦ୍ୱାରା ଘୋଡାଇ ଦିଅନ୍ତୁ। ୨.ପନିପରିବା ଓ ଲତା ଜାତୀୟ ଫସଲରେ ୨ୟ ଥର ତରଳ ଜୀବାମୃତ ସିଞ୍ଚନ କରନ୍ତୁ। ୩.ଫସଲରେ ଜଉ ପୋକ ଦାଉରୁ ରକ୍ଷା ପାଇଁ ୧ଲି. ପାଣିରେ ୧ଚାମଚ ଆଲୋଭେରା ଜେଲ ମିଶାଇ ସିଞ୍ଚନ କରନ୍ତୁ। ୪.ଅନାବନା ଘାସ ବାଛି ୨ୟ ବାର ଘନଜୀବାମୃତ ରେ ୫୦ଗ୍ରାମ ନିମ ପିଡିଆ ମିଶାଇ ଗଛ ମୂଳରେ ଦିଅନ୍ତୁ। ୫.ଲତା ଫସଲର ଅଗ୍ରରୁ ୨-୩ ଇଞ୍ଚ କାଟିଦେଲେ ଗଛ ଭଲ ବଢିବା ସହ ଫଳ ଭଲ ଆସିଥାଏ। ୬.ପତ୍ରମୋଚା ରୋଗ ଦେଖା ଦେଲେ ଦହି ପାଣି +ତମ୍ବା ମିଶ୍ରଣ ସିଞ୍ଚନ କରନ୍ତୁ। ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୭୦୬୫୦୦୫୦୫୪ ରେ ମିସ କଲ୍ କରନ୍ତୁ। ଧନ୍ୟବାଦ୍। Orissa Orissa 30-11-2025 Disable
457 गेहू की सिचाई पर सलाह Jhabua वोडाफोन आईडिया फाउंडेशन एवं Solidaridad द्वारा क्रियान्वित स्मार्ट एग्री कार्यक्रम में आपका स्वागत है। किसानों के लिए सम-सामयिक सलाह, जिला Jhabua ऑटोमैटिक वेदर स्टेशन के अनुसार इस सप्ताह: 26th November से 5 December के दौरान दिन में 26 और रात में 13 डिग्री सेल्सियस ताप क्रम रहने का अनुमान है। गेहूँ की खेती में उपलब्ध पानी की समुचित प्रबंधन अतिआवशयक है I गेहूँ फसल के लिये अधिक उपज के लिये 6 सिंचाई अनुशंसित है I अतः गेहूँ में बुआई करने के 20 -21 दिन बाद मुख्य जड़ बनने की क्रांतिक अवस्था में सिचाई जरूर करे I अर्ध सिंचित या कम सिंचाई उपलव्धता होने पर एक से दो सिंचाई आवश्यकता वाली प्रजातियॉं में सिंचाई 35 से 40 दिनों के अंतराल से करना चाहिए I पूर्ण सिंचित प्रजातियों में 20 से 21 दिन के अंतराल पर 5 से 6 सिंचाई करें I सिंचाई के साथ बायो इनपुट जैसे जीवाअमृत एवं कंडा टॉनिक का उपयोग युरिया के विकल्प के रूप में करंने की सलाह है स्मार्ट एग्री प्रोजेक्ट के अंतर्गत खेती संबंधित समसामयिक सलाह के लिए 7065-00-5054 पर मिस कॉल करें एवं उपयोगी सलाह प्राप्त करें I अधिक जानकारी के लिए कृपया आप हमारे कृषि-विशेषज्ञ (फ़ोन: 8251071818) से दिन में सुबह 10 बजे से शाम 6 बजे के बीच बात करें.I Madhya Pradesh MP 25-11-2025 Enable
458 गेहू की सिचाई पर सलाह Dhar वोडाफोन आईडिया फाउंडेशन एवं Solidaridad द्वारा क्रियान्वित स्मार्ट एग्री कार्यक्रम में आपका स्वागत है। किसानों के लिए सम-सामयिक सलाह, जिला Dhar ऑटोमैटिक वेदर स्टेशन के अनुसार इस सप्ताह: 26th November से 5 December के दौरान दिन में 27 और रात में 15 डिग्री सेल्सियस ताप क्रम रहने का अनुमान है। गेहूँ की खेती में उपलब्ध पानी की समुचित प्रबंधन अतिआवशयक है I गेहूँ फसल के लिये अधिक उपज के लिये 6 सिंचाई अनुशंसित है I अतः गेहूँ में बुआई करने के 20 -21 दिन बाद मुख्य जड़ बनने की क्रांतिक अवस्था में सिचाई जरूर करे I अर्ध सिंचित या कम सिंचाई उपलव्धता होने पर एक से दो सिंचाई आवश्यकता वाली प्रजातियॉं में सिंचाई 35 से 40 दिनों के अंतराल से करना चाहिए I पूर्ण सिंचित प्रजातियों में 20 से 21 दिन के अंतराल पर 5 से 6 सिंचाई करें I सिंचाई के साथ बायो इनपुट जैसे जीवाअमृत एवं कंडा टॉनिक का उपयोग युरिया के विकल्प के रूप में करंने की सलाह है स्मार्ट एग्री प्रोजेक्ट के अंतर्गत खेती संबंधित समसामयिक सलाह के लिए 7065-00-5054 पर मिस कॉल करें एवं उपयोगी सलाह प्राप्त करें I अधिक जानकारी के लिए कृपया आप हमारे कृषि-विशेषज्ञ (फ़ोन: 8251071818) से दिन में सुबह 10 बजे से शाम 6 बजे के बीच बात करें.I Madhya Pradesh MP 25-11-2025 Enable
459 गेहू की सिचाई पर सलाह Vidisha वोडाफोन आईडिया फाउंडेशन एवं Solidaridad द्वारा क्रियान्वित स्मार्ट एग्री कार्यक्रम में आपका स्वागत है। किसानों के लिए सम-सामयिक सलाह, जिला Vidisha ऑटोमैटिक वेदर स्टेशन के अनुसार इस सप्ताह: 26th November से 5 December के दौरान दिन में 26 और रात में 12 डिग्री सेल्सियस ताप क्रम रहने का अनुमान है। गेहूँ की खेती में उपलब्ध पानी की समुचित प्रबंधन अतिआवशयक है I गेहूँ फसल के लिये अधिक उपज के लिये 6 सिंचाई अनुशंसित है I अतः गेहूँ में बुआई करने के 20 -21 दिन बाद मुख्य जड़ बनने की क्रांतिक अवस्था में सिचाई जरूर करे I अर्ध सिंचित या कम सिंचाई उपलव्धता होने पर एक से दो सिंचाई आवश्यकता वाली प्रजातियॉं में सिंचाई 35 से 40 दिनों के अंतराल से करना चाहिए I पूर्ण सिंचित प्रजातियों में 20 से 21 दिन के अंतराल पर 5 से 6 सिंचाई करें I सिंचाई के साथ बायो इनपुट जैसे जीवाअमृत एवं कंडा टॉनिक का उपयोग युरिया के विकल्प के रूप में करंने की सलाह है स्मार्ट एग्री प्रोजेक्ट के अंतर्गत खेती संबंधित समसामयिक सलाह के लिए 7065-00-5054 पर मिस कॉल करें एवं उपयोगी सलाह प्राप्त करें I अधिक जानकारी के लिए कृपया आप हमारे कृषि-विशेषज्ञ (फ़ोन: 8251071818) से दिन में सुबह 10 बजे से शाम 6 बजे के बीच बात करें.I Madhya Pradesh MP 25-11-2025 Enable
460 गेहू की सिचाई पर सलाह Ratlam वोडाफोन आईडिया फाउंडेशन एवं Solidaridad द्वारा क्रियान्वित स्मार्ट एग्री कार्यक्रम में आपका स्वागत है। किसानों के लिए सम-सामयिक सलाह, जिला Ratlam ऑटोमैटिक वेदर स्टेशन के अनुसार इस सप्ताह: 26th November से 5 December के दौरान दिन में 27 और रात में 13 डिग्री सेल्सियस ताप क्रम रहने का अनुमान है। गेहूँ की खेती में उपलब्ध पानी की समुचित प्रबंधन अतिआवशयक है I गेहूँ फसल के लिये अधिक उपज के लिये 6 सिंचाई अनुशंसित है I अतः गेहूँ में बुआई करने के 20 -21 दिन बाद मुख्य जड़ बनने की क्रांतिक अवस्था में सिचाई जरूर करे I अर्ध सिंचित या कम सिंचाई उपलव्धता होने पर एक से दो सिंचाई आवश्यकता वाली प्रजातियॉं में सिंचाई 35 से 40 दिनों के अंतराल से करना चाहिए I पूर्ण सिंचित प्रजातियों में 20 से 21 दिन के अंतराल पर 5 से 6 सिंचाई करें I सिंचाई के साथ बायो इनपुट जैसे जीवाअमृत एवं कंडा टॉनिक का उपयोग युरिया के विकल्प के रूप में करंने की सलाह है स्मार्ट एग्री प्रोजेक्ट के अंतर्गत खेती संबंधित समसामयिक सलाह के लिए 7065-00-5054 पर मिस कॉल करें एवं उपयोगी सलाह प्राप्त करें I अधिक जानकारी के लिए कृपया आप हमारे कृषि-विशेषज्ञ (फ़ोन: 8251071818) से दिन में सुबह 10 बजे से शाम 6 बजे के बीच बात करें.I Madhya Pradesh MP 25-11-2025 Enable